John 7
1 ଏହାପରେ ଯୀଶୁ ଗାଲିଲୀ ପ୍ରଦେଶ ରେ ଭ୍ରମଣ କରିବାକୁ ଲାଗିଲେ। ସେ ୟିହୂଦା ରେ ଯାତ୍ରା କରିବା ପାଇଁ ଚାହୁଁ ନଥିଲେ, କାରଣ ଯିହୂଦୀମାନେ ତାହାଙ୍କୁ ହତ୍ଯା କରିବା ପାଇଁ ଚାହୁଁଥିଲେ।
2 ଯିହୂଦୀମାନଙ୍କର ବାର୍ଷିକ କୁଟୀରବାସ ପର୍ବର ସମୟ ଆସିଲା।
3 ତେଣୁ ଯୀଶୁଙ୍କର ଭାଇମାନେ ତାହାଙ୍କୁ କହିଲେ, ଏ ସ୍ଥାନ ଛାଡ ଓ ପର୍ବ ସକାେଶ ୟିହୂଦା ପ୍ରଦେଶକୁ ଯାଅ। ଯେପରି ତୁମ୍ଭର ଶିଷ୍ଯମାନେ ସଠାେରେ ତୁମ୍ଭେ କରୁଥିବା ଆଶ୍ଚର୍ୟ୍ଯ କାର୍ୟ୍ଯଗୁଡୁକ ଦେଖି ପାରିବେ।
4 ଯଦି କୌଣସି ଲୋକ ଚା ହେଁ ଯେ ସମସ୍ତେ ତାହାଙ୍କୁ ଜାଣନ୍ତୁ, ତବେେ ସେ ତା'ର କାର୍ୟ୍ଯସୂଚୀ ଲୁଚଇବୋ ଉଚିତ ନୁହେଁ। ତୁମ୍ଭେ ନିଜକୁ ଜଗତ ଆଗ ରେ ପ୍ରକାଶ କର। ତୁମ୍ଭେ କରୁଥିବା ଆଶ୍ଚର୍ୟ୍ଯ କାର୍ୟ୍ଯ ସବୁ ସମାନଙ୍କେୁ ଦେଖିବାକୁ ଦିଅ।
5 (ଯୀଶୁଙ୍କର ଭାଇମାନେ ସୁଦ୍ଧା ତାହାଙ୍କୁ ବିଶ୍ବାସ କରୁନଥିଲେ।)
6 ଯୀଶୁ ତାହାଙ୍କ ଭାଇମାନଙ୍କୁ କହିଲେ, ମାେ ପାଇଁ ଏପର୍ୟ୍ଯନ୍ତ ଉପୟୁକ୍ତ ସମୟ ଆସି ନାହିଁ। କିନ୍ତୁ ତୁମ୍ଭମାନଙ୍କର (ୟିବା) ପାଇଁ ସମସ୍ତ ସମୟ ଉପୟୁକ୍ତ।
7 ସଂସାର ତୁମ୍ଭକୁ ଘୃଣା କରି ପାରିବ ନାହିଁ। ସଂସାର ମାେତେ ଘୃଣା କରେ, କାରଣ ମୁଁ ଜଗତର ଲୋକମାନଙ୍କୁ ସମାନଙ୍କେର କାର୍ୟ୍ଯଗୁଡିକ ମନ୍ଦ ବୋଲି କ ହେ।
8 ତେଣୁ ତୁମ୍ଭମାନେେ ପର୍ବକୁ ଯାଅ। ମୁଁ ବର୍ତ୍ତମାନ ପର୍ବକୁ ୟିବି ନାହିଁ। ମାେ ପାଇଁ ଏପର୍ୟ୍ଯନ୍ତ ଉପୟୁକ୍ତ ସମୟ ଆସି ନାହିଁ।
9 ଏକଥା କହିବା ପରେ ଯୀଶୁ ଗାଲିଲୀ ରେ ରହିଗଲେ।
10 ତେଣୁ ଯୀଶୁଙ୍କର ଭାଇମାନେ ପର୍ବକୁ ଗଲେ। ସମାନେେ ଗଲାପରେ ଯୀଶୁ ମଧ୍ଯ ଗଲେ। ସେ ଲୋକମାନଙ୍କୁ ଦୃଷ୍ଟିଗୋଚର ହେଲେ ନାହିଁ।
11 ଯିହୂଦୀମାନେ ପର୍ବ ରେ ଯୀଶୁଙ୍କୁ ଖାଜେିଲେ। ସମାନେେ ପଚାରିଲେ, ସହେି ଲୋକଟି କାହିଁ?
12 ସଠାେରେ ବହୁତ ଲୋକ ଥିଲେ। ସମାନଙ୍କେ ମଧ୍ଯରୁ ଅନକେେ ଗୋପନ ରେ ନିଜ ନିଜ ଭିତ ରେ ଯୀଶୁଙ୍କ ବିଷୟ ରେ କଥାବାର୍ତ୍ତା ହେଉଥିଲେ। କେତକେ ଲୋକ କହିଲେ, ସେ ଜଣେ ଉତ୍ତମ ଲୋକ। କିନ୍ତୁ ଅନ୍ୟମାନେ କହୁଥିଲେ, ନା, ସେ ଲୋକମାନଙ୍କୁ ପ୍ରତାରଣା କରୁଛି।
13 କିନ୍ତୁ ଲୋକମାନଙ୍କ ମଧିଅରେ ଏପରି କହେି ସାହାସୀ ନଥିଲେ, ୟିଏ କି ଯୀଶୁଙ୍କ ବିଷୟ ରେ ଖାେଲା ଖାଲିେ ଭାବରେ କହିବ। ଲୋକମାନେ ଯିହୂଦୀୟ ନେତାମାନଙ୍କୁ ଭୟ କରୁଥିଲେ।
1 After these things Jesus walked in Galilee: for he would not walk in Jewry, because the Jews sought to kill him.
2 Now the Jews’ feast of tabernacles was at hand.
3 His brethren therefore said unto him, Depart hence, and go into Judaea, that thy disciples also may see the works that thou doest.
4 For there is no man that doeth any thing in secret, and he himself seeketh to be known openly. If thou do these things, shew thyself to the world.
5 For neither did his brethren believe in him.
6 Then Jesus said unto them, My time is not yet come: but your time is alway ready.
7 The world cannot hate you; but me it hateth, because I testify of it, that the works thereof are evil.
8 Go ye up unto this feast: I go not up yet unto this feast; for my time is not yet full come.
9 When he had said these words unto them, he abode still in Galilee.
10 But when his brethren were gone up, then went he also up unto the feast, not openly, but as it were in secret.
11 Then the Jews sought him at the feast, and said, Where is he?
12 And there was much murmuring among the people concerning him: for some said, He is a good man: others said, Nay; but he deceiveth the people.
13 Howbeit no man spake openly of him for fear of the Jews.
John 7 in Tamil and English
1 ଏହାପରେ ଯୀଶୁ ଗାଲିଲୀ ପ୍ରଦେଶ ରେ ଭ୍ରମଣ କରିବାକୁ ଲାଗିଲେ। ସେ ୟିହୂଦା ରେ ଯାତ୍ରା କରିବା ପାଇଁ ଚାହୁଁ ନଥିଲେ, କାରଣ ଯିହୂଦୀମାନେ ତାହାଙ୍କୁ ହତ୍ଯା କରିବା ପାଇଁ ଚାହୁଁଥିଲେ।
After these things Jesus walked in Galilee: for he would not walk in Jewry, because the Jews sought to kill him.
2 ଯିହୂଦୀମାନଙ୍କର ବାର୍ଷିକ କୁଟୀରବାସ ପର୍ବର ସମୟ ଆସିଲା।
Now the Jews’ feast of tabernacles was at hand.
3 ତେଣୁ ଯୀଶୁଙ୍କର ଭାଇମାନେ ତାହାଙ୍କୁ କହିଲେ, ଏ ସ୍ଥାନ ଛାଡ ଓ ପର୍ବ ସକାେଶ ୟିହୂଦା ପ୍ରଦେଶକୁ ଯାଅ। ଯେପରି ତୁମ୍ଭର ଶିଷ୍ଯମାନେ ସଠାେରେ ତୁମ୍ଭେ କରୁଥିବା ଆଶ୍ଚର୍ୟ୍ଯ କାର୍ୟ୍ଯଗୁଡୁକ ଦେଖି ପାରିବେ।
His brethren therefore said unto him, Depart hence, and go into Judaea, that thy disciples also may see the works that thou doest.
4 ଯଦି କୌଣସି ଲୋକ ଚା ହେଁ ଯେ ସମସ୍ତେ ତାହାଙ୍କୁ ଜାଣନ୍ତୁ, ତବେେ ସେ ତା'ର କାର୍ୟ୍ଯସୂଚୀ ଲୁଚଇବୋ ଉଚିତ ନୁହେଁ। ତୁମ୍ଭେ ନିଜକୁ ଜଗତ ଆଗ ରେ ପ୍ରକାଶ କର। ତୁମ୍ଭେ କରୁଥିବା ଆଶ୍ଚର୍ୟ୍ଯ କାର୍ୟ୍ଯ ସବୁ ସମାନଙ୍କେୁ ଦେଖିବାକୁ ଦିଅ।
For there is no man that doeth any thing in secret, and he himself seeketh to be known openly. If thou do these things, shew thyself to the world.
5 (ଯୀଶୁଙ୍କର ଭାଇମାନେ ସୁଦ୍ଧା ତାହାଙ୍କୁ ବିଶ୍ବାସ କରୁନଥିଲେ।)
For neither did his brethren believe in him.
6 ଯୀଶୁ ତାହାଙ୍କ ଭାଇମାନଙ୍କୁ କହିଲେ, ମାେ ପାଇଁ ଏପର୍ୟ୍ଯନ୍ତ ଉପୟୁକ୍ତ ସମୟ ଆସି ନାହିଁ। କିନ୍ତୁ ତୁମ୍ଭମାନଙ୍କର (ୟିବା) ପାଇଁ ସମସ୍ତ ସମୟ ଉପୟୁକ୍ତ।
Then Jesus said unto them, My time is not yet come: but your time is alway ready.
7 ସଂସାର ତୁମ୍ଭକୁ ଘୃଣା କରି ପାରିବ ନାହିଁ। ସଂସାର ମାେତେ ଘୃଣା କରେ, କାରଣ ମୁଁ ଜଗତର ଲୋକମାନଙ୍କୁ ସମାନଙ୍କେର କାର୍ୟ୍ଯଗୁଡିକ ମନ୍ଦ ବୋଲି କ ହେ।
The world cannot hate you; but me it hateth, because I testify of it, that the works thereof are evil.
8 ତେଣୁ ତୁମ୍ଭମାନେେ ପର୍ବକୁ ଯାଅ। ମୁଁ ବର୍ତ୍ତମାନ ପର୍ବକୁ ୟିବି ନାହିଁ। ମାେ ପାଇଁ ଏପର୍ୟ୍ଯନ୍ତ ଉପୟୁକ୍ତ ସମୟ ଆସି ନାହିଁ।
Go ye up unto this feast: I go not up yet unto this feast; for my time is not yet full come.
9 ଏକଥା କହିବା ପରେ ଯୀଶୁ ଗାଲିଲୀ ରେ ରହିଗଲେ।
When he had said these words unto them, he abode still in Galilee.
10 ତେଣୁ ଯୀଶୁଙ୍କର ଭାଇମାନେ ପର୍ବକୁ ଗଲେ। ସମାନେେ ଗଲାପରେ ଯୀଶୁ ମଧ୍ଯ ଗଲେ। ସେ ଲୋକମାନଙ୍କୁ ଦୃଷ୍ଟିଗୋଚର ହେଲେ ନାହିଁ।
But when his brethren were gone up, then went he also up unto the feast, not openly, but as it were in secret.
11 ଯିହୂଦୀମାନେ ପର୍ବ ରେ ଯୀଶୁଙ୍କୁ ଖାଜେିଲେ। ସମାନେେ ପଚାରିଲେ, ସହେି ଲୋକଟି କାହିଁ?
Then the Jews sought him at the feast, and said, Where is he?
12 ସଠାେରେ ବହୁତ ଲୋକ ଥିଲେ। ସମାନଙ୍କେ ମଧ୍ଯରୁ ଅନକେେ ଗୋପନ ରେ ନିଜ ନିଜ ଭିତ ରେ ଯୀଶୁଙ୍କ ବିଷୟ ରେ କଥାବାର୍ତ୍ତା ହେଉଥିଲେ। କେତକେ ଲୋକ କହିଲେ, ସେ ଜଣେ ଉତ୍ତମ ଲୋକ। କିନ୍ତୁ ଅନ୍ୟମାନେ କହୁଥିଲେ, ନା, ସେ ଲୋକମାନଙ୍କୁ ପ୍ରତାରଣା କରୁଛି।
And there was much murmuring among the people concerning him: for some said, He is a good man: others said, Nay; but he deceiveth the people.
13 କିନ୍ତୁ ଲୋକମାନଙ୍କ ମଧିଅରେ ଏପରି କହେି ସାହାସୀ ନଥିଲେ, ୟିଏ କି ଯୀଶୁଙ୍କ ବିଷୟ ରେ ଖାେଲା ଖାଲିେ ଭାବରେ କହିବ। ଲୋକମାନେ ଯିହୂଦୀୟ ନେତାମାନଙ୍କୁ ଭୟ କରୁଥିଲେ।
Howbeit no man spake openly of him for fear of the Jews.