ନିହିମିୟା 4:12
ଆଉ ସମାନଙ୍କେ ନିକଟରେ ବାସ କରୁଥିବା ୟିହୁଦୀମାନେ ଆସି ଆମ୍ଭମାନଙ୍କୁ ଦଶଥର କହିଲେ, 'ଗ୍ଭରିଆଡେ ସମାନେେ ଆମ୍ଭର ବିରୋଧି ହବେେ।'
And it came to pass, | וַֽיְהִי֙ | wayhiy | va-HEE |
that when | כַּֽאֲשֶׁר | kaʾăšer | KA-uh-sher |
Jews the | בָּ֣אוּ | bāʾû | BA-oo |
which dwelt | הַיְּהוּדִ֔ים | hayyĕhûdîm | ha-yeh-hoo-DEEM |
by them | הַיֹּֽשְׁבִ֖ים | hayyōšĕbîm | ha-yoh-sheh-VEEM |
came, | אֶצְלָ֑ם | ʾeṣlām | ets-LAHM |
they said | וַיֹּ֤אמְרוּ | wayyōʾmĕrû | va-YOH-meh-roo |
ten us unto | לָ֙נוּ֙ | lānû | LA-NOO |
times, | עֶ֣שֶׂר | ʿeśer | EH-ser |
From all | פְּעָמִ֔ים | pĕʿāmîm | peh-ah-MEEM |
places | מִכָּל | mikkāl | mee-KAHL |
whence | הַמְּקֹמ֖וֹת | hammĕqōmôt | ha-meh-koh-MOTE |
return shall ye | אֲשֶׁר | ʾăšer | uh-SHER |
unto | תָּשׁ֥וּבוּ | tāšûbû | ta-SHOO-voo |
us they will be upon you. | עָלֵֽינוּ׃ | ʿālênû | ah-LAY-noo |
Cross Reference
ଆଦି ପୁସ୍ତକ 31:7
ତୁମ୍ଭର ପିତା ମାେତେ ପ୍ରତାରଣା କଲେ। ତୁମ୍ଭର ପିତା ମାରେ ବତନେ ଦଶଥର ବଦଳାଇଛନ୍ତି। କିନ୍ତୁ ସଦାପ୍ରଭୁ ମାେତେ ରକ୍ଷା କଲେ। ସେ ଲାବନକୁ ମାରେ କ୍ଷତି କରିବାକୁ ଦେଲେ ନାହିଁ।
ଆଦି ପୁସ୍ତକ 31:41
ମୁଁ କୋଡ଼ିଏ ବର୍ଷକାଳ ତୁମ୍ଭ ନିକଟରେ ରହିଲି, ତୁମ୍ଭର ଦୁଇ ଝିଅ ନିମନ୍ତେ ଚଉତ ବର୍ଷ ଓ ପଶୁମାନଙ୍କ ନିମନ୍ତେ ଛଅ ବର୍ଷ କର୍ମ କଲି। ଏଥି ମଧିଅରେ ତୁମ୍ଭେ ଦଶଥର ମାହେର ବର୍ତ୍ତନ ପରିବର୍ତ୍ତନ କରିଅଛ।
ଗଣନା ପୁସ୍ତକ 14:22
ଏମାନଙ୍କ ମଧ୍ଯରୁ ଏହି ଲୋକ ମାରେମହିମା ଦେଖିଲେ, ପୁଣି ଯେଉଁମାନେ ମିଶର ରେ ଓ ମରୁଭୂମିରେ ଚିହ୍ନସ୍ବରୂପ ମାରେ କୃତ କର୍ମ ଦଖାଇେଛନ୍ତି ଏବଂ ଯେଉଁମାନେ ମାେତେ ବହୁତ ଥର ପରୀକ୍ଷା କରିଛନ୍ତି ଓ ଯେଉଁମାନେ ମାେ ବାକ୍ଯ ରବ ରେ ଅମନୋୟୋଗୀ ହାଇେଅଛନ୍ତି,
ଆୟୁବ ପୁସ୍ତକ 19:3
ତୁମ୍ଭେ ବର୍ତ୍ତମାନ ସୁଦ୍ଧା ମାେତେ ଦଶଥର ଅପମାନିତ କଲଣି। ତୁମ୍ଭକୁ ଟିକେ ଲଜ୍ଜା ଲାଗୁନି ଯେତବେେଳେ ମାେତେ ଆକ୍ରମଣ କରୁଛ।