Base Word
תָּבוּן
Short Definitionintelligence; by implication, an argument; by extension, caprice
Long Definitionunderstanding, intelligence
Derivationand (feminine) תְּבוּנָה; or תּוֹבֻנָה; from H0995
International Phonetic Alphabett̪ɔːˈbuːn̪
IPA modtɑːˈvun
Syllabletābûn
Dictiontaw-BOON
Diction Modta-VOON
Usagediscretion, reason, skilfulness, understanding, wisdom
Part of speechn-m

ଯାତ୍ରା ପୁସ୍ତକ 31:3
ମୁଁ ପରମେଶ୍ବରଙ୍କ ଆତ୍ମା ରେ ବତ୍ସଲଲକେୁ ପୂର୍ଣ୍ଣ କଲି। ସମସ୍ତ କରିଗରି କାର୍ୟ୍ଯ କରିବାକୁ ମୁଁ ତାକୁ ସମସ୍ତ ପ୍ରକାର କୌଶଳ ଓ ଜ୍ଞାନ ଦଇେଛି।

ଯାତ୍ରା ପୁସ୍ତକ 35:31
ସଦାପ୍ରଭୁ ବତ୍ସଲଲକେୁ ପରମେଶ୍ବରଙ୍କ ଜ୍ଞାନ ରେ ପୂର୍ଣ୍ଣ କଲେ। ସେ ତାଙ୍କୁ ସମସ୍ତ ପ୍ରକାର କାର୍ୟ୍ଯ କରିବା ପାଇଁ ସମସ୍ତ କୌଶଳ ଓ ଜ୍ଞାନ ଦେଲେ।

ଯାତ୍ରା ପୁସ୍ତକ 36:1
ତେଣୁ ବତ୍ସଲଲେ, ଅହଲୀଯାବ ଏବଂ ପ୍ରେତ୍ୟକକ କୁଶଳୀ ଲୋକମାନେ ଯେଉଁମାନଙ୍କୁ ସଦାପ୍ରଭୁ ଏହି ପବିତ୍ର ସ୍ଥାନ ସମ୍ବନ୍ଧୀଯ କାର୍ୟ୍ଯ କରିବାର କୌଶଳ ଓ ଜ୍ଞାନ ପ୍ରଦାନ କରିଛନ୍ତି, ସମାନଙ୍କେୁ ପବିତ୍ର ସ୍ଥାନ ସମ୍ବନ୍ଧୀଯ ସମସ୍ତ କାର୍ୟ୍ଯ କରିବାକୁ ଦିଅ। ଠିକ୍ ଯେପରି ସଦାପ୍ରଭୁ ଆଜ୍ଞା ଦଇେଥିଲେ।

ଦିତୀୟ ବିବରଣ 32:28
ଇଶ୍ରାୟେଲର ଲୋକମାନେ ୟକ୍ସ୍ଟକ୍ତିହୀନ। ସମାନେେ ବକ୍ସ୍ଟଝିପାରନ୍ତି ନାହିଁ।

ପ୍ରଥମ ରାଜାବଳୀ 4:29
ପରମେଶ୍ବର ଶ ଲୋମନଙ୍କୁ ଅତିଶଯ ଜ୍ଞାନୀ ଓ ବୁଦ୍ଧିମାନ କଲେ। ତାଙ୍କର ଜ୍ଞାନ ଅନ୍ତଦୃଷ୍ଟି ଓ ମହତ ବୁଝାମଣା ସମୁଦ୍ରବାଲୁକା ସଦୃଶ ଅକଳନ ହେଲା।

ପ୍ରଥମ ରାଜାବଳୀ 7:14
ହୀରମ ଇଶ୍ରାଲୟଲର ନପ୍ତାଲି ବଂଶୀଯ ଏକ ବିଧବା ସ୍ତ୍ରୀର ପୁତ୍ର, ତା'ର ପିତା ସୋର ନଗରର ଏକ କଂସାରି ଥିଲା। ହୀରମ ଜଲଣ ନିପୁଣ ପିତ୍ତଳ କାରୀଗର ଥିଲଲ। ରାଜା ଶଲଲାମନସସହି ଅଭିଜ୍ଞ କାରୀଗରକୁ ପିତ୍ତଳ ତିଆରି କାର୍ୟ୍ଯସର ନିୟୁକ୍ତି କଲଲ।

ଆୟୁବ ପୁସ୍ତକ 12:12
ତେଣୁ ଆମ୍ଭେ କହୁଛୁ, 'ଜ୍ଞାନ ବୃଦ୍ଧ ଲୋକମାନଙ୍କଠା ରେ ଅଛି। ବୁଝାମଣା ଦୀର୍ଘଜୀବନ ବଢ଼ାଏ।'

ଆୟୁବ ପୁସ୍ତକ 12:13
କିନ୍ତୁ ଜ୍ଞାନ ଓ ଶକ୍ତି ପରମେଶ୍ବରଙ୍କଠା ରେ ଅଛି। ସଦୁପଦେଶ ଓ ବୁଝିବା ଶକ୍ତି ତାଙ୍କର ଅଛି।

ଆୟୁବ ପୁସ୍ତକ 26:12
ପରମେଶ୍ବର ନିଜ ଶକ୍ତି ବଳ ରେ ସମୁଦ୍ରକୁ ଶାନ୍ତ କରନ୍ତି। ତାଙ୍କ ଜ୍ଞାନ ବଳ ରେ ସମୁଦ୍ର ରାକ୍ଷସ ରାହବ କ୍ଷତାକ୍ତ ହୁଅନ୍ତି।

ଆୟୁବ ପୁସ୍ତକ 32:11
ଆପଣମାନେ ଯାହା କଥାବାର୍ତ୍ତା ହେଉଥିଲେ ତାହା ମୁଁ ର୍ଧୈୟ୍ଯର ସହ ଶୁଣିଲି। ଆପଣ ଆୟୁବକୁ ଯେଉଁ ଉତ୍ତର ଦେଲେ ତାହା ଶୁଣିଲି।

Occurences : 42

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்