Proverbs 18:4
ମନୁଷ୍ଯର ମୁଖର ବାକ୍ଯ ଗଭୀର ଜଳତୁଲ୍ଯ। ପୁଣି ଜ୍ଞାନ ରେ ଉତ୍ପତ୍ତି ସ୍ଥାନ ଜଳ ସୋର୍ତ ସଦୃଶ।
Proverbs 18:4 in Other Translations
King James Version (KJV)
The words of a man's mouth are as deep waters, and the wellspring of wisdom as a flowing brook.
American Standard Version (ASV)
The words of a man's mouth are `as' deep waters; The wellspring of wisdom is `as' a flowing brook.
Bible in Basic English (BBE)
The words of a man's mouth are like deep waters: the fountain of wisdom is like a flowing stream.
Darby English Bible (DBY)
The words of a man's mouth are deep waters, [and] the fountain of wisdom is a gushing brook.
World English Bible (WEB)
The words of a man's mouth are like deep waters. The fountain of wisdom is like a flowing brook.
Young's Literal Translation (YLT)
Deep waters `are' the words of a man's mouth, The fountain of wisdom `is' a flowing brook.
| The words | מַ֣יִם | mayim | MA-yeem |
| of a man's | עֲ֭מֻקִּים | ʿămuqqîm | UH-moo-keem |
| mouth | דִּבְרֵ֣י | dibrê | deev-RAY |
| are as deep | פִי | pî | fee |
| waters, | אִ֑ישׁ | ʾîš | eesh |
| and the wellspring | נַ֥חַל | naḥal | NA-hahl |
| of wisdom | נֹ֝בֵ֗עַ | nōbēaʿ | NOH-VAY-ah |
| as a flowing | מְק֣וֹר | mĕqôr | meh-KORE |
| brook. | חָכְמָֽה׃ | ḥokmâ | hoke-MA |
Cross Reference
ହିତୋପଦେଶ 20:5
ମନୁଷ୍ଯ ମନର ଭାବନା ଗଭୀର କୂଅର ଜଳ ପରି। ମାତ୍ର ବୁଦ୍ଧିମାନ ଲୋକ ସହେି ଗଭୀର ଜଳକୁ କାଢ଼ି ପାରିବ।
ହିତୋପଦେଶ 13:14
ଜ୍ଞାନୀ ଲୋକର ଶିକ୍ଷା ଜୀବନ ରେ ଝର ସ୍ବରୂପ ଅଟେ, ସେ ମୃତ୍ଯୁ ଫାନ୍ଦରୁ ଅନ୍ୟକୁ ରକ୍ଷା କରେ।
ହିତୋପଦେଶ 10:11
ଧାର୍ମିକ ଲୋକର ମୁଖ ଜୀବନର ନିର୍ଝର। କିନ୍ତୁ ଦୁଷ୍ଟ ଲୋକର ମୁଖ ଦୌରାତ୍ମ୍ଯ ବଢ଼ାଏ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:6
କଥାବାର୍ତ୍ତା କଲା ବେଳେ, ସବୁବେଳେ ଦୟାଭାବ ରଖ ଓ ବିବକେୀ ହୁଅ। ତବେେ ତୁମ୍ଭମାନେେ ସମସ୍ତଙ୍କୁ ଉଚିତ ଉତ୍ତର ଦବୋକୁ ସକ୍ଷମ ହବେ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:16
ଖ୍ରୀଷ୍ଟଙ୍କ ଶିକ୍ଷା ତୁମ୍ଭଠା ରେ ପ୍ରଚୁର ଭାବରେ ରହିଥାଉ। ପରସ୍ପରକୁ ଶିକ୍ଷା ଦବୋ ଓ ଶକ୍ତିଶାଳୀ କରିବା ପାଇଁ ସମସ୍ତ ଜ୍ଞାନର ବ୍ଯବହାର କର। ନିଜ ହୃଦୟ ରେ ପରମେଶ୍ବରଙ୍କ ପାଇଁ କୃତଜ୍ଞତାର ସଂଗୀତ, ଭଜନ, ଆଧ୍ଯାତ୍ମିକ ଗୀତମାନ ଗାଅ।
ଯୋହନଲିଖିତ ସୁସମାଚାର 7:38
ଯଦି କୌଣସି ଲୋକ ମାଠାେ ରେ ବିଶ୍ବାସ କରେ ତବେେ ତା'ର ହୃଦୟରୁ ଜୀବନ୍ତ ଜଳ ପ୍ରବାହିତ ହବେ। ଏହି କଥା ଧର୍ମ ଶାସ୍ତ୍ର ରେ ଲଖାେ ଅଛି।
ଯୋହନଲିଖିତ ସୁସମାଚାର 4:14
କିନ୍ତୁ ମୁଁ ଯେଉଁ ଜଳ ପିଇବାକୁ ଦବେି, ତାହା ଯେଉଁ ଲୋକ ପିଇବ ସେ କଦାପି ତୃଷାର୍ତ୍ତ ହବେ ନାହିଁ। ମୁଁ ତାହାଙ୍କୁ ଯେଉଁ ଜଳ ଦବେି, ତାହା ଅନନ୍ତ ଜୀବନ ଜଳର ଝର ସ୍ବରୁପେ ସର୍ବଦା ପ୍ରବାହିତ ହବେ।
ମାଥିଉଲିଖିତ ସୁସମାଚାର 12:34
ହେ କାଳସର୍ପର ସନ୍ତାନଗଣ, ତୁମ୍ଭମାନେେ ମନ୍ଦ ଲୋକ, ତୁମ୍ଭେ ଭଲ କଥା କିପରି କହି ପାରିବ? ଜଣେ ତା ମନ ଭିତ ରେ ଯାହା ଭାବୁଥାଏ, ତାକୁ କଥା ରେ ପ୍ରକାଶ କରିଥାଏ।
ହିତୋପଦେଶ 16:22
ସଦବୁଦ୍ଧି ପାଇଥିବା ଲୋକ ଜୀବନର ଝର ସ୍ବରୂପ ଅଟେ। ମାତ୍ର ଅଜ୍ଞାନତା ଅଜ୍ଞାନମାନଙ୍କର ଶାସ୍ତି।
ଗୀତସଂହିତା 78:2
ମୁଁ ତୁମ୍ଭମାନଙ୍କୁ ଗୋଟିଏ ଗପ କହିବି। ମୁଁ ତୁମ୍ଭମାନଙ୍କୁ ଅତୀତର ଗପ କହିବି, ୟାହାକି ବୁଝିବା ପାଇଁ କଷ୍ଟକର।