ହିତୋପଦେଶ 1:3
ଏହି ଉପଦେଶ ଲୋକମାନଙ୍କର ନିର୍ଦ୍ଦେଶ ଠିକ୍ ବାଟରେ କରିବ। ଏହାଦ୍ବାରା ଲୋକମାନେ ସଚ୍ଚୋଟତା, ସାଧୁତା ଓ ନ୍ଯାଯ ଶିକ୍ଷା କରିବେ।
To receive | לָ֭קַחַת | lāqaḥat | LA-ka-haht |
the instruction | מוּסַ֣ר | mûsar | moo-SAHR |
wisdom, of | הַשְׂכֵּ֑ל | haśkēl | hahs-KALE |
justice, | צֶ֥דֶק | ṣedeq | TSEH-dek |
and judgment, | וּ֝מִשְׁפָּ֗ט | ûmišpāṭ | OO-meesh-PAHT |
and equity; | וּמֵֽשָׁרִֽים׃ | ûmēšārîm | oo-MAY-sha-REEM |
Cross Reference
ପ୍ରଥମ ରାଜାବଳୀ 3:28
ଇଶ୍ରାୟେଲର ସମଗ୍ର ଲୋକେ ରାଜାଙ୍କର ନ୍ଯାଯ ବିଗ୍ଭର ଶୁଣିଲେ ଓ ତାଙ୍କୁ ଭକ୍ତି ଓ ସମ୍ମାନ କଲେ। କାରଣ ସମାନେେ ଜାଣିଲେ ରାଜାଙ୍କର ବିଗ୍ଭର କରିବା ନିମନ୍ତେ ତାଙ୍କ ହୃଦଯ ରେ ପରମେଶ୍ବରଙ୍କ ଦତ୍ତ ଜ୍ଞାନ ରହିଛି।
ଆୟୁବ ପୁସ୍ତକ 22:22
ତାହାଙ୍କ ଶିକ୍ଷା ଗ୍ରହଣ କର। ସେ ଯାହା କହୁଛନ୍ତି ତା' ପ୍ରତି ଧ୍ଯାନ ଦିଅ।
ହିତୋପଦେଶ 2:1
ହେ ମାରେ ପୁତ୍ର, ମାରେବାକ୍ଯ ଗ୍ରହଣ କର। ମାରେ ନିର୍ଦ୍ଦେଶ ମନେ କର।
ହିତୋପଦେଶ 8:10
ମାରେ ଶିକ୍ଷା ଗ୍ରହଣ କର, ଏହା ରୂପାଠାରୁ ମୂଲ୍ଯବାନ୍। ଏହା ମଧ୍ଯ ଗିନି ସୁନାଠାରୁ ମୂଲ୍ଯବାନ୍।