Base Word
פַּעַם
Short Definitiona stroke, literally or figuratively (in various applications, as follow)
Long Definitionstroke, beat, foot, step, anvil, occurrence
Derivationor (feminine) פַּעֲמָה; from H6470
International Phonetic Alphabetpɑˈʕɑm
IPA modpɑˈʕɑm
Syllablepaʿam
Dictionpa-AM
Diction Modpa-AM
Usageanvil, corner, foot(-step), going, (hundred-)fold, × now, (this) + once, order, rank, step, + thrice, (second, this, two) (often-)time(-s), twice, wheel
Part of speechn-f

ଆଦି ପୁସ୍ତକ 2:23
ସହେି ମନୁଷ୍ଯ କହିଲେ,

ଆଦି ପୁସ୍ତକ 18:32
ଏହାପରେ ଅବ୍ରହାମ କହିଲେ, ସଦାପ୍ରଭୁ ମାେ ଉପରେ କୋରଧ କରନ୍ତୁ ନାହିଁ। ମାେତେ ଶଷେ ଥର ପାଇଁ ଅନୁମତି ମିଳୁ। ଯଦି ତୁମ୍ଭେ ସଠାେରେ ଦଶଜଣ ଉତ୍ତମ ଲୋକ ଦେଖ ତବେେ କ'ଣ ତୁମ୍ଭେ ଏପରି କରିବ?

ଆଦି ପୁସ୍ତକ 27:36
ଏଷୌ କହିଲା, ତା'ର ନାମ ହେଲା ଯାକୁବ ତାହା କ'ଣ ଯଥାର୍ଥ ନୁହେଁ। ସେ ମାେତେ ଦୁଇଥର ପ୍ରବଞ୍ଚନା କଲା। ସେ ମାରେ ଜେଷ୍ଠ ଅଧିକାର ଛଡ଼ାଇ ନଲୋ। ଏବଂ ମାରେଆଶୀର୍ବାଦ ନଇଗେଲା। ଏହାପରେ ଏଷୌ କହିଲା, ମାେ ପାଇଁ କିଛି ଆଶୀର୍ବାଦ ରଖିଛନ୍ତି କି?

ଆଦି ପୁସ୍ତକ 29:34
ଲୟୋ ପୁଣି ଗର୍ଭବତୀ ହେଲା, ଏବଂ ଅନ୍ୟ ଏକ ପୁତ୍ର ସନ୍ତାନକୁ ଜନ୍ମ ଦଲୋ। ସେ ସହେି ପିଲାର ନାମ ଦେଲେ ଲବେୀ। ଲୟୋ କହିଲା, ଏବେ ମାେ ସ୍ବାମୀ ମାେତେ ମାଠାେ ରେ ଆସକ୍ତ ହବେେ। ଯେ ହତେୁ ମୁଁ ତାଙ୍କୁ ତିନୋଟି ପୁତ୍ର ଦଇେଅଛି।

ଆଦି ପୁସ୍ତକ 29:35
ଏହାପରେ ଲୟୋ ଅନ୍ୟ ଏକ ସନ୍ତାନ ଜନ୍ମ ଦେଲେ। ସେ ତାହାର ନାମ ଦଲୋ ଯିହୁଦା, ସେ କହିଲେ, ବର୍ତ୍ତମାନ ମୁଁ ସଦାପ୍ରଭୁଙ୍କର ପ୍ରଶଂସା କରିବି। ଏହାପରେ ଲୟୋ ପିଲା ଜନ୍ମ କରିବା ବନ୍ଦ କରି ଦେଲେ।

ଆଦି ପୁସ୍ତକ 30:20
ଲୟୋ କହିଲା, ପରମେଶ୍ବର ମାେତେ ଏକ ସୁନ୍ଦର ଉପହାର ଦେଲେ। ବର୍ତ୍ତମାନ ଯାକୁବ ମାେତେ ସମାଦାର କରିବେ। କାରଣ ମୁଁ ତାଙ୍କୁ ଛଅଟି ପୁତ୍ର ଦଇେଅଛି। ତେଣୁ ଲୟୋ ତାହାର ନାମ ସବୂଲୂନ୍ ଦଲୋ।

ଆଦି ପୁସ୍ତକ 33:3
ସସମାନଙ୍କୁ ଆଗସର ଯାକୁବ ଗଲା,ସସସଯଲତଲବଲଳ ଭାଇର ନିକଟବର୍ତ୍ତୀସହଲା। ଭକ୍ତିସଦଖାଇବା ପାଇଁ ଯାକୁବ ସାତଥର ଭୂମିଷ୍ଠ ପ୍ରଣାମ କଲା।

ଆଦି ପୁସ୍ତକ 41:32
ଫାରୋ, ତୁମ୍ଭେ ଏକା ପ୍ରକାର ଦୁଇଟି ସ୍ବପ୍ନ ଦେଖିବାର କାରଣ କ'ଣ ଜାଣ? ପରମେଶ୍ବର ଦଖାଇବୋକୁ ଚାହାଁନ୍ତି ଯେ, ତାହା ଖୁବ୍ ଶିଘ୍ର ଘଟିବାକୁ ଯାଉଛି।

ଆଦି ପୁସ୍ତକ 43:10
ଯଦି ତୁମ୍ଭେ ଆମ୍ଭମାନଙ୍କୁ ଆଗରୁ ୟିବାକୁ ଦଇେଥାନ୍ତ, ଆମ୍ଭେ ସଠାେରେ ପହଞ୍ଚି ସାରି ଦୁଇଥର ଫରେି ଆସିଥାଆନ୍ତୁ।

ଆଦି ପୁସ୍ତକ 46:30
ଏହାପରେ ଇଶ୍ରାୟେଲ ଯୋଷଫଙ୍କେୁ କହିଲେ, ଏବେ ମୁଁ ଶାନ୍ତି ରେ ମରି ପାରିବି। ମୁଁ ତୁମ୍ଭର ଦର୍ଶନ ପାଇଲି ଏବଂ ଜାଣିଲି ଯେ ତୁମ୍ଭେ ଜୀବିତ।

Occurences : 118

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்