Joel 2

fullscreen28 ଏହାପ ରେ ସବୁପ୍ରକାର ଲୋକଙ୍କ ଉପ ରେ ଆମ୍ଭର ଆତ୍ମା ପ୍ରଦାନ କରିବା। ତହିଁରେ ତୁମ୍ଭର ପୁତ୍ର ଓ କନ୍ଯାଗଣ ସଦାପ୍ରଭୁଙ୍କର ଭବିଷ୍ଯତବାର୍ତ୍ତା ଗ୍ରହଣ କରି ଲୋକମାନଙ୍କ ମଧିଅରେ ପ୍ରଗ୍ଭର କରିବେ। ତୁମ୍ଭର ବୃଦ୍ଧ ଲୋକମାନେ ସ୍ବପ୍ନ ଦେଖିବେ ଓ ତୁମ୍ଭର ୟୁବକଗଣ ଦର୍ଶନ ଲାଭ କରିବେ।

fullscreen29 ସହେି ସମୟରେ ଆମ୍ଭେ ମଧ୍ଯ ଆପଣା ଦାସ ଓ ଦାସୀଙ୍କ ଉପ ରେ ଆମ୍ଭର ଆତ୍ମା ଢାଳିବା।

fullscreen30 ସହେି ସମୟରେ ଆମ୍ଭେ ଆକାଶ ଓ ପୃଥିବୀ ରେ ଅଲୌକିକ ଦୃଶ୍ଯ ଦଖାଇବୋ। ରକ୍ତ, ଅଗ୍ନି ଓ ଧୂମ ସ୍ତମ୍ଭସବୁ ଦଖାୟିବେ।

fullscreen31 ସଦାପ୍ରଭୁଙ୍କର ସହେି ମହାନ୍ ଓ ଅଦ୍ଭୁତ ଦିନର ଆଗମନ ରେ ସୂର୍ୟ୍ଯ ଅନ୍ଧକାରମଯ ଓ ଚନ୍ଦ୍ର ରକ୍ତବର୍ଣ୍ଣ ହାଇଯେିବେ।

28 And it shall come to pass afterward, that I will pour out my spirit upon all flesh; and your sons and your daughters shall prophesy, your old men shall dream dreams, your young men shall see visions:

29 And also upon the servants and upon the handmaids in those days will I pour out my spirit.

30 And I will shew wonders in the heavens and in the earth, blood, and fire, and pillars of smoke.

31 The sun shall be turned into darkness, and the moon into blood, before the great and the terrible day of the Lord come.

Joel 2 in Tamil and English

28 ଏହାପ ରେ ସବୁପ୍ରକାର ଲୋକଙ୍କ ଉପ ରେ ଆମ୍ଭର ଆତ୍ମା ପ୍ରଦାନ କରିବା। ତହିଁରେ ତୁମ୍ଭର ପୁତ୍ର ଓ କନ୍ଯାଗଣ ସଦାପ୍ରଭୁଙ୍କର ଭବିଷ୍ଯତବାର୍ତ୍ତା ଗ୍ରହଣ କରି ଲୋକମାନଙ୍କ ମଧିଅରେ ପ୍ରଗ୍ଭର କରିବେ। ତୁମ୍ଭର ବୃଦ୍ଧ ଲୋକମାନେ ସ୍ବପ୍ନ ଦେଖିବେ ଓ ତୁମ୍ଭର ୟୁବକଗଣ ଦର୍ଶନ ଲାଭ କରିବେ।
And it shall come to pass afterward, that I will pour out my spirit upon all flesh; and your sons and your daughters shall prophesy, your old men shall dream dreams, your young men shall see visions:

29 ସହେି ସମୟରେ ଆମ୍ଭେ ମଧ୍ଯ ଆପଣା ଦାସ ଓ ଦାସୀଙ୍କ ଉପ ରେ ଆମ୍ଭର ଆତ୍ମା ଢାଳିବା।
And also upon the servants and upon the handmaids in those days will I pour out my spirit.

30 ସହେି ସମୟରେ ଆମ୍ଭେ ଆକାଶ ଓ ପୃଥିବୀ ରେ ଅଲୌକିକ ଦୃଶ୍ଯ ଦଖାଇବୋ। ରକ୍ତ, ଅଗ୍ନି ଓ ଧୂମ ସ୍ତମ୍ଭସବୁ ଦଖାୟିବେ।
And I will shew wonders in the heavens and in the earth, blood, and fire, and pillars of smoke.

31 ସଦାପ୍ରଭୁଙ୍କର ସହେି ମହାନ୍ ଓ ଅଦ୍ଭୁତ ଦିନର ଆଗମନ ରେ ସୂର୍ୟ୍ଯ ଅନ୍ଧକାରମଯ ଓ ଚନ୍ଦ୍ର ରକ୍ତବର୍ଣ୍ଣ ହାଇଯେିବେ।
The sun shall be turned into darkness, and the moon into blood, before the great and the terrible day of the Lord come.