Jonah 2:4 ତା'ପ ରେ ମୁଁ ଭାବିଲି, 'ବର୍ତ୍ତମାନ ନିଶ୍ଚଯ ମାେତେ ତୁମ୍ଭ ଦୃଷ୍ଟିପାତରୁ ଦୂ ରଇେ ଦିଆୟାଇଛି।' କିନ୍ତୁ ମୁଁ ପୁଣିଥରେ ତୁମ୍ଭର ପବିତ୍ର ମନ୍ଦିର ଦେଖିବାକୁ ଗ୍ଭ ହେଁ।
Jonah 2:4 in Other Translations
King James Version (KJV) Then I said, I am cast out of thy sight; yet I will look again toward thy holy temple.
American Standard Version (ASV) And I said, I am cast out from before thine eyes; Yet I will look again toward thy holy temple.
Bible in Basic English (BBE) For you have put me down into the deep, into the heart of the sea; and the river was round about me; all your waves and your rolling waters went over me.
Darby English Bible (DBY) And I said, I am cast out from before thine eyes, Yet will I look again toward thy holy temple.
World English Bible (WEB) I said, 'I have been banished from your sight; Yet I will look again toward your holy temple.'
Young's Literal Translation (YLT) And I -- I said: I have been cast out from before Thine eyes, (Yet I add to look unto Thy holy temple!)
Read Full Chapter :
Jonah 2
Cross Reference
ଗୀତସଂହିତା 31:22
ମୁଁ ଭୟଭୀତ ହାଇେ ପଡ଼ିଲି ଓ ମୁଁ କହିଲି, ମୁଁ ଏମିତି ଏକ ସ୍ଥାନରେ ଅଛି, ଯେଉଁଠାରୁ ପରମେଶ୍ବର ମାେତେ ଦେଖିପାରିବେ ନାହିଁ। କିନ୍ତୁ ମୁଁ ତୁମ୍ଭକୁ ପ୍ରାର୍ଥନା କଲି ଓ ପରମେଶ୍ବର ତୁମ୍ଭେ ସହାୟତା ପାଇଁ ମାରେ ଡ଼ାକ ଶୁଣିଲ।
ଗୀତସଂହିତା 5:7
କିନ୍ତୁ ସଦାପ୍ରଭୁ ତୁମ୍ଭର ଅସୀମ କରୁଣା ୟୋଗୁ। ମୁଁ ନିଶ୍ଚଯ ତୁମ୍ଭ ପବିତ୍ର ମନ୍ଦିରରେ ପହଞ୍ଚିବି। ମୁଁ ନତମସ୍ତକରେ ତୁମ୍ଭର ସହେି ପବିତ୍ର ମନ୍ଦିରରେ ତୁମ୍ଭକୁ ଭୟ ଭକ୍ତି ଓ ସମ୍ମାନର ସହିତ ଉପାସନା କରିବି।
ଦିତୀୟ ବଂଶାବଳୀ 6:38
ଆଉ, ତା'ପରେ ସମାନେେ ବନ୍ଦୀରୂପେ ରହିଥିବା ଦେଶ ରେ ସମାନଙ୍କେର ସମସ୍ତ ହୃଦଯ ଓ ଆତ୍ମା ସହିତ ତୁମ୍ଭ ନିକଟକୁ ଫରେିବେ। ଆଉ ସମାନେେ ସମାନଙ୍କେର ଦେଶ, ଯେଉଁ ଦେଶ ତୁମ୍ଭେ ସମାନଙ୍କେର ପୂର୍ବପୁରୁଷମାନଙ୍କୁ ଦଇେଥିଲ ଓ ତୁମ୍ଭର ମନୋନୀତ ଏହି ନଗର ଆଡ଼େ ଚାହିଁ ପ୍ରାର୍ଥନା କରିବେ। ଆଉ ମୁଁ ତୁମ୍ଭ ନାମ ନିମନ୍ତେ ନିର୍ମାଣ କରିଥିବା ମନ୍ଦିର ଆଡ଼େ ଚାହିଁ ସମାନେେ ପ୍ରାର୍ଥନା କରିବେ।
ଯିଶାଇୟ 38:17
ଦେଖ, ମାରଦେୁଃଖ ଚାଲିୟାଇଛି, ବର୍ତ୍ତମାନ ମାରେଶାନ୍ତି ଆସିଛି। ମାତ୍ର ତୁମ୍ଭେ ମାେତେ ପ୍ ରମେ କରି ବିନାଶ କୂପରୁ ମାରେ ପ୍ରାଣକୁ ଉଦ୍ଧାର କଲ। କାରଣ ତୁମ୍ଭେ ମାେତେ କ୍ଷମା କରି ମାରେସମସ୍ତ ପାପକୁ ପଛକୁ ପକାଇ ଦଇେଛ।
ଯିରିମିୟ 7:15
ଯେପରି ଇଫ୍ରଯଯିମରୁ ତୁମ୍ଭମାନଙ୍କର ଭାଇମାନଙ୍କୁ ତଡ଼ି ନଇେଥିଲୁ, ସହେିପରି ତୁମ୍ଭମାନଙ୍କୁ ଆମ୍ଭ ଦୃଷ୍ଟିରୁ ଦୂ ରଇେ ଦବୋ।
ଦାନିଏଲ 6:10
ଦାନିୟେଲ ସର୍ବଦା ପ୍ରତିଦିନ ତିନିଥର ପରମେଶ୍ବରଙ୍କୁ ପ୍ରାର୍ଥନା କରୁଥିଲେ। ଯେତବେେଳେ ନୂତନ ବିଧି ବିଷଯ ରେ ଲଖାେ ସ୍ବାକ୍ଷାରିତ ହାଇେଅଛି ବୋଲି ଦାନିୟେଲ ଜାଣିଲେ ସେ ଆପଣା ଗୃହକୁ ଆସିଲେ। ତାହାଙ୍କ କଠାେରୀର ଝରକା ୟିରୁଶାଲମ ଆଡେ ମଲୋ ଥିଲା। ସେ ପୂର୍ବରୁ ଆଣ୍ଠୁମାଡି ଦିନ ମଧିଅରେ ତିନିଥର ପ୍ରାର୍ଥନା କଲେ ଓ ଆପଣା ପରମେଶ୍ବରଙ୍କୁ ଧନ୍ଯବାଦ ପ୍ରଦାନ କଲେ।
ଯିଶାଇୟ 49:14
ମାତ୍ର ସିୟୋନ କ ହେ, ସଦାପ୍ରଭୁ ମାେତେ ପରିତ୍ଯାଗ କରିଛନ୍ତି। ମାରେପ୍ରଭୁ ମାେତେ ଭୁଲି ୟାଇଛନ୍ତି।
ପ୍ରଥମ ରାଜାବଳୀ 8:38
ଯେତବେେଳେ ଏହା ଭିତରୁ କୌଣସି ଘଟଣା ଘଟେ ଏବଂ ଇଶ୍ରାୟେଲୀୟ ତୁମ୍ଭର ଯେ କୌଣସି ଲୋକ ତା'ର ନିଜର ପାପ ପାଇଁ ଦୁଃଖ କରେ ଏବଂ ସମାନଙ୍କେର ହାତ ଏହି ମନ୍ଦିର ଆଡକୁ ବଢଇେ ତୁମ୍ଭକୁ ପାର୍ଥନା କରନ୍ତି।
ଯିହିଜିକଲ 37:11
ତା'ପ ରେ ସଦାପ୍ରଭୁ, ମାରେ ପ୍ରଭୁ ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ଏହି ଅସ୍ଥିସକଳ ଇଶ୍ରାୟେଲ ସମୁଦାଯ ପରିବାର ଅଟନ୍ତି। ଏବଂ ସମାନେେ କହନ୍ତି, 'ଆମ୍ଭମାନଙ୍କର ଅସ୍ଥିସବୁ ଶୁଷ୍କ ହାଇେଅଛି, ଆମ୍ଭମାନଙ୍କର ଆଶା ଭରସା ଲୋପ ପାଇଛି ଓ ଆମ୍ଭମାନେେ ସମ୍ପୂର୍ଣ୍ଣରୂପେ ବିନଷ୍ଟ ହାଇେଅଛୁ।'
ଯିରିମିୟ 15:1
ଅନନ୍ତର ସଦାପ୍ରଭୁ ମାେତେ କହିଲେ, ହେ ଯିରିମିୟ, ଯଦିଓ ମାଶାେ ଓ ଶାମୁଯଲେ ଆମ୍ଭ ସମ୍ମୁଖ ରେ ଠିଆ ହାଇେ ଯିହୁଦାର ଲୋକମାନଙ୍କ ପାଇଁ ପ୍ରାର୍ଥନା କରନ୍ତି, ତଥାପି ଆମ୍ଭର ମନ ଏହି ଲୋକମାନଙ୍କ ପାଇଁ ଅନୁକୂଳ ନୁହେଁ। ସମାନଙ୍କେୁ ଆମ୍ଭ ଦୃଷ୍ଟିରୁ ଦୂର କର। ସମାନଙ୍କେୁ ବାହାରି ୟିବାକୁ କୁହ।
ପ୍ରଥମ ରାଜାବଳୀ 8:42
ସମାନେେ ଏହି ମନ୍ଦିରକୁ ବହୁ ଦୂରରୁ ଆସିବେ ଓ ପ୍ରାର୍ଥନା କରିବେ।
ପ୍ରଥମ ରାଜାବଳୀ 8:48
ଯଦି ସହେି ବନ୍ଦୀମାନେ ସହେି ଦୂର ଦେଶ ରେ ସମାନଙ୍କେର ହୃଦଯ ସହକା ରେ ତୁମ୍ଭ ପ୍ରତି ଫରନ୍େତି। ପୁଣି ତୁମ୍ଭେ ସମାନଙ୍କେର ପୂର୍ବପୁରୁଷଗଣଙ୍କୁ ଦଇେଥିବା ଦେଶକୁ, ତୁମ୍ଭର ମନୋନୀତ ନଗରକୁ ତୁମ୍ଭ ସମ୍ମାନାର୍ଥେ ମୁଁ କରିଥିବା ମନ୍ଦିରକୁ ଫରେି ଆସନ୍ତି।
ପ୍ରଥମ ରାଜାବଳୀ 9:7
ଯାହା ଆମ୍ଭେ ସମାନଙ୍କେୁ ଦଇେଥିଲୁ ଏବଂ ଆପଣା ନାମ ନିମନ୍ତେ ଯେଉଁ ମନ୍ଦିର ଆମ୍ଭେ ପବିତ୍ର କଲୁ, ତାହା ଆମ୍ଭେ ପ୍ରତ୍ଯାଖ୍ଯାନ କରିବା ଏବଂ ଉଚ୍ଛିନ୍ନ କରିବା ଓ ଏହା ଇଶ୍ରାୟେଲ ସମସ୍ତ ଗୋଷ୍ଠୀ ସମ୍ମୁଖ ରେ ଉପହାସର ଉଦାହରଣ ହବେ।
ଗୀତସଂହିତା 77:1
ମୁଁ, ସ୍ବର ସହିତ ପରମେଶ୍ବରଙ୍କୁ ସାହାୟ୍ଯ ପାଇଁ କ୍ରନ୍ଦନ କରିବି। ମୁଁ ପରମେଶ୍ବରଙ୍କ ଠାରେ କ୍ରନ୍ଦନ କରିବି ୟେ, ସେ ମାେ ଗୁହାରି ପ୍ରତି କର୍ଣ୍ଣପାତ କରିବେ।
ଯିଶାଇୟ 38:10
ମୁଁ ନିଜକୁ କହିଲି ମୁଁ ଆପଣା ଆଯୁର ମଧ୍ଯାହ୍ନ ସମୟରେ ପାତାଳପୁର ଦ୍ବାର ରେ ପ୍ରବେଶ କରିବି। ମୁଁ ନିଜର ଜୀବନ ସମୟର ଅବଶିଷ୍ଟାଂଶ ପ୍ରାପ୍ତିରୁ ବଞ୍ଚିତ ହଲିେ।