John 17:5
ବର୍ତ୍ତମାନ ପରମପିତା ତୁମ୍ଭର ଉପସ୍ଥିତି ରେ ମାେତେ ଗୌରବାନ୍ବିତ କର। ଜଗତ ଆରମ୍ଭ ହବୋ ପୂର୍ବରୁ, ମାରେ ତୁମ୍ଭ ସହିତ ଯେଉଁ ଗୌରବ ଥିଲା, ତୁମ୍ଭେ ମାେତେ ତୁମ୍ଭ ସହିତ ଗୌରବାନ୍ବିତ କର।
John 17:5 in Other Translations
King James Version (KJV)
And now, O Father, glorify thou me with thine own self with the glory which I had with thee before the world was.
American Standard Version (ASV)
And now, Father, glorify thou me with thine own self with the glory which I had with thee before the world was.
Bible in Basic English (BBE)
And now, Father, let me have glory with you, even that glory which I had with you before the world was.
Darby English Bible (DBY)
and now glorify *me*, *thou* Father, along with thyself, with the glory which I had along with thee before the world was.
World English Bible (WEB)
Now, Father, glorify me with your own self with the glory which I had with you before the world existed.
Young's Literal Translation (YLT)
`And now, glorify me, Thou Father, with Thyself, with the glory that I had before the world was, with Thee;
| And | καὶ | kai | kay |
| now, | νῦν | nyn | nyoon |
| O Father, | δόξασόν | doxason | THOH-ksa-SONE |
| glorify | με | me | may |
| thou | σύ | sy | syoo |
| me | πάτερ | pater | PA-tare |
| with | παρὰ | para | pa-RA |
| thine own self | σεαυτῷ | seautō | say-af-TOH |
the with | τῇ | tē | tay |
| glory | δόξῃ | doxē | THOH-ksay |
| which | ᾗ | hē | ay |
| I had | εἶχον | eichon | EE-hone |
| with | πρὸ | pro | proh |
| thee | τοῦ | tou | too |
| before | τὸν | ton | tone |
| the | κόσμον | kosmon | KOH-smone |
| εἶναι | einai | EE-nay | |
| world | παρὰ | para | pa-RA |
| was. | σοί | soi | soo |
Cross Reference
ଯୋହନଲିଖିତ ସୁସମାଚାର 1:1
ଜଗତ ଆରମ୍ଭର ପୂର୍ବରୁ ବାକ୍ଯ ଥିଲେ। ସହେି ବାକ୍ଯ ପରମେଶ୍ବରଙ୍କ ସହିତ ଥିଲେ। ସହେି ବାକ୍ଯ ପରମେଶ୍ବର ଥିଲେ।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:6
ଖ୍ରୀଷ୍ଟ ନିଜେ ସର୍ବୋତଭାବରେ ପରମେଶ୍ବରଙ୍କ ସାଦୃଶ୍ଯ ଥିଲେ। ପରମେଶ୍ବରଙ୍କ ସହିତ ସମାନ ହାଇେ ରହିବା ବିଷୟକୁ ସମ୍ପତ୍ତି ଭାବରେ ଜାବୁଡ଼ି ଧରିବା ପାଇଁ ଖ୍ରୀଷ୍ଟ ଇଚ୍ଛା କଲେ ନାହିଁ।
ଯୋହନଲିଖିତ ସୁସମାଚାର 17:24
ହେ ପରମପିତା, ତୁମ୍ଭେ ମାେତେ ଯେଉଁ ଲୋକମାନଙ୍କୁ ଦଇେଛ, ମୁଁ ଗ୍ଭ ହେ, ମୁଁ ଥିବା ପ୍ରେତ୍ୟକକ ସ୍ଥାନ ରେ ସମାନେେ ମାେ ସହିତ ରୁହନ୍ତୁ। ମୁଁ ଇଚ୍ଛା କରେ, ସମାନେେ ମାରେ ଗୌରବ ଦେଖନ୍ତୁ। ଏହି ଗୌରବ ତୁମ୍ଭେ ମାେତେ ଦଇେଛ, କାରଣ ତୁମ୍ଭେ ପୃଥିବୀ ସୃଷ୍ଟି ହବୋ ପୂର୍ବରୁ ମାେତେ ପ୍ ରମେ କଲ।
ଏବ୍ରୀମାନଙ୍କ ନିକଟକୁ ପତ୍ର 1:3
ସେ ପରମେଶ୍ବରଙ୍କ ମହିମାର ଅବିକଳ ପ୍ରତିମୂର୍ତ୍ତି। ସହେି ପୁତ୍ର ନିଜର ଶକ୍ତିୟୁକ୍ତ ବାକ୍ଯ ଦ୍ବାରା ପ୍ରେତ୍ୟକକ ବିଷୟକୁ ଧରି ରଖିଛନ୍ତି। ସହେି ପୁତ୍ର ଲୋକମାନଙ୍କୁ ପାପରୁ ମୁକ୍ତ କରି ସମାନଙ୍କେୁ ପବିତ୍ର କଲେ। ତା'ପରେ ସେ ସ୍ବର୍ଗସ୍ଥ ମହାମହିମ ପରମେଶ୍ବରଙ୍କ ଡ଼ାହାଣପଟ ରେ ବସିଲେ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:15
କୌଣସି ଲୋକ ପରମେଶ୍ବରଙ୍କୁ ଦେଖି ପା ରେ ନାହିଁ। କିନ୍ତୁ ଖ୍ରୀଷ୍ଟ ଠିକ ପରମେଶ୍ବରଙ୍କ ଭଳି। ଖ୍ରୀଷ୍ଟ ସମସ୍ତ ସୃଷ୍ଟ ବିଷୟଗୁଡ଼ିକର ଶାସକ ଅଟନ୍ତି।
ଯୋହନଲିଖିତ ସୁସମାଚାର 10:30
ପରମପିତା ଓ ମୁଁ ଏକ।
ଯୋହନଲିଖିତ ସୁସମାଚାର 1:18
ପରମେଶ୍ବରଙ୍କୁ କୌଣସି ଲୋକ କବେେ ଦେଖି ନାହିଁ, କିନ୍ତୁ ଏକ ମାତ୍ର ପୁତ୍ର ଯୀଶୁ ହେଉଛନ୍ତି ପରମେଶ୍ବର। ସେ ପରମପିତାଙ୍କର ଅତି ନିକଟତମ। ପରମେଶ୍ବର କିପରି ଅଟନ୍ତି, ଏହା ପୁତ୍ର ଆମ୍ଭକୁ ଦଖାଇେ ଦଇେଛନ୍ତି।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 13:8
ପୃଥିବୀ ରେ ରହୁଥିବା ସମସ୍ତ ଲୋକମାନେ ସହେି ପଶୁକୁ ପୂଜା କରିବେ। ପୃଥିବୀ ଆରମ୍ଭରୁ ଏହି ଲୋକମାନଙ୍କର ନାମ ମଷେଶାବକଙ୍କ ଜୀବନ ପୁସ୍ତକରେ ଲଖାେ ହାଇନୋହିଁ। ଏହି ମଷେଶାବକଙ୍କୁ ବଧ କରାଯାଇଥିଲା।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:9
ସମାନେେ ମଷେଶାବକଙ୍କ ପାଇଁ ଗୋଟିଏ ନୂତନ ଗୀତ ଗାନ କଲେ :
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:21
ଯେ ବିଜଯୀ ହୁଏ, ମୁଁ ତାହାକୁ ମାେ ସହିତ ସିଂହାସନ ରେ ବସାଇବି। ଯେପରି ମୁଁ ବିଜଯୀ ହାଇେ ମାରେ ପରମପିତାଙ୍କ ସହ ତାହାଙ୍କ ସିଂହାସନ ରେ ବସିଥିଲି, ସେ ସହେିପରି ମାେ ସହିତ ବସିବ।
ଯୋହନଙ୍କ ପ୍ରଥମ ପତ୍ର 1:2
ସହେି ଜୀବନ ଆମ୍ଭ ନିକଟରେ ପ୍ରକାଶିତ ହେଲା। ଆମ୍ଭେ ତାହା ଦେଖିଲୁ। ଆମ୍ଭେ ଏ ସମ୍ପର୍କ ରେ ପ୍ରମାଣ ଦଇପୋରୁ। ବର୍ତ୍ତମାନ ଆମ୍ଭେ ସହେି ଜୀବନ ସମ୍ପର୍କ ରେ ତୁମ୍ଭକୁ କହୁଛୁ। ଏହି ଜୀବନ ସଦାକାଳ ରହିଛନ୍ତି। ପୂର୍ବରୁ ଏହା ପିତା ପରମେଶ୍ବରଙ୍କ ସହିତ ଥିଲା। ପରମେଶ୍ବର ସହେି ଜୀବନ ଆମ୍ଭକୁ ପ୍ରକାଶିତ କଲେ।
ପିତରଙ୍କ ପ୍ରଥମ ପତ୍ 1:20
ଜଗତ ଆରମ୍ଭ ହବୋ ପୂର୍ବରୁ ଖ୍ରୀଷ୍ଟ ମନୋନୀତ ହାଇେଥିଲେ। କିନ୍ତୁ ଏହି ଶଷେ ସମୟରେ ତୁମ୍ଭ ନିମନ୍ତେ ସେ ଜଗତ ରେ ପ୍ରକାଶିତ ହେଲେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 1:10
ପରମେଶ୍ବର ଏହା ମଧ୍ଯ କହନ୍ତି :
ଯୋହନଲିଖିତ ସୁସମାଚାର 14:9
ଯୀଶୁ ଉତ୍ତର ଦେଲେ, ଫିଲିପ୍ପ, ମୁଁ ତୁମ୍ଭ ସହିତ ଦୀର୍ଘ ସମୟଧରି ରହିଛି। ସେଥିପାଇଁ ତୁମ୍ଭେ ମାେତେ ଜାଣିବା ଉଚିତ। ମାେତେ ୟିଏ ଦେଖିଛି, ସେ ପରମପିତାଙ୍କୁ ମଧ୍ଯ ଦେଖିଛି। ତେଣୁ ତୁମ୍ଭେ ମାେତେ କାହିଁକି କହୁଛ, 'ଆମ୍ଭକୁ ପରମପିତାଙ୍କୁ ଦଖାେଅ?'
ଯୋହନଲିଖିତ ସୁସମାଚାର 8:58
ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ଅବ୍ରାହାମଙ୍କ ଜନ୍ମ ପୂର୍ବରୁ, ମୁଁ ନିଜେ ଅଛି।
ଯୋହନଲିଖିତ ସୁସମାଚାର 3:13
ମନଷ୍ଯପୁତ୍ର କବଳେ ସହେି ଜଣେ ୟିଏ ସ୍ବର୍ଗରୁ ଆସିଛନ୍ତି ଓ ସେ ହିଁ ଏକମାତ୍ର ୟିଏ ସ୍ବର୍ଗକୁ ଯାଇଛନ୍ତି।
ମାଥିଉଲିଖିତ ସୁସମାଚାର 25:34
ତା'ପରେ ରାଜା ତାହାଙ୍କ ଡ଼ାହାଣ ପଟ ରେ ଥିବା ଲୋକମାନଙ୍କୁ କହିବେ, 'ଆସ, ମାରେ ପରମପିତା ତୁମ୍ଭମାନଙ୍କୁ ଆଶାର୍ବାଦ କରିଛନ୍ତି। ପରମେଶ୍ବର ତୁମ୍ଭକୁ ଯେଉଁ ରାଜ୍ଯ ଦବୋକୁ ପ୍ରତିଶ୍ରୁତି ଦଇେଛନ୍ତି, ତାହା ଲାଭ କର। ଜଗତ ସୃଷ୍ଟି ହବୋ କାଳରୁ ତୁମ୍ଭ ପାଇଁ ସେ ରାଜ୍ଯ ପ୍ରସ୍ତୁତ ହାଇେ ସାରିଛି।
ହିତୋପଦେଶ 8:22
ସଦାପ୍ରଭୁ ନିଜ ଗତିର ଆରମ୍ଭ ରେ, ତାଙ୍କ କର୍ମ ସକଳର ପୂର୍ବ ରେ ମାେତେ ଅଧିକାର କରିଥିଲେ।