ଲୂକଲିଖିତ ସୁସମାଚାର 15:12
ଦିନେ ସାନ ପୁଅ ତା' ବାପାଙ୍କୁ କହିଲା, 'ବାପା, ତୁମ୍ଭେ ମତେ ତୁମ୍ଭର ସବୁ ସମ୍ପତ୍ତିରୁ ମାେ ଭାଗତକ ଦଇଦେିଅ।' ତେଣୁ ତା' ବାପା ତାହାଙ୍କର ସବୁ ସମ୍ପତ୍ତିକୁ ଦୁଇ ପୁଅଙ୍କ ମଧିଅରେ ବାଣ୍ଟି ଦେଲେ।
And | καὶ | kai | kay |
the | εἶπεν | eipen | EE-pane |
younger | ὁ | ho | oh |
of them | νεώτερος | neōteros | nay-OH-tay-rose |
said | αὐτῶν | autōn | af-TONE |
his to | τῷ | tō | toh |
father, | πατρί | patri | pa-TREE |
Father, | Πάτερ | pater | PA-tare |
give | δός | dos | those |
me | μοι | moi | moo |
the portion | τὸ | to | toh |
of | ἐπιβάλλον | epiballon | ay-pee-VAHL-lone |
goods | μέρος | meros | MAY-rose |
that | τῆς | tēs | tase |
falleth | οὐσίας | ousias | oo-SEE-as |
to me. And | καὶ | kai | kay |
divided he | διεῖλεν | dieilen | thee-EE-lane |
unto them | αὐτοῖς | autois | af-TOOS |
his | τὸν | ton | tone |
living. | βίον | bion | VEE-one |
Cross Reference
ମାର୍କଲିଖିତ ସୁସମାଚାର 12:44
କାରଣ ଧନୀ ଲୋକମାନଙ୍କ ପାଖ ରେ ପ୍ରଚୁର ଅଛି। ସମାନେେ ତାହାଙ୍କର ଦରକାର ନଥିବା ବଳକା ଅର୍ଥରୁ ହିଁ ଦାନ ଦଇେଛନ୍ତି। କିନ୍ତୁ ଏହି ବିଧବାଟି ବହୁତ ଗରିବ। ଏହି ଗରିବଟି ନିକଟରେ ଯାହା ଥିଲା, ସେ ସବୁତକ ଦାନ ସ୍ବରୂପ ଦଇେ ଦଇେଛି। ତାର ଚଳିବା ପାଇଁ ସତେିକି ମାତ୍ର ସମ୍ବଳ ଥିଲା।
ଲୂକଲିଖିତ ସୁସମାଚାର 15:30
କିନ୍ତୁ ତୁମ୍ଭର ଏହି ପୁଅଟି ତୁମ୍ଭର ସବୁତକ ସମ୍ପତ୍ତି ବେଶ୍ଯାମାନଙ୍କ ପାଇଁ ନଷ୍ଟ କରି ଦଇେଛି। ତା' ପରେ ସେ ଘରକୁ ଫରେି ଆସିଲା। ଆଉ ତା' ପାଇଁ ତୁମ୍ଭେ ମାଟୋ ବାଛୁରୀଟିକୁ ମାରିଲ!'
ଦିତୀୟ ବିବରଣ 21:16
ଯେତବେେଳେ ସହେି ଲୋକ ତା'ର ସଐତ୍ତି ବାଣ୍ଟିବ ତା'ର ପିଲାମାନଙ୍କ ମଧିଅରେ ଜ୍ଯୈଷ୍ଠତାର ଅଧିକାର ସେ ପ୍ରିଯାର ପକ୍ସ୍ଟତ୍ରକକ୍ସ୍ଟ ଦଇପୋରିବ ନାହିଁ।
ଗୀତସଂହିତା 16:5
ମୁଁ କବଳେ ମାରେ ଭକ୍ତି ଓ ଶ୍ରଦ୍ଧାକୁ ସଦାପ୍ରଭୁଙ୍କଠାରେ ଅର୍ପଣ କରିବି। ହେ ସଦାପ୍ରଭୁ, ତୁମ୍ଭେ ମାରେ ସହାୟ ହୁଅ ଏବଂ ମାେତେ ମାରେ ପ୍ରାପ୍ଯ ପ୍ରଦାନ କର।
ଗୀତସଂହିତା 17:14
ହେ ସଦାପ୍ରଭୁ, ତୁମ୍ଭେ ଆପଣା ଶକ୍ତି ପ୍ରଯୋଗ କରି ଏ ସଂସାରରୁ ଦୁଷ୍ଟ ଲୋକମାନଙ୍କୁ ନିପାତ କର। ହେ ସଦାପ୍ରଭୁ, ବହୁତ ଲୋକ ତୁମ୍ଭ ପାଖକୁ ସାହାୟ୍ଯ ପାଇଁ ଆସନ୍ତି। ସମାନଙ୍କେ ମଧ୍ଯରୁ ଅନକଙ୍କେର ଏହି ଇହଲୋକରେ ଅଧିକ କିଛି ଆଶା ନ ଥାଏ। ସହେି ଲୋକମାନଙ୍କୁ ପ୍ରଚୁର ଖାଦ୍ୟ ପ୍ରଦାନ କର। ସମାନଙ୍କେର ଶିଶୁମାନଙ୍କର ଆବଶ୍ଯକତାକୁ ପୂରଣ କର। ସମାନଙ୍କେର ଶିଶୁମାନଙ୍କୁ ଏତେ ଖାଦ୍ୟ ପ୍ରଦାନ କର ୟେ, ୟାହା ସବୁଦିନ ପାଇଁ ସମାନଙ୍କେର ଆବଶ୍ଯକତା ପୂରଣ କରିବ।