Job 6
1 ଏହାପରେ ଆୟୁବ ଉତ୍ତର ଦଇେ କହିଲା, ଯଦି ମାରଦେୁଃଖ ଓଜନ କରାୟାଇ ପାରନ୍ତା।
2 ଯଦି ମାରେ ସମସ୍ତ ଦୁର୍ଗତି ତରାଜୁର ଏକ ପାଖ ରେ ରଖା ୟାଆନ୍ତା,
3 ତୁମ୍ଭେ ମାରେ ଦୁଃଖକୁ ବୁଝି ପାରନ୍ତ। ମାରେ ଦୁଃଖ ସମୁଦ୍ରର ସମସ୍ତ ବାଲିଠାରୁ ଅଧିକ ଭାରୀ ହୁଅନ୍ତା। ତେଣୁ ସେଥିପାଇଁ ମାରେ କଥାସବୁ ମୂର୍ଖାମୀ ବୋଲି ଜଣା ପଡ଼ୁଛି।
4 ପରମେଶ୍ବର ସର୍ବଶକ୍ତିମାନ, ତାଙ୍କର ବାଣସବୁ ମାେ ଅନ୍ତରକୁ ବିଦ୍ଧ କରୁଛି। ମାରେ ଆତ୍ମା ସହେି ବାଣର ବିଷକୁ ପାନ କରୁଛି। ପରମେଶ୍ବରଙ୍କ ମାରାତ୍ମକ ଅସ୍ତ୍ରଶସ୍ତ୍ର ସବୁ ମାରେ ବିରୁଦ୍ଧ ରେ ଗୋଟିଏ ଧାଡ଼ି ରେ ସଜାଇ ରଖାୟାଇଛି।
5 ତୁମ୍ଭର ବାକ୍ଯସବୁ କହିବାକୁ ସହଜ, ଯେ ତବେଳେ କିଛି ଅଘଟଣ ଘଟି ନ ଥାଏ। ଏପରିକି ଗୋଟିଏ ବଣୁଆ ଗଧ ମଧ୍ଯ କିଛି ଅଭିଯୋଗ କରେ ନାହିଁ ଯେ ତବେଳେ ସେ ପ୍ରଚୁର ଘାସ ଖାଇବାକୁ ପାଏ ଏବଂ ଗୋଟିଏ ଗାଈ ମଧ୍ଯ କିଛି ଅଭିଯୋଗ କରେ ନାହିଁ, ଯେତବେେଳେ ତା' ନିକଟରେ ତା' ନିଜର ଖାଦ୍ୟ ଥାଏ।
6 ଲବଣ ବିନା ଖାଦ୍ୟ ସ୍ବାଦିଷ୍ଟ ଲାଗେ ନାହିଁ। ଅଣ୍ଡାର ଧଳା ଲାଳର ଯମେିତି କୌଣସି ସ୍ବାଦ ନ ଥାଏ।
7 ମୁଁ ତାକୁ ସ୍ପର୍ଶ କହିବାକୁ ମନାକରେ କାରଣ ସେପ୍ରକାର ଖାଦ୍ୟ ମାେତେ ରୋଗୀଣା କରି ପକାଏ। ସହେିଭଳି ତୁମ୍ଭର କଥାଗୁଡ଼ିକ ମୁଁ ଅନୁଭବ କରୁଛି।
8 ମୁଁ ଚାହୁଁଛି, ମୁଁ ଯାହା ମାଗିଛି ତାହା ମୁଁ ପାଆନ୍ତି। ମୁଁ ଇଚ୍ଛାକରେ ଯାହା ମାରେ ଦରକାର ପରମେଶ୍ବର ମାେତେ ଦବେେ।
9 ମୁଁ ଇଚ୍ଛା କରେ ପରମେଶ୍ବର ମାେତେ ଦଳି ଦିଅନ୍ତୁ, ତୁମ୍ଭର ହାତ ବଢ଼ାଅ ଓ ମାରି ଦିଅ।
10 ଯଦି ସେ ତାହା କରି ମାେତେ ମାରି ଦିଅନ୍ତେ, ମୁଁ ଗୋଟିଏ ବିଷଯ ରେ ଅନ୍ତତଃ ସାନ୍ତ୍ବନା ପାଆନ୍ତି, ଏହି ନିଷ୍ଠୁର ୟନ୍ତ୍ରଣା ମଧିଅରେ ମୁଁ ଆନନ୍ଦ ପାଆନ୍ତି କାରଣ ପରମେଶ୍ବରଙ୍କ ସହେି ପବିତ୍ର ଜଣଙ୍କର କୌଣସି ଆଜ୍ଞାକୁ ମୁଁ ଅବମାନନା କରି ନାହିଁ।
11 ମାରେ କ'ଣ ଶକ୍ତି ବାକି ରହିଛି ଯେ ମୁଁ ଆଶା କରିବି ? ମୁଁ ଜାଣନୋ ମାରେ କ'ଣ ହବୋକୁ ଯାଉଛି। ସେଥିପାଇଁ ମାରେ ର୍ଧୈୟ୍ଯ ଧରିବା ପାଇଁ କୌଣସି କାରଣ ନାହିଁ।
12 ମୁଁ ପଥର ଭଳି ଶକ୍ତ ନୁହେଁ। ମାରେ ମାଂସ ତମ୍ବା ରେ ତିଆରି ନୁହେଁ।
13 ନିଜକୁ ସାହାୟ୍ଯ କରିବାକୁ ମାରେଶକ୍ତି ବର୍ତ୍ତମାନ ନାହିଁ। କାରଣ ସମସ୍ତ ସଫଳତା ମାଠାରୁେ କାଢ଼ି ନିଆୟାଇଛି।
14 ଜଣେ ବ୍ଯକ୍ତିର ସାଙ୍ଗମାନେ ତା'ର କଷ୍ଟ ସମୟରେ ତାକୁ ଦୟା କରିବା କଥା, ଯଦିଓ ସେ ସର୍ବଶକ୍ତିମାନ ପରମେଶ୍ବରଙ୍କଠାରୁ ବିମୁଖ ହୁଏ।
15 କିନ୍ତୁ ତୁମ୍ଭେ ମାରେ ଭାଇମାନେ ମାେ ପ୍ରତି ବିଶ୍ବସ୍ତ ନୁହଁ। ମୁଁ ତୁମ୍ଭ ଉପରେ ନିର୍ଭର କରିପାରିବି ନାହିଁ। ତୁମ୍ଭେ ଝରଣା ପରି ସମୟ ସମୟରେ ବହୁଥାଅ ଓ ଅନ୍ୟ ସମୟରେ ନୁହଁ। ତୁମ୍ଭେ ସହେି ଉଛୁଳିବା ଝରଣାପରି।
16 କେତବେେଳେ ବରଫ ରେ ଭର୍ତ୍ତି ହାଇୟୋଏ ଏବଂ ବରଫ ତରଳି ୟାଏ।
17 କିନ୍ତୁ ସେତବେେଳେ ପାଗ ଉତ୍ତପ୍ତ ଓ ଶୁଖିଲା ଥାଏ ଜଳ ପ୍ରବାହିତ ବନ୍ଦ ହୁଏ।
18 ବ୍ଯବସାଯୀ ତାଙ୍କ ପଥରୁ ପାଣି ଖାଜେିବ ପାଇଁ ବିମୁଖ ହୁଅନ୍ତି। ସମାନେେ ମରୁଭୂମିକୁ ଚାଲିୟାଆନ୍ତି ଓ ହଜିୟାଆନ୍ତି।
19 ମାରେ ବ୍ଯବସାଯୀ ପାଣିର ଅନ୍ବଷେଣ କଲେ। ଶିବାର ପଥିକଗଣ ଆଶାକରି ଅପେକ୍ଷା କରନ୍ତି।
20 ସମାନେେ ନିଶ୍ଚିତ ଥିଲେ ଯେ ସମାନେେ ନିଶ୍ଚଯ ପାଣି ପାଇବେ କିନ୍ତୁ ଶଷେ ରେ ସମାନେେ ନିରାଶ ହେଲେ।
1 But Job answered and said,
2 Oh that my grief were throughly weighed, and my calamity laid in the balances together!
3 For now it would be heavier than the sand of the sea: therefore my words are swallowed up.
4 For the arrows of the Almighty are within me, the poison whereof drinketh up my spirit: the terrors of God do set themselves in array against me.
5 Doth the wild ass bray when he hath grass? or loweth the ox over his fodder?
6 Can that which is unsavoury be eaten without salt? or is there any taste in the white of an egg?
7 The things that my soul refused to touch are as my sorrowful meat.
8 Oh that I might have my request; and that God would grant me the thing that I long for!
9 Even that it would please God to destroy me; that he would let loose his hand, and cut me off!
10 Then should I yet have comfort; yea, I would harden myself in sorrow: let him not spare; for I have not concealed the words of the Holy One.
11 What is my strength, that I should hope? and what is mine end, that I should prolong my life?
12 Is my strength the strength of stones? or is my flesh of brass?
13 Is not my help in me? and is wisdom driven quite from me?
14 To him that is afflicted pity should be shewed from his friend; but he forsaketh the fear of the Almighty.
15 My brethren have dealt deceitfully as a brook, and as the stream of brooks they pass away;
16 Which are blackish by reason of the ice, and wherein the snow is hid:
17 What time they wax warm, they vanish: when it is hot, they are consumed out of their place.
18 The paths of their way are turned aside; they go to nothing, and perish.
19 The troops of Tema looked, the companies of Sheba waited for them.
20 They were confounded because they had hoped; they came thither, and were ashamed.
Job 6 in Tamil and English
1 ଏହାପରେ ଆୟୁବ ଉତ୍ତର ଦଇେ କହିଲା, ଯଦି ମାରଦେୁଃଖ ଓଜନ କରାୟାଇ ପାରନ୍ତା।
But Job answered and said,
2 ଯଦି ମାରେ ସମସ୍ତ ଦୁର୍ଗତି ତରାଜୁର ଏକ ପାଖ ରେ ରଖା ୟାଆନ୍ତା,
Oh that my grief were throughly weighed, and my calamity laid in the balances together!
3 ତୁମ୍ଭେ ମାରେ ଦୁଃଖକୁ ବୁଝି ପାରନ୍ତ। ମାରେ ଦୁଃଖ ସମୁଦ୍ରର ସମସ୍ତ ବାଲିଠାରୁ ଅଧିକ ଭାରୀ ହୁଅନ୍ତା। ତେଣୁ ସେଥିପାଇଁ ମାରେ କଥାସବୁ ମୂର୍ଖାମୀ ବୋଲି ଜଣା ପଡ଼ୁଛି।
For now it would be heavier than the sand of the sea: therefore my words are swallowed up.
4 ପରମେଶ୍ବର ସର୍ବଶକ୍ତିମାନ, ତାଙ୍କର ବାଣସବୁ ମାେ ଅନ୍ତରକୁ ବିଦ୍ଧ କରୁଛି। ମାରେ ଆତ୍ମା ସହେି ବାଣର ବିଷକୁ ପାନ କରୁଛି। ପରମେଶ୍ବରଙ୍କ ମାରାତ୍ମକ ଅସ୍ତ୍ରଶସ୍ତ୍ର ସବୁ ମାରେ ବିରୁଦ୍ଧ ରେ ଗୋଟିଏ ଧାଡ଼ି ରେ ସଜାଇ ରଖାୟାଇଛି।
For the arrows of the Almighty are within me, the poison whereof drinketh up my spirit: the terrors of God do set themselves in array against me.
5 ତୁମ୍ଭର ବାକ୍ଯସବୁ କହିବାକୁ ସହଜ, ଯେ ତବେଳେ କିଛି ଅଘଟଣ ଘଟି ନ ଥାଏ। ଏପରିକି ଗୋଟିଏ ବଣୁଆ ଗଧ ମଧ୍ଯ କିଛି ଅଭିଯୋଗ କରେ ନାହିଁ ଯେ ତବେଳେ ସେ ପ୍ରଚୁର ଘାସ ଖାଇବାକୁ ପାଏ ଏବଂ ଗୋଟିଏ ଗାଈ ମଧ୍ଯ କିଛି ଅଭିଯୋଗ କରେ ନାହିଁ, ଯେତବେେଳେ ତା' ନିକଟରେ ତା' ନିଜର ଖାଦ୍ୟ ଥାଏ।
Doth the wild ass bray when he hath grass? or loweth the ox over his fodder?
6 ଲବଣ ବିନା ଖାଦ୍ୟ ସ୍ବାଦିଷ୍ଟ ଲାଗେ ନାହିଁ। ଅଣ୍ଡାର ଧଳା ଲାଳର ଯମେିତି କୌଣସି ସ୍ବାଦ ନ ଥାଏ।
Can that which is unsavoury be eaten without salt? or is there any taste in the white of an egg?
7 ମୁଁ ତାକୁ ସ୍ପର୍ଶ କହିବାକୁ ମନାକରେ କାରଣ ସେପ୍ରକାର ଖାଦ୍ୟ ମାେତେ ରୋଗୀଣା କରି ପକାଏ। ସହେିଭଳି ତୁମ୍ଭର କଥାଗୁଡ଼ିକ ମୁଁ ଅନୁଭବ କରୁଛି।
The things that my soul refused to touch are as my sorrowful meat.
8 ମୁଁ ଚାହୁଁଛି, ମୁଁ ଯାହା ମାଗିଛି ତାହା ମୁଁ ପାଆନ୍ତି। ମୁଁ ଇଚ୍ଛାକରେ ଯାହା ମାରେ ଦରକାର ପରମେଶ୍ବର ମାେତେ ଦବେେ।
Oh that I might have my request; and that God would grant me the thing that I long for!
9 ମୁଁ ଇଚ୍ଛା କରେ ପରମେଶ୍ବର ମାେତେ ଦଳି ଦିଅନ୍ତୁ, ତୁମ୍ଭର ହାତ ବଢ଼ାଅ ଓ ମାରି ଦିଅ।
Even that it would please God to destroy me; that he would let loose his hand, and cut me off!
10 ଯଦି ସେ ତାହା କରି ମାେତେ ମାରି ଦିଅନ୍ତେ, ମୁଁ ଗୋଟିଏ ବିଷଯ ରେ ଅନ୍ତତଃ ସାନ୍ତ୍ବନା ପାଆନ୍ତି, ଏହି ନିଷ୍ଠୁର ୟନ୍ତ୍ରଣା ମଧିଅରେ ମୁଁ ଆନନ୍ଦ ପାଆନ୍ତି କାରଣ ପରମେଶ୍ବରଙ୍କ ସହେି ପବିତ୍ର ଜଣଙ୍କର କୌଣସି ଆଜ୍ଞାକୁ ମୁଁ ଅବମାନନା କରି ନାହିଁ।
Then should I yet have comfort; yea, I would harden myself in sorrow: let him not spare; for I have not concealed the words of the Holy One.
11 ମାରେ କ'ଣ ଶକ୍ତି ବାକି ରହିଛି ଯେ ମୁଁ ଆଶା କରିବି ? ମୁଁ ଜାଣନୋ ମାରେ କ'ଣ ହବୋକୁ ଯାଉଛି। ସେଥିପାଇଁ ମାରେ ର୍ଧୈୟ୍ଯ ଧରିବା ପାଇଁ କୌଣସି କାରଣ ନାହିଁ।
What is my strength, that I should hope? and what is mine end, that I should prolong my life?
12 ମୁଁ ପଥର ଭଳି ଶକ୍ତ ନୁହେଁ। ମାରେ ମାଂସ ତମ୍ବା ରେ ତିଆରି ନୁହେଁ।
Is my strength the strength of stones? or is my flesh of brass?
13 ନିଜକୁ ସାହାୟ୍ଯ କରିବାକୁ ମାରେଶକ୍ତି ବର୍ତ୍ତମାନ ନାହିଁ। କାରଣ ସମସ୍ତ ସଫଳତା ମାଠାରୁେ କାଢ଼ି ନିଆୟାଇଛି।
Is not my help in me? and is wisdom driven quite from me?
14 ଜଣେ ବ୍ଯକ୍ତିର ସାଙ୍ଗମାନେ ତା'ର କଷ୍ଟ ସମୟରେ ତାକୁ ଦୟା କରିବା କଥା, ଯଦିଓ ସେ ସର୍ବଶକ୍ତିମାନ ପରମେଶ୍ବରଙ୍କଠାରୁ ବିମୁଖ ହୁଏ।
To him that is afflicted pity should be shewed from his friend; but he forsaketh the fear of the Almighty.
15 କିନ୍ତୁ ତୁମ୍ଭେ ମାରେ ଭାଇମାନେ ମାେ ପ୍ରତି ବିଶ୍ବସ୍ତ ନୁହଁ। ମୁଁ ତୁମ୍ଭ ଉପରେ ନିର୍ଭର କରିପାରିବି ନାହିଁ। ତୁମ୍ଭେ ଝରଣା ପରି ସମୟ ସମୟରେ ବହୁଥାଅ ଓ ଅନ୍ୟ ସମୟରେ ନୁହଁ। ତୁମ୍ଭେ ସହେି ଉଛୁଳିବା ଝରଣାପରି।
My brethren have dealt deceitfully as a brook, and as the stream of brooks they pass away;
16 କେତବେେଳେ ବରଫ ରେ ଭର୍ତ୍ତି ହାଇୟୋଏ ଏବଂ ବରଫ ତରଳି ୟାଏ।
Which are blackish by reason of the ice, and wherein the snow is hid:
17 କିନ୍ତୁ ସେତବେେଳେ ପାଗ ଉତ୍ତପ୍ତ ଓ ଶୁଖିଲା ଥାଏ ଜଳ ପ୍ରବାହିତ ବନ୍ଦ ହୁଏ।
What time they wax warm, they vanish: when it is hot, they are consumed out of their place.
18 ବ୍ଯବସାଯୀ ତାଙ୍କ ପଥରୁ ପାଣି ଖାଜେିବ ପାଇଁ ବିମୁଖ ହୁଅନ୍ତି। ସମାନେେ ମରୁଭୂମିକୁ ଚାଲିୟାଆନ୍ତି ଓ ହଜିୟାଆନ୍ତି।
The paths of their way are turned aside; they go to nothing, and perish.
19 ମାରେ ବ୍ଯବସାଯୀ ପାଣିର ଅନ୍ବଷେଣ କଲେ। ଶିବାର ପଥିକଗଣ ଆଶାକରି ଅପେକ୍ଷା କରନ୍ତି।
The troops of Tema looked, the companies of Sheba waited for them.
20 ସମାନେେ ନିଶ୍ଚିତ ଥିଲେ ଯେ ସମାନେେ ନିଶ୍ଚଯ ପାଣି ପାଇବେ କିନ୍ତୁ ଶଷେ ରେ ସମାନେେ ନିରାଶ ହେଲେ।
They were confounded because they had hoped; they came thither, and were ashamed.