Index
Full Screen ?
 

ଗଣନା ପୁସ୍ତକ 1:53

Numbers 1:53 ଓଡିଆ ବାଇବେଲ ଗଣନା ପୁସ୍ତକ ଗଣନା ପୁସ୍ତକ 1

ଗଣନା ପୁସ୍ତକ 1:53
କିନ୍ତୁ ଲବେୀୟମାନେ ନିଯମର ପବିତ୍ର ତମ୍ବୁର ଚତୁର୍ଦ୍ଦିଗ ରେ ଛାଉଣୀ ସ୍ଥାପନ କରିବେଓ ସମାନେେ ନିଯମର ପବିତ୍ର ତମ୍ବୁକୁ ରକ୍ଷା କରିବେ। ଏହିପରି ପରମେଶ୍ବରଙ୍କର କୋରଧ, ଇଶ୍ରାୟେଲର ଲୋକମାନଙ୍କ ଉପରେ ବ୍ଯାପିବ ନାହିଁ।

Cross Reference

ଯାତ୍ରା ପୁସ୍ତକ 19:15
ଏହାପରେ ମାଶାେ ଲୋକମାନଙ୍କୁ କହିଲେ, ତୃତୀୟ ଦିନ ରେ ପ୍ରସ୍ତୁତ ହୁଅ। ତୁମ୍ଭମାନେେ ସ୍ତ୍ରୀ ଲୋକଙ୍କ ସଂସ୍ପର୍ଶ ରେ ଆସିବ ନାହିଁ।

ଯିଶାଇୟ 52:11
ତୁମ୍ଭମାନେେ ପ୍ରସ୍ଥାନ କର, ପ୍ରସ୍ଥାନ କର। ବାବିଲରୁ ବାହାରି ୟାଅ, ଅଶୁଚି ବସ୍ତୁ ଛୁଅଁ ନାହିଁ। ତୁମ୍ଭମାନେେ ତା'ମଧ୍ଯରୁ ଚାଲିୟାଅ। ହେ ସଦାପ୍ରଭୁଙ୍କ ଯାଜକଗଣ, ତୁମ୍ଭମାନେେ ଶୁଚି ହୁଅ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 7:1
ଅତଏବ, ଆସ ପରମମେଶ୍ବରଙ୍କ ପ୍ରତି ଭକ୍ତି ଥିବାରୁ ଆମ୍ଭ ଜୀବନ ଯାପନ ପ୍ରଣାଳୀ ରେ ନିଜକୁ ପବିତ୍ର କରିବା ଏବଂ ଆମ୍ଭ ଶରୀର ଓ ଆତ୍ମାକୁ ଅପବିତ୍ର କରୁଥିବା ପ୍ରେତ୍ୟକକ ବିଷୟକୁ ଦୂର କରିବା।

ଯାକୁବଙ୍କ ପତ୍ 4:8
ପରମେଶ୍ବରଙ୍କ ନିକଟକୁ ଆସ, ତବେେ ସେ ମଧ୍ଯ ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭମାନେେ ପାପୀ ଅଟ। ଅତଏବ ତୁମ୍ଭମାନଙ୍କ ଜୀବନରୁ ପାପକୁ ପରିଷ୍କାର କର। ତୁମ୍ଭେ ଏକା ସମୟରେ ପରମେଶ୍ବର ଓ ସଂସାର, ଉଭୟର ଅନୁସରଣ କରିବାକୁ ଚେଷ୍ଟା କରୁଛ। ତୁମ୍ଭର ଚିନ୍ତାଧାରାକୁ ପବିତ୍ର କର।

But
the
Levites
וְהַלְוִיִּ֞םwĕhalwiyyimveh-hahl-vee-YEEM
shall
pitch
יַֽחֲנ֤וּyaḥănûya-huh-NOO
about
round
סָבִיב֙sābîbsa-VEEV
the
tabernacle
לְמִשְׁכַּ֣ןlĕmiškanleh-meesh-KAHN
testimony,
of
הָֽעֵדֻ֔תhāʿēdutha-ay-DOOT
that
there
be
וְלֹֽאwĕlōʾveh-LOH
no
יִהְיֶ֣הyihyeyee-YEH
wrath
קֶ֔צֶףqeṣepKEH-tsef
upon
עַלʿalal
congregation
the
עֲדַ֖תʿădatuh-DAHT
of
the
children
בְּנֵ֣יbĕnêbeh-NAY
Israel:
of
יִשְׂרָאֵ֑לyiśrāʾēlyees-ra-ALE
and
the
Levites
וְשָֽׁמְרוּ֙wĕšāmĕrûveh-sha-meh-ROO
keep
shall
הַלְוִיִּ֔םhalwiyyimhahl-vee-YEEM

אֶתʾetet
the
charge
מִשְׁמֶ֖רֶתmišmeretmeesh-MEH-ret
of
the
tabernacle
מִשְׁכַּ֥ןmiškanmeesh-KAHN
of
testimony.
הָֽעֵדֽוּת׃hāʿēdûtHA-ay-DOOT

Cross Reference

ଯାତ୍ରା ପୁସ୍ତକ 19:15
ଏହାପରେ ମାଶାେ ଲୋକମାନଙ୍କୁ କହିଲେ, ତୃତୀୟ ଦିନ ରେ ପ୍ରସ୍ତୁତ ହୁଅ। ତୁମ୍ଭମାନେେ ସ୍ତ୍ରୀ ଲୋକଙ୍କ ସଂସ୍ପର୍ଶ ରେ ଆସିବ ନାହିଁ।

ଯିଶାଇୟ 52:11
ତୁମ୍ଭମାନେେ ପ୍ରସ୍ଥାନ କର, ପ୍ରସ୍ଥାନ କର। ବାବିଲରୁ ବାହାରି ୟାଅ, ଅଶୁଚି ବସ୍ତୁ ଛୁଅଁ ନାହିଁ। ତୁମ୍ଭମାନେେ ତା'ମଧ୍ଯରୁ ଚାଲିୟାଅ। ହେ ସଦାପ୍ରଭୁଙ୍କ ଯାଜକଗଣ, ତୁମ୍ଭମାନେେ ଶୁଚି ହୁଅ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 7:1
ଅତଏବ, ଆସ ପରମମେଶ୍ବରଙ୍କ ପ୍ରତି ଭକ୍ତି ଥିବାରୁ ଆମ୍ଭ ଜୀବନ ଯାପନ ପ୍ରଣାଳୀ ରେ ନିଜକୁ ପବିତ୍ର କରିବା ଏବଂ ଆମ୍ଭ ଶରୀର ଓ ଆତ୍ମାକୁ ଅପବିତ୍ର କରୁଥିବା ପ୍ରେତ୍ୟକକ ବିଷୟକୁ ଦୂର କରିବା।

ଯାକୁବଙ୍କ ପତ୍ 4:8
ପରମେଶ୍ବରଙ୍କ ନିକଟକୁ ଆସ, ତବେେ ସେ ମଧ୍ଯ ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭମାନେେ ପାପୀ ଅଟ। ଅତଏବ ତୁମ୍ଭମାନଙ୍କ ଜୀବନରୁ ପାପକୁ ପରିଷ୍କାର କର। ତୁମ୍ଭେ ଏକା ସମୟରେ ପରମେଶ୍ବର ଓ ସଂସାର, ଉଭୟର ଅନୁସରଣ କରିବାକୁ ଚେଷ୍ଟା କରୁଛ। ତୁମ୍ଭର ଚିନ୍ତାଧାରାକୁ ପବିତ୍ର କର।

Chords Index for Keyboard Guitar