Base Word
בִּנְיָמִין
Short DefinitionBinjamin, youngest son of Jacob; also the tribe descended from him, and its territory
Long DefinitionJacob's and Rachel's youngest son, Joseph's full brother
Derivationfrom H1121 and H3225; son of (the) right hand
International Phonetic Alphabetbɪn̪.jɔːˈmɪi̯n̪
IPA modbin.jɑːˈmiːn
Syllablebinyāmîn
Dictionbin-yaw-MEEN
Diction Modbeen-ya-MEEN
UsageBenjamin
Part of speechn-pr-m

ଆଦି ପୁସ୍ତକ 35:18
ରାହେଲ ପୁତ୍ର ସନ୍ତାନ ଜନ୍ମ ଦଇେ ମଲା। ମଲା ପୂର୍ବରୁ ରାହେଲ ସହେି ସନ୍ତାନର ନାମ ଦଇେଥିଲା, ବିନୋନୀ। କିନ୍ତୁ ଯାକୁବ ତାକୁ ଡାକିଲେ ବିନ୍ଯାମିନ୍।

ଆଦି ପୁସ୍ତକ 35:24
ଯୋଷେଫ୍ ଓ ବିନ୍ଯାମିନ୍ ରାହେଲର ସନ୍ତାନ।

ଆଦି ପୁସ୍ତକ 42:4
କିନ୍ତୁ ଯାକୁବ ବିନ୍ଯାମୀନକୁ ପଠାଇଲେ ନାହିଁ। ବିନ୍ଯାମୀନ ଥିଲା ଯୋଷଫେର ଏକ ମାତାର ଭାଇ। ଯାକୁବ ଭୟ କଲା ଯେ ସଠାେରେ ମଧ୍ଯ ବିନ୍ଯାମୀନ ପାଇଁ କିଛି ଅଘଟଣା ଘଟିପା ରେ।

ଆଦି ପୁସ୍ତକ 42:36
ଯାକୁବ ସମାନଙ୍କେୁ କହିଲେ, ତୁମ୍ଭେ କ'ଣ ଭାବୁଛ ମୁଁ ମାରେସମସ୍ତ ପିଲାମାନଙ୍କୁ ହରାଇବି? ଯୋଷଫେ ଗଲା,ଶିମିଯୋନ ଗଲା ଏବଂ ତୁମ୍ଭେ ବର୍ତ୍ତମାନ ବିନ୍ଯାମୀନକୁ ନବୋ ପାଇଁ ଚାହୁଁଛ।

ଆଦି ପୁସ୍ତକ 43:14
ମୁଁ ସହେି ସର୍ବଶକ୍ତିମାନ ପରମେଶ୍ବରଙ୍କୁ ପାର୍ଥନା କରିବି, ସେ ରାଜ୍ଯପାଳଙ୍କୁ ଏପରି କହି ଦବେେ ଯେ, ସେ ତୁମ୍ଭଙ୍କୁ ଦୟା କରିବେ। ମୁଁ ପ୍ରାର୍ଥନା କରିବି ସେଶିମିଯୋନ ଓ ବିନ୍ଯାମୀନଙ୍କୁ ନିରାପଦ ରେ ଫରୋଇ ଦବେେ। ଯଦି ନ ଫରୋନ୍ତି, ତବେେ ମାେତେ ପୁଣି ପୁତ୍ର ପାଇଁ ଶାେକ କରିବାକୁ ପଡ଼ିବ।

ଆଦି ପୁସ୍ତକ 43:15
ତେଣୁ ସହେି ଭାଇମାନେ ସହେି ଉପହାର ଦଇେ ସହେି କର୍ତ୍ତାଙ୍କ ନିକଟକୁ ଗଲେ। ଏବଂ ସମାନଙ୍କେ ସହିତ ତାଙ୍କ ଟଙ୍କାର ଦୁଇଗୁଣ ନଇଗେଲେ। ଏଥର ତାଙ୍କ ସହିତ ବିନ୍ଯାମୀନ ମଧ୍ଯ ମିଶରକୁ ଗଲେ। ସମାନେେ ଯେତବେେଳେ ସଠାେରେ ପହନ୍ଚିଲେ, ସମାନେେ ଯୋଷଫଙ୍କେୁ ଦେଖିବାକୁ ଗଲେ।

ଆଦି ପୁସ୍ତକ 43:16
ଯୋଷଫେ ସମାନଙ୍କେ ସହିତ ବିନ୍ଯାମୀନକୁ ଦେଖିଲେ। ଯୋଷଫେ ତାଙ୍କର ଦାସକୁ ନିର୍ଦ୍ଦେଶ ଦେଲେ, ସହେି ଲୋକମାନଙ୍କୁ ମାରେ ଗୃହକୁ ପାଛୋଟି ଆଣ। ଏବଂ ଏକ ପଶୁମାରି ତାହାକୁ ରାନ୍ଧ। ସହେି ଲୋକମାନେ ଆଜି ମାେ ସହିତ ମଧ୍ଯାନ୍ନ ଭୋଜନ କରିବେ।

ଆଦି ପୁସ୍ତକ 43:29
ଯେତବେେଳେ ଯୋଷଫେ ତାଙ୍କର ଭାଇ ବିନ୍ଯାମୀନକୁ ଦେଖିଲେ। ବିନ୍ଯାମୀନ ଓ ଯୋଷଫେ ଗୋଟିଏ ମା'ର ସନ୍ତାନ। ଯୋଷଫେ କହିଲେ, ଏହି କ'ଣ ତୁମ୍ଭର ସାନ ଭାଇ, ଯାହା ବିଷଯ ରେ ତୁମ୍ଭେ ମାେତେ କହୁଥିଲ? ଏହାପରେ ଯୋଷଫେ ବିନ୍ଯାମୀନଙ୍କୁ କହିଲେ, ହେ ଆମ୍ଭର ପୁତ୍ର, ପରମେଶ୍ବର ତୁମ୍ଭକୁ ଆଶୀର୍ବାଦ କରନ୍ତୁ।

ଆଦି ପୁସ୍ତକ 43:34
ଦାସମାନେ ଯୋଷଫଙ୍କେ ଟବେୁଲରୁ ଖାଦ୍ୟ ଆଣି ଅନ୍ୟ ଭାଇମାନଙ୍କୁ ପରଷୁଥାନ୍ତି। କିନ୍ତୁ ଦାସମାନେ ଅନ୍ୟ ଭାଇ ଅପେକ୍ଷା ବିନ୍ଯାମୀନକୁ ଅଧିକ ପାଞ୍ଚଥର ପରଷୁଥାନ୍ତି। ସମାନେେ ସମସ୍ତେ ଖାଇ ପିଇ ଆନନ୍ଦ କଲେ।

ଆଦି ପୁସ୍ତକ 44:12
ଯୋଷଫଙ୍କେ ଦାସ ସହେି ପଟଗୁଡ଼ିକୁ ଦେଖିଲେ। ସେ ବଡ଼ ଭାଇର ପଟ ପ୍ରଥମେ ଦେଖିଲେ, ଏହିପରି କ୍ରମାନ୍ବଯ ରେ ସାନର ପଟ ଦେଖିଲେ। ଶଷେ ରେ ବିନ୍ଯାମୀନର ପଟରୁ ସହେି ପାତ୍ରଟିକୁ ପାଇଲେ।

Occurences : 166

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்