Joshua 18:21
ନିଜ ନିଜ ବଂଶ ଅନକ୍ସ୍ଟସା ରେ ବିଦ୍ଯାମୀନ ସନ୍ତାନଗଣର ବଂଶମାନଙ୍କ ନଗର ଯିରୀହାେ ଓ ବୈଥ୍-ଅଗ୍ଲା ଓ ଏମକ୍ କତ୍ଶିସ।
Joshua 18:21 in Other Translations
King James Version (KJV)
Now the cities of the tribe of the children of Benjamin according to their families were Jericho, and Bethhoglah, and the valley of Keziz,
American Standard Version (ASV)
Now the cities of the tribe of the children of Benjamin according to their families were Jericho, and Beth-hoglah, and Emek-keziz,
Bible in Basic English (BBE)
And the towns of the children of Benjamin, given to them in the order of their families, are Jericho and Beth-hoglah and Emek-kezziz
Darby English Bible (DBY)
And the cities of the tribe of the children of Benjamin according to their families were: Jericho, and Beth-hoglah, and Emek-Keziz,
Webster's Bible (WBT)
Now the cities of the tribe of the children of Benjamin, according to their families, were Jericho, and Beth-hoglah, and the valley of Keziz,
World English Bible (WEB)
Now the cities of the tribe of the children of Benjamin according to their families were Jericho, and Beth Hoglah, and Emek Keziz,
Young's Literal Translation (YLT)
And the cities for the tribe of the sons of Benjamin, for their families, have been Jericho, and Beth-Hoglah, and the valley of Keziz,
| Now the cities | וְהָי֣וּ | wĕhāyû | veh-ha-YOO |
| of the tribe | הֶֽעָרִ֗ים | heʿārîm | heh-ah-REEM |
| children the of | לְמַטֵּ֛ה | lĕmaṭṭē | leh-ma-TAY |
| of Benjamin | בְּנֵ֥י | bĕnê | beh-NAY |
| families their to according | בִנְיָמִ֖ן | binyāmin | veen-ya-MEEN |
| were | לְמִשְׁפְּחֽוֹתֵיהֶ֑ם | lĕmišpĕḥôtêhem | leh-meesh-peh-hoh-tay-HEM |
| Jericho, | יְרִיח֥וֹ | yĕrîḥô | yeh-ree-HOH |
| Beth-hoglah, and | וּבֵית | ûbêt | oo-VATE |
| and the valley | חָגְלָ֖ה | ḥoglâ | hoɡe-LA |
| of Keziz, | וְעֵ֥מֶק | wĕʿēmeq | veh-A-mek |
| קְצִֽיץ׃ | qĕṣîṣ | keh-TSEETS |
Cross Reference
ଯିହୋଶୂୟ 18:12
ସମାନଙ୍କେର ଉତ୍ତର ସୀମା ୟର୍ଦ୍ଦନ ନଦୀଠାରକ୍ସ୍ଟ ଆରମ୍ଭ ହେଲା। ଏହାର ସୀମା ଉତ୍ତର ରେ ଯିରୀହାରେକ୍ସ୍ଟ ଲାଗିଥିଲା। ଏହାପରେ ଏହାର ସୀମା ପଶ୍ଚିମ ରେ ପର୍ବତମଯ ଦେଶକକ୍ସ୍ଟ ଲାଗିଥିଲା। ଏହାର ସୀମା ପୂର୍ବ ପଟ ରେ ବୈଥାବନ ପର୍ୟ୍ଯନ୍ତ ଲାଗିଥିଲା।
ଯିହୋଶୂୟ 2:1
ନୂନର ପକ୍ସ୍ଟତ୍ର ଯିହାଶୂେୟ ଏବଂ ସମସ୍ତ ଲୋକ ଆକାସିଆ ରେ ଛାଉଣୀ ସ୍ଥାପନ କଲେ। ଯିହାଶୂେୟ ଦକ୍ସ୍ଟଇଜଣ ଗକ୍ସ୍ଟଲ୍ଗଚରଙ୍କକ୍ସ୍ଟ ପଠାଇଲେ, କୌଣସି ଲୋକ ଏକଥା ଜାଣି ନ ଥିଲେ, ସେ ଏମାନଙ୍କୁ ଗୋପନ ରେ ପଠାଇ ଥିଲେ। ଯିହାଶୂେୟ ଦକ୍ସ୍ଟଇ ଜଣଙ୍କକ୍ସ୍ଟ କହିଲେ, ୟାଅ ବିଶଷେତଃ ଯିରୀହାେ ନଗର ନିରୀକ୍ଷଣ କର।
ଯିହୋଶୂୟ 6:1
ଯିରୀହାେ ସହର ବନ୍ଦ ଥିଲା ଓ ଜଗା ହାଇେଥିଲା। ସହେି ସହରର ଲୋକମାନେ ଭୟଭୀତ ହାଇେ ୟାଇଥିଲେ। କାରଣ ଇଶ୍ରାୟେଲର ଲୋକମାନେ ସହେି ସହରର ନିକଟରେ ଥିଲେ, କୌଣସି ଲୋକ ସହେି ସହରର ଭିତରକକ୍ସ୍ଟ ପଶକ୍ସ୍ଟ ନ ଥିଲେ କି କହେି ମଧ୍ଯ ସହର ଭିତରକ୍ସ୍ଟ ବାହାରକକ୍ସ୍ଟ ମଧ୍ଯ ଆସକ୍ସ୍ଟ ନ ଥିଲେ।
ଯିହୋଶୂୟ 15:6
ଏହାପରେ ଉତ୍ତର ସୀମା ଓ ବୈଥଗ୍ଲା ପର୍ୟ୍ଯନ୍ତ ଉଠି ବୈଥ୍ ଅରାବାର ଉତ୍ତର ଦଇେ ଗଲା। ତହକ୍ସ୍ଟଁ ସେ ସୀମା ବୋହନର ପ୍ରସ୍ତର ପର୍ୟ୍ଯନ୍ତ ଗଲା। ବୋହନ ଥିଲେ ରୂବନ୍ରେ ପକ୍ସ୍ଟତ୍ର।
ଯିହୋଶୂୟ 18:19
ଏହାର ସହେି ସୀମା ବୈଥ-ଅଗ୍ଲାର ଉତ୍ତର ପାଶର୍ବ ପର୍ୟ୍ଯନ୍ତ ଲାଗି ରହିଥିଲା। ୟର୍ଦ୍ଦନର ଦକ୍ଷିଣ ପ୍ରାନ୍ତସ୍ଥ ଲବଣ ସମକ୍ସ୍ଟଦ୍ର ଉତ୍ତର ଉପସାଗର ସହେି ସୀମାର ପ୍ରାନ୍ତଭାଗ ଥିଲା। ଏହାଥିଲା ଏହାର ଦକ୍ଷିଣ ସୀମା।
ଲୂକଲିଖିତ ସୁସମାଚାର 10:30
ଏହି ପ୍ରଶ୍ନର ଉତ୍ତର ଦବୋକୁ ଯାଇ ଯୀଶୁ କହିଲେ, ଜଣେ ଲୋକ ୟିରୂଶାଲମରୁ ଯିରୀହାକେୁ ଯାଉଥିଲା। ବାଟରେ ସେ ଡକାୟତମାନଙ୍କ ହାବୁଡ ରେ ପଡିଲା। ସମାନେେ ତା' ଲୁଗାପଟା ସବୁ ଚିରି ବାହାର କରି ଓ ତାକୁ ମାଡ ମାରି ଅର୍ଦ୍ଧମୃତ ଅବସ୍ଥା ରେ ପକାଇଦଇେ ଚାଲିଗଲେ।
ଲୂକଲିଖିତ ସୁସମାଚାର 19:1
ଯୀଶୁ ଯିରୀହାେ ନଗର ଦଇେ ଯାଉଥିଲେ।