ଗଣନା ପୁସ୍ତକ 1:16 in Oriya

ଓଡିଆ ଓଡିଆ ବାଇବେଲ ଗଣନା ପୁସ୍ତକ ଗଣନା ପୁସ୍ତକ 1 ଗଣନା ପୁସ୍ତକ 1:16

Numbers 1:16
ଏମାନେ ହେଉଛନ୍ତି ସହେି ଲୋକ ସମାଜ ମଧ୍ଯରୁ ବଛା ୟାଇଛନ୍ତି। ସମାନେେ ସମାନଙ୍କେର ପିତାଙ୍କର ପରିବାରବର୍ଗର ନେତା ଆଉ ଇଶ୍ରାଯଲର ବିଭାଗର ନେତା ଥିଲେ।

Numbers 1:15Numbers 1Numbers 1:17

Numbers 1:16 in Other Translations

King James Version (KJV)
These were the renowned of the congregation, princes of the tribes of their fathers, heads of thousands in Israel.

American Standard Version (ASV)
These are they that were called of the congregation, the princes of the tribes of their fathers; they were the heads of the thousands of Israel.

Bible in Basic English (BBE)
These are the men named out of all the people, chiefs of their fathers' houses, heads of the tribes of Israel.

Darby English Bible (DBY)
These were those summoned of the assembly, princes of the tribes of their fathers, the heads of the thousands of Israel.

Webster's Bible (WBT)
These were the renowned of the congregation, princes of the tribes of their fathers, heads of thousands in Israel.

World English Bible (WEB)
These are those who were called of the congregation, the princes of the tribes of their fathers; they were the heads of the thousands of Israel.

Young's Literal Translation (YLT)
These `are' those called of the company, princes of the tribes of their fathers; they `are' heads of the thousands of Israel.

These
were
אֵ֚לֶּהʾēlleA-leh
the
renowned
קְרִיּאֵ֣יqĕriyyʾêkeh-ree-YAY
of
the
congregation,
הָֽעֵדָ֔הhāʿēdâha-ay-DA
princes
נְשִׂיאֵ֖יnĕśîʾêneh-see-A
tribes
the
of
מַטּ֣וֹתmaṭṭôtMA-tote
of
their
fathers,
אֲבוֹתָ֑םʾăbôtāmuh-voh-TAHM
heads
רָאשֵׁ֛יrāʾšêra-SHAY
of
thousands
אַלְפֵ֥יʾalpêal-FAY
in
יִשְׂרָאֵ֖לyiśrāʾēlyees-ra-ALE
Israel.
הֵֽם׃hēmhame

Cross Reference

ଗଣନା ପୁସ୍ତକ 7:2
ସହେିଦିନ ଇଶ୍ରାୟେଲ ଅଧିପତିଗଣ ସଦାପ୍ରଭୁଙ୍କୁ ସମାନଙ୍କେ ପରିବାରବର୍ଗର ପ୍ରଧାନଗଣ ନବୈେଦ୍ଯ ଦାନ କଲେ; ଏମାନେ ବଂଶ ସମୂହର ଅଧିପତି ଥିଲେ। ପରିବାରବର୍ଗର ଯେଉଁମାନେ ଲୋକମାନଙ୍କର ଗଣନା କରିବାର ଦାଯିତ୍ବ ରେ ଥିଲେ।

ଯାତ୍ରା ପୁସ୍ତକ 18:25
ପୁଣି ମାଶାେ ସମଗ୍ର ଇଶ୍ରାୟେଲ ମଧ୍ଯରୁ କର୍ମକ୍ଷମ ଲୋକ ମନୋନୀତ କରି ଲୋକମାନଙ୍କ ଉପରେ ପ୍ରଧାନ ଅର୍ଥାତ୍ ସହସ୍ର ପତି, ଶତପତି, ପଞ୍ଚାଶତ୍ପତି ଓ ଦଶପତି ରୂପେ ନିୟୁକ୍ତ କଲେ।

ଯାତ୍ରା ପୁସ୍ତକ 18:21
ଆହୁରି ତୁମ୍ଭେ ଏହି ଲୋକମାନଙ୍କ ମଧ୍ଯରୁ କର୍ମକ୍ଷମ, ଅର୍ଥାତ୍

ଗଣନା ପୁସ୍ତକ 26:9
ଆଉ ଇଲୀଯାବର ତିନିପୁତ୍ର ଯଥା: ନମୂଯଲେ, ଦାଥନ୍ ଓ ଅବୀରାମ। କୋରହର ଦଳୀଯ ଲୋକମାନେ ଯେତବେେଳେ ସଦାପ୍ରଭୁଙ୍କ ପ୍ରତିକୂଳ ରେ ବିବାଦ କଲେ, ସେତବେେଳେ ଦାଥନ୍ ଓ ଅବୀରାମ ଦୁଇ ଅଧିପତି ମାଶାେ ଓ ହାରୋଣଙ୍କ ବିରୁଦ୍ଧ ରେ ୟାଇଥିଲେ।

ପ୍ରଥମ ବଂଶାବଳୀ 27:16
ଇଶ୍ରାୟେଲର ଗୋଷ୍ଠୀଗୁଡ଼ିକର ନେତାମାନେ ଥିଲେ :

ଗଣନା ପୁସ୍ତକ 16:2
ଇଶ୍ରାୟେଲର ଲୋକମାନଙ୍କର 250 ଜଣ ନତେୃର୍ବଗ ମାଶାଙ୍କେ ବିରୁଦ୍ଧ ରେ ଗଲେ।

ଗଣନା ପୁସ୍ତକ 1:4
ପ୍ରେତ୍ୟକକ ପରିବାରବର୍ଗରୁ ଜଣେ ଅର୍ଥାତ୍ ପରିବାରବର୍ଗର ପ୍ରଧାନ ଲୋକ ତୁମ୍ଭମାନଙ୍କର ସହାୟକ ହବେ।

ମୀଖା 5:2
କିନ୍ତୁ ହେ ବୈତ୍ଲହେମ୍-ଉଫ୍ରାଥା, ତୁମ୍ଭେ ଯିହୁଦାର ଗୋଟିଏ କ୍ଷୁଦ୍ରତମ ସହର ଅଟ। କିନ୍ତୁ ତୁମ୍ଭ ମଧ୍ଯରୁ ଇଶ୍ରାୟେଲର ଶାସନକର୍ତ୍ତା ହବୋ ନିମନ୍ତେ ଜଣେ ବ୍ଯକ୍ତି ଆମ୍ଭ ଉଦ୍ଦେଶ୍ଯ ରେ ଜନ୍ମ ହବେେ। ତାଙ୍କର ଉତ୍ପତ୍ତି ପୁରାତନ ତଥା ଅନାଦିକାଳରୁ ହାଇେଅଛି।

ପ୍ରଥମ ଶାମୁୟେଲ 23:23
ଦାଉଦ ଯେଉଁ ଯେଉଁ ସ୍ଥାନ ରେ ଲକ୍ସ୍ଟଚେ ସହେି ସହେି ସ୍ଥାନ ଖାଜେ ଏବଂ ମାେ ପାଖ ରେ ଆସି ସମସ୍ତ ବିଷଯ ରେ ଜଣାଅ। ତା'ପରେ ମୁ ତକ୍ସ୍ଟମ୍ଭ ସହିତ ୟିବି। ଯଦି ଦାଉଦ ଏହି ଅଞ୍ଚଳ ରେ ଥାଏ, ମୁ ତାଙ୍କୁ ଖାଜେି ବାହାର କରିବି। ଏପରିକି ମୁ ତାକକ୍ସ୍ଟ ୟିହକ୍ସ୍ଟଦାର ପ୍ରେତ୍ୟକକ ପରିବାରର ଜରିଆ ରେ ଖାଜେିବି।

ପ୍ରଥମ ଶାମୁୟେଲ 22:7
ଶାଉଲ ତାଙ୍କ ଦାସମାନଙ୍କୁ କହିଲେ, ହେ ବିନ୍ଯାମୀନୀଯ ଲୋକମାନେ, ଶକ୍ସ୍ଟଣ ୟିଶୀର ପକ୍ସ୍ଟତ୍ର କ'ଣ ତକ୍ସ୍ଟମ୍ଭ ପ୍ରତି ଜଣଙ୍କକ୍ସ୍ଟ କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଦବେ? ସେ କ'ଣ ତକ୍ସ୍ଟମ୍ଭ ସମସ୍ତଙ୍କକ୍ସ୍ଟ ସହସ୍ରପତି ଓ ଶତପତି କରିବ?

ବିଚାରକର୍ତାମାନଙ୍କ ବିବରଣ 6:15
କିନ୍ତୁ ଗିଦ୍ଦିୟୋନ ତାଙ୍କୁ କହିଲେ, ହେ ମାରେ ସଦାପ୍ରଭୁ, ମୁ କିପରି ଇଶ୍ରାୟେଲକକ୍ସ୍ଟ ରକ୍ଷା କରି ପାରିବି? ମନଃଶିର ପରିବାରବର୍ଗ ମଧିଅରେ ମାରେ ପରିବାର ସବୁଠାରକ୍ସ୍ଟ ଦୁର୍ବଳ ଏବଂ ମାରେପରିବାର ମଧିଅରେ ମୁ ସବୁଠାରକ୍ସ୍ଟ ସାନ।

ଦିତୀୟ ବିବରଣ 1:15
ତେଣୁ ମୁ ତୁମ୍ଭମାନଙ୍କ ଗୋଷ୍ଠୀ ସମୂହ ମଧ୍ଯରକ୍ସ୍ଟ ଜ୍ଞାନି ଓ ଅଭିଜ୍ଞ ଲୋକମାନଙ୍କୁ ତୁମ୍ଭମାନଙ୍କ ଉପରେ ନେତାରୂପେ ନିୟକ୍ସ୍ଟକ୍ତି କଲି। ଏହିରୂପେ ତୁମ୍ଭମାନଙ୍କ ଉପରେ ସହସ୍ରପତି, ଶତପତି, ପଞ୍ଚାଶତପତି, ଦଶପତିମାନଙ୍କୁ ନିୟକ୍ସ୍ଟକ୍ତି କଲି, ଏବଂ ପ୍ରେତ୍ୟକକ ଗୋଷ୍ଠୀ ପାଇଁ ଅଧ୍ଯକ୍ଷମାନଙ୍କୁ ମଧ୍ଯ ନିୟକ୍ସ୍ଟକ୍ତି ଦଲେି।

ଗଣନା ପୁସ୍ତକ 11:17
ମୁଁ ସହେି ସ୍ଥାନକୁ ଓହ୍ଲାଇ ଆସି ତୁମ୍ଭ ସଙ୍ଗେ କଥା କହିବି ଓ ତୁମ୍ଭଠା ରେ ଯେଉଁ ଆତ୍ମା ଅଛି ତହିଁରୁ ନଇେ ସମାନଙ୍କେୁ ଦବୋ, ତହିଁରେ ତୁମ୍ଭେ ଯେପରି ଏକାକୀ ଭାର ବହନ କରିବନାହିଁ, ସେଥିପାଇଁ ସମାନେେ ମଧ୍ଯ ତୁମ୍ଭ ସହିତ ଦାଯିତ୍ବ ଭାର ବହନ କରିବେ।

ଗଣନା ପୁସ୍ତକ 10:14
ପ୍ରଥମେ ଯିହୁଦା ଗୋଷ୍ଠୀର ଧ୍ବଜା ଆଗେ ଆଗେ ଗତିକଲା; ଆଉ ଅମ୍ମୀନାଦବର ପୁତ୍ର ନ ହଶାେନ ସମାନଙ୍କେର ଅଧିନାଯକ ଥିଲେ।

ଗଣନା ପୁସ୍ତକ 7:10
ଅଧିପତି ଗଣ ମଧ୍ଯ ଦାନ କଲେ, ଯେତବେେଳେ ମାଶାେ ୟଜ୍ଞବଦେୀ ଉତ୍ସର୍ଗ କଲେ ଅର୍ଥାତ୍ ସହେି ଅଧିପତିଗଣ ବଦେି ସମ୍ମୁଖ ରେ ଆପଣା ଆପଣା ଉପହାର ଉତ୍ସର୍ଗ କଲେ।

ଗଣନା ପୁସ୍ତକ 2:3
ୟିହୂଦାର ବିଭାଗ ଛାଉଣୀ ସ୍ଥାପନ କରିବେ ତାଙ୍କ ଧ୍ବଜା ସହିତ ପୂର୍ବଦିଗର ସୂୟ୍ଯର୍ୋଦଯ ଆଡେ, ପୁଣି ଅମ୍ମୀନାଦବର ପୁତ୍ର ନ ହଶାେନ ଯିହୁଦାର ଲୋକମାନଙ୍କର ନେତା ହବେ।