Base Word
עַז
Short Definitionstrong, vehement, harsh
Long Definitionstrong, mighty, fierce
Derivationfrom H5810
International Phonetic Alphabetʕɑd͡z
IPA modʕɑz
Syllableʿaz
Dictionadz
Diction Modaz
Usagefierce, + greedy, mighty, power, roughly, strong
Part of speecha

ଆଦି ପୁସ୍ତକ 49:3
ହେ ମାରେ ପ୍ରଥମ ପୁତ୍ର ରୁବନ୍େ, ତୁମ୍ଭେ ମାରେ ପ୍ରଥମଜାତ ପୁତ୍ର। ତୁମ୍ଭେ ମାରେ ବଳ ଓ ଶକ୍ତିର ପ୍ରଥମ ଫଳ ଏବଂ ପୁଣି ମାରେ ପୁତ୍ରମାନଙ୍କ ମଧିଅରେ ତୁମ୍ଭେ ସବୁଠୁଁ ସମ୍ମାନିତ ଏବଂ ଶକ୍ତିଶାଳି ଥିଲ।

ଆଦି ପୁସ୍ତକ 49:7
ସମାନଙ୍କେ କୋରଧ ଅଭିଶପ୍ତ ହେଉ। କାରଣ ତାହା ପ୍ରଚଣ୍ଡ ଥିଲା। ସମାନଙ୍କେ କୋପ ଅଭିଶପ୍ତ ହେଉ କାରଣ ତାହା ନିଷ୍ଠୁର ଥିଲା। ମୁଁ ଯାକୁବ ମଧିଅରେ ସମାନଙ୍କେୁ ବିଭାଗ କରିବି। ଏବଂ ଇଶ୍ରାୟେଲ ମଧିଅରେ ଛିନ୍ନ ଭିନ୍ନ କରିବି।

ଯାତ୍ରା ପୁସ୍ତକ 14:21
ମାଶାେ ତାଙ୍କର ଆଶାବାଡି ସୂଫ ସମୁଦ୍ର ଉପରେ ବୁଲାଇବାରୁ ସଦାପ୍ରଭୁ ପୂର୍ବଦିଗରୁ ରାତିସାରା ପ୍ରଚଣ୍ଡ ବଗେ ରେ ପବନ ସମୁଦ୍ର ଉପରେ ବୁହାଇଲେ। ପାଣି ଦୁଇ ଭାଗ ହାଇଗେଲା ଏବଂ ସମୁଦ୍ର ମଧ୍ଯ ଶୁଷ୍କ ଭୂମିରେ ପରିଣତ ହାଇଗେଲା।

ଗଣନା ପୁସ୍ତକ 13:28
ତଥାପି ସହେି ଦେଶ ନିବାସିମାନେ ବଳବାନ୍, ନଗରସବୁ ପ୍ରାଚୀର ବେଷ୍ଟିତ ଓ ଅତି ବଡ, ଆହୁରି ଆମ୍ଭମାନେେ ସଠାେରେ ଅନାକର ସନ୍ତାନମାନଙ୍କୁ ଦେଖିଲୁ।

ଗଣନା ପୁସ୍ତକ 21:24
ମାତ୍ର ଇଶ୍ରାୟେଲର ଲୋକମାନେ ରାଜାଙ୍କୁ ହତ୍ଯା କଲେ। ତା'ପରେ ସମାନେେ ଅର୍ଣୋନଠାରୁ ୟଦ୍ଦୋକ ପର୍ୟ୍ଯନ୍ତ ଅର୍ଥାତ୍ ଅେମ୍ମାନୀୟମାନଙ୍କର ସୀମା ପର୍ୟ୍ଯନ୍ତ ଅଗ୍ରସର ହେଲେ। ସମାନେେ ସମାନଙ୍କେର ଦେଶ ଅଧିକାର କଲେ କିନ୍ତୁ ଆଗକୁ ୟାଇ ପାରିଲେ ନାହିଁ। କାରଣ ଅେମ୍ମାନୀୟମାନେ ଶକ୍ତିଶାଳି ଥିଲେ।

ଦିତୀୟ ବିବରଣ 28:50
ସହେି ଲୋକମାନେ ଅତ୍ଯନ୍ତ କୃର ହବେ। ବୃଦ୍ଧ ଲୋକମାନଙ୍କ ପ୍ରତି ମଧ୍ଯ ସମାନେେ ଦୟା ଦଖାଇବେେ ନାହିଁ। ସମାନେେ ତୁମ୍ଭର ପିଲାମାନଙ୍କ ପ୍ରତି ମଧ୍ଯ ଦୟା ଦଖାଇବେେ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 14:14
ଶାମ୍ଶାେନ୍ ସମାନଙ୍କେୁ ସହେି ପ୍ର ହଳେିକା ଶକ୍ସ୍ଟଣାଇଲେ। ଖାଦକଠାରକ୍ସ୍ଟ ଖାଦ୍ୟ ଓ ବଳବାନ୍ଠାରକ୍ସ୍ଟ ମିଷ୍ଟତା ନିର୍ଗତ ହେଲା।

ବିଚାରକର୍ତାମାନଙ୍କ ବିବରଣ 14:18
ତେଣୁ ସଲ୍ଗମ ଦିନର ସୂର୍ୟ୍ଯାସ୍ତ ଠିକ୍ ପୂର୍ବରକ୍ସ୍ଟ ଭୋଜିର ଶଷେ ଦିନ ପଲେଷ୍ଟୀୟ ଲୋକମାନେ ସହେି ଉତ୍ତର କହି ଦେଲେ,

ଦିତୀୟ ଶାମୁୟେଲ 22:18
ମାରେ ଶତୃମାନେ ମାଠାେରକ୍ସ୍ଟ ଶକ୍ତିଶାଳୀ ଥିଲେ। ସମାନେେ ମାେତେ ଘୃଣା କରୁଥିଲେ। ମାରେ ଶତୃମାନେ ମାେ ପ୍ରତି ଅଧିକ ଶକ୍ତିଶାଳୀ ଥିଲେ। ତେଣୁ ପରମେଶ୍ବର ମାେତେ ରକ୍ଷା କଲେ।

ନିହିମିୟା 9:11
ତୁମ୍ଭେ ସମାନଙ୍କେ ସାକ୍ଷାତ ରେ ସମୁଦ୍ରକୁ ଭାଗ କଲ। ସମାନେେ ଶୁଷ୍କ ଭୂମି ଦଇେ ୟିବାପରି ସମୁଦ୍ର ମଧିଅରେ ଗଲେ। ମାତ୍ର ଗଭୀର ଜଳ ରେ ପ୍ରସ୍ତର ତୁଲ୍ଯ ତୁମ୍ଭେ ସମାନଙ୍କେ ପେଛ ଗୋଡଇବା ଲୋକମାନଙ୍କୁ ଅଗାଧ ସମୁଦ୍ର ରେ ନିକ୍ଷପେ କଲ।

Occurences : 23

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்