Base Word
שָׁבַר
Short Definitionto burst (literally or figuratively)
Long Definitionto break, break in pieces
Derivationa primitive root
International Phonetic Alphabetʃɔːˈbɑr
IPA modʃɑːˈvɑʁ
Syllablešābar
Dictionshaw-BAHR
Diction Modsha-VAHR
Usagebreak (down, off, in pieces, up), broken(-hearted), bring to the birth, crush, destroy, hurt, quench, × quite, tear, view (by mistake for H7663)
Part of speechv

ଆଦି ପୁସ୍ତକ 19:9
ଘରକୁ ଘରେି ରହିଥିବା ଲୋକମାନେ ଲୋଟଙ୍କୁ କହିଲେ, ଏହିଠାକୁ ଆସ! ଏହପରେ ପରସ୍ପରକୁ କହିଲେ, ଏହି ଲୋଟ, ଆମ ସହର ରେ ଏକ ଭ୍ରମଣକାରୀ। ବର୍ତ୍ତମାନ ସେ ଆମ୍ଭର ଜୀବନ ଶୈଳକୁ ସମାଲୋଚନା କରିବାକୁ ସାହାସ କରୁଛି! ତା'ପରେ ସହେି ଲୋକମାନେ ସମାନଙ୍କେର ଲୋଟକୁ କହିଲେ, ଆମ୍ଭମାନେେ ସମାନଙ୍କେୁ ଯେତିକି ଆଘାତ କରିବା ପାଇଁ ଯୋଜନା କରିଛୁ ତା' ଅପାକ୍ଷା ଆମ୍ଭେ ତୁମ୍ଭକୁ ଅଧିକ ଆଘାତ କରିବୁ। ସମାନେେ ସମାନଙ୍କେର କଥା ରେ ତା' ଉପରେ ଚାପ ପକାଇଲେ। ଏହାପରେ ସମାନେେ ଅତି ନିକଟତର ହପୋକୁ ଲାଗିଲେ ଓ କବାଟ ଭାଙ୍ଗିବାକୁ ଉଦ୍ଯତ ହେଲେ।

ଯାତ୍ରା ପୁସ୍ତକ 9:25
ଏହି ଶିଳାବୃଷ୍ଟି ମିଶରର କ୍ଷତେ ମଧ୍ଯସ୍ଥ ସବୁକିଛି ନଷ୍ଟକଲା। ଏହି ଶିଳାବୃଷ୍ଟି, ଲୋକମାନଙ୍କୁ, ପଶୁମାନଙ୍କୁ ଓ ବୃକ୍ଷାଦି ମାନଙ୍କୁ ଧ୍ବଂସ କଲା। ଏହି ଶିଳାବୃଷ୍ଟି ମଧ୍ଯ କ୍ଷତେ ମଧ୍ଯସ୍ଥ ବୃକ୍ଷମାନଙ୍କୁ ନଷ୍ଟ କରି ପକାଇଲା।

ଯାତ୍ରା ପୁସ୍ତକ 12:46
ଏକ ଗୃହ ମଧିଅରେ ତାହା ଭୋଜନ କରାୟିବ। ତୁମ୍ଭେ ସହେି ମାଂସର କିଛି ମାତ୍ର ଗୃହ ବାହାରକୁ ନଇୟିବେ ନାହିଁ। କିମ୍ବା ତା'ର ଗୋଟିଏ ହେଲେ ବି ଅସ୍ଥି ଭାଙ୍ଗିବ ନାହିଁ।

ଯାତ୍ରା ପୁସ୍ତକ 22:10
କୌଣସି ଲୋକ ଯଦି ଅନ୍ୟ କାହାର ଗଧ କି ଗୋରୁ, କି ମଷେ, କିଅବା କୌଣସି ପଶୁ ପ୍ରତିପାଳନାର୍ଥେ ରଖିଥାଏ, ଯଦି ଅ ଦଖାେ ରେ ସେ ପଶୁ ମ ରେ କିମ୍ବା ଅଙ୍ଗହାନି ହୁଏ କିମ୍ବା ତଡ଼ି ଦିଆୟାଏ,

ଯାତ୍ରା ପୁସ୍ତକ 22:14
କୌଣସି ଲୋକ ଯଦି ତା'ର ପଡ଼ୋଶୀଠାରୁ କିଛି ଧାର ଆଣିଥାଏ ତବେେ ସେ ସହେି ଜିନିଷ ପାଇଁ ଦାଯୀ ରହିବ। ଯଦି ଗୋଟିଏ ପଶୁ ଆଘାତ ପାଏ ଯଦି ଏ ପଶୁ ମରିୟାଏ, ତବେେ ତା'ର ପଡ଼ୋଶୀକୁ ତା'ର ପଶୁ ମୁନିବକୁ ତା'ର ମୂଲ୍ଯ ଦବୋକୁ ପଡିବ। ଏଥିପାଇଁ ତା'ର ପଡ଼ୋଶୀ ସଂପୂର୍ଣ୍ଣ ରୂପେ ଦାଯୀ ରହିବ। କାରଣ ତା'ର ମୁନିବ ସଠାେରେ ନଥାଏ।

ଯାତ୍ରା ପୁସ୍ତକ 23:24
ତୁମ୍ଭମାନେେ ସମାନଙ୍କେ ଦବେତାଗଣଙ୍କୁ ପୂଜା କରିବ ନାହିଁ। ସମାନଙ୍କେ ସମ୍ମୁଖ ରେ ପ୍ରଣାମ କରିବ ନାହିଁ, ସମାନଙ୍କେକ୍ରିଯାନୁସା ରେ କ୍ରିଯା କରିବ ନାହିଁ। ମାତ୍ର ସମାନଙ୍କେ ସମୂଳେ ଉତ୍ପାଟନ କରିବ। ସମାନଙ୍କେର ସ୍ତମ୍ଭସବୁ ଭାଙ୍ଗି ପକାଇବ।

ଯାତ୍ରା ପୁସ୍ତକ 23:24
ତୁମ୍ଭମାନେେ ସମାନଙ୍କେ ଦବେତାଗଣଙ୍କୁ ପୂଜା କରିବ ନାହିଁ। ସମାନଙ୍କେ ସମ୍ମୁଖ ରେ ପ୍ରଣାମ କରିବ ନାହିଁ, ସମାନଙ୍କେକ୍ରିଯାନୁସା ରେ କ୍ରିଯା କରିବ ନାହିଁ। ମାତ୍ର ସମାନଙ୍କେ ସମୂଳେ ଉତ୍ପାଟନ କରିବ। ସମାନଙ୍କେର ସ୍ତମ୍ଭସବୁ ଭାଙ୍ଗି ପକାଇବ।

ଯାତ୍ରା ପୁସ୍ତକ 32:19
ମାଶାେ ଛାଉଣୀର ନିକଟକୁ ଆସିଲେ। ସେ ସହେି ସୁବର୍ଣ୍ଣର ବାଛୁରୀ ଦେଖିଲେ ଏବଂ ସେ ଲୋକମାନଙ୍କୁ ନାଚୁଥିବାର ଦେଖିଲେ। ମାଶାେ ରାଗିଗଲେ। ସେ ରାଗ ରେ ସହେି ପ୍ରସ୍ତର ଫଳକକୁ ପର୍ବତ ତଳେ ଫିଙ୍ଗି ଚୁନା କରି ଦେଲେ।

ଯାତ୍ରା ପୁସ୍ତକ 34:1
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ପ୍ରଥମ ପ୍ରସ୍ତର ଫଳକ ପରି ଆଉ ଦୁଇଟି ପ୍ରସ୍ତର ଫଳକ ତିଆରି କର। ଆଗ ପ୍ରସ୍ତର ଫଲକରେ ଯାହା ଲଖାେ ଥିଲା ଯାହା ତୁମ୍ଭେ ଚୁର୍ଣ୍ଣ କରିଛ ମୁଁ ଏହି ପ୍ରସ୍ତର ଫଳକରେ ତାହାସବୁ ଲେଖିବି।

ଯାତ୍ରା ପୁସ୍ତକ 34:13
ତେଣୁ ସମାନଙ୍କେର ୟଜ୍ଞବଦେୀସବୁ ଧ୍ବଂସ କର। ସମାନଙ୍କେର ସ୍ତମ୍ଭସବୁ ଭାଙ୍ଗିଦିଅ। ସମାନଙ୍କେର ପବିତ୍ର କାଷ୍ଠ ସ୍ତମ୍ଭ ସବୁକାଟି ପକାଇବ।

Occurences : 148

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்