Index
Full Screen ?
 

ଯିହୋଶୂୟ 22:21

யோசுவா 22:21 ଓଡିଆ ବାଇବେଲ ଯିହୋଶୂୟ ଯିହୋଶୂୟ 22

ଯିହୋଶୂୟ 22:21
ରକ୍ସ୍ଟବନ୍େ, ଗାଦ ଓ ମନଃଶିର ଅର୍ଦ୍ଧ ପରିବାରବର୍ଗଗଣ ଇଶ୍ରାୟେଲ ପରିବାରବର୍ଗର ମୂଖ୍ଯମାନଙ୍କୁ ଉତ୍ତର ଦଇେ କହିଲେ,

Then
the
children
וַֽיַּעֲנוּ֙wayyaʿănûva-ya-uh-NOO
of
Reuben
בְּנֵֽיbĕnêbeh-NAY
children
the
and
רְאוּבֵ֣ןrĕʾûbēnreh-oo-VANE
of
Gad
וּבְנֵיûbĕnêoo-veh-NAY
and
the
half
גָ֔דgādɡahd
tribe
וַֽחֲצִ֖יwaḥăṣîva-huh-TSEE
Manasseh
of
שֵׁ֣בֶטšēbeṭSHAY-vet
answered,
הַֽמְנַשֶּׁ֑הhamnaššehahm-na-SHEH
and
said
וַֽיְדַבְּר֔וּwaydabbĕrûva-da-beh-ROO
unto

אֶתʾetet
heads
the
רָאשֵׁ֖יrāʾšêra-SHAY
of
the
thousands
אַלְפֵ֥יʾalpêal-FAY
of
Israel,
יִשְׂרָאֵֽל׃yiśrāʾēlyees-ra-ALE

Cross Reference

ଯାତ୍ରା ପୁସ୍ତକ 18:21
ଆହୁରି ତୁମ୍ଭେ ଏହି ଲୋକମାନଙ୍କ ମଧ୍ଯରୁ କର୍ମକ୍ଷମ, ଅର୍ଥାତ୍

ହିତୋପଦେଶ 15:1
କୋମଳ ପୂର୍ଣ୍ଣ ଉତ୍ତର କୋରଧକୁ ଦମନ କରେ। ମାତ୍ର କଟୁବାକ୍ଯ କୋପ ଜନ୍ମାଏ।

ହିତୋପଦେଶ 16:1
ମନୁଷ୍ଯ କଳ୍ପନା କରେ। କିନ୍ତୁ ନିର୍ଣ୍ଣଯ ସଦାପ୍ରଭୁଙ୍କ ପାଖରୁ ଆ ସେ।

ହିତୋପଦେଶ 18:13
ଯେ ଶୁଣିବା ପୂର୍ବରୁ ଉତ୍ତର କରେ, ଗୋଟିଏ ଅଜ୍ଞାନତା ପରି ସିଏ ବିବଚେନା ହୁଏ ଓ ଲଜ୍ଜିତର କାରଣ ହୁଏ।

ହିତୋପଦେଶ 24:26
ୟିଏ ଯଥାର୍ଥ ଉତ୍ତର ଦିଏ ଲୋକମାନଙ୍କୁ ଆନନ୍ଦ ଦିଏ। ଏହା ଓଠ ରେ ଚୁମ୍ବନ ତୁଲ୍ଯ।

ମୀଖା 5:2
କିନ୍ତୁ ହେ ବୈତ୍ଲହେମ୍-ଉଫ୍ରାଥା, ତୁମ୍ଭେ ଯିହୁଦାର ଗୋଟିଏ କ୍ଷୁଦ୍ରତମ ସହର ଅଟ। କିନ୍ତୁ ତୁମ୍ଭ ମଧ୍ଯରୁ ଇଶ୍ରାୟେଲର ଶାସନକର୍ତ୍ତା ହବୋ ନିମନ୍ତେ ଜଣେ ବ୍ଯକ୍ତି ଆମ୍ଭ ଉଦ୍ଦେଶ୍ଯ ରେ ଜନ୍ମ ହବେେ। ତାଙ୍କର ଉତ୍ପତ୍ତି ପୁରାତନ ତଥା ଅନାଦିକାଳରୁ ହାଇେଅଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 11:4
ତେଣୁ ପିତର ସମାନଙ୍କେୁ ସମସ୍ତ ଘଟଣାମାନ ବୁଝାଇ କହିଲେ,

ଯାକୁବଙ୍କ ପତ୍ 1:19
ମାେ ପ୍ରିୟ ଭାଇ ଓ ଭଉଣୀମାନେ, କହିବା ଅପେକ୍ଷା ଶୁଣିବା ରେ ବେଶି ଇଚ୍ଛୁକ ହୁଅ। ସଜହଜ ରେ ରାଗି ଯାଅ ନାହିଁ।

ପିତରଙ୍କ ପ୍ରଥମ ପତ୍ 3:15
କିନ୍ତୁ ତୁମ୍ଭେ ପବିତ୍ର ଭାବରେ ପ୍ରଭୁ ଖ୍ରୀଷ୍ଟଙ୍କୁ ନିଜ ହୃଦୟ ରେ ଧରି ରଖ। ତୁମ୍ଭର ଭରସାର କାରଣ ବିଷୟ ରେ କହେି ତୁମ୍ଭକୁ ପ୍ରଶ୍ନ କଲେ ତାହାକୁ ବୁଝାଇବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାଅ।

Chords Index for Keyboard Guitar