Jeremiah 26:14
ଆଉ ମାେ ସମ୍ବନ୍ଧ ରେ ହେଉଛି, ମୁଁ ତୁମ୍ଭମାନଙ୍କ ହସ୍ତ ରେ ଅଛି, ଯାହା ତୁମ୍ଭମାନଙ୍କ ଦୃଷ୍ଟି ରେ ଉତ୍ତମ ଓ ଯଥାର୍ଥ ତାହା ମାେ ପ୍ରତି କର।
Jeremiah 26:14 in Other Translations
King James Version (KJV)
As for me, behold, I am in your hand: do with me as seemeth good and meet unto you.
American Standard Version (ASV)
But as for me, behold, I am in your hand: do with me as is good and right in your eyes.
Bible in Basic English (BBE)
As for me, here I am in your hands: do with me whatever seems good and right in your opinion.
Darby English Bible (DBY)
But as for me, behold, I am in your hand; do unto me as seemeth good and right in your eyes:
World English Bible (WEB)
But as for me, behold, I am in your hand: do with me as is good and right in your eyes.
Young's Literal Translation (YLT)
`And I, lo, I `am' in your hand, do to me as is good and as is right in your eyes;
| As for me, | וַאֲנִ֖י | waʾănî | va-uh-NEE |
| behold, | הִנְנִ֣י | hinnî | heen-NEE |
| I am in your hand: | בְיֶדְכֶ֑ם | bĕyedkem | veh-yed-HEM |
| do | עֲשׂוּ | ʿăśû | uh-SOO |
| with me as seemeth | לִ֛י | lî | lee |
| good | כַּטּ֥וֹב | kaṭṭôb | KA-tove |
| and meet | וְכַיָּשָׁ֖ר | wĕkayyāšār | veh-ha-ya-SHAHR |
| unto you. | בְּעֵינֵיכֶֽם׃ | bĕʿênêkem | beh-ay-nay-HEM |
Cross Reference
ଯିରିମିୟ 38:5
ତେଣୁ ରାଜା ସିଦିକିଯ ସହେି ଅଧିପତିମାନଙ୍କୁ କହିଲେ, ଦେଖ, ଯିରିମିୟ ବର୍ତ୍ତମାନ ତୁମ୍ଭମାନଙ୍କ ଅଧୀନ ରେ ଅଛି। ତୁମ୍ଭମାନେେ ତା' ବିରୁଦ୍ଧ ରେ ଯାହା କରିବ ମୁଁ ବାରଣ କରିବି ନାହିଁ।
ଯିହୋଶୂୟ 9:25
ବର୍ତ୍ତମାନ ଆମ୍ଭେ ଆପଣାଙ୍କର ଅଧିନ। ତକ୍ସ୍ଟମ୍ଭ ପକ୍ଷେ ଆମ୍ଭ ପାଇଁ ଯାହା ଉଚିତ୍ ତାହା କର।
ଦିତୀୟ ଶାମୁୟେଲ 15:26
କିନ୍ତୁ ଯଦି ସଦାପ୍ରଭୁ ମାେ ଉପରେ ସଦଯ ନକ୍ସ୍ଟହଁନ୍ତି ବୋଲି କହନ୍ତି, ତବେେ ସେ ଯାହା ଗ୍ଭହିଁବେ ମାେ ଉପରେ ତାହା କରି ପାରିବେ।
ଦାନିଏଲ 3:16
ଶଦ୍ରକ, ମୈଶକ ଓ ଅବେଦ୍-ନଗୋ ରାଜାଙ୍କୁ ଉତ୍ତର କଲେ, ହେ ନବୂଖଦ୍ନିତ୍ସର, ଏ ବିଷଯ ରେ ଆପଣଙ୍କୁ ଉତ୍ତର ଦବୋର ଆମ୍ଭମାନଙ୍କର ପ୍ରୟୋଜନ ନାହିଁ।