Base Word
שׁוֹעֵר
Short Definitiona janitor
Long Definitiongatekeeper, porter
Derivationor שֹׁעֵר active participle of H8176 (as denominative from H8179)
International Phonetic Alphabetʃoˈʕer
IPA modʃo̞wˈʕeʁ
Syllablešôʿēr
Dictionshoh-ARE
Diction Modshoh-ARE
Usagedoorkeeper, porter
Part of speechn-m

ଦିତୀୟ ଶାମୁୟେଲ 18:26
ପ୍ରହରୀ ଆଉ ଜଣେ ଦୌଡି ଆସିବାର ଦେଖିଲା। ପ୍ରହରୀ ଜଣକ ଦ୍ବାରପାଳକକ୍ସ୍ଟ ଡାକି କହିଲା, ଦେଖ! ଆଉ ଜଣେ ଲୋକ ଦୌଡି ଆସକ୍ସ୍ଟଅଛି।

ଦିତୀୟ ରାଜାବଳୀ 7:10
ତେଣୁ ଏହି କୁଷ୍ଠୀମାନେ ଆସି ନଗରର ଦ୍ବାରୀକୁ ଡାକି କହିଲେ। ସମାନଙ୍କେୁ ଜଣାଇ କହିଲେ, ଆମ୍ଭମାନେେ ଅରାମୀଯ ଛାଉଣୀକୁ ୟାଇଥିଲୁ ଏବଂ ସଠାେରେ କାହାକୁ ପାଇଲୁ ନାହିଁ। ଆମ୍ଭେ କୌଣସି ବ୍ଯକ୍ତି ବିଷଯ ରେ ଶୁଣିଲୁ ନାହିଁ। କୌଣସି ମଣିଷ ନଥିଲେ, କାହାରି ଶଦ୍ଦ ଶୁଣିଲୁ ନାହିଁ। ଅଶ୍ବ ଗର୍ଦ୍ଦଭ ସଠାେରେ ବନ୍ଧା ହାଇେ ରହିଛନ୍ତି ଓ ତମ୍ବୁଗୁଡିକ ସହେିପରି ଅଛି।

ଦିତୀୟ ରାଜାବଳୀ 7:11
ତା'ପରେ ଦ୍ବାରୀମାନେ ଚିତ୍କାର କରି ଏସମ୍ବାଦ ରାଜଗୃହର ଲୋକମାନଙ୍କୁ ଦେଲେ।

ପ୍ରଥମ ବଂଶାବଳୀ 9:17
ୟିରୁଶାଲମ୍ ରେ ଏହି ଦ୍ବାରପାଳକାନେ ବାସ କରୁଥିଲେ : ଶଲ୍ଲୁମ, ଅକ୍ଲ୍ବବ୍, ଟଲମାେନ୍, ଅହୀମାନ ଓ ସମାନଙ୍କେର ଆତ୍ମୀଯବର୍ଗ। ଶଲ୍ଲୁମ୍ ସମାନଙ୍କେର ମୁଖ୍ଯ ଥିଲେ।

ପ୍ରଥମ ବଂଶାବଳୀ 9:18
ଏହି ଲୋକମାନେ ପୂର୍ବଦିଗ ରେ ରାଜାଙ୍କ ଦ୍ବାରର ପରବର୍ତ୍ତୀ ପାଶର୍‌ବ ରେ ଛିଡ଼ା ହେଉଥିଲେ। ଲବେୀଙ୍କ ପରିବାରବର୍ଗର ଏହିମାନେ ଦ୍ବାରପାଳ ଥିଲେ।

ପ୍ରଥମ ବଂଶାବଳୀ 9:21
ପବିତ୍ର ତମ୍ବୁର ପ୍ରବେଶ ଦ୍ବାର ରେ ଜିଖରିଯ ମଶଲେିମିଯଙ୍କ ପୁତ୍ର ଦ୍ବାରପାଳ ଥିଲେ।

ପ୍ରଥମ ବଂଶାବଳୀ 9:22
ପ୍ରବେଶ ଦ୍ବାରର ଦ୍ବାରପାଳ ନିମନ୍ତେ ସମୁଦାଯ 212 ଜଣ ଲୋକଙ୍କୁ ମନୋନୀତ କରାୟାଇଥିଲା। ସମାନଙ୍କେର ନାମ ସମାନଙ୍କେ ପରିବାର ଇତିହାସ ରେ ଓ ସମାନଙ୍କେ ଗ୍ରାମଗୁଡ଼ିକରେ ଲଖାୟୋଇଅଛି। ଦାଉଦ ଓ ଦର୍ଶକ ଶାମୁଯଲେ ସମାନଙ୍କେୁ ସହେି ଜାଗା ରେ ନିୟୁକ୍ତ କରିଥିଲେ। କାରଣ ସମାନେେ ବିଶ୍ବସ୍ତ ଥିଲେ।

ପ୍ରଥମ ବଂଶାବଳୀ 9:24
ଚାରିଗୋଟି ପାଶର୍‌ବ ରେ ଦ୍ବାରମାନ ଥିଲା : ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ।

ପ୍ରଥମ ବଂଶାବଳୀ 9:26
ସମସ୍ତ ଦ୍ବାରପାଳମାନଙ୍କର ମୁଖ୍ଯ ଚାରି ଦ୍ବାରପାଳ ଥିଲେ। ସମାନେେ ଲବେୀୟ ଲୋକ ଥିଲେ। ସମାନଙ୍କେର କାର୍ୟ୍ଯ ଥିଲା, ପରମେଶ୍ବରଙ୍କ ମନ୍ଦିର ରେ ଥିବା ସକଳ କଠାେରୀର ଓ ଧନସମ୍ପଦର ରକ୍ଷଣା ବେକ୍ଷଣା କରିବା।

ପ୍ରଥମ ବଂଶାବଳୀ 15:18
ସହେି ଲବେୀୟମାନଙ୍କର ଆଉ ଏକ ଦ୍ବିତୀୟ ଦଳ ମଧ୍ଯ ଥିଲେ। ସମାନେେ ଥିଲେ ଜିଖରିଯ, ବନେ, ୟାସୀଯଲେ, ଶମୀରାମାେତ, ୟିହୀଯଲେ, ଉନ୍ନିକି, ଇଲୀଯାବ, ବନାଯ, ମା ସଯେ, ମତ୍ତଥିଯ, ଇଲୀଫଲହେୁ, ମିକ୍ନଯେ, ଓବଦେ-ଇଦୋମ ଓ ୟିଯୁଯଲେ। ଏହିମାନେ ଦ୍ବାରପାଳ ଥିଲେ।

Occurences : 37

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்