ଲୂକଲିଖିତ ସୁସମାଚାର 7:13 in Oriya

ଓଡିଆ ଓଡିଆ ବାଇବେଲ ଲୂକଲିଖିତ ସୁସମାଚାର ଲୂକଲିଖିତ ସୁସମାଚାର 7 ଲୂକଲିଖିତ ସୁସମାଚାର 7:13

Luke 7:13
ସହେି ବିଧବାକୁ ଦେଖି ଯୀଶୁଙ୍କ ମନ ରେ କରୁଣା ଜାତ ହେଲା। ସେ ତାକୁ କହିଲେ, କାନ୍ଦ ନାହିଁ।

Luke 7:12Luke 7Luke 7:14

Luke 7:13 in Other Translations

King James Version (KJV)
And when the Lord saw her, he had compassion on her, and said unto her, Weep not.

American Standard Version (ASV)
And when the Lord saw her, he had compassion on her, and said unto her, Weep not.

Bible in Basic English (BBE)
And when the Lord saw her, he had pity on her and said to her, Be not sad.

Darby English Bible (DBY)
And the Lord, seeing her, was moved with compassion for her, and said to her, Weep not;

World English Bible (WEB)
When the Lord saw her, he had compassion on her, and said to her, "Don't cry."

Young's Literal Translation (YLT)
And the Lord having seen her, was moved with compassion towards her, and said to her, `Be not weeping;'

And
καὶkaikay
when
the
ἰδὼνidōnee-THONE
Lord
αὐτὴνautēnaf-TANE
saw
hooh
her,
κύριοςkyriosKYOO-ree-ose
compassion
had
he
ἐσπλαγχνίσθηesplanchnisthēay-splahng-HNEE-sthay
on
ἐπ'epape
her,
αὐτῇautēaf-TAY
and
καὶkaikay
said
εἶπενeipenEE-pane
unto
her,
αὐτῇautēaf-TAY
Weep
Μὴmay
not.
κλαῖεklaieKLAY-ay

Cross Reference

ଏବ୍ରୀମାନଙ୍କ ନିକଟକୁ ପତ୍ର 4:15
ଅତଏବ ଆମ୍ଭେ ଆମ୍ଭମାନଙ୍କ ବିଶ୍ବାସ ରେ ଦୃଢ଼ ରହିବା ଉଚିତ୍। ମହାୟାଜକ ଯୀଶୁ ଆମ୍ଭର ସମସ୍ତ ଦୁର୍ବଳତା ଜାଣନ୍ତି। ଜଗତ ରେ ଥିବା ବେଳେ ସେ ପ୍ରେତ୍ୟକକ ଭାବରେ ପରୀକ୍ଷିତ ହେଲେ।

ଲୂକଲିଖିତ ସୁସମାଚାର 8:52
ସମସ୍ତେ ସହେି ଝିଅଟିର ମୃତ୍ଯୁ ପାଇଁ କାନ୍ଦୁଥିଲେ ଓ ଦୁଃଖ କରୁଥିଲେ। କିନ୍ତୁ ଯୀଶୁ କହିଲେ, କନ୍ଦନାହିଁ, ସେ ମରି ନାହିଁ, ସେ କବଳେ ଶାଇେଛି ମାତ୍ର।

ଯିରିମିୟ 31:20
ପରମେଶ୍ବର କହନ୍ତି, ଇଫ୍ରଯିମ ଆମ୍ଭର ପ୍ରିଯ ପୁତ୍ର। ଆମ୍ଭେ ତାହାକୁ ପ୍ ରମେ କରୁ। ଯଦିଓ ଆମ୍ଭେ ତାହାକୁ ସମାଲୋଚନା କରୁ ଓ ତା' ବିରୁଦ୍ଧ ରେ ଯାଉ, ତଥାପି ଆମ୍ଭେ ତାହାକୁ ସ୍ମରଣ କରୁ। ଏଣୁ ତା' ପାଇଁ ଆମ୍ଭର ପ୍ରାଣ ବ୍ଯାକୁଳ ହୁଏ। ଆମ୍ଭେ ପ୍ରକୃତ ରେ ତାକୁ ଦୟା କରିବା। ଏହା ସଦାପ୍ରଭୁ କହନ୍ତି।

ବିଚାରକର୍ତାମାନଙ୍କ ବିବରଣ 10:16
ଏହାପରେ ସମାନେେ ନିଜ ମଧ୍ଯରକ୍ସ୍ଟ ବିଦେଶୀ ଦବଗେଣଙ୍କକ୍ସ୍ଟ ଦୂର କରି ଦେଲେ ଏବଂ ସଦାପ୍ରଭୁଙ୍କର ସବୋ କଲେ। ଏହାପରେ ସଦାପ୍ରଭୁ ଇଶ୍ରାୟେଲବାସୀଙ୍କର ଦକ୍ସ୍ଟଃଖ ଅଧିକ ସମୟ ଦେଖି ସହି ପାରିଲେ ନାହିଁ।

ଯୋହନଲିଖିତ ସୁସମାଚାର 11:2
ସହେି ମରିୟମ ପରେ ପ୍ରଭୁ ଯୀଶୁଙ୍କ ପାଦ ରେ ଅତି ମୂଲ୍ଯବାନ ଅତର ଢାଳି ନିଜ କେଶ ରେ ପାଦ ପୋଛି ଦଇେଥିଲେ। ସମାନଙ୍କେର ଭାଇ ଲାଜାର ଅସୁସ୍ଥ ଥିଲେ।

ଯୋହନଲିଖିତ ସୁସମାଚାର 11:33
ଯୀଶୁ ମରିୟମକୁ କାନ୍ଦିବାର ଦେଖିଲେ। ସେ ଯିହୂଦୀମାନଙ୍କୁ ତାହାଙ୍କ ସହିତ ଆସିବାର ଦେଖିଲେ। ସମାନେେ ମଧ୍ଯ କାନ୍ଦୁଥିଲେ। ଯୀଶୁ ବହୁତ ଦୁଃଖ ଅନୁଭବ କଲେ ଓ ଅନ୍ତର ରେ ଅତ୍ଯଧିକ ବ୍ଯଥା ଅନୁଭବ କଲେ।

ଯୋହନଲିଖିତ ସୁସମାଚାର 20:13
ସମାନେେ ମରିୟମଙ୍କୁ ପଚାରିଲେ, ହେ ନାରୀ, ତୁମ୍ଭେ କାହିଁକି କାନ୍ଦୁଛ?

ଯୋହନଲିଖିତ ସୁସମାଚାର 20:15
ଯୀଶୁ ତାହାଙ୍କୁ ପଚାରିଲେ, ହେ ନାରୀ, ତୁମ୍ଭେ କାହିଁକି କାନ୍ଦୁଛ? ତୁମ୍ଭେ କାହାକୁ ଖାଜେୁଛ?

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:30
ଯେଉଁମାନେ ଦୁଃଖି ସମାନେେ ଦୁଃଖି ନ ହେଲା ଭଳି ରୁହନ୍ତୁ। ଯେଉଁମାନେ ସୁଖୀ, ସମାନେେ ଏପରି ରୁହନ୍ତୁ ଯେପରି ସୁଖୀ ନୁହଁନ୍ତି। ଯେଉଁମାନେ ଜିନିଷ ପତ୍ର କିଣି ପାରନ୍ତି ସମାନେେ ନିଜ ପାଖ ରେ କିଛି ନ ଥିଲା ଭଳି ରୁହନ୍ତୁ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:13
ଭାଇ ଓ ଭଉଣୀମାନେ! ମୃତମାନଙ୍କ ବିଷୟ ରେ ତୁମ୍ଭମାନେେ ଅଜ୍ଞାତ ରୁହ ବୋଲି ଆମ୍ଭେ ଚାହୁଁ ନାହୁଁ। ଭରସା ପାଇ ନ ଥିବା ଅନ୍ୟ ଲୋକଙ୍କ ଭଳି ତୁମ୍ଭମାନେେ ଦୁଃଖି ହୁଅ ବୋଲି ଆମ୍ଭେ ଚାହୁଁ ନାହୁଁ।

ଏବ୍ରୀମାନଙ୍କ ନିକଟକୁ ପତ୍ର 2:17
ଅତଏବ ସମସ୍ତ ବିଷୟ ରେ ସେ ଆପଣା ଭାଇ ଓ ଭଉଣୀମାନଙ୍କ ପରି ହବୋକୁ ପଡ଼ିଲା। ଯେପରି ପରମେଶ୍ବରଙ୍କ ସବୋ ରେ ସହେି ଲୋକମାନଙ୍କର ପାପର ପ୍ରାୟଶ୍ଚିତ୍ତ ସାଧନ ପାଇଁ ଦୟାଳୁ ଓ ବିଶ୍ବସ୍ତ ମହାୟାଜକ ହୁଅନ୍ତି।

ଲୂକଲିଖିତ ସୁସମାଚାର 24:34
ପ୍ ରରେିତ ଓ ଅନ୍ୟ ଶିଷ୍ଯମାନେ କହୁଥିଲେ, ପ୍ରକୃତ ରେ, ପ୍ରଭୁ ମୃତ୍ଯୁରୁ ଜୀବିତ ଉଠିଛନ୍ତି। ସେ ଶିମାନଙ୍କେୁ ଦଖାେ ଦଇେଛନ୍ତି।

ଲୂକଲିଖିତ ସୁସମାଚାର 22:61
ତାପରେ ପ୍ରଭୁ ବୁଲିପଡି ପିତରଙ୍କୁ ଏକ ଲୟ ରେ ଚାହିଁଲେ। ପିତରଙ୍କର ମନେ ପଡିଗଲା ଯେ, ପ୍ରଭୁ ପୂର୍ବରୁ କହିଥିଲେ, ସକଳେେ କୁକୁଡା ଡାକିବା ପୂର୍ବରୁ ତୁମ୍ଭେ ମାେତେ ଜାଣି ନାହଁ ବୋଲି ତିନିଥର କହିବ।

ଗୀତସଂହିତା 86:15
ହେ ମାରେ ପ୍ରଭୁ, ତୁମ୍ଭେ ସ୍ନହେଶୀଳ ଓ କରୁଣାମଯ ପରମେଶ୍ବର। ତୁମ୍ଭେ ର୍ଧୈୟ୍ଯଶୀଳ, ପ୍ରମେ ଓ ସତ୍ଯତାରେ ପରିପୂର୍ଣ୍ଣ ଅଟ।

ଗୀତସଂହିତା 103:13
ୟପରେି ଜଣେ ପିତା ତା'ର ସନ୍ତାନ ପ୍ରତି ପ୍ରମେ କରେ, ସଦାପ୍ରଭୁ ତାଙ୍କର ଅନୁସରଣକାରୀମାନଙ୍କ ପ୍ରତି ସପରେି ଦୟା କରନ୍ତି।

ଯିଶାଇୟ 63:9
ସେ ସମାନଙ୍କେର ସବୁ ଦୁଃଖ ରେ ଦୁଃଖିତ ହେଲେ। ତାହାଙ୍କର ଉପସ୍ଥିତି ସ୍ବରୂପ ଦୂତ ସମାନଙ୍କେୁ ପରିତ୍ରାଣ କଲେ। ସେ ସମାନଙ୍କେୁ ନିଜ ପ୍ ରମେ ଓ ଦୟାରୁ ମୁକ୍ତ କଲେ ଏବଂ ସମାନେେ ଅତି ପୁରୁଣା ସମୟ ଦଇେ ବହନ କଲେ।

ଯିରିମିୟ 31:15
ପୁଣି ସଦାପ୍ରଭୁ ଏହି କଥା କହନ୍ତି, ରାମା ରେ କୋଳାହଳ ଓ ଅତି କରୁଣ ଚିତ୍କାର ଶୁଣାୟିବ। ରାହେଲ ଆପଣା ପୁତ୍ରମାନଙ୍କ ପାଇଁ ରୋଦନ କରିବ। ସେ ତା'ର ସନ୍ତାନମାନଙ୍କ ବିଷଯ ରେ ସାନ୍ତ୍ବନାବାଣୀ ଶୁଣିବ ନାହିଁ, କାରଣ ସମାନେେ ମୃତ।

ଯିରିମିୟଙ୍କ ବିଳାପ 3:32
ଯଦିଓ ସଦାପ୍ରଭୁ ଦଣ୍ଡ ଦିଅନ୍ତି, ତାଙ୍କର ଅପାର ପ୍ ରମେ ଅନୁସାରେ ସେ ଆମ୍ଭମାନଙ୍କୁ ଦୟା କରନ୍ତି।

ମାର୍କଲିଖିତ ସୁସମାଚାର 8:2
ଏ ଲୋକମାନଙ୍କ ପାଇଁ ମାେତେ ବଡ ଦୁଃଖ ଲାଗୁଛି। ସମାନେେ ମାେ ସହିତ ତିନି ଦିନ ହେଲା ଅଛନ୍ତି। ଅଥଚ ବର୍ତ୍ତମାନ ସମାନଙ୍କେ ପାଖ ରେ ଖାଇବାକୁ କିଛି ନାହିଁ।

ଲୂକଲିଖିତ ସୁସମାଚାର 7:19
ଯୋହନ ସମାନଙ୍କେୁ ପ୍ରଭୁ ଯୀଶୁଙ୍କ ପାଖକୁ ଏହି କଥା ପଚାରି ପଠାଇଲେ: ଯାହାଙ୍କର ଆସିବାର ଥିଲା, ଆପଣ କ'ଣ ସହେି ଲୋକ ନା ଆମ୍ଭେ ଆଉ କାହାରି ଅପେକ୍ଷା ରେ ରହିବୁ?

ଲୂକଲିଖିତ ସୁସମାଚାର 10:1
ଏହାପରେ ପ୍ରଭୁ ଆଉ ବାସ୍ତରି ଜଣ ଲୋକଙ୍କୁ ବାଛିଲେ। ଯେଉଁ ଯେଉଁ ନଗର ଓ ସ୍ଥାନମାନଙ୍କୁ ତାହାଙ୍କର ୟିବାର ଯୋଜନା ଥିଲା, ସହେି ନଗର ଓ ସ୍ଥାନମାନଙ୍କୁ ସେ ସମାନଙ୍କେୁ ଦୁଇ ଦୁଇ ଜଣ ହିସାବ ରେ ନିଜେ ୟିବା ଆଗରୁ ପଠାଇ ଦେଲେ।

ଲୂକଲିଖିତ ସୁସମାଚାର 13:15
ପ୍ରଭୁ ଯୀଶୁ ଉତ୍ତର ଦେଲେ, ତୁମ୍ଭମାନେେ କପଟୀ। ତୁମ୍ଭମାନେେ ପ୍ରତିଦିନ ଏପରିକି ବିଶ୍ରାମବାର ରେ ମଧ୍ଯ ତୁମ୍ଭମାନଙ୍କର କାମ କରୁଥିବା ପଶୁଙ୍କୁ ଖାଲିେ ପାଣି ପିଆଇଥାଅ।

ଲୂକଲିଖିତ ସୁସମାଚାର 17:5
ପ୍ ରରେିତମାନେ ପ୍ରଭୁଙ୍କୁ କହିଲେ, ଆମ୍ଭକୁ ଅଧିକ ବିଶ୍ବାସ ପ୍ରଦାନ କର।

ଗୀତସଂହିତା 86:5
ହେ ପ୍ରଭୁ, ତୁମ୍ଭେ ବହୁତ ଉତ୍ତମ ଓ କରୁଣାମଯ, ଯେଉଁମାନେ ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ।