Matthew 15:16
ଯୀଶୁ କହିଲେ, ଏବେ ବି କ'2ଣ ତୁମ୍ଭ ବୁଝିବା ରେ ଅସୁବିଧା ଅଛି?
Matthew 15:16 in Other Translations
King James Version (KJV)
And Jesus said, Are ye also yet without understanding?
American Standard Version (ASV)
And he said, Are ye also even yet without understanding?
Bible in Basic English (BBE)
And he said, Are you, like them, still without wisdom?
Darby English Bible (DBY)
But he said, Are *ye* also still without intelligence?
World English Bible (WEB)
So Jesus said, "Do you also still not understand?
Young's Literal Translation (YLT)
And Jesus said, `Are ye also yet without understanding?
| ὁ | ho | oh | |
| And | δὲ | de | thay |
| Jesus | Ἰησοῦς | iēsous | ee-ay-SOOS |
| said, | εἶπεν | eipen | EE-pane |
| Are | Ἀκμὴν | akmēn | ak-MANE |
| ye | καὶ | kai | kay |
| also | ὑμεῖς | hymeis | yoo-MEES |
| yet | ἀσύνετοί | asynetoi | ah-SYOO-nay-TOO |
| without understanding? | ἐστε | este | ay-stay |
Cross Reference
ମାଥିଉଲିଖିତ ସୁସମାଚାର 16:9
ଏବେ ସୁଦ୍ଧା ତୁମ୍ଭେ କ'ଣ ବୁଝି ପାରୁନ? ପାଞ୍ଚଟି ରୋଟୀକୁ ପାଞ୍ଚ ହଜାର ଲୋକ ଖାଇଥିବା କଥା ମନେ ପକାଅ। ଲୋକେ ଖାଇ ସାରିବା ପରେ ବଳକା ଅଂଶତକ ତୁମ୍ଭେ ଅନକେ ଟୋକଇେ ରେ ଭର୍ତ୍ତି କରିଥିଲ।
ମାର୍କଲିଖିତ ସୁସମାଚାର 9:32
ଯୀଶୁଙ୍କ ଏହି କଥା କହିବାର ଅର୍ଥ ଶିଷ୍ଯମାନେ ବୁଝି ପାରିଲେ ନାହିଁ। ସମାନେେ ତାହାଙ୍କୁ ଏହାର ଅର୍ଥ ପଚାରି ବୁଝିବାକୁ ଭୟ କଲେ।
ମାର୍କଲିଖିତ ସୁସମାଚାର 7:18
ଯୀଶୁ କହିଲେ, ତୁମ୍ଭମାେଲେ ମଧ୍ଯ, ଅନ୍ୟମାନଙ୍କ ଭଳି କ'ଣ ବୁଝି ପାରିଲ ନାହିଁ? ତୁମ୍ଭମାନେେ କ'ଣ ବୁଝି ପାରୁନ ଯେ ଲୋକର ଭିତରକୁ ବାହାରୁ କୌଣସି ବସ୍ତୁ ଗଲେ ତାହା ସହେି ଲୋକକୁ ଦୂଷିତ କରିପା ରେ ନାହିଁ।
ମାଥିଉଲିଖିତ ସୁସମାଚାର 15:10
ଯୀଶୁ ସମବତେ ହାଇେଥିବା ଲୋକମାନଙ୍କୁ ଡାକିଲେ। ସେ ସମାନଙ୍କେୁ କହିଲେ, ମୁଁ ଯାହା କହୁଛି ତାହା ଶୁଣ ଓ ବୁଝ।
ଏବ୍ରୀମାନଙ୍କ ନିକଟକୁ ପତ୍ର 5:12
ବର୍ତ୍ତମାନ ପର୍ୟ୍ଯନ୍ତ ଯେତିକି ସମୟ ଅତିବାହିତ ହାଇେ ଗଲାଣି, ତୁମ୍ଭମାନେେ ଉପଦେଶକ ହାଇେ ସାରନ୍ତଣି। କିନ୍ତୁ ଯାହା ଜଣା ପଡ଼େ, ପରମେଶ୍ବରଙ୍କ ଶିକ୍ଷାର ପ୍ରାଥମିକ ମୌଳିକ ପାଠଗୁଡ଼ିକୁ ତୁମ୍ଭମାନଙ୍କୁ ଶିଖାଇବା ପାଇଁ ଜଣେ ଲୋକ ଦରକାର। ଶିଶୁମାନଙ୍କୁ କ୍ଷୀର ଦରକାର ହେଲା ଭଳି, ତୁମ୍ଭମାନେେ ଏବେ ମଧ୍ଯ ପ୍ରାରମ୍ଭିକ ଶିକ୍ଷା କରୁଛ। ତୁମ୍ଭମାନେେ କଠିନ ଆହାର ଖାଇବା ପାଇଁ ପ୍ରସ୍ତୁତ ହାଇେ ନାହଁ।
ଲୂକଲିଖିତ ସୁସମାଚାର 24:45
ତା'ପରେ ଯୀଶୁ ଶିଷ୍ଯମାନଙ୍କୁ ସବୁ ଶାସ୍ତ୍ର ବିଷୟ ବୁଝାଇଲେ। ତାହାଙ୍କ ବିଷୟ ରେ ଯାହା ସବୁ ଲଖାେ ଯାଇଥିଲା, ଯୀଶୁ ସମାନଙ୍କେୁ ସବୁ ବୁଝାଇଲେ।
ଲୂକଲିଖିତ ସୁସମାଚାର 18:34
ପ୍ ରରେିତମାନେ ଏକଥା ବୁଝିବାକୁ ଚେଷ୍ଟା କଲେ। ମାତ୍ର ସମାନେେ ବୁଝି ପାରିଲେ ନାହିଁ। ଏକଥାର ଅର୍ଥ ସମାନଙ୍କେ ପାଖ ରେ ଗୁପ୍ତ ରହିଲା।
ଲୂକଲିଖିତ ସୁସମାଚାର 9:45
କିନ୍ତୁ ଶିଷ୍ଯମାନେ ଯୀଶୁଙ୍କ ଏ କଥାର କିଛି ଅର୍ଥ ବୁଝି ପାରିଲେ ନାହିଁ। ଏହାର ଅର୍ଥ ସମାନଙ୍କେ ପ୍ରତି ଲୁକାଯିତ ଥିଲା। ତେଣୁ ସମାନେେ କିଛି ଏହାକୁ ବୁଝି ପାରିଲେ ନାହିଁ କିନ୍ତୁ ସମାନେେ ଯୀଶୁଙ୍କୁ ଏ ବିଷୟ ରେ ପଚାରିବାକୁ ସାହସ କଲେ ନାହିଁ।
ମାର୍କଲିଖିତ ସୁସମାଚାର 8:17
ସମାନେେ କ'ଣ କଥାବାର୍ତ୍ତା ହେଉଛନ୍ତି ତାହା ଯୀଶୁ ଜାଣି ପାରିଲେ, ତେଣୁ ସେ ସମାନଙ୍କେୁ କହିଲେ, ରୋଟୀ ନାହିଁ ବୋଲି ତୁମ୍ଭମାନେେ କାହିଁକି ତର୍କ ବିତର୍କ କରୁଛ? ଏବେ ସୁଦ୍ଧା ତୁମ୍ଭମାନେେ ଦେଖି ପାରୁନ କି ବୁଝି ପାରୁନ?
ମାର୍କଲିଖିତ ସୁସମାଚାର 6:52
ସମାନେେ ରୋଟୀ ସମ୍ବନ୍ଧୀୟ ଆଶ୍ଚର୍ୟ୍ଯକାର୍ୟ୍ଯକୁ ବୁଝି ପାରି ନଥିଲେ। ସମାନଙ୍କେ ବୁଦ୍ଧି ଜଡ ହାଇଯୋଇଥିଲା।
ମାଥିଉଲିଖିତ ସୁସମାଚାର 16:11
ତୁମ୍ଭେ ତାହା କାହିଁକି ବୁଝି ପାରୁନ? ମୁଁ ତୁମ୍ଭକୁ ସାବଧାନ ରହିବାକୁ ଏବଂ ଫାରୂଶୀ ଓ ସାଦ୍ଦୂକୀମାନଙ୍କର କୁପ୍ରଭାବରୁ ଦୂର ରେ ରହିବାକୁ କହୁଛି।
ମାଥିଉଲିଖିତ ସୁସମାଚାର 13:51
ଯୀଶୁ ନିଜ ଶିଷ୍ଯମାନଙ୍କୁ ପଚାରିଲେ, ତୁମ୍ଭେ ଏ ସବୁର ଅର୍ଥ ବୁଝି ପାରୁଛ?
ଯିଶାଇୟ 28:9
ସଦାପ୍ରଭୁ ଜ୍ଞାନ ଶିକ୍ଷା ଦବୋକୁ ଇଚ୍ଛା କରନ୍ତି। ଓ ତାଙ୍କ ସୁସମାଚାର ବୁଝାଇବାକୁ ଇଚ୍ଛା କରୁଛନ୍ତି। ମାତ୍ର ଲୋକମାନେ ଦୁଗ୍ଧ ପୋଷ୍ଯ ଶିଷ୍ଯ ସଦୃଶ ବୁଝିବାକୁ ଅକ୍ଷମ।