Proverbs 23

fullscreen6 ଜଣେ ଲୋକ ସହିତ ଖାଦ୍ୟ ଖାଅ ନାହିଁ। ୟିଏ କୃପଣ ଏବଂ ତାହାର ସୁସ୍ବାଦୁ ଖାଦ୍ୟ ଖାଇବାକୁ କାମନା କର ନାହିଁ।

fullscreen7 ସେ ହେଉଛି ଏହିପରି ଲୋକ ଯେ କି ସର୍ବଦା ମୂଲ୍ଯ କଥା ଚିନ୍ତା କରେ। ସେ ଏପରି ତୁମ୍ଭକୁ କହିପା ରେ, ଖାଅ ପିଅ କିନ୍ତୁ ତାହା ତା'ର ଅନ୍ତରର କଥା ନୁହେଁ।

fullscreen8 ତୁମ୍ଭେ ଯେଉଁ ଗୁଣ୍ଡାଏ ଖାଦ୍ୟ ଖାଇଅଛ ତାହା ଉଦ୍ଗାର କରିବ ଏବଂ ତୁମ୍ଭର ତା ପ୍ରତି ପ୍ରଶଂସା ବକୋର ହାଇଯେିବ।

6 Eat thou not the bread of him that hath an evil eye, neither desire thou his dainty meats:

7 For as he thinketh in his heart, so is he: Eat and drink, saith he to thee; but his heart is not with thee.

8 The morsel which thou hast eaten shalt thou vomit up, and lose thy sweet words.

Proverbs 23 in Tamil and English

6 ଜଣେ ଲୋକ ସହିତ ଖାଦ୍ୟ ଖାଅ ନାହିଁ। ୟିଏ କୃପଣ ଏବଂ ତାହାର ସୁସ୍ବାଦୁ ଖାଦ୍ୟ ଖାଇବାକୁ କାମନା କର ନାହିଁ।
Eat thou not the bread of him that hath an evil eye, neither desire thou his dainty meats:

7 ସେ ହେଉଛି ଏହିପରି ଲୋକ ଯେ କି ସର୍ବଦା ମୂଲ୍ଯ କଥା ଚିନ୍ତା କରେ। ସେ ଏପରି ତୁମ୍ଭକୁ କହିପା ରେ, ଖାଅ ପିଅ କିନ୍ତୁ ତାହା ତା'ର ଅନ୍ତରର କଥା ନୁହେଁ।
For as he thinketh in his heart, so is he: Eat and drink, saith he to thee; but his heart is not with thee.

8 ତୁମ୍ଭେ ଯେଉଁ ଗୁଣ୍ଡାଏ ଖାଦ୍ୟ ଖାଇଅଛ ତାହା ଉଦ୍ଗାର କରିବ ଏବଂ ତୁମ୍ଭର ତା ପ୍ରତି ପ୍ରଶଂସା ବକୋର ହାଇଯେିବ।
The morsel which thou hast eaten shalt thou vomit up, and lose thy sweet words.