ଲେବୀୟ ପୁସ୍ତକ 22:28 in Oriya

ଓଡିଆ ଓଡିଆ ବାଇବେଲ ଲେବୀୟ ପୁସ୍ତକ ଲେବୀୟ ପୁସ୍ତକ 22 ଲେବୀୟ ପୁସ୍ତକ 22:28

Leviticus 22:28
ଗାଈ କିମ୍ବା ମଷେୀ ହେଉ, ତାହାକୁ ଓ ତାହାର ଛୁଆକୁ ଏକାଦିନେ ଦୁହିଁଙ୍କୁ ବଧ କରିବ ନାହିଁ।

Leviticus 22:27Leviticus 22Leviticus 22:29

Leviticus 22:28 in Other Translations

King James Version (KJV)
And whether it be cow, or ewe, ye shall not kill it and her young both in one day.

American Standard Version (ASV)
And whether it be cow or ewe, ye shall not kill it and its young both in one day.

Bible in Basic English (BBE)
A cow or a sheep may not be put to death with its young on the same day.

Darby English Bible (DBY)
A cow, or sheep -- it and its young shall ye not slaughter in one day.

Webster's Bible (WBT)
And whether it is cow, or ewe, ye shall not kill it and her young both in one day.

World English Bible (WEB)
Whether it is a cow or ewe, you shall not kill it and its young both in one day.

Young's Literal Translation (YLT)
but an ox or sheep -- it and its young one, ye do not slaughter in one day.

whether
it
be
And
cow
וְשׁ֖וֹרwĕšôrveh-SHORE
or
אוֹʾôoh
ewe,
שֶׂ֑הśeseh
young
her
and
אֹת֣וֹʾōtôoh-TOH
it
וְאֶתwĕʾetveh-ET
not
shall
ye
kill
בְּנ֔וֹbĕnôbeh-NOH
day.
both
in
לֹ֥אlōʾloh
one
תִשְׁחֲט֖וּtišḥăṭûteesh-huh-TOO
בְּי֥וֹםbĕyômbeh-YOME
אֶחָֽד׃ʾeḥādeh-HAHD

Cross Reference

ଦିତୀୟ ବିବରଣ 22:6
ପଥ ପାଶର୍‌ବସ୍ଥ କୌଣସି ଗଛ ରେ କିଅବା ଭୂମିରେ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ କୌଣସି ପକ୍ଷୀର ବସା ରେ ଛକ୍ସ୍ଟଆ କିଅବା ଡିମ୍ବ ଥାଏ ଏବଂ ସହେି ଡିମ୍ବ ଉପରେ ବା ପକ୍ଷୀ ଛକ୍ସ୍ଟଆ ଉପରେ ଯଦି ମା ପକ୍ଷୀ ବସିଥାଏ, ତବେେ ତୁମ୍ଭେ ପକ୍ଷୀ ସହିତ ଛକ୍ସ୍ଟଆକକ୍ସ୍ଟ ଆଣିବ ନାହିଁ।

ଯାତ୍ରା ପୁସ୍ତକ 23:19
ଶସ୍ଯ ଅମଳ ସମୟରେ ତୁମ୍ଭେ ଯେତବେେଳେ ଶସ୍ଯ ସାଇତିବ ପ୍ରଥମ ଶସ୍ଯ ଆଗେ ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କ ଗୃହକୁ ଆଣିବ।

ଯାତ୍ରା ପୁସ୍ତକ 34:26
ତୁମ୍ଭମାନଙ୍କର ପ୍ରଥମ ଶସ୍ଯ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। ସହେି ସବୁକୁ ପ୍ରଥମେ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ଗୃହକୁ ଆଣିବେ।

ଦିତୀୟ ବିବରଣ 14:21
ଆପେ ଆପେ ମରିୟାଇଥିବା କୌଣସି ମୃତ ପ୍ରାଣୀର ମାଂସ ଭକ୍ଷଣ କରିବ ନାହିଁ। ତୁମ୍ଭମାନେେ ଏହାକକ୍ସ୍ଟ ବିଦେଶୀମାନଙ୍କୁ ଭୋଜନ ପାଇଁ ଦଇପୋର, କିଅବା ବିଦେଶୀକକ୍ସ୍ଟ ତାହା ବିକ୍ରଯ କରିପାର। କାରଣ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ପବିତ୍ର ଲୋକ।