Base Word
Ἰσκαριώτης
Literalmen of Kerioth
Short Definitioninhabitant of Kerioth; Iscariotes (i.e., Keriothite), an epithet of Judas the traitor
Long Definitionthe apostle who betrayed Jesus
Derivationof Hebrew origin (probably H0377 and H7149)
Same asH0377
International Phonetic Alphabeti.skɑ.riˈo.tes
IPA modi.skɑ.riˈow.te̞s
Syllableiskariōtēs
Dictionee-ska-ree-OH-tase
Diction Modee-ska-ree-OH-tase
UsageIscariot

ମାଥିଉଲିଖିତ ସୁସମାଚାର 10:4
ଉଦ୍ୟୋଗୀ ଶିମାନେ ଓ ଈଷ୍କରୀଯୋଥ ୟିହୂଦା। ଏହି ଈଷ୍କରିଯୋଥ ୟିହୂଦା ପରେ ଯୀଶୁଙ୍କ ପ୍ରତି ବିଶ୍ବାସଘାତକତା କରିଥିଲା।

ମାଥିଉଲିଖିତ ସୁସମାଚାର 26:14
ତା'ପରେ ଯୀଶୁଙ୍କର ବାରଜଣ ଶିଷ୍ଯଙ୍କ ମଧ୍ଯରୁ ଜଣେ ଯାଇ ପ୍ରଧାନ ଯାଜକମାନଙ୍କ ସହିତ କଥାବାର୍ତ୍ତା କଲା। ସହେି ଶିଷ୍ଯର ନାମ ଈଷ୍କରିଯୋଥ ୟିହୂଦା ଥିଲା।

ମାର୍କଲିଖିତ ସୁସମାଚାର 3:19
ତଥା ଈଷ୍କରିଯୋଥ ଯୀହୂଦା। ଏହି ଯିହୁଦା ପରେ ପ୍ରବଞ୍ଚନ କରି ଯୀଶୁଙ୍କୁ ଶତୃ ହସ୍ତ ରେ ଅର୍ପଣ କରିଥିଲା।

ମାର୍କଲିଖିତ ସୁସମାଚାର 14:10
ତା'ପରେ ବାରଜଣ ଯାକ ପ୍ ରରେିତଙ୍କ ମଧ୍ଯରୁ ଜଣେ ପ୍ ରରେିତ ପ୍ରମୁଖ ଯାଜକମାନଙ୍କ ସହିତ କଥା ବାର୍ତ୍ତା କରିବାକୁ ଗଲା। ଏହି ପ୍ ରରେିତର ନାମ ଥିଲା ଈଷ୍କରିଯୋଥ ଯିହୁଦା। ସେ ଯୀଶୁଙ୍କୁ ପ୍ରଧାନ ଯାଜକମାନଙ୍କ ହାତ ରେ ଧ ରଇେ ଦବୋକୁ ଚାହୁଁଥିଲେ।

ଲୂକଲିଖିତ ସୁସମାଚାର 6:16
ଯାକୁବଙ୍କ ପୁତ୍ର ୟିହୂଦା ଓ ଈଷ୍କରିଯୋଥ ୟିହୂଦା ା ପରେ ଏହି ଯିହୁଦା ବିଶ୍ବାସ ଘାତକତା କରି ଯୀଶୁଙ୍କୁ ଶତୃ ହସ୍ତ ରେ ସମର୍ପଣ କଲା।

ଲୂକଲିଖିତ ସୁସମାଚାର 22:3
ଯୀଶୁଙ୍କର ବାରଜଣ ପ୍ ରରେିତଙ୍କ ମଧିଅରେ ଜଣକର ନାମ ଥିଲା ଈଷ୍କରିଯୋଥ ୟିହୂଦା। ଶୟତାନ ୟିହୂଦାଙ୍କ ଶରୀର ମଧିଅରେ ପ୍ରବେଶ କରି ତାହାଙ୍କୁ ଗୋଟିଏ ଖରାପ କାମ କରିବା ପାଇଁ ପ୍ରବର୍ତ୍ତାଇଲା।

ଯୋହନଲିଖିତ ସୁସମାଚାର 6:71
ଯୀଶୁ ଶିମାନେ ଈଷ୍କରିଯୋଥର ପୁତ୍ର ୟିହୂଦାକୁ ଲକ୍ଷ୍ଯ କରି ଏହା କହିଥିଲେ। ସେ ବାର ଜଣଙ୍କ ମଧ୍ଯରୁ ଜଣେ ଥିଲା। ପରେ ସହେି ୟିହୂଦା ତାହାଙ୍କ ବିରୁଦ୍ଧ ରେ ବିଶ୍ବାସଘାତକତା କରିଥିଲା।

ଯୋହନଲିଖିତ ସୁସମାଚାର 12:4
ଈଷ୍କାରିଯୋଥ ୟିହୂଦା ସଠାେରେ ଥିଲା। ୟିହୂଦା ଯୀଶୁଙ୍କର ଶିଷ୍ଯମାନଙ୍କ ମଧ୍ଯରୁ ଜଣେ ଥିଲେ। ( ସେ ପରେ ଯୀଶୁଙ୍କର ବିରୁଦ୍ଧାଚରଣ କରିଥିଲେ। ୟିହୂଦା ମରିୟମଙ୍କ ଏହି କାର୍ୟ୍ଯ ପସନ୍ଦ କଲେ ନାହିଁ। ସେ କହିଲେ,

ଯୋହନଲିଖିତ ସୁସମାଚାର 13:2
ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ସନ୍ଧ୍ଯା ଭୋଜନ ରେ ବସିଥିଲେ। ଶିମାନରେ ପୁତ୍ର ଈଷ୍କରିଯୋଥ ୟିହୂଦାଙ୍କୁ ଯୀଶୁଙ୍କ ବିରୁଦ୍ଧ ରେ ଶୟତାନ ପ୍ରବର୍ତ୍ତାଇ ସାରିଥିଲା।

ଯୋହନଲିଖିତ ସୁସମାଚାର 13:26
ଯୀଶୁ ଉତ୍ତର ଦେଲେ, ମୁଁ ଏହି ରୋଟୀ ଖଣ୍ଡିକ ପାତ୍ର ରେ ବୁଡଇେ ଯାହାକୁ ଦବେି, ସହେି ଲୋକ ମାେ ବିରୁଦ୍ଧ ରେ ୟିବ। ତେଣୁ ଯୀଶୁ ଖଣ୍ଡେ ରୋଟୀ ନଇେ ପାତ୍ର ରେ ବୁଡାଇଲେ ଓ ଶିମାନଙ୍କେ ପୁତ୍ର ଈଷ୍କରିଯୋଥ ୟିହୂଦାକୁ ଦେଲେ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்