Numbers 13:28
ତଥାପି ସହେି ଦେଶ ନିବାସିମାନେ ବଳବାନ୍, ନଗରସବୁ ପ୍ରାଚୀର ବେଷ୍ଟିତ ଓ ଅତି ବଡ, ଆହୁରି ଆମ୍ଭମାନେେ ସଠାେରେ ଅନାକର ସନ୍ତାନମାନଙ୍କୁ ଦେଖିଲୁ।
Numbers 13:28 in Other Translations
King James Version (KJV)
Nevertheless the people be strong that dwell in the land, and the cities are walled, and very great: and moreover we saw the children of Anak there.
American Standard Version (ASV)
Howbeit the people that dwell in the land are strong, and the cities are fortified, `and' very great: and moreover we saw the children of Anak there.
Bible in Basic English (BBE)
But the people living in the land are strong, and the towns are walled and very great; further, we saw the children of Anak there.
Darby English Bible (DBY)
Only, the people are strong that dwell in the land, and the cities are walled, very great; moreover we saw the children of Anak there.
Webster's Bible (WBT)
Nevertheless, the people are strong that dwell in the land, and the cities are walled, and very great: and moreover, we saw the children of Anak there.
World English Bible (WEB)
However the people who dwell in the land are strong, and the cities are fortified, [and] very great: and moreover we saw the children of Anak there.
Young's Literal Translation (YLT)
only, surely the people which is dwelling in the land `is' strong; and the cities are fenced, very great; and also children of Anak we have seen there.
| are | אֶ֚פֶס | ʾepes | EH-fes |
| and | כִּֽי | kî | kee |
| be Nevertheless | עַ֣ז | ʿaz | az |
strong | הָעָ֔ם | hāʿām | ha-AM |
| people the | הַיֹּשֵׁ֖ב | hayyōšēb | ha-yoh-SHAVE |
| that dwell in | בָּאָ֑רֶץ | bāʾāreṣ | ba-AH-rets |
| the land, cities | וְהֶֽעָרִ֗ים | wĕheʿārîm | veh-heh-ah-REEM |
| the and | בְּצֻר֤וֹת | bĕṣurôt | beh-tsoo-ROTE |
| walled, great: | גְּדֹלֹת֙ | gĕdōlōt | ɡeh-doh-LOTE |
| very | מְאֹ֔ד | mĕʾōd | meh-ODE |
| and moreover | וְגַם | wĕgam | veh-ɡAHM |
| children the | יְלִדֵ֥י | yĕlidê | yeh-lee-DAY |
| of Anak | הָֽעֲנָ֖ק | hāʿănāq | ha-uh-NAHK |
| saw we | רָאִ֥ינוּ | rāʾînû | ra-EE-noo |
| there. | שָֽׁם׃ | šām | shahm |
Cross Reference
ଦିତୀୟ ବିବରଣ 9:1
ହେ ଇଶ୍ରାୟେଲର ଲୋକମାନେ, ଶକ୍ସ୍ଟଣ! ତୁମ୍ଭମାନେେ ଆଜି ୟର୍ଦ୍ଦନ ନଦୀ ପାର ହାଇେ ଯାଉଛ, ଜାତିମାନଙ୍କୁ ତଡିଦବୋ ପାଇଁ ଯାଉଅଛ ଯାହାକି ବୃହତ ଓ ତୁମ୍ଭମାନଙ୍କ ଅପେକ୍ଷା ଶକ୍ତିଶାଳୀ ଏବଂ ସମାନଙ୍କେର ବୃହତ ନଗରଗକ୍ସ୍ଟଡିକ ଏବଂ ସମାନଙ୍କେର ପ୍ରାଚୀରଗକ୍ସ୍ଟଡିକ ଆକାଶକକ୍ସ୍ଟ ଛକ୍ସ୍ଟଏଁ।
ଦିତୀୟ ବିବରଣ 1:28
ଆମ୍ଭମାନେେ ବର୍ତ୍ତମାନ କେଉଁଠାକକ୍ସ୍ଟ ୟିବା? ଆମ୍ଭର ଭାଇମାନେ ଆମ୍ଭମାନଙ୍କ ମନ ରେ ତଥ୍ଯ ପ୍ରଦାନ କରି ଭୟ ସଂଚାର କରିଛନ୍ତି। ସମାନେେ କହିଲେ, ସଠାେକାର ଲୋକମାନେ ଆମ୍ଭମାନଙ୍କଠାରକ୍ସ୍ଟ ବଳବାନ ଓ ଦୀର୍ଘ୍ଯକାଯ। ତାଙ୍କର ନଗରମାନ ବୃହତ ଏବଂ ତା'ର ପ୍ରାଚୀରଗୁଡିକୁ ଆକାଶ ସ୍ପର୍ଶ କରିଛି। ଏବଂ ଆମ୍ଭମାନେେ ସଠାେରେ ଅନାକୀଯମାନଙ୍କର ଦୀର୍ଘ୍ଯକାଯ ସନ୍ତାନମାନଙ୍କୁ ଦେଖିଲକ୍ସ୍ଟ।'
ଗଣନା ପୁସ୍ତକ 13:33
ସଠାେରେ ଆମ୍ଭମାନେେ ଅନାକର ନଫଲିେମ୍ ସନ୍ତାନ ମହାବୀରଗଣଙ୍କୁ ଦେଖିଲୁ, ଆଉ ସମାନଙ୍କେ ଦୃଷ୍ଟି ରେ ଆମ୍ଭମାନେେ ଝିଣ୍ଟିକା ପରି ହେଲୁ।
ବିଚାରକର୍ତାମାନଙ୍କ ବିବରଣ 1:20
କାଲେବ୍କକ୍ସ୍ଟ ହିବ୍ରୋଣକକ୍ସ୍ଟ ନବୋ ପାଇଁ ମାଶାେ ପ୍ରତିଜ୍ଞା କରିଥିଲେ, ତେଣୁ ସହେି ଭୂମି କାଲେବ୍କକ୍ସ୍ଟ ଦିଆଗଲା। କାଲେବ୍ ମଧ୍ଯ ବଳାତ୍କାର କରି ଅଙ୍ଗର ତିନି ପକ୍ସ୍ଟତ୍ରକକ୍ସ୍ଟ ସଠାେରକ୍ସ୍ଟ ତଡି ଦେଲେ।
ଯିହୋଶୂୟ 15:14
କାଲେବ୍ ସଠାେରକ୍ସ୍ଟ ଅନାକର ବଂଶ ଶେଶଯ ଓ ଅହୀମାନ୍ ଓ ତଲ୍ମଯ ନାମକ ଅନାକର ତିନି ପକ୍ସ୍ଟତ୍ରକକ୍ସ୍ଟ ତଡି ଦେଲେ।
ଯିହୋଶୂୟ 11:22
ଇଶ୍ରାୟେଲ ସନ୍ତାନଗଣର ଦେଶ ରେ ଅନାକୀଯମାନଙ୍କର କହେି ହେଲେ ଜୀବିତ ରହିଲେ ନାହିଁ। କବଳେ ଘାସ ରେ ଗାତ ଓ ଅସ୍ଦୋଦ ରେ କହେି କହେି ରହିଗଲେ।
ଦିତୀୟ ବିବରଣ 3:5
ସମସ୍ତ ନଗର ଗକ୍ସ୍ଟଡିକ ସକ୍ସ୍ଟରକ୍ଷିତ ଥିଲା। ସଗେକ୍ସ୍ଟଡିକର ଉଚ୍ଚ ପ୍ରାଚୀର ଥିଲା, ଦ୍ବାରଥିଲା ଓ ଅର୍ଗଳ ରେ ସକ୍ସ୍ଟରକ୍ଷିତ ଥିଲା। ଏପରି ମଧ୍ଯ କେତକେ ନଗର ଥିଲା ଯାହାର ପ୍ରାଚୀର ନ ଥିଲା।
ଦିତୀୟ ବିବରଣ 2:21
ସଠାେରେ ବହୁସଂଖ୍ୟକ ଶକ୍ତିଶାଳୀ ସମ୍ସୁମ୍ମୀୟମାନେ ବାସ କରୁଥିଲେ। ସମାନେେ ବହକ୍ସ୍ଟତ ଡେଙ୍ଗା ଓ ଅନାକୀଯମାନଙ୍କ ପରି ଦୀର୍ଘକାଯ ଲୋକଥିଲେ। କିନ୍ତୁ ସଦାପ୍ରଭୁ ଅେମ୍ମାନୀୟ ଲୋକମାନଙ୍କୁ ସଦାଯ ହେଲେ ସମ୍ସକ୍ସ୍ଟମ୍ମୀଯମାନଙ୍କୁ ବିନାଶ କରିବା ପାଇଁ। ଅେମ୍ମାନୀୟ ଲୋକମାନେ ସମ୍ସକ୍ସ୍ଟମ୍ମୀଯ ଲୋକମାନଙ୍କୁ ଅଧିକାର ଚକ୍ସ୍ଟ୍ଯତ କରି ସହେିଠା ରେ ବାସ କଲେ। ଏବଂ ସହେିଠା ରେ ଏବେ ମଧ୍ଯ ବାସ କରୁଛନ୍ତି।
ଦିତୀୟ ବିବରଣ 2:10
ଅତୀତ ରେ ସହେି ସ୍ଥାନ ରେ ଏମୀଯ ଲୋକମାନେ ବାସ କରୁଥିଲେ। ସମାନେେ ଶକ୍ତିଶାଳୀ ଥିଲେ, ସମାନେେ ବହକ୍ସ୍ଟତ ସଂଖ୍ଯକ ଥିଲେ। ଏବଂ ଅନାକୀଯମାନଙ୍କ ପରି ଦୀର୍ଘକାଯ ଥିଲେ।
ଗଣନା ପୁସ୍ତକ 13:22
ଆଉ ସମାନେେ ଦକ୍ଷିଣ ଦିଗ ଦଇେ ହିବ୍ରୋଣ ରେ ୟାଇ ଉପସ୍ଥିତ ହେଲେ, ସହେି ସ୍ଥାନ ରେ ଅହୀମାନ୍, ଶେଶଯ, ତଲ୍ମଯ, ଏହିମାନେ ଅନାକର ବଂଶଧର ବାସ କରୁଥିଲେ। ମିଶରସ୍ଥିତ ସୋଯନର ସାତବର୍ଷ ପୂର୍ବେ ହିବ୍ରୋଣ ନିର୍ମାଣ ହାଇେଥିଲା।