ଯୋହନଲିଖିତ ସୁସମାଚାର 6:61 in Oriya

ଓଡିଆ ଓଡିଆ ବାଇବେଲ ଯୋହନଲିଖିତ ସୁସମାଚାର ଯୋହନଲିଖିତ ସୁସମାଚାର 6 ଯୋହନଲିଖିତ ସୁସମାଚାର 6:61

John 6:61
ଯୀଶୁ ଜାଣିଲେ ଯେ ତାହାଙ୍କର ଶିଷ୍ଯମାନେ ଏ ବିଷୟ ରେ ଆପତ୍ତି କରୁଛନ୍ତି। ତେଣୁ ସେ କହିଲେ, ଏ ଉପଦେଶ କ'ଣ ତୁମ୍ଭକୁ ଅସୁବିଧା ରେ ପକାଉଛି?

John 6:60John 6John 6:62

John 6:61 in Other Translations

King James Version (KJV)
When Jesus knew in himself that his disciples murmured at it, he said unto them, Doth this offend you?

American Standard Version (ASV)
But Jesus knowing in himself that his disciples murmured at this, said unto them, Doth this cause you to stumble?

Bible in Basic English (BBE)
When Jesus became conscious that his disciples were protesting about what he said, he said to them, Does this give you trouble?

Darby English Bible (DBY)
But Jesus, knowing in himself that his disciples murmur concerning this, said to them, Does this offend you?

World English Bible (WEB)
But Jesus knowing in himself that his disciples murmured at this, said to them, "Does this cause you to stumble?

Young's Literal Translation (YLT)
And Jesus having known in himself that his disciples are murmuring about this, said to them, `Doth this stumble you?

When
εἰδὼςeidōsee-THOSE

δὲdethay
Jesus
hooh
knew
Ἰησοῦςiēsousee-ay-SOOS
in
ἐνenane
himself
ἑαυτῷheautōay-af-TOH
that
ὅτιhotiOH-tee
his
γογγύζουσινgongyzousingohng-GYOO-zoo-seen

περὶperipay-REE
disciples
τούτουtoutouTOO-too
murmured
οἱhoioo
at
μαθηταὶmathētaima-thay-TAY
it,
αὐτοῦautouaf-TOO
he
said
εἶπενeipenEE-pane
them,
unto
αὐτοῖςautoisaf-TOOS
Doth
this
ΤοῦτοtoutoTOO-toh
offend
ὑμᾶςhymasyoo-MAHS
you?
σκανδαλίζειskandalizeiskahn-tha-LEE-zee

Cross Reference

ଯୋହନଲିଖିତ ସୁସମାଚାର 2:24
କିନ୍ତୁ ଯୀଶୁ ସମାନଙ୍କେୁ ଭରସା କଲେ ନାହିଁ କାରଣ ସେ ସହେି ଲୋକମାନଙ୍କର ମନର ଭାବନା ଜାଣିଥିଲେ।

ଯୋହନଲିଖିତ ସୁସମାଚାର 6:64
କିନ୍ତୁ ତୁମ୍ଭ ଭିତରୁ କେତକେ ବିଶ୍ବାସ କରୁ ନାହଁ। ଯୀଶୁ ବିଶ୍ବାସ ନକରୁଥିବା ଲୋକଙ୍କୁ ପ୍ରଥମରୁ ଜାଣିଥିଲେ ଏବଂ ପରେ ୟିଏ ବିଶ୍ବାସଘତକତା କରିବ ସହେି ଲୋକକୁ ମଧ୍ଯ ସେ ଜାଣିଥିଲେ।

ମାଥିଉଲିଖିତ ସୁସମାଚାର 11:6
ଯେଉଁ ଲୋକ ମାେତେ ଗ୍ରହଣ କରେ, ସେ ଧନ୍ଯ।

ଯୋହନଲିଖିତ ସୁସମାଚାର 21:17
ପୁଣି ତୃତୀୟ ଥର ସେ ତାହାଙ୍କୁ ପଚାରିଲେ, ଯୋହନଙ୍କ ପୁତ୍ର ଶିମାନେ, ତୁମ୍ଭେ ମାେତେ ପ୍ ରମେ କର କି?

ଏବ୍ରୀମାନଙ୍କ ନିକଟକୁ ପତ୍ର 4:13
ସମଗ୍ର ବିଶ୍ବ ରେ ପରମେଶ୍ବରଙ୍କ ଦୃଷ୍ଟି ରେ କୌଣସି କଥା ଲୁଚି ରହି ପା ରେ ନାହିଁ। ସେ ସ୍ପଷ୍ଟ ଭାବରେ ସବୁ କିଛି ଦେଖି ପାରନ୍ତି। ତାହାଙ୍କ ସମ୍ମୁଖ ରେ ସମସ୍ତ ବିଷୟ ଅନାବୃତ। ଆମ୍ଭେ କିପରି ଜୀବନଯାପନ କରିଛୁ ତାହାଙ୍କ ଛାମୁ ରେ ତହିଁର ହିସାବ ଦବୋକୁ ହବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:23
ମୁଁ ତା'ର ସନ୍ତାନମାନଙ୍କୁ ମଧ୍ଯ ମହାମାରୀ ଦ୍ବାରା ବଧ କରିବି। ସେତବେେଳେ ସମସ୍ତ ମଣ୍ଡଳୀବର୍ଗ ଜାଣିବେ ଯେ, ମୁଁ, ଲୋକମାନଙ୍କର ଭାବନା ଓ ବିଚାରଗୁଡ଼ିକ ଜାଣେ ଓ ତାହାର ପରୀକ୍ଷା କରେ। ମୁଁ ତୁମ୍ଭ ପ୍ରେତ୍ୟକକଙ୍କୁ ତୁମ୍ଭର କର୍ମ ଅନୁସାରେ ଫଳ ଦବେି।