ନିହିମିୟା 12:25 in Oriya

ଓଡିଆ ଓଡିଆ ବାଇବେଲ ନିହିମିୟା ନିହିମିୟା 12 ନିହିମିୟା 12:25

Nehemiah 12:25
ମତ୍ତନୀଯ ଓ ବକ୍ବୁକିଯ, ଓବଦିଯ, ମଶୁଲ୍ଲମ, ଟଲ୍ମୋନ୍, ଅକ୍କୁବ୍ ଦ୍ବାରପାଳ ହାଇେ ଦ୍ବାର ନିକଟବର୍ତ୍ତୀ ଭଣ୍ତାର ଗୃହ ସକଳର ପ୍ରହରୀ କର୍ମ କଲେ।

Nehemiah 12:24Nehemiah 12Nehemiah 12:26

Nehemiah 12:25 in Other Translations

King James Version (KJV)
Mattaniah, and Bakbukiah, Obadiah, Meshullam, Talmon, Akkub, were porters keeping the ward at the thresholds of the gates.

American Standard Version (ASV)
Mattaniah, and Bakbukiah, Obadiah, Meshullam, Talmon, Akkub, were porters keeping the watch at the store-houses of the gates.

Bible in Basic English (BBE)
Mattaniah, and Bakbukiah, Obadiah, Meshullam, Talmon, Akkub, were door-keepers keeping the watch at the store-houses of the doors.

Darby English Bible (DBY)
Mattaniah and Bakbukiah, Obadiah, Meshullam, Talmon, Akkub, were doorkeepers keeping the ward at the storehouses of the gates.

Webster's Bible (WBT)
Mattaniah, and Bakbukiah, Obadiah, Meshullam, Talmon, Akkub, were porters keeping the ward at the threshholds of the gates.

World English Bible (WEB)
Mattaniah, and Bakbukiah, Obadiah, Meshullam, Talmon, Akkub, were porters keeping the watch at the store-houses of the gates.

Young's Literal Translation (YLT)
Mattaniah, and Bakbukiah, Obadiah, Meshullam, Talmon, Akkub, `are' gatekeepers, keeping charge in the gatherings of the gates.

Mattaniah,
מַתַּנְיָ֧הmattanyâma-tahn-YA
and
Bakbukiah,
וּבַקְבֻּֽקְיָ֛הûbaqbuqĕyâoo-vahk-boo-keh-YA
Obadiah,
עֹֽבַדְיָ֥הʿōbadyâoh-vahd-YA
Meshullam,
מְשֻׁלָּ֖םmĕšullāmmeh-shoo-LAHM
Talmon,
טַלְמ֣וֹןṭalmôntahl-MONE
Akkub,
עַקּ֑וּבʿaqqûbAH-koov
were
porters
שֹֽׁמְרִ֤יםšōmĕrîmshoh-meh-REEM
keeping
שֽׁוֹעֲרִים֙šôʿărîmshoh-uh-REEM
the
ward
מִשְׁמָ֔רmišmārmeesh-MAHR
at
the
thresholds
בַּֽאֲסֻפֵּ֖יbaʾăsuppêba-uh-soo-PAY
of
the
gates.
הַשְּׁעָרִֽים׃haššĕʿārîmha-sheh-ah-REEM

Cross Reference

ପ୍ରଥମ ବଂଶାବଳୀ 9:14
ଲବେୀଙ୍କ ପରିବାରବର୍ଗର ଏହି ଲୋକମାନେ ୟିରୁଶାଲମ ରେ ବାସ କରୁଥିଲେ : ହଶୂବ୍ଙ୍କ ପୁତ୍ର ଶମଯିଯ। ହଶୂଯ ଅସ୍ରୀକାମ୍ଙ୍କ ପୁତ୍ର ଥିଲେ। ଅସ୍ରୀକାମ୍ ହଶୂବ୍ଙ୍କ ପୁତ୍ର ଥିଲେ। ହଶବିଯ ମରାରିଙ୍କ ବଂଶଧର ଥିଲେ।

ପ୍ରଥମ ବଂଶାବଳୀ 23:32
ତେଣୁ ଲବେୀୟମାନେ ଯେଉଁ କାର୍ୟ୍ଯ କରିବା ଉଚିତ୍, ସମାନେେ ସହେିସବୁ କାର୍ୟ୍ଯ କରୁଥିଲେ। ସମାନେେ ପବିତ୍ର ତମ୍ବୁର ଯତ୍ନ ନେଉଥିଲେ। ସମାନେେ ପବିତ୍ର ସ୍ଥାନର ଯତ୍ନ ନେଉଥିଲେ। ଆଉ, ସମାନେେ ସମାନଙ୍କେର ଆତ୍ମୀଯ (ଯାଜକମାନେ) ହାରୋଣଙ୍କ ବଂଶଧରମାନଙ୍କୁ ସାହାୟ୍ଯ କରୁଥିଲେ। ସଦାପ୍ରଭୁଙ୍କ ମନ୍ଦିରର ସବୋକାର୍ୟ୍ଯ କରିବା ସହିତ ଲବେୀୟମାନେ ଯାଜକମାନଙ୍କୁ ସାହାୟ୍ଯ କରୁଥିଲେ।

ପ୍ରଥମ ବଂଶାବଳୀ 26:12
ଏହିମାନେ ଦ୍ବାରପାଳମାନଙ୍କ ଦଳର ନେତା ଥିଲେ। ଦ୍ବାରପାଳମାନେ ଏକ ବିଶଷେ ପ୍ରକା ରେ ସଦାପ୍ରଭୁଙ୍କ ମନ୍ଦିର ରେ ସବୋକାର୍ୟ୍ଯ କରୁଥିଲେ, ଠିକ୍ ଯେପରି ସମାନଙ୍କେର ଆତ୍ମୀଯମାନେ କରୁଥିଲେ।

ପ୍ରଥମ ବଂଶାବଳୀ 26:15
ଓବେଦ୍-ଇଦୋମଙ୍କୁ ଦକ୍ଷିଣପାଶର୍‌ବ ଦ୍ବାର ନିମନ୍ତେ ମନୋନୀତ କରାଗଲା ଓ ଆଉ ଯେଉଁ ଗୃହ ରେ ବହୁମୂଲ୍ଯ ସାମଗ୍ରୀମାନ ରଖାୟାଇଥିଲା, ତାହାକୁ ଜଗିବା ନିମନ୍ତେ ଓବେଦ୍ ଇଦୋମଙ୍କର ପୁତ୍ରମାନଙ୍କୁ ମନୋନୀତ କରାଗଲା।

ନିହିମିୟା 11:17
ମୀକାର ପୁତ୍ର ମତ୍ତନିଯ ୟିଏକି ସବ୍ଦିର ଆସଫର ପୁତ୍ର ଥିଲା, ୟିଏକି ଶମ୍ମୁଯର ପୁତ୍ର ବକ୍ବୁକିଯ ଓ ଅବଦା ସହିତ ଧନ୍ଯବାଦ ଅର୍ପଣର ପ୍ରାର୍ଥନା କରୁଥିଲେ। ୟିଏକି ଗାଲଲର ପୁତ୍ର, ଗାଲଲ ୟିଏକି ୟିଦୂଥୂନର ପୁତ୍ର ଥିଲା।

ନିହିମିୟା 12:8
ଲବେୀୟମାନେ ଯଥା: ଯଶୂେଯ, ବିନୁଯି, କଦ୍ମୀଯଲେ, ଶେ ରବେିଯ, ଯିହୁଦା ଓ ମତ୍ତନିଯ। ଏହି ମତ୍ତନିଯ ଓ ତାହାର ଭାତୃଗଣ ପ୍ରଶଂସାର୍ଥକ ଗୀତର ମୁଖ୍ଯ ଥିଲେ।

ଯିଶାଇୟ 21:8
ତା'ପ ରେ ଦିନେ, ସେ ପ୍ରହରୀ କହିଲା, ହେ ମାରେ ପ୍ରଭୁ, ପ୍ରତିଦିନ ଦିନ ବେଳେ ମୁଁ ନିରନ୍ତର ଦୁର୍ଗ ରେ ଠିଆ ହାଇେ ଜଗିି ରହିଥାଏ ଓ ପ୍ରତି ରାତି ରେ। ମୁଁ ଆପଣା ପହରା ସ୍ଥାନ ରେ ସତର୍କ ଦୃଷ୍ଟି ରଖିଥାଏ।