ଲୂକଲିଖିତ ସୁସମାଚାର 12:24
ପକ୍ଷୀଗୁଡିକୁ ଦେଖ। ସମାନେେ ବିହନ ବୁଣନ୍ତି ନାହିଁ, କି ଫସଲ ଅମଳ କରନ୍ତି ନାହିଁ। ସଞ୍ଚୟ କରିବା ପାଇଁ ପକ୍ଷୀମାନଙ୍କ ପାଖ ରେ ଭଣ୍ଡାର ନାହିଁ, କି ଅମାର ନାହିଁ। ତଥାପି ପରମେଶ୍ବର ସମାନଙ୍କେୁ ଖାଇବାକୁ ଦଇେଥାନ୍ତି। ତୁମ୍ଭମାନେେ ତ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ମୂଲ୍ଯବାନ।
Consider | κατανοήσατε | katanoēsate | ka-ta-noh-A-sa-tay |
the | τοὺς | tous | toos |
ravens: | κόρακας | korakas | KOH-ra-kahs |
for | ὅτι | hoti | OH-tee |
they neither | οὐ | ou | oo |
sow | σπείρουσιν | speirousin | SPEE-roo-seen |
nor | οὐδὲ | oude | oo-THAY |
reap; | θερίζουσιν | therizousin | thay-REE-zoo-seen |
which | οἷς | hois | oos |
neither | οὐκ | ouk | ook |
have | ἔστιν | estin | A-steen |
storehouse | ταμεῖον | tameion | ta-MEE-one |
nor | οὐδὲ | oude | oo-THAY |
barn; | ἀποθήκη | apothēkē | ah-poh-THAY-kay |
and | καὶ | kai | kay |
ὁ | ho | oh | |
God | θεὸς | theos | thay-OSE |
feedeth | τρέφει | trephei | TRAY-fee |
them: | αὐτούς· | autous | af-TOOS |
how much | πόσῳ | posō | POH-soh |
more | μᾶλλον | mallon | MAHL-lone |
are ye | ὑμεῖς | hymeis | yoo-MEES |
better | διαφέρετε | diapherete | thee-ah-FAY-ray-tay |
than the | τῶν | tōn | tone |
fowls? | πετεινῶν | peteinōn | pay-tee-NONE |
Cross Reference
ଆୟୁବ ପୁସ୍ତକ 38:41
କିଏ ଡ଼ାମରା କାଉକୁ ଖାଦ୍ୟ ଯୋଗଇ ଦିଏ। ଯେତବେେଳେ ତା'ର ଶାବକମାନେ ପରମେଶ୍ବରଙ୍କ ନିକଟରେ ରାବ କରି କରି ଖାଦ୍ୟ ବିନା ଭ୍ରମଣ କଲା ବେଳେ ତାଙ୍କୁ ଖାଦ୍ୟ ଯୋଗାଇ ଦିଏ।
ଗୀତସଂହିତା 147:9
ପରମେଶ୍ବର ପଶୁମାନଙ୍କୁ ଆହାର ଦିଅନ୍ତି। ସେ ପକ୍ଷୀ ଶାବକମାନଙ୍କୁ ମଧ୍ଯ ଆହାର ଦିଅନ୍ତି, ୟାହା ପାଇଁ ସମାନେେ ଚିତ୍କାର କରନ୍ତି।
ମାଥିଉଲିଖିତ ସୁସମାଚାର 10:31
ତେଣୁ ଭୟଭୀତ ହୁଅନାହିଁ। ତୁମ୍ଭେ ଅନକେ ଘରଚଟିଆଙ୍କ ଅପେକ୍ଷା ଅଧିକ ମୂଲ୍ଯବାନ।
ଲୂକଲିଖିତ ସୁସମାଚାର 12:7
ହଁ, ତୁମ୍ଭମାନଙ୍କ ମୁଣ୍ଡ ରେ କେତେ ଗୋଟି ବାଳ ଅଛି, ତାହା ମଧ୍ଯ ପରମେଶ୍ବର ଜାଣନ୍ତି। ଭୟ କର ନାହିଁ। ତୁମ୍ଭମାନଙ୍କର ମୂଲ୍ଯ ଅନକେ ଚଢଇଙ୍କେ ଅପେକ୍ଷା ବହୁତ ଅଧିକ।
ଗୀତସଂହିତା 145:15
ହେ ସଦାପ୍ରଭୁ, ସମସ୍ତ ସଜୀବ ପ୍ରାଣୀ ଖାଦ୍ୟ ପାଇଁ ତୁମ୍ଭକୁ ଅନାଇଥାନ୍ତି। କାରଣ ଉପୟୁକ୍ତ ସମଯରେ ତୁମ୍ଭେ ଆହାର ୟୋଗାଇ ଥାଅ।
ପ୍ରଥମ ରାଜାବଳୀ 17:1
ଏଲିଯ ତିସ୍ବୀଯର ଭବିଷ୍ଯତ ବକ୍ତା ଗିଲିଯଦ ରେ ରାଜା ଆହାବ୍ଙ୍କୁ କହିଲେ, ଗିଲିଯଦର ପ୍ରବାସୀ ତିସ୍ବୀଯ ଏଲିଯ ଭବିଷ୍ଯଦ୍ବକ୍ତା ରାଜା ଆହାବ୍ଙ୍କୁ କହିଲେ, ମୁଁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କର ସବୋ କରେ। ତାଙ୍କର ଶକ୍ତି ଅନୁସାରେ ମୁଁ ପ୍ରତିଜ୍ଞା କରୁଛି ଆସନ୍ତା କିଛି ବର୍ଷ ଦେଶ ରେ କାକର କି ବୃଷ୍ଟିପାତ ହବେନାହିଁ। ଯଦି ମୁଁ ଆଦେଶ ଦିଏ ତବେେ ବର୍ଷା ହବେ।
ଆୟୁବ ପୁସ୍ତକ 35:11
ପରମେଶ୍ବର ଆମ୍ଭକୁ ପଶୁପକ୍ଷୀଙ୍କଠାରୁ ଅଧିକ ଜ୍ଞାନୀ କରନ୍ତି, ସେ କାହାଁନ୍ତି ?'
ମାର୍କଲିଖିତ ସୁସମାଚାର 6:26
ରାଜା େ ହରୋଦ ବହୁତ ଦୁଃଖ କଲେ। କିନ୍ତୁ ସେ ଝିଅର ଇଚ୍ଛା ଅନୁସାରେ ଦାନ ଦବୋକୁ ଶପଥ କି ସାରିଥିଲେ। ସଠାେରେ େ ହରୋଦଙ୍କ ସହିତ ଖାଉଥିବା ଅତିଥିମାନେ ମଧ୍ଯ ହରେୋଦଙ୍କ ଶପଥ ବିଷୟ ରେ ଶୁଣି ସାରିଥିଲେ। ତେଣୁ ଝିଅ ଯାହା ମାଗିଥିଲା, ତାହା ଦବୋ ପାଇଁ ହରେୋଦ ମନା କରିବାକୁ ଇଚ୍ଛା କଲେ ନାହିଁ।
ଲୂକଲିଖିତ ସୁସମାଚାର 12:30
ଏ ପୃଥିବୀ ରେ ସମସ୍ତେ ସଗେୁଡିକ ପାଇବା ପାଇଁ ଚେଷ୍ଟା କରୁଛନ୍ତି। ତୁମ୍ଭମାନଙ୍କର ପରମପିତା ଜାଣିଛନ୍ତି ଯେ, ତୁମ୍ଭମାନଙ୍କର ସଗେୁଡିକ ଦରକାର।