Index
Full Screen ?
 

ଯୋହନଲିଖିତ ସୁସମାଚାର 6:71

John 6:71 ଓଡିଆ ବାଇବେଲ ଯୋହନଲିଖିତ ସୁସମାଚାର ଯୋହନଲିଖିତ ସୁସମାଚାର 6

ଯୋହନଲିଖିତ ସୁସମାଚାର 6:71
ଯୀଶୁ ଶିମାନେ ଈଷ୍କରିଯୋଥର ପୁତ୍ର ୟିହୂଦାକୁ ଲକ୍ଷ୍ଯ କରି ଏହା କହିଥିଲେ। ସେ ବାର ଜଣଙ୍କ ମଧ୍ଯରୁ ଜଣେ ଥିଲା। ପରେ ସହେି ୟିହୂଦା ତାହାଙ୍କ ବିରୁଦ୍ଧ ରେ ବିଶ୍ବାସଘାତକତା କରିଥିଲା।


ἔλεγενelegenA-lay-gane
He
spake
δὲdethay
of

τὸνtontone
Judas
Ἰούδανioudanee-OO-thahn
Iscariot
ΣίμωνοςsimōnosSEE-moh-nose
the
son
of
Simon:
Ἰσκαριώτην·iskariōtēnee-ska-ree-OH-tane
for
οὗτοςhoutosOO-tose
he
γὰρgargahr
it
was
that
should
ἤμελλενēmellenA-male-lane
betray
αὐτόνautonaf-TONE
him,
παραδιδόναιparadidonaipa-ra-thee-THOH-nay
being
εἷςheisees
one
ὢνōnone
of
ἐκekake
the
τῶνtōntone
twelve.
δώδεκαdōdekaTHOH-thay-ka

Cross Reference

ମାଥିଉଲିଖିତ ସୁସମାଚାର 26:14
ତା'ପରେ ଯୀଶୁଙ୍କର ବାରଜଣ ଶିଷ୍ଯଙ୍କ ମଧ୍ଯରୁ ଜଣେ ଯାଇ ପ୍ରଧାନ ଯାଜକମାନଙ୍କ ସହିତ କଥାବାର୍ତ୍ତା କଲା। ସହେି ଶିଷ୍ଯର ନାମ ଈଷ୍କରିଯୋଥ ୟିହୂଦା ଥିଲା।

ଯିହୂଦାଙ୍କ ପତ୍ର 1:4
କେତକେ ଲୋକମାନେ ଗୁପ୍ତ ଭାବରେ ତୁମ୍ଭ ଦଳ ରେ ପ୍ରବେଶ କରିଛନ୍ତି। ସମାନେେ ସମାନଙ୍କେର କାର୍ୟ୍ଯ ପାଇଁ ଦୋଷୀ ବିବଚେିତ ହାଇେ ସାରିଲଣେି। ଭବିଷ୍ଯଦ୍ ବକ୍ତାମାନେ ବହୁତ ଆଗରୁ ଏହି ଲୋକମାନଙ୍କ ବିଷୟ ରେ ଲେଖିଥିଲେ। ଏହି ଲୋକମାନେ ପରମେଶ୍ବରଙ୍କର ବିରୋଧୀ। ସମାନେେ ପାପପୂର୍ଣ୍ଣ କାର୍ୟ୍ଯ କରିବା ପାଇଁ ଆମ୍ଭ ପରମେଶ୍ବରଙ୍କର ଅନୁଗ୍ରହକୁ ଅପବ୍ଯବହାର କରୁଛନ୍ତି। ଏହି ଲୋକମାନେ ଆମ୍ଭର କର୍ତ୍ତା ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରୁ ନାହାନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:23
ତୁମ୍ଭମାନେେ ସମସ୍ତେ ଏସବୁ ଦିଖିଛ ଓ ଏସବୁ ଯେ ନିରାଟ ସତ୍ଯ ତାହା ଜାଣିଛ। ଏହି ଯୀଶୁଙ୍କୁ ଇଶ୍ବର ନିଶ୍ଚିତ ଯୋଜନା ଓ ପୂର୍ବ ଜ୍ଞାନ ଅନୁସାରେ ତୁମ୍ଭମାନଙ୍କୁ ସମର୍ପି ଦିଆ ଯାଇଥିଲା। କିନ୍ତୁ ତୁମ୍ଭମାନେେ ଦୁଷ୍ଟମାନଙ୍କ ସାହାୟ୍ଯ ରେ ତାହାଙ୍କୁ କୃଶ ରେ ଚ଼ଢ଼ଇେ କଣ୍ଟା ବାଡ଼ଇେ ହତ୍ଯା କରିଦଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:16
ଭାଇମାନେ ଧର୍ମଶାସ୍ତ୍ର ରେ ପବିତ୍ରଆତ୍ମା ଦାଉଦଙ୍କ ମୁଖ ଦ୍ବାରା କହିଛନ୍ତି ଯେ, କିଛି ଗୋଟିଏ ନିଶ୍ଚୟ ଘଟିବ। ସେ ଏହା ୟିହୂଦାଙ୍କ ବିଷୟ ରେ କହିଥିଲେ।

ଯୋହନଲିଖିତ ସୁସମାଚାର 18:2
ୟିହୂଦା ଏହି ସ୍ଥାନ ଜାଣିଥିଲା। କାରଣ ଯୀଶୁ ପ୍ରାୟ ତାହାଙ୍କ ଶିଷ୍ଯମାନଙ୍କ ସହିତ ସହେି ସ୍ଥାନକୁ ଯାଉଥିଲେ। ସହେି ୟିହୂଦା ହିଁ ଯୀଶୁଙ୍କର ବିରୁଦ୍ଧ ରେ ଗଲା।

ଯୋହନଲିଖିତ ସୁସମାଚାର 13:26
ଯୀଶୁ ଉତ୍ତର ଦେଲେ, ମୁଁ ଏହି ରୋଟୀ ଖଣ୍ଡିକ ପାତ୍ର ରେ ବୁଡଇେ ଯାହାକୁ ଦବେି, ସହେି ଲୋକ ମାେ ବିରୁଦ୍ଧ ରେ ୟିବ। ତେଣୁ ଯୀଶୁ ଖଣ୍ଡେ ରୋଟୀ ନଇେ ପାତ୍ର ରେ ବୁଡାଇଲେ ଓ ଶିମାନଙ୍କେ ପୁତ୍ର ଈଷ୍କରିଯୋଥ ୟିହୂଦାକୁ ଦେଲେ।

ମାଥିଉଲିଖିତ ସୁସମାଚାର 27:3
ୟିହୂଦା ଦେଖିଲା ଯେ, ସମାନେେ ଯୀଶୁଙ୍କୁ ବଧ କରିବା ପାଇଁ ସ୍ଥିର କରିଛନ୍ତି। ୟିହୂଦାହିଁ ଯୀଶୁଙ୍କୁ ତାହାଙ୍କର ଶତୃମାନଙ୍କ ହାତ ରେ ଦଇେ ଦଇେଥିଲା। ତେଣୁ ସେ ଏସବୁ ଘଟଣା ଦେଖି ନିଜର କର୍ମ ପାଇଁ ବହୁତ ଦୁଃଖ କଲା। ସେ ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନଙ୍କୁ ସହେି ତିରିଶଟି ରେ ୗପ୍ୟମୁଦ୍ରା ଫରୋଇ ଦଲୋ।

ଗୀତସଂହିତା 109:6
ସମାନେେ କହିଲେ, ତାଙ୍କୁ ନ୍ଯାଯ ଦବୋ ପାଇଁ କହେି ଜଣେ ଦୁଷ୍ଟ ଲୋକକୁ ନିୟୁକ୍ତି କର। କାହାକୁ ଜଣେ ବାହାର କର ୟିଏକି ଭୁଲ୍ ବୋଲି କହୁ।

ଗୀତସଂହିତା 55:13
କିନ୍ତୁ ତୁମ୍ଭେ ମାରେ ସହୟୋଗୀ, ସହପାଠୀ ଓ ସାଂଗମାନେ, ୟିଏ ଏହା କରନ୍ତି।

ଗୀତସଂହିତା 41:9
ମାରେ ଅନ୍ତରଙ୍ଗ ବନ୍ଧୁ ମାେ ସହିତ ଭୋଜନ କଲେ ଏବଂ ମୁଁ ତାଙ୍କୁ ବିଶ୍ବାସ କଲି। କିନ୍ତୁ ଦେଖ, ସେ ଆଜି ମାେ ବିରୁଦ୍ଧରେ ଯାଉଛନ୍ତି।

Chords Index for Keyboard Guitar