ଯିରିମିୟଙ୍କ ବିଳାପ 5:14 in Oriya

ଓଡିଆ ଓଡିଆ ବାଇବେଲ ଯିରିମିୟଙ୍କ ବିଳାପ ଯିରିମିୟଙ୍କ ବିଳାପ 5 ଯିରିମିୟଙ୍କ ବିଳାପ 5:14

Lamentations 5:14
ପ୍ରାଚୀନବର୍ଗ ନଗରଦ୍ବାର ରେ ଆଉ ବସୁ ନାହାଁନ୍ତି ଓ ୟୁବକମାନେ ଆପଣା ସଂଗୀତରୁ ନିବୃତ୍ତ ହାଇେଅଛନ୍ତି।

Lamentations 5:13Lamentations 5Lamentations 5:15

Lamentations 5:14 in Other Translations

King James Version (KJV)
The elders have ceased from the gate, the young men from their musick.

American Standard Version (ASV)
The elders have ceased from the gate, The young men from their music.

Bible in Basic English (BBE)
The old men are no longer seated in the doorway, and the music of the young men has come to an end.

Darby English Bible (DBY)
The elders have ceased from the gate, the young men from their music.

World English Bible (WEB)
The elders have ceased from the gate, The young men from their music.

Young's Literal Translation (YLT)
The aged from the gate have ceased, Young men from their song.

The
elders
זְקֵנִים֙zĕqēnîmzeh-kay-NEEM
have
ceased
מִשַּׁ֣עַרmiššaʿarmee-SHA-ar
gate,
the
from
שָׁבָ֔תוּšābātûsha-VA-too
the
young
men
בַּחוּרִ֖יםbaḥûrîmba-hoo-REEM
from
their
musick.
מִנְּגִינָתָֽם׃minnĕgînātāmmee-neh-ɡee-na-TAHM

Cross Reference

ଯିରିମିୟ 7:34
ସେ ସମୟରେ ଆମ୍ଭେ ଯିହୁଦାର ନଗରଗୁଡ଼ିକରେ ଓ ୟିରୁଶାଲମର ସଡ଼କମାନଙ୍କ ରେ ସୁଖ ଓ ଆନନ୍ଦଧ୍ବନି ଦୂର କରିବା। ବର କନ୍ଯାମାନଙ୍କର ଆମାଦେ ଧ୍ବନି ଆଉ ୟିରୁଶାଲମ ରେ ଶୁଣାୟିବ ନାହିଁ। କାରଣ ସମଗ୍ର ଦେଶ ଧ୍ବଂସ ସ୍ତୁପ ରେ ପରିଣତ ହବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:22
ତୋ'ଠା ରେ କହେି ହେଲେ ଆଉ ଲୋକମାନଙ୍କର ବୀଣାର ସଙ୍ଗୀତ ଓ ବଂଶୀ, ତୂରୀ ଭଳି ଅନ୍ୟ ବାଦ୍ଯୟନ୍ତ୍ର ଶୁଣିବେ ନାହିଁ। ତୋ'ଠା ରେ କୌଣସି ଶିଳ୍ପର କାରିଗରମାନେ ଆଉ ଦଖାେଯିବେ ନାହିଁ। ତୋ'ଠା ରେ ଚକିପଷୋର ଶବ୍ଦ ଆଉ କବେେ ହେଲେ ଶୁଣାୟିବ ନାହିଁ।

ଯିହିଜିକଲ 26:13
ପୁଣି ମୁଁ ତୁମ୍ଭର ଆନନ୍ତ ଗୀତର ଶବ୍ବ ନିବୃତ୍ତ କରିବି ଓ ତୁମ୍ଭର ବୀଣାର ଧ୍ବନି ଆଉ ଶୁଣିବାକୁ ଦବେି ନାହିଁ।

ଯିରିମିୟଙ୍କ ବିଳାପ 2:10
ସିୟୋନ କନ୍ଯା, ବଯସ୍କାମାନେ ନୀରବ ରେ ଭୂମିରେ ବସିଛନ୍ତି। ସମାନେେ ଆପଣା ମସ୍ତକରେ ଧୂଳି ବୋଳି ହାଇେଛନ୍ତି ଓ କଟି ଦେଶ ରେ ଶାେକ ବସ୍ତ୍ର ବାନ୍ଧିଛନ୍ତି। ୟିରୁଶାଲମର କୁମାରୀମାନେ ଭୂମିକୁ ସମାନଙ୍କେର ମସ୍ତକରେ ଅବନତ କରିଛନ୍ତି।

ଯିରିମିୟଙ୍କ ବିଳାପ 1:19
ମୁଁ ମାରେ ପ୍ ରମେିକମାନଙ୍କୁ ଡ଼ାକିଲି, ମାତ୍ର ସମାନେେ ମାେ ପ୍ରତି ପ୍ରବଞ୍ଚନା କଲେ। ମାରେ ଯାଜକଗଣ ଓ ପ୍ରାଚୀନବର୍ଗ ନଗର ମଧିଅରେ ପ୍ରାଣତ୍ଯାଗ କଲେ। ସମାନେେ ନିଜେ ନିଜେ ବଞ୍ଚିବା ପାଇଁ ଆହାର ଖୋଜୁଥିବା ବେଳେ ମଲେ।

ଯିରିମିୟଙ୍କ ବିଳାପ 1:4
ସିଯୋନର ସମସ୍ତ ପଥ ଶାେକରେ ପରିପୂର୍ଣ୍ଣ, କାରଣ କହେି ସିୟୋନର ଧର୍ମ-ମହାସଭାକୁ ଆସୁ ନାହାଁନ୍ତି। ତାହାର ସମସ୍ତ ଫାଟକ ଶୂନ୍ଯ ଓ ତାହାର ଯାଜକମାନେ ବିଳାପ କରୁଛନ୍ତି। ତା'ର ସମସ୍ତ କୁମାରୀଗଣ ବିଷାଦଗ୍ରସ୍ତା ଓ ସେ ନିଜେ ମନ ରେ ବହୁ ପୀଡ଼ା ପାଇଅଛି।

ଯିରିମିୟ 25:10
ଆଉ ମଧ୍ଯ ଆମ୍ଭେ ସମାନଙ୍କେ ମଧ୍ଯରୁ ଆମାଦେ, ପ୍ରମାଦେ, ଧ୍ବନି, ବରକନ୍ଯାଙ୍କର ସୁଖ ଓ ହର୍ଷ ଧ୍ବନି, ଚକିର ଶବ୍ଦ ଓ ପ୍ରଦୀପର ଆଲୋକ ଦୂର କରିବା।

ଯିରିମିୟ 16:9
କାରଣ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, 'ଆମ୍ଭେ ତୁମ୍ଭମାନଙ୍କ ଜୀବନକାଳ ମଧିଅରେ ଓ ତୁମ୍ଭମାନଙ୍କ ସମ୍ମୁଖ ରେ ଏହି ସ୍ଥାନରୁ ଆମାଦେ ପ୍ରମାଦେର ଧ୍ବନି, ଆନନ୍ଦ ରବ ଓ ବରକନ୍ଯାଙ୍କର ଆନନ୍ଦ କୋଳାହଳ ନିବୃତ୍ତ କରାଇବା।'

ଯିଶାଇୟ 24:7
ଦ୍ରାକ୍ଷାଲତା ମ୍ଲାନ ହେଉଛନ୍ତି ଓ ନୂତନ ଦ୍ରାକ୍ଷାରସ କ୍ଷୀଣ ହାଇୟୋଇଛି। ଯେଉଁ ଲୋକମାନଙ୍କର ହୃଦଯ ଖୁସିଥିଲା ବର୍ତ୍ତମାନ ସମାନେେ ୟନ୍ତ୍ରଣା ରେ ଗଁ ଗଁ କରୁଛନ୍ତି।

ଯିଶାଇୟ 3:2
ଆଉମଧ୍ଯ ପରମେଶ୍ବର ସମସ୍ତ ଯୋଦ୍ଧା ଓ ବୀର, ବିଚାରକର୍ତ୍ତା ଓ ଭବିଷ୍ଯଦ୍ ବକ୍ତା, ମନ୍ତ୍ରଦ୍ରଷ୍ଟା ଓ ପ୍ରାଚୀନବର୍ଗଙ୍କୁ ଦୂ ରଇେ ନବେେ।

ଆୟୁବ ପୁସ୍ତକ 30:31
ବିଷାଦର ଗୀତ ଗାଇବା ପାଇଁ ମାରେ ବୀଣା ବନ୍ଧା ହାଇେଛି। କରୁଣ କ୍ରନ୍ଦନ କଲାଭଳି ମାରେ ବଂଶୀ ଶବ୍ଦ ସୃଷ୍ଟି କରୁଛି।

ଆୟୁବ ପୁସ୍ତକ 30:1
କିନ୍ତୁ ବର୍ତ୍ତମାନ ଯେଉଁମାନେ ମାେ'ଠାରୁ ବଯସ ରେ ସାନ ସମାନେେ ମଧ୍ଯ ମାେତେ ପରିହାସ କରୁଛନ୍ତି। ଆଉ ସମାନଙ୍କେ ପିତାଗଣ ଏଭଳି ଅ ଯୋଗ୍ଯ ଯେ ମୁଁ ସମାନଙ୍କେୁ ମାେ ମେଣ୍ଢା ପଲ କରୁଥିବା କୁକୁରମାନଙ୍କ ସହିତ ରଖାଇବି ନାହିଁ।

ଆୟୁବ ପୁସ୍ତକ 29:7
ସହେିସବୁ ଦିନଗୁଡ଼ିକରେ ମୁଁ ନଗରର ଛକ ଜାଗାକୁ ଯାଉଥିଲି। ନଗରର ବଡ଼ମାନଙ୍କ ସହିତ ବସୁଥିଲି, ଯେଉଁ ସ୍ଥାନ ରେ ଲୋକମାନେ ବସି ସଭା କରୁଥିଲେ।

ଦିତୀୟ ବିବରଣ 16:18
ସଦାପ୍ରଭୁ ତୁମ୍ଭମାନଙ୍କର ଦ୍ବାରା ଦତ୍ତ ସମସ୍ତ ସହର ପାଇଁ ବିଚାରକର୍ତ୍ତା ଓ ଅଧିକାରୀମାନଙ୍କୁ ବାଛିବା ଉଚିତ୍। ପ୍ରେତ୍ୟକକ ଗୋଷ୍ଠୀଯ ଏପରି କରିବା ଉଚିତ୍। ଏବଂ ସହେି ଲୋକମାନେ ସମାନଙ୍କେୁ ଶାସନ କରିବେ ଓ ନ୍ଯାଯ ସକ୍ସ୍ଟରକ୍ଷିତ କରିବେ।