Base Word
דַּעַת
Short Definitionknowledge
Long Definitionknowledge
Derivationfrom H3045
International Phonetic Alphabetd̪ɑˈʕɑt̪
IPA moddɑˈʕɑt
Syllabledaʿat
Dictionda-AT
Diction Modda-AT
Usagecunning, (ig-)norantly, know(-ledge), (un-)awares (wittingly)
Part of speechn

ଆଦି ପୁସ୍ତକ 2:9
ସଦାପ୍ରଭୁ ପରମେଶ୍ବର ପ୍ରେତ୍ୟକକ ପ୍ରକାର ବୃକ୍ଷ ଯାହା ଦେଖିବାକୁ ସୁନ୍ଦର ଏବଂ ଖାଦ୍ୟ ପାଇଁ ଭଲ, ପୃଥିବୀ ରେ ସୃଷ୍ଟି କଲେ। ସହେି ଭାବରେ ଉଦ୍ୟାନ ରେ ମଧ୍ଯଭାଗ ରେ ଜୀବନ ଦାୟକ ବୃକ୍ଷ ଓ ଭଲ ଓ ମନ୍ଦ ବିଷଯ ରେ ଜ୍ଞାନ ଦବୋ ବୃକ୍ଷ ମଧ୍ଯ ଉତ୍ପନ୍ନ କଲେ।

ଆଦି ପୁସ୍ତକ 2:17
କିନ୍ତୁ ସତ୍ ଓ ଅସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ। ଯଦି ତୁମ୍ଭେ ସହେି ବୃକ୍ଷର ଫଳ ଖାଇବ ତୁମ୍ଭେ ସହେି ଦିନ ମରିବ!

ଯାତ୍ରା ପୁସ୍ତକ 31:3
ମୁଁ ପରମେଶ୍ବରଙ୍କ ଆତ୍ମା ରେ ବତ୍ସଲଲକେୁ ପୂର୍ଣ୍ଣ କଲି। ସମସ୍ତ କରିଗରି କାର୍ୟ୍ଯ କରିବାକୁ ମୁଁ ତାକୁ ସମସ୍ତ ପ୍ରକାର କୌଶଳ ଓ ଜ୍ଞାନ ଦଇେଛି।

ଯାତ୍ରା ପୁସ୍ତକ 35:31
ସଦାପ୍ରଭୁ ବତ୍ସଲଲକେୁ ପରମେଶ୍ବରଙ୍କ ଜ୍ଞାନ ରେ ପୂର୍ଣ୍ଣ କଲେ। ସେ ତାଙ୍କୁ ସମସ୍ତ ପ୍ରକାର କାର୍ୟ୍ଯ କରିବା ପାଇଁ ସମସ୍ତ କୌଶଳ ଓ ଜ୍ଞାନ ଦେଲେ।

ଗଣନା ପୁସ୍ତକ 24:16
ଏହା ହେଉଛି ଜଣେ ବ୍ଯକ୍ତିର ବାର୍ତ୍ତା ୟିଏ ପରମେଶ୍ବରଙ୍କଠାରୁ ଶୁଣେ। ସେ ୟିଏ ସର୍ବୋପରିସ୍ଥ ପରମେଶ୍ବରଙ୍କୁ ବୁଝେ। ସହେି ଜଣେ ୟିଏ ସର୍ବୋଶକ୍ତିମାନ ପରମେଶ୍ବରଙ୍କର ଦର୍ଶନ ପାଇଅଛି। ସେ ହେଉଛି ଜଣେ, ୟିଏ ସର୍ବଶକ୍ତିମାନ ପରମେଶ୍ବରଙ୍କୁ ଭୂମିରେ ପ୍ରଣାମ କରେ, କିନ୍ତୁ ତା'ର ଆଖିଗୁଡିକ ଖାଲିେଥାଏ।

ଦିତୀୟ ବିବରଣ 4:42
ଯେପରି କହେି ଆପଣା ପ୍ରତିବେଶୀକକ୍ସ୍ଟ ପୂର୍ବେ ହିଂସା ନ କରି ଅଜ୍ଞାତ ସାର ରେ ହତ୍ଯା କଲେ, ସେ ତହିଁ ମଧ୍ଯରକ୍ସ୍ଟ କୌଣସି ଏକ ନଗରକକ୍ସ୍ଟ ପଳାଇ ବଞ୍ଚିପା ରେ।

ଦିତୀୟ ବିବରଣ 19:4
ସହେି ନଗରକକ୍ସ୍ଟ ଯେଉଁ ନରହତ୍ଯାକାରୀମାନେ ଯିବେ, ସମାନେେ ଜାଣିଶକ୍ସ୍ଟଣି ନରହତ୍ଯା କରି ନ ଥିବେ। ଅଜ୍ଞାତ ସାର ରେ ଏବଂ ସେ ଯାହାକକ୍ସ୍ଟ ହତ୍ଯା କରିଥିବ ତାଙ୍କୁ ଘୃଣା କରୁ ନ ଥିବ। ସହେି ଲୋକମାନେ କବଳେ ସଠାେକକ୍ସ୍ଟ ୟାଇ ଆଶ୍ରଯ ନଇେ ପାରିବ।

ଯିହୋଶୂୟ 20:3
ଯଦି କୌଣସି ନରହତ୍ଯାକାରୀ ଭୂଲ୍ ରେ ଓ ଅଜ୍ଞାତସାର ରେ କାହାକକ୍ସ୍ଟ ବଧ କରେ ସେ ସହେି ନିରାପଦ ସହରକକ୍ସ୍ଟ ପଳାଇ ୟାଇପା ରେ। ତେଣୁ ସହେିସବୁ ନଗର ରକ୍ତର ପ୍ରତିହନ୍ତାଠାରକ୍ସ୍ଟ ତୁମ୍ଭମାନଙ୍କ ପ୍ରତି ଆଶ୍ରଯ ନଗର ହବେ।

ଯିହୋଶୂୟ 20:5
କିନ୍ତୁ ଯେଉଁ ଲୋକମାନେ ତା ପଛ ରେ ଗୋଡ଼ାଇ ଆସିବେ ନିଶ୍ଚିତ ଭାବରେ ସମାନେେ ଆସି ଏହି ନଗର ରେ ପହଁଞ୍ଚି ପାରନ୍ତି। ଯଦି ଏହିପରି ଘଟଣା ଘଟେ ସହରର ପ୍ରାଚୀନ ବର୍ଗମାନେ ତାହାକକ୍ସ୍ଟ ପ୍ରତିରୋଧ ଦବୋ ପାଇଁ ଆସିଥିବା ଲୋକମାନଙ୍କୁ ହସ୍ତାନ୍ତର କରିବେ ନାହିଁ। କାରଣ ସେ ଦକ୍ସ୍ଟଃର୍ଘଟଣା ବଶତଃ ଜଣେ ବ୍ଯକ୍ତିକକ୍ସ୍ଟ ହତ୍ଯା କରିଥିଲେ। ସେ ରାଗି କରି କିମ୍ବା ଦ୍ବଷେ ରେ ବା ଇଚ୍ଛାକରି ସେ ତାକକ୍ସ୍ଟ ହତ୍ଯା କରି ନଥିଲା। ଏହା ଦକ୍ସ୍ଟର୍ଘଟଣା ବଶତଃ ହାଇେଥିଲା।

ପ୍ରଥମ ରାଜାବଳୀ 7:14
ହୀରମ ଇଶ୍ରାଲୟଲର ନପ୍ତାଲି ବଂଶୀଯ ଏକ ବିଧବା ସ୍ତ୍ରୀର ପୁତ୍ର, ତା'ର ପିତା ସୋର ନଗରର ଏକ କଂସାରି ଥିଲା। ହୀରମ ଜଲଣ ନିପୁଣ ପିତ୍ତଳ କାରୀଗର ଥିଲଲ। ରାଜା ଶଲଲାମନସସହି ଅଭିଜ୍ଞ କାରୀଗରକୁ ପିତ୍ତଳ ତିଆରି କାର୍ୟ୍ଯସର ନିୟୁକ୍ତି କଲଲ।

Occurences : 92

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்