Luke 14

fullscreen7 ଯୀଶୁ ଲକ୍ଷ୍ଯ କଲେ ଯେ, କେତକେ ଅତିଥି ବସିବା ପାଇଁ ଭଲ ଆସନଟିଏ ଖାଜେୁଥିଲେ। ତେଣୁ ଯୀଶୁ ଏହି ଦୃଷ୍ଟାନ୍ତ କହିଲେ:

fullscreen8 ଯଦି ଜଣେ ତୁମ୍ଭକୁ ବିବାହଉତ୍ସବ ରେ ନିମନ୍ତ୍ରଣ କରୁଛି, ତବେେ ସବୁଠାରୁ ମୁଖ୍ଯ ଆସନ ରେ ବସନାହିଁ। କାରଣ ସହେି ଲୋକଟି ତୁମ୍ଭଠାରୁ ଅଧିକ ମହାନ ଲୋକକୁ ମଧ୍ଯ ଡାକି ଥାଇପା ରେ।

fullscreen9 ତୁମ୍ଭେ ଯଦି ସବୁଠାରୁ ମୁଖ୍ଯ ଆସନ ରେ ବସିଥିବ, ତବେେ ତୁମ୍ଭକୁ ନିମନ୍ତ୍ରଣ କରିଥିବା ଲୋକଟି ଆସି କହିବେ, 'ଏହି ଲୋକଙ୍କୁ ତୁମ୍ଭ ଆସନଟି ଦଇଦେିଅ।' ତା'ପରେ ତୁମ୍ଭେ ସଠାରୁେ ଉଠି ପଛ ରେ ଥିବା ଶଷେ ଆସନଟିକୁ ୟିବ। ସେତବେେଳେ ତୁମ୍ଭକୁ ବଡ ଅପମାନ ଲାଗିବ।

fullscreen10 ତେଣୁ ଯେତବେେଳେ ଜଣେ ଲୋକ ତୁମ୍ଭକୁ ନିମନ୍ତ୍ରଣ କରିଛି, ତୁମ୍ଭେ ଗୋଟିଏ ନିମ୍ନତମ ଆସନ ରେ ବସ। ସେତବେେଳେ ତୁମ୍ଭକୁ ନିମନ୍ତ୍ରଣ କରିଥିବା ଲୋକଟି ଆସି ତୁମ୍ଭକୁ କହିବ, 'ବନ୍ଧୁ, ତୁମ୍ଭେ ଏଠା ରେ ନ ବସି ଟିକିଏ ଆଗକୁ ଆସି ଏ ଭଲ ଆସନ ରେ ବସ।' ସେତବେେଳେ ଅନ୍ୟ ନିମନ୍ତ୍ରିତ ଅତିଥିମାନେ ତୁମ୍ଭକୁ ସମ୍ମାନ କରିବେ।

fullscreen11 ଯେଉଁ ଲୋକ ନିଜକୁ ମହାନ ଭାବେ, ତାକୁ ହୀନ କରି ଦିଆୟିବ। ଯେଉଁ ଲୋକ ନିଜକୁ ହୀନ ଭାବେ, ତାହାକୁ ମହାନ୍ କରାୟିବ।

7 And he put forth a parable to those which were bidden, when he marked how they chose out the chief rooms; saying unto them,

8 When thou art bidden of any man to a wedding, sit not down in the highest room; lest a more honourable man than thou be bidden of him;

9 And he that bade thee and him come and say to thee, Give this man place; and thou begin with shame to take the lowest room.

10 But when thou art bidden, go and sit down in the lowest room; that when he that bade thee cometh, he may say unto thee, Friend, go up higher: then shalt thou have worship in the presence of them that sit at meat with thee.

11 For whosoever exalteth himself shall be abased; and he that humbleth himself shall be exalted.

Luke 14 in Tamil and English

7 ଯୀଶୁ ଲକ୍ଷ୍ଯ କଲେ ଯେ, କେତକେ ଅତିଥି ବସିବା ପାଇଁ ଭଲ ଆସନଟିଏ ଖାଜେୁଥିଲେ। ତେଣୁ ଯୀଶୁ ଏହି ଦୃଷ୍ଟାନ୍ତ କହିଲେ:
And he put forth a parable to those which were bidden, when he marked how they chose out the chief rooms; saying unto them,

8 ଯଦି ଜଣେ ତୁମ୍ଭକୁ ବିବାହଉତ୍ସବ ରେ ନିମନ୍ତ୍ରଣ କରୁଛି, ତବେେ ସବୁଠାରୁ ମୁଖ୍ଯ ଆସନ ରେ ବସନାହିଁ। କାରଣ ସହେି ଲୋକଟି ତୁମ୍ଭଠାରୁ ଅଧିକ ମହାନ ଲୋକକୁ ମଧ୍ଯ ଡାକି ଥାଇପା ରେ।
When thou art bidden of any man to a wedding, sit not down in the highest room; lest a more honourable man than thou be bidden of him;

9 ତୁମ୍ଭେ ଯଦି ସବୁଠାରୁ ମୁଖ୍ଯ ଆସନ ରେ ବସିଥିବ, ତବେେ ତୁମ୍ଭକୁ ନିମନ୍ତ୍ରଣ କରିଥିବା ଲୋକଟି ଆସି କହିବେ, 'ଏହି ଲୋକଙ୍କୁ ତୁମ୍ଭ ଆସନଟି ଦଇଦେିଅ।' ତା'ପରେ ତୁମ୍ଭେ ସଠାରୁେ ଉଠି ପଛ ରେ ଥିବା ଶଷେ ଆସନଟିକୁ ୟିବ। ସେତବେେଳେ ତୁମ୍ଭକୁ ବଡ ଅପମାନ ଲାଗିବ।
And he that bade thee and him come and say to thee, Give this man place; and thou begin with shame to take the lowest room.

10 ତେଣୁ ଯେତବେେଳେ ଜଣେ ଲୋକ ତୁମ୍ଭକୁ ନିମନ୍ତ୍ରଣ କରିଛି, ତୁମ୍ଭେ ଗୋଟିଏ ନିମ୍ନତମ ଆସନ ରେ ବସ। ସେତବେେଳେ ତୁମ୍ଭକୁ ନିମନ୍ତ୍ରଣ କରିଥିବା ଲୋକଟି ଆସି ତୁମ୍ଭକୁ କହିବ, 'ବନ୍ଧୁ, ତୁମ୍ଭେ ଏଠା ରେ ନ ବସି ଟିକିଏ ଆଗକୁ ଆସି ଏ ଭଲ ଆସନ ରେ ବସ।' ସେତବେେଳେ ଅନ୍ୟ ନିମନ୍ତ୍ରିତ ଅତିଥିମାନେ ତୁମ୍ଭକୁ ସମ୍ମାନ କରିବେ।
But when thou art bidden, go and sit down in the lowest room; that when he that bade thee cometh, he may say unto thee, Friend, go up higher: then shalt thou have worship in the presence of them that sit at meat with thee.

11 ଯେଉଁ ଲୋକ ନିଜକୁ ମହାନ ଭାବେ, ତାକୁ ହୀନ କରି ଦିଆୟିବ। ଯେଉଁ ଲୋକ ନିଜକୁ ହୀନ ଭାବେ, ତାହାକୁ ମହାନ୍ କରାୟିବ।
For whosoever exalteth himself shall be abased; and he that humbleth himself shall be exalted.