Bible

Proverbs 21 - TELUGU (Oriya)

1 యెహోవా చేతిలో రాజు హృదయము నీటికాలువల వలెనున్నది. ఆయన తన చిత్తవృత్తిచొప్పున దాని త్రిప్పును.କୃଷକ ତା'ର ଜମି ରେ ପାଣି ମଡ଼ାଇବା ପାଇଁ େଛାଟ ନାଳ କରେ। ସେ ତା'ର ଜଳ ୟୁଆଡ଼େ ନବୋକୁ ଚା ହେଁ ସେଆଡ଼େ ତା'ର ନାଳ ବଙ୍କଇେ ନିଏ। ରାଜାଙ୍କର ମନ ଠିକ୍ ଜଳର ଗତିପରି, ୟୁଆଡ଼େ ଇଚ୍ଛା ସିଆଡ଼େ ନଇୟୋଏ।

2 ఒకడు తనకేర్పరచుకొనిన మార్గము ఎట్టిదైనను తన దృష్టికది న్యాయముగానే అగపడును యెహోవాయే హృదయములను పరిశీలన చేయు వాడు.ମନୁଷ୍ଯ ଯାହା କର୍ମ କରେ ତାହା ତା'ର ଦୃଷ୍ଟି ରେ ଠିକ୍ ଅଟେ। ମାତ୍ର ସଦାପ୍ରଭୁ ହୃଦଯ ସବୁ ତୌଲନ୍ତି।

3 నీతిన్యాయముల ననుసరించి నడచుకొనుట బలుల నర్పించుటకంటె యెహోవాకు ఇష్టము.ବଳିଦାନ ଅପେକ୍ଷା ନ୍ଯାଯ ଓ ସୁବିଚାର ସଦାପ୍ରଭୁଙ୍କ ପ୍ରିଯ ବିଷଯ।

4 అహంకార దృష్టియు గర్వ హృదయమును భక్తిహీనుల క్షేమమును పాపయుక్తములు.ଦୁଷ୍ଟ ଲୋକମାନଙ୍କର ଗର୍ବ ଚାହାଁଣି ଓ ଗର୍ବୀତ ଚିନ୍ତା ପାପପରି। ତାହା ଲୋକର ପ୍ରଦୀପ ପରି ଦଖାୟୋଏ, ତାହା ଦୁଷ୍ଟମାନଙ୍କୁ ଅନୁଶାସନ କରେ।

5 శ్రద్ధగలవారి యోచనలు లాభకరములు తాలిమిలేక పనిచేయువానికి నష్టమే ప్రాప్తించునుଚିନ୍ତାଧାରା ଯୋଜନା ଏବଂ କଠିନ କର୍ମ ପ୍ରଚୁରତା ଜନ୍ମାଏ। କିନ୍ତୁ ଦୃଢ଼ ଭାବରେ ଅଳ୍ପକୁ ଅତିଶୀଘ୍ର ଧ ରେ। କବଳେ ଦାରିଦ୍ର୍ଯ ଆଡ଼କୁ ପଥ ଦଖାେଏ।

6 అబద్ధములాడి ధనము సంపాదించుకొనుట ఊపిరితో సాటి, దానిని కోరువారు మరణమును కోరుకొందురు.ଯଦି ତୁମ୍ଭେ ଠକିକରି ଧନ ଅର୍ଜନ କରିଥାଅ, ସହେି ଧନ ଶୀଘ୍ର ଚାଲିୟିବ, ଠିକ୍ ବାଷ୍ଫପରି। ସହେି ଧନ ମୃତ୍ଯୁ ଆଡ଼କୁ ପରିଚାଳିତ ହବେ।

7 భక్తిహీనులు న్యాయము చేయనొల్లరు వారు చేయు బలాత్కారము వారిని కొట్టుకొని పోవును.ଦୁଷ୍ଟମାନଙ୍କର ଦୌରାତ୍ମ୍ଯ ସମାନଙ୍କେୁ ବିନାଶ କରିବ। ଯେ ହତେୁ ସମାନେେ ନ୍ଯାଯ କର୍ମ କରିବାକୁ ନାସ୍ତି କରନ୍ତି।

8 దోషభరితుని మార్గము మిక్కిలి వంకరమార్గము పవిత్రుల కార్యము యథార్థము.ଦୋଷ ରେ ଭାରାକ୍ରାନ୍ତ ଲୋକର ପଥ ଅତିଶଯ ବକ୍ର, ମାତ୍ର ଜଣେ ପବିତ୍ର ଲୋକର ପଥ ସଳଖ ଏବଂ ସାଧୁ।

9 గయ్యాళితో పెద్దయింట నుండుటకంటె మిద్దెమీద నొక మూలను నివసించుట మేలు.କଳିହୁଡ଼ି ସ୍ତ୍ରୀ ସଙ୍ଗ ରେ ପ୍ରଶସ୍ତ ଗୃହ ରେ ବାସ କରିବା ଅପେକ୍ଷା ଛାତର ଏକ କଣ ରେ ବାସ କରିବା ଭଲ।

10 భక్తిహీనుని మనస్సు కీడుచేయ గోరును వాడు తన పొరుగువానికైనను దయ తలచడు.ଦୁଷ୍ଟ ଲୋକର ମନ ସର୍ବଦା ଅନଷ୍ଟ ପାଞ୍ଚେ। ପୁଣି ତା'ର ଦୃଷ୍ଟି ରେ ତା'ର ପ୍ରତିବେଶୀ କିଛି ଅନୁଗ୍ରହ ପାଏ ନାହିଁ।

11 అపహాసకుడు దండింపబడుట చూచి జ్ఞానము లేని వాడు జ్ఞానము పొందును జ్ఞానముగలవాడు ఉపదేశమువలన తెలివినొందును.ନିନ୍ଦକମାନଙ୍କୁ ଦଣ୍ଡ ଦେଲେ, ନିର୍ବୋଧ ଲୋକ ବୁଦ୍ଧିମାନ୍ ହୁଏ। ମାତ୍ର ବୁଦ୍ଧିମାନ୍କୁ ବୁଝାଇ ଦେଲେ ସେ ଆହୁରି ଜ୍ଞାନବାନ୍ ହୁଏ।

12 నీతిమంతుడైన వాడు భక్తిహీనుని యిల్లు ఏమైనది కని పెట్టును భక్తిహీనులను ఆయన నాశనములో కూల్చును.ଧାର୍ମିକ ଲୋକ ଦୁଷ୍ଟର ବଂଶ ବିଷଯ ରେ ବିବଚେନା କରେ। ସହେି ଦୁଷ୍ଟ ଲୋକମାନେ କିପରି ଉତ୍ପାଟିତ ହାଇେ କିପରି ସର୍ବନାଶ ହୁଅନ୍ତି। ଏହା ସୁବିବଚେନା କରେ।

13 దరిద్రుల మొఱ్ఱ వినక చెవి మూసికొనువాడు తాను మొఱ్ఱపెట్టునప్పుడు అంగీకరింపబడడు.ଯେଉଁ ଲୋକ ଦୁଃଖୀ ଦରିଦ୍ରର ଡ଼ାକ ଶୁଣେ ନାହିଁ, ସେ ମଧ୍ଯ ଆପେ ଡ଼ାକିବ। କିନ୍ତୁ ଉତ୍ତର ପାଇବ ନାହିଁ।

14 చాటున ఇచ్చిన బహుమానము కోపమును చల్లార్చును ఒడిలోనుంచబడిన కానుక మహా క్రోధమును శాంతి పరచును.ଗୁପ୍ତ ରେ ଦାନ ଦେଲେ କୋରଧ ଶାନ୍ତ ହୁଏ। ପୁଣି ଅଣ୍ଟି ରେ ଲାଞ୍ଚ ପ୍ରଦାନ ପ୍ରଚଣ୍ଡ କୋପ ଶାନ୍ତ କରେ।

15 న్యాయమైన క్రియలు చేయుట నీతిమంతునికి సంతోషకరము పాపము చేయువారికి అది భయంకరము.ନ୍ଯାଯ ଆଚରଣ ଧାର୍ମିକ ପ୍ରତି ଆନନ୍ଦର ବିଷଯ। ମାତ୍ର ତାହା କୁକର୍ମକାରୀମାନଙ୍କ ପ୍ରତି ବିନାଶଜନକ।

16 వివేకమార్గము విడిచి తిరుగువాడు ప్రేతల గుంపులో కాపురముండును.ଯେ ଜ୍ଞାନ ପଥ ଛାଡ଼ି ଭ୍ରମଣ କରେ, ସେ ମୃତ୍ଯୁ ଲୋକ ମଧିଅରେ ଶଷେ ହବେ।

17 సుఖభోగములయందు వాంఛగలవానికి లేమి కలుగును ద్రాక్షారసమును నూనెయు వాంఛించువానికి ఐశ్వ ర్యము కలుగదు.ଯେଉଁ ଲୋକ ଆମାଦେ ଭଲପାଏ, ସେ ଦରିଦ୍ର ହବେ। ପୁଣି ଯେ ଦ୍ରାକ୍ଷାରସ ଓ ତୈଳ ଭଲପାଏ, ସେ ଧନବାନ ହବେ ନାହିଁ।

18 నీతిమంతునికొరకు భక్తిహీనులు ప్రాయశ్చిత్తమగుదురు యథార్థవంతులకు ప్రతిగా విశ్వాసఘాతకులు కూలు దురుଦୁଷ୍ଟଲୋକ ଧାର୍ମିକର ମୁକ୍ତିର ମୂଲ୍ଯ ସ୍ବରୂପ, ପୁଣି ବିଶ୍ବାସଘାତକ ସରଳ ଲୋକର ବଦଳି ସ୍ବରୂପ।

19 ప్రాణము విసికించు జగడగొండిదానితో కాపురము చేయుటకంటె అరణ్యభూమిలో నివసించుట మేలు.କଳହକାରିଣୀ ଓ ଚିଡ଼ିଚିଡ଼ିଆ ସ୍ତ୍ରୀ ସଙ୍ଗ ରେ ବାସ କରିବା ଅପେକ୍ଷା ନିର୍ଜନ ଭୂମିରେ ବାସ କରିବା ଭଲ।

20 విలువగల ధనమును నూనెయు జ్ఞానుల యింటనుండును బుద్ధిహీనుడు దాని వ్యయపరచును.ଜ୍ଞାନବାନର ଗୃହ ରେ ବହୁମୂଲ୍ଯ ସମ୍ପତ୍ତି ଥାଏ ଓ ତୈଳ ଥାଏ, ମାତ୍ର ଗୋଟିଏ ମୂର୍ଖ ଶୋଷି ଦିଏ ଏବଂ ଏହା ସମସ୍ତ ଶଷେ କରେ।

21 నీతిని కృపను అనుసరించువాడు జీవమును నీతిని ఘనతను పొందును.ଯେଉଁ ଲୋକ ଧାର୍ମିକତା ଓ ଦୟାର ପଶ୍ଚାଦ୍ଗାମୀ, ସେ ଜୀବନ, ଧାର୍ମିକତା ଓ ସମ୍ମାନ ପାଏ।

22 జ్ఞానియైన యొకడు పరాక్రమశాలుల పట్టణ ప్రాకార మెక్కును అట్టివాడు దానికి ఆశ్రయమైన కోటను పడగొట్టును.ଜ୍ଞାନୀ ଲୋକ ବଳବାନ୍ ଲୋକମାନଙ୍କର ଆକ୍ରମଣ କଲେ। ପୁଣି ଦୁର୍ଗସବୁ ଧ୍ବଂସ କଲେ ସମାନେେ ବିଶ୍ବାସ କରନ୍ତି।

23 నోటిని నాలుకను భద్రము చేసికొనువాడు శ్రమలనుండి తన ప్రాణమును కాపాడుకొనును.ଯେ ଆପଣା ମୁଖ ଓ ଜିହ୍ବା ରକ୍ଷା କରେ ସେ କ୍ଲେଶରୁ ଆପଣା ପ୍ରାଣକୁ ରକ୍ଷା କରେ।

24 అహంకారియైన గర్విష్ఠునికి అపహాసకుడని పేరు అట్టివాడు అమితగర్వముతో ప్రవర్తించును.ଅହଙ୍କାରୀ ଓ ଦାମ୍ଭିକ ଲୋକ ନିନ୍ଦୁକ ନାମ ରେ ବିଖ୍ଯାତ। ସେ ଆତ୍ମଗର୍ବ ଦଖାେଏ।

25 సోమరివాని చేతులు పనిచేయనొల్లవు వాని యిచ్ఛ వాని చంపును.ଅଳସୁଆର ବାଞ୍ଚିତ ବିଷଯ ତାହାର ମୃତ୍ଯୁ ଘଟାଏ। କାରଣ ତାହାର ହସ୍ତ କର୍ମ କରିବାକୁ ମନା କରେ।

26 దినమెల్ల ఆశలు పుట్టుచుండును నీతిమంతుడు వెనుకతీయక ఇచ్చుచుండును.କିଛି ଲୋଭୀ ଲୋକ ଦିନୟାକ କାଟନ୍ତି ବହୁ ଜିନିଷ ଗୁଡ଼ିକ ପାଇଁ ବାସନା କରି, ମାତ୍ର ଧାର୍ମିକ ଲୋକ ଉଦାର ସହିତ ଦିଅନ୍ତି।

27 భక్తిహీనులు అర్పించు బలులు హేయములు దురాలోచనతో అర్పించినయెడల అవి మరి హేయ ములు.ଦୁଷ୍ଟମାନଙ୍କର ବଳିଦାନ ଘୃଣାର ବିଷଯ, ମାତ୍ର ସେ କୁଅଭିପ୍ରାଯ ରେ ତାହା କଲେ ବହୁତ ଘୃଣିତ ହୁଏ।

28 కూటసాక్షి నశించును విని మాటలాడువాడు సత్యము పలుకును.ମିଥ୍ଯାସାକ୍ଷୀ ବିନଷ୍ଟ ହବେ, କିନ୍ତୁ ପ୍ରକୃତ ସାକ୍ଷୀ ପୁନର୍ବାର ପରୀକ୍ଷା ହବେ।

29 భక్తిహీనుడు తన ముఖమును మాడ్చుకొనును యథార్థవంతుడు తన ప్రవర్తనను చక్క పరచుకొనును.ଦୁଷ୍ଟ ଲୋକ ଆପଣା ମୁଖ କଠିନ କରେ। ମାତ୍ର ସରଳ ଲୋକ ଆପଣା ବାଟ ଜାଣିଥାଏ।

30 యెహోవాకు విరోధమైన జ్ఞానమైనను వివేచనయైనను ఆలోచనయైనను నిలువదు.ସଦାପ୍ରଭୁଙ୍କ ବିରୁଦ୍ଧ ରେ କୌଣସି ଜ୍ଞାନ କି ବୁଦ୍ଧି କି ମନ୍ତ୍ରଣା ନାହିଁ।

31 యుద్ధదినమునకు గుఱ్ఱములను ఆయత్తపరచుటకద్దు గాని రక్షణ యెహోవా అధీనము.ୟୁଦ୍ଧ ଦିନ ପାଇଁ ଅଶ୍ବ ସୁସଜ୍ଜିତ ହୁଏ। ମାତ୍ର ଜଯ ସଦାପ୍ରଭୁଙ୍କଠାରୁ ସର୍ବଦାଆ ସେ।

Oriya Bible