Index
Full Screen ?
 

ଯିରିମିୟ 48:17

ಯೆರೆಮಿಯ 48:17 ଓଡିଆ ବାଇବେଲ ଯିରିମିୟ ଯିରିମିୟ 48

ଯିରିମିୟ 48:17
ମାୟୋବର ଚତୁର୍ଦ୍ଦିଗସ୍ଥ ଲୋକମାନେ ଓ ଯେଉଁମାନେ ତାହା ପ୍ରସିଦ୍ଧ ଦେଶ ବୋଲି ଜାଣିଥିଲେ, ତାହା ପାଇଁ ବିଳାପ କର। ଆଉ କୁହ, ଏହି ଦୃଢ଼ ଦଣ୍ଡ ଓ ସୁନ୍ଦର ସୃଷ୍ଟି କିପରି ଭଗ୍ନ ହାଇେଅଛି।'

All
נֻ֤דוּnudûNOO-doo
ye
that
are
about
לוֹ֙loh
him,
bemoan
כָּלkālkahl
all
and
him;
סְבִיבָ֔יוsĕbîbāywseh-vee-VAV
ye
that
know
וְכֹ֖לwĕkōlveh-HOLE
name,
his
יֹדְעֵ֣יyōdĕʿêyoh-deh-A
say,
שְׁמ֑וֹšĕmôsheh-MOH
How
אִמְר֗וּʾimrûeem-ROO
is
the
strong
אֵיכָ֤הʾêkâay-HA
staff
נִשְׁבַּר֙nišbarneesh-BAHR
broken,
מַטֵּהmaṭṭēma-TAY
and
the
beautiful
עֹ֔זʿōzoze
rod!
מַקֵּ֖לmaqqēlma-KALE
תִּפְאָרָֽה׃tipʾārâteef-ah-RA

Cross Reference

ଯିଶାଇୟ 9:4
ଏପରି କାହିଁକି ହବେ, କାରଣ ତୁମ୍ଭେ ସମାନଙ୍କେର ଶକ୍ତ ଭାର ବହନ କରିବ। ସମାନଙ୍କେର ସ୍କନ୍ଧସ୍ଥିତ ୟୁଆଳି ଓ ବାହୁଙ୍ଗି ଯାହାକୁ ଶତ୍ରୁମାନେ ତୁମ୍ଭର ଲୋକଙ୍କୁ ଦଣ୍ଡ ଦବୋକୁ ବ୍ଯବହାର କରୁଥିଲେ ତାକୁ ତୁମ୍ଭେ ଦୂର କରିବ। ମିଦିଯନକୁ ପରାଜିତ କଲାଭଳି ଏହା ହବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:14
ହେ ବାବିଲ ! ତୁମ୍ଭେ ଯେଉଁ ଉତ୍ତମ ଜିନିଷ ଚାହୁଁଥିଲ, ସେସବୁ ତୁମ୍ଭଠାରୁ ଚାଲିଯାଇଛି। ତୁମ୍ଭର ସବୁ ସୌଖିନ ଓ ମ ନୋହରୀ ଦ୍ରବ୍ଯମାନ ତୁମ୍ଭଠାରୁ ଉଭଇେ ଯାଇଛି। ତୁମ୍ଭେ ସେସବୁ ଆଉ କବେେ ପାଇବ ନାହିଁ।

ଯିଖରିୟ 11:10
ତା'ପ ରେ ଆମ୍ଭେ ଶାେଭା ନାମକ ୟଷ୍ଟିକୁ ନଲେୁ ଏବଂ ତାକୁ ଭାଙ୍ଗି ଦଲେୁ। ଆମ୍ଭେ ଏହା କଲୁ, ଆମ୍ଭର ଚୁକ୍ତିକୁ ଧ୍ବଂସ କରିବା ପାଇଁ ଯାହା ଏହି ଲୋକମାନଙ୍କ ସହିତ କରିଥିଲୁ।

ଯିହିଜିକଲ 19:11
ରାଜଦଣ୍ଡ ହବୋ ନିମନ୍ତେ ତାହାର ଶାଖାସବୁ ଦୃଢ଼ ହାଇେଥିଲା। ଗହଳ ପତ୍ରୟୁକ୍ତ ହାଇେ ସେସବୁ ଦୀର୍ଘତା ରେ ବହୁ ଉଚ୍ଚ ହେଲା। ଆଉ ଉଚ୍ଚତା ରେ ତାହା ମେଘକୁ ସ୍ପର୍ଶ କଲା।

ଯିରିମିୟ 48:39
ମାଯାେବ ଭଗ୍ନ ହାଇେଅଛି, ତା'ର ଲୋକମାନେ କ୍ରନ୍ଦନ କରୁଛନ୍ତି, ମାଯାେବ ଲଜ୍ଜିତ ହାଇେଅଛି ଓ ଲୋକମାନଙ୍କର ହାସ୍ଯାସ୍ପଦର ପାତ୍ର ହାଇେଅଛି।

ଯିରିମିୟ 48:31
ତେଣୁ ଆମ୍ଭେ ମାୟୋବ ପାଇଁ ଓ ତା'ର ସମସ୍ତ ନିବାସୀ ପାଇଁ ହାହାକାର କରିବା। ଆଉ କୀ ହରେସର ଲୋକମାନଙ୍କ ପାଇଁ ମଧ୍ଯ ଆମ୍ଭେ ଶୋକ କରିବା।

ଯିରିମିୟ 9:17
ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ତୁମ୍ଭମାନେେ ବିବଚେନା କର ଓ ବିଳାପକାରିଣୀ ସ୍ତ୍ରୀମାନଙ୍କୁ ଆସିବା ପାଇଁ ଡ଼ାକ ଓ ନିପୁଣା ସ୍ତ୍ରୀମାନଙ୍କର ଆସିବା ପାଇଁ ଲୋକ ପଠାଅ।

ଯିଶାଇୟ 16:8
ଲୋକମାନେ ଦୁଃଖିତ ହବେେ କାରଣ ହିଶବୋନର କ୍ଷତେସବୁ ଓ ଶବ୍ମାର ଦ୍ରାକ୍ଷାଲତା ଆଉ ଦ୍ରାକ୍ଷା ଉତ୍ପନ୍ନ କରିବ ନାହିଁ। ଦ୍ରାକ୍ଷା ରାଷ୍ଟ୍ରର ପ୍ରଭୁଙ୍କ ପାନୀଯ ପାଇଁ ତିଆରି କରାୟାଏ, ମରୁଭୂମିରେ ପହଞ୍ଚିବା ପାଇଁ ବ୍ଯବହାର କରାୟାଏ, ଯାହାର ମୂଳ ସମୁଦ୍ର ପର୍ୟ୍ଯନ୍ତ ବିସ୍ତୃତ ହାଇେଛି।

ଯିଶାଇୟ 14:4
ସହେି ସମୟରେ ତୁମ୍ଭେ ବାବିଲ ରାଜାଙ୍କ ବିଷଯ ରେ ଏହି ଉପହାସ ଗୀତ ଗାନ କରିବ।

ଯିଶାଇୟ 10:5
ପରମେଶ୍ବର କହିବେ, ମୁଁ ଅଶୂରକୁ ଏକ ୟଷ୍ଟିରୂପେ ବ୍ଯବହାର କରିବି। ଏହି କୋର୍ଧରୂପକ ଦଣ୍ଡ ଇଶ୍ରାୟେଲକୁ ଶାସ୍ତି ଦବେେ।

Chords Index for Keyboard Guitar