Proverbs 1:4
ଏହି ଉପଦେଶଗୁଡ଼ିକ ସହେି ଲୋକମାନଙ୍କୁ ଶିକ୍ଷା ଦଇପୋରିବ, ଯେଉଁମାନେ କି ଜ୍ଞାନ ଆହରଣ କରିବାକୁ ଚାହାନ୍ତି। ଏହି ଉପଦେଶଗୁଡ଼ିକ ୟୁବା ଲୋକମାନଙ୍କୁ ଜ୍ଞାନ ଓ ଏହାକୁ କିପରି ବ୍ଯବହାର କରିବାକୁ ହୁଏ ସମାନଙ୍କେୁ ଶିକ୍ଷା ଦିଏ।
Proverbs 1:4 in Other Translations
King James Version (KJV)
To give subtilty to the simple, to the young man knowledge and discretion.
American Standard Version (ASV)
To give prudence to the simple, To the young man knowledge and discretion:
Bible in Basic English (BBE)
To make the simple-minded sharp, and to give the young man knowledge, and serious purpose:
Darby English Bible (DBY)
to give prudence to the simple, to the young man knowledge and discretion.
World English Bible (WEB)
To give prudence to the simple, Knowledge and discretion to the young man:
Young's Literal Translation (YLT)
For giving to simple ones -- prudence, To a youth -- knowledge and discretion.
| To give | לָתֵ֣ת | lātēt | la-TATE |
| subtilty | לִפְתָאיִ֣ם | liptāʾyim | leef-ta-YEEM |
| to the simple, | עָרְמָ֑ה | ʿormâ | ore-MA |
| man young the to | לְ֝נַ֗עַר | lĕnaʿar | LEH-NA-ar |
| knowledge | דַּ֣עַת | daʿat | DA-at |
| and discretion. | וּמְזִמָּֽה׃ | ûmĕzimmâ | oo-meh-zee-MA |
Cross Reference
ହିତୋପଦେଶ 8:5
ଯଦି ତୁମ୍ଭମାନଙ୍କର ଅଭିଜ୍ଞତା ନାହିଁ, ତୁମ୍ଭେ ଜ୍ଞାନୀ ହୁଅ। ହେ ନିର୍ବୋଧମାନେ, ତୁମ୍ଭମାନେେ ସୁବିବଚେନା କର।
ହିତୋପଦେଶ 8:12
ମୁଁ ହେଉଛି ଜ୍ଞାନ, ମୁଁ ସାବଧାନତାର ସହିତ ବାସ କରିଛି। ମୁଁ ଜ୍ଞାନ ଓ ଉତ୍ତମ ପରିଣାମ ସହିତ ପାଇଥାଏ।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 2:6
ପରମେଶ୍ବର ଆମ୍ଭର ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ସହେି ପବିତ୍ର ଆତ୍ମାକୁ ପୂର୍ଣ୍ଣଭାବରେ ଆମ୍ଭ ଉପରେ ଢ଼ାଳିଲେ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:22
ୟୁବକମାନେ ଯେଉଁ ସବୁ ମନ୍ଦ କାମ କରିବାକୁ ଇଚ୍ଛା କରନ୍ତି, ସଗେୁଡ଼ିକରୁ ଦୂର ରେ ରୁହ। ଧାର୍ମିକ ଭାବରେ ବଞ୍ଚିବା ପାଇଁ କଠିନ ପରିଶ୍ରମ କର। ବିଶ୍ବାସ, ପ୍ ରମେ ଓ ଶାନ୍ତି ପାଇବା ପାଇଁ ଚେଷ୍ଟା କର। ଯେଉଁ ଲୋକମାନେ ପ୍ରଭୁଙ୍କୁ ବିଶ୍ବାସ କରନ୍ତି ଓ ଯେଉଁମାନଙ୍କର ଶୁଦ୍ଧ ହୃଦୟ, ସମାନଙ୍କେ ସହିତ ମିଶି ଉକ୍ତ ଆଚରଣ କର।
ଯିଶାଇୟ 35:8
ପୁଣି ସେତବେେଳେ ସଠାେ ରେ ରାଜଦଣ୍ଡ ଓ ପଥ ହବେ ଯାହାକି ପବିତ୍ରତାର ପଥ ବୋଲି ବିଖ୍ଯାତ ହବେ। ତାହା ଉପ ରେ କବଳେ ଧାର୍ମିକମାନେ ଗମନ କରିବେ। କୌଣସି ଅଶୁଚି, ମନ୍ଦାଚାରୀ ଓ ଅଜ୍ଞାନମାନେ ସେ ପଥରେ ଯିବେ ନାହିଁ।
ଉପଦେଶକ 11:9
ହେ ୟୁବକ, ତୁମ୍ଭେ ଆପଣା ୟୌବନାବସ୍ଥା ରେ ଆନନ୍ଦ କର ଓ ୟୌବନ କାଳ ରେ ତୁମ୍ଭର ଚିତ୍ତ ତୁମ୍ଭକୁ ହୃଷ୍ଟ କରୁ। ତୁମ୍ଭର ହୃଦଯ ଯାହା କରିବା ପାଇଁ ତୁମ୍ଭକୁ ଆଗଇେ ନେଉଛି, ତାହା କର। ଯାହା ଚାହୁଁଛ ତାହା କର। କିନ୍ତୁ ମନରେଖ ଯେ, ତୁମ୍ଭମାନେେ ଯାହାସବୁ କରୁଛ, ପରମେଶ୍ବର ତା'ର ବିଚାର କରିବେ।
ହିତୋପଦେଶ 9:4
ଯେଉଁ ଲୋକର ଅଭିଜ୍ଞତା ନାହିଁ ମାେ ପାଖକୁ ଆସୁ, ଯେଉଁମାନେ ନିର୍ବୋଧ, ସେ ତାହାଙ୍କୁ କ ହେ।
ହିତୋପଦେଶ 8:32
ଏଥିପାଇଁ ହେ ମାରେ ପୁତ୍ରମାନେ, ମାରେ କଥା ଶୁଣ। ଯଦି ତୁମ୍ଭମାନେେ ମାରେ ପଥ ଧରିବ, ତୁମ୍ଭେ ଧନ୍ଯ ହବେ।
ହିତୋପଦେଶ 8:17
ଯେଉଁମାନେ ମାେତେ ପ୍ ରମେ ପରନ୍ତି, ମୁଁ ସମାନଙ୍କେୁ ପ୍ ରମେ କରେ। ଯେଉଁମାନେ ଚେଷ୍ଟା କରନ୍ତି, ମାରେ ଅନ୍ବଷେଣ କରନ୍ତି, ସମାନେେ ମାେତେ ପାଆନ୍ତି।
ହିତୋପଦେଶ 7:7
ମୁଁ ଅଜ୍ଞାନ ୟୁବାମାନଙ୍କ ମଧିଅରେ ଜଣେ ବୁଦ୍ଧିହୀନ ୟୁବକ ଦେଖିଲି।
ହିତୋପଦେଶ 3:21
ହେ ମାରେ ପୁତ୍ର, ଜ୍ଞାନକୁ ତୁମ୍ଭ ଦୃଷ୍ଟିରୁ ଦୂର କର ନାହିଁ। ତୁମ୍ଭେ ତତ୍ତ୍ବଜ୍ଞାନ ଓ ପରିଣାମ ଦର୍ଶିତା ରକ୍ଷା କର।
ହିତୋପଦେଶ 2:10
ଜ୍ଞାନ ତୁମ୍ଭ ହୃଦଯ ରେ ପ୍ରବେଶ କରିବ, ବିଦ୍ଯା ତୁମ୍ଭ ପ୍ରାଣର ଆନନ୍ଦଦାୟକ ହବେ।
ହିତୋପଦେଶ 1:22
ହେ ନିର୍ବୋଧଗଣ। କେତକୋଳ ପର୍ୟ୍ଯନ୍ତ ତୁମ୍ଭେ ନିରର୍ଥକ କାର୍ୟ୍ଯ କରିବାକୁ ଭଲ ପାଇବ ? କେତକୋଳ ପର୍ୟ୍ଯନ୍ତ ନିନ୍ଦୁକ ଜ୍ଞାନକୁ ପରିହାସ କରିବ ? ହେ ମୂର୍ଖମାନେ ଆଉ କେତକୋଳ ବିଦ୍ଯାକୁ ଘୃଣା କରିବ ?
ଗୀତସଂହିତା 119:130
ତୁମ୍ଭର କଥାର ବିସ୍ତାରତା ମସ୍ତକର ଆ ଲୋକ ପ୍ରଦାନ କରେ। ଏପରି ଏହା ମୂର୍ଖ ଲୋକମାନଙ୍କୁ ମଧ୍ଯ ବୁଦ୍ଧିମାନ କରେ।
ଗୀତସଂହିତା 119:9
ତୁମ୍ଭର ବାକ୍ଯାନୁୟାଯୀ କିପରି ଜଣେ ୟୁବକ ତା'ର ଜୀବନକୁ ପବିତ୍ର କରିପାରିବ ?
ଗୀତସଂହିତା 34:11
ହେ ପିଲାମାନେ, ଆସ ମାେ କଥା ଶୁଣ। ଓ ମୁଁ ତୁମ୍ଭକୁ କିପରି ସଦାପ୍ରଭୁଙ୍କୁ ସମ୍ମାନ କରାୟାଏ ଶିକ୍ଷା ଦବେି।
ଗୀତସଂହିତା 19:7
ପରମେଶ୍ବରଙ୍କର ଶିକ୍ଷାଗୁଡ଼ିକ ପାରଦର୍ଶୀ। ସଗେୁଡ଼ିକ ଲୋକମାନଙ୍କୁ ବଳଶାଳୀ କରେ। ସଦାପ୍ରଭୁଙ୍କର ବ୍ଯବସ୍ଥାକୁ ବିଶ୍ବାସ କରାୟାଇପାରେ। ଏହା ମୂର୍ଖମାନଙ୍କୁ ଜ୍ଞାନୀ କରେ।