Base Word
מֵישָׁר
Short Definitionevenness, i.e., (figuratively) prosperity or concord; also straightness, i.e., (figuratively) rectitude (only in plural with singular sense; often adverbially)
Long Definitionevenness, uprightness, straightness, equity
Derivationfrom H3474
International Phonetic Alphabetmei̯ˈʃɔːr
IPA modmei̯ˈʃɑːʁ
Syllablemêšār
Dictionmay-SHAWR
Diction Modmay-SHAHR
Usageagreement, aright, that are equal, equity, (things that are) right(-eously) (things), sweetly, upright(-ly, -ness)
Part of speechn-m

ପ୍ରଥମ ବଂଶାବଳୀ 29:17
ହେ ମାରେ ପରମେଶ୍ବର, ମୁଁ ଜାଣେ ଯେ ତୁମ୍ଭେ ଲୋକମାନଙ୍କର ପରୀକ୍ଷା ନିଅ, ଆଉ, ଲୋକମାନେ ଉତ୍ତମ କର୍ମ କଲେ ତୁମ୍ଭେ ଆନନ୍ଦିତ ହୁଅ। ମୁଁ ଏକ ଶୁଦ୍ଧ, ବିଶ୍ବସ୍ତ ହୃଦଯ ରେ, ଆନନ୍ଦିତ ମନ ରେ ତୁମ୍ଭକୁ ଏହି ସମସ୍ତ ବସ୍ତୁ ଦେଉଅଛି। ମୁଁ ତୁମ୍ଭର ଲୋକମାନଙ୍କୁ ଏଠା ରେ ଏକତ୍ରୀତ ହବୋର ଦେଖୁଅଛି। ଆଉ ସମାନେେ ତୁମ୍ଭ ଉଦ୍ଦେଶ୍ଯ ରେ ଆନନ୍ଦିତ ମନ ରେ ଏହି ବସ୍ତୁଗୁଡ଼ିକ ଦାନ କରୁଥିବାର ମୁଁ ଦେଖୁଅଛି।

ଗୀତସଂହିତା 9:8
ସଦାପ୍ରଭୁ ଏ ପୃଥିବୀର ସବୁ ମଣିଷ ପ୍ରତି ସମାନ ବିଚାର ପ୍ରଦର୍ଶନ କରନ୍ତି। ସେ ସବୁ ରାଜ୍ଯମାନଙ୍କ ପ୍ରତି ସମାନ ନ୍ଯାଯ ପ୍ରଦାନ କରନ୍ତି।

ଗୀତସଂହିତା 17:2
ତୁମ୍ଭେ ନିଶ୍ଚଯ ମାେ ବିଷଯରେ ଉଚିତ୍ ନ୍ଯାଯ ପ୍ରଦର୍ଶନ କରିବ, ତୁମ୍ଭେ ନିଶ୍ଚଯ ସତ୍ଯକୁ ଦେଖୁଅଛ।

ଗୀତସଂହିତା 58:1
ବିଚାରକଗଣ !ତୁମ୍ଭେ ନ୍ଯାଯ ଭାବରେ କୁହ କି ? ତୁମ୍ଭେ ଲୋକମାନଙ୍କର ଧର୍ମ ବିଚାର କର କି ?

ଗୀତସଂହିତା 75:2
ପରମେଶ୍ବର କହିଲେ, ମୁଁ ବିଚାର ଦିନ ନିରୂପିତ କଲେ। ମୁଁ ନିରପେକ୍ଷଭାବେ ବିଚାର କରିବି।

ଗୀତସଂହିତା 96:10
ଏହା ଜାତିଗଣ ମଧ୍ୟରେ କୁହ, ସଦାପ୍ରଭୁ ହେଉଛନ୍ତି ରାଜା !ପୃଥିବୀ ସୁସ୍ଥିର ରହିବ। ପରମେଶ୍ବର ନ୍ଯାଯ ବିଚାର କରିବେ।

ଗୀତସଂହିତା 98:9
ନଦନଦୀଗଣ କରତାଳି ଦିଅ !ପର୍ବତଗଣ ଏକ ସଙ୍ଗେ ଆନନ୍ଦ ଧ୍ବନି କର। [10] ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କର। କାରଣ ସେ ଜଗତର ବିଚାର କରିବା ପାଇଁ ଆସୁଛନ୍ତି। ସେ ପୃଥିବୀର ଲୋକମାନଙ୍କୁ ଧର୍ମ ରୂପେ ବିଚାର ଓ ନ୍ଯାଯ କରିବେ।

ଗୀତସଂହିତା 99:4
ଶକ୍ତିଶାଳୀ ରାଜା ନ୍ଯାଯ ବିଚାରକୁ ଭଲପାନ୍ତି। ହେ ପରମେଶ୍ବର, ତୁମ୍ଭେ ନ୍ଯାଯ ସ୍ଥାପନ କରିଛ। ତୁମ୍ଭେ ଇଶ୍ରାୟେଲର ନ୍ଯାଯ ଓ ୟଥାର୍ଥ ସାଧନ କରିଅଛ।

ହିତୋପଦେଶ 1:3
ଏହି ଉପଦେଶ ଲୋକମାନଙ୍କର ନିର୍ଦ୍ଦେଶ ଠିକ୍ ବାଟରେ କରିବ। ଏହାଦ୍ବାରା ଲୋକମାନେ ସଚ୍ଚୋଟତା, ସାଧୁତା ଓ ନ୍ଯାଯ ଶିକ୍ଷା କରିବେ।

ହିତୋପଦେଶ 2:9
ତେଣୁ ତୁମ୍ଭେ ଧାର୍ମିକତା, ସୁବିଚାର, ନ୍ଯାଯ, ଓ ମଙ୍ଗଳର ପ୍ରେତ୍ୟକକ ସୁପଥ ଜାଣିବ।

Occurences : 19

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்