Proverbs 15:21
ନିର୍ ବୋଧ ପ୍ରତି, ଅଜ୍ଞାନତା କୌତୁହଳପୂର୍ଣ୍ଣ, ମାତ୍ର ବୁଦ୍ଧିମାନ୍ ଲୋକ ଆପଣା ଗତି ୟଥୋଚିତ୍ କରନ୍ତି।
Proverbs 15:21 in Other Translations
King James Version (KJV)
Folly is joy to him that is destitute of wisdom: but a man of understanding walketh uprightly.
American Standard Version (ASV)
Folly is joy to him that is void of wisdom; But a man of understanding maketh straight his going.
Bible in Basic English (BBE)
Foolish behaviour is joy to the unwise; but a man of good sense makes his way straight.
Darby English Bible (DBY)
Folly is joy to him that is void of sense; but a man of understanding regulateth his walk.
World English Bible (WEB)
Folly is joy to one who is void of wisdom, But a man of understanding keeps his way straight.
Young's Literal Translation (YLT)
Folly is joy to one lacking heart, And a man of intelligence directeth `his' going.
| Folly | אִ֭וֶּלֶת | ʾiwwelet | EE-weh-let |
| is joy | שִׂמְחָ֣ה | śimḥâ | seem-HA |
| to him that is destitute | לַחֲסַר | laḥăsar | la-huh-SAHR |
| wisdom: of | לֵ֑ב | lēb | lave |
| but a man | וְאִ֥ישׁ | wĕʾîš | veh-EESH |
| of understanding | תְּ֝בוּנָ֗ה | tĕbûnâ | TEH-voo-NA |
| walketh | יְיַשֶּׁר | yĕyaššer | yeh-ya-SHER |
| uprightly. | לָֽכֶת׃ | lāket | LA-het |
Cross Reference
ହିତୋପଦେଶ 10:23
କୁକର୍ମ କରିବା ନିର୍ବୋଧର ଆନନ୍ଦ, ସହେିପରି ଜ୍ଞାନ ବୁଦ୍ଧିମାନ୍ ପୁରୁଷର।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:15
ଅତଏବ କିପରି ଜୀବନ କାଟୁଅଛ, ଏବିଷୟ ରେ ବିଶଷେ ସାବଧାନ ରୁହ। ନିର୍ ବୋଧ ଲୋକଙ୍କ ଭଳି ଜୀବନଯାପନ କର ନାହିଁ। ମାତ୍ର ଜ୍ଞାନୀ ଲୋକଙ୍କ ପରି ଜୀବନଯାପନ କର।
ଆୟୁବ ପୁସ୍ତକ 28:28
ପରମେଶ୍ବର ଲୋକମାନଙ୍କୁ କହିଲେ, ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର। ତାହାହିଁ ଜ୍ଞାନ ଅଟେ। ମନ୍ଦ କାର୍ୟ୍ଯ କର ନାହିଁ। ତାହାହିଁ ବୁଝିବା ଶକ୍ତି ଅଟେ। ଆୟୁବ ତା'ର କାହାଣୀ କହି ଚାଲିଥିଲା।
ଗୀତସଂହିତା 111:10
ଜ୍ଞାନ ପରମେଶ୍ବରଙ୍କ ପ୍ରତି ଭୟ ଓ ସମ୍ମାନରୁ ଆରମ୍ଭ ହୁଏ। ଯେଉଁମାନେ ତାଙ୍କର ଆଦେଶ ପାଳନ କରନ୍ତି, ସମାନେେ ଜ୍ଞାନୀ ଅଟନ୍ତି। ତାହାଙ୍କ ପ୍ରଶଂସା ସଦାକାଳ ପାଇଁ ଗାନ କରାୟିବ।
ହିତୋପଦେଶ 11:12
ୟିଏ ଆପଣାର ପ୍ରତିବେଶୀକୁ ତାଛଲ୍ଯ ମନୋଭାବ ଦଖାେଏ, ସେ ନିର୍ବୋଧ। କିନ୍ତୁ ଜଣେ ବୁଦ୍ଧିମାନ୍ ଚୁପ୍ ହାଇେ ରହେ।
ହିତୋପଦେଶ 14:9
ଅଜ୍ଞାନୀମାନେ ଦୋଷକୁ କୌତୁକ ବୋଲି ଗ୍ରହଣ କରନ୍ତି। ମାତ୍ର ସରଳ ଲୋକମାନଙ୍କ ନିକଟରେ ଅନୁଗ୍ରହ ଥାଏ।
ହିତୋପଦେଶ 14:16
ଜ୍ଞାନୀ ଲୋକମାନେ ସଦାପ୍ରଭୁଙ୍କୁ ସମ୍ମାନ କରନ୍ତି ଏବଂ କୁକର୍ମକୁ ଘୃଣା କରନ୍ତି। ମାତ୍ର ଅଧାର୍ମିକମାନେ ଦାମ୍ଭିକଭାବ ବହି ଦୁଃସାହସୀ ହୁଏ।
ହିତୋପଦେଶ 26:18
ଆପଣା ପ୍ରତିବେଶୀକି ଯେଉଁଲୋକ ଭୁଲାଇ କ ହେ, ମୁଁ କୌତୁକ କରୁଛି।
ଯାକୁବଙ୍କ ପତ୍ 3:13
ତୁମ୍ଭମାନଙ୍କ ଭିତ ରେ ପ୍ରକୃତ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି ? ତା ହେଲେ ସେ ଧାର୍ମିକ ଜୀବନଯାପନ କରି ନିଜର ବିଜ୍ଞତା ଦଖାେଉ। ସେ ନମ୍ର ଭାବରେ ଭଲ କାମ କରିବା ଉଚିତ। ଜ୍ଞାନୀ ଲୋକ ଗର୍ବ କରେ ନାହିଁ।