Base Word
יָשָׁר
Short Definitionstraight (literally or figuratively)
Long Definitionstraight, upright, correct, right
Derivationfrom H3474
International Phonetic Alphabetjɔːˈʃɔːr
IPA modjɑːˈʃɑːʁ
Syllableyāšār
Dictionyaw-SHAWR
Diction Modya-SHAHR
Usageconvenient, equity, Jasher, just, meet(-est), + pleased well right(-eous), straight, (most) upright(-ly, -ness)
Part of speecha

ଯାତ୍ରା ପୁସ୍ତକ 15:26
ତା'ପରେ ସେ କହିଲେ, ତୁମ୍ଭେ ଯବେେ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ବାକ୍ଯ ରେ ମନୋୟୋଗ କର ଏବଂ ତାଙ୍କ ଦୃଷ୍ଟି ରେ ଯାହା ଉଚିତ୍ ତାହା କର, ତାଙ୍କର ଆଜ୍ଞା ପାଳନ କର ଏବଂ ତାଙ୍କର ବ୍ଯବସ୍ଥାସବୁ ପାଳନ କର, ତବେେ ମିଶରୀଯମାନେ ଯେଉଁ ସବୁ ରୋଗ ରେ ପିଡୀତ ହେଲେ, ତୁମ୍ଭମାନେେ ସହେି ରୋଗ ରେ ପିଡୀତ ହବେ ନାହିଁ। କାରଣ ମୁଁ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।

ଗଣନା ପୁସ୍ତକ 23:10
ଯାକୁବର ପରିବାରକୁ କିଏ ଗଣିପାରିବ? ଯେ ହତେୁ ସମାନେେ ଧୂଳି କଣିକାପରି? ଏପରିକି ଇଶ୍ରାୟେଲର ଏକ ଚତୁର୍ଥାଂଶ ଲୋକଙ୍କୁ ମଧ୍ଯ କହେି ଗଣି ପାରିବେ ନାହିଁ। ଧାର୍ମିକ ମନୁଷ୍ଯ ରୂପେ ମାେତେ ମରିବାକୁ ଦିଅ। ମାରେ ଭବିଷ୍ଯତ୍ ଇଶ୍ରାୟେଲର ତୁଲ୍ଯ ହେଉ।

ଗଣନା ପୁସ୍ତକ 23:27
ତା'ପରେ ବାଲାକ୍ ବିଲିଯମକୁ କହିଲେ, ମୁଁ ବିନଯ କରୁଅଛି, ଦୟାକରି ଆସ, ମୁଁ ତୁମ୍ଭକୁ ଅନ୍ୟ ଏକ ସ୍ଥାନକୁ ନଇେ ୟିବି। ଏହା ଏପରି ହାଇପୋ ରେ, ପରମେଶ୍ବର ଦୟାପୂର୍ବକ ହାଇେ ସେ ସ୍ଥାନ ରେ ତୁମ୍ଭକୁ ଶାପ ଦବୋକୁ ଅନୁମତି ଦଇେ ପାରନ୍ତି।

ଦିତୀୟ ବିବରଣ 6:18
ଏହାପରେ ସଦାପ୍ରଭୁଙ୍କ ଦୃଷ୍ଟି ରେ ଯାହା ନ୍ଯାଯ ଓ ଉତ୍ତମ ତୁମ୍ଭେ ତାହା କରିବ, ତହିଁରେ ତୁମ୍ଭର ମଙ୍ଗଳ ହବେ ଓ ତୁମ୍ଭମାନେେ ଆସିବ ଓ ଉତ୍ତମ ଭୂମି ଅଧିକାର କରିବ ଯାହାକି ସଦାପ୍ରଭୁ ତୁମ୍ଭର ପୂର୍ବପୁରୁଷମାନଙ୍କଠା ରେ ପ୍ରତିଜ୍ଞା କରିଥିଲେ।

ଦିତୀୟ ବିବରଣ 12:8
ଏପରି ତୁମ୍ଭମାନେେ କରନାହିଁ, ଯାହାର ଦୃଷ୍ଟି ରେ ଯାହା ଭଲ, ସହେିପରି ଉପାସନା କର ନାହିଁ, ଯାହା ଆମ୍ଭେ ଏହି ସ୍ଥାନ ରେ କରୁଅଛକ୍ସ୍ଟ।

ଦିତୀୟ ବିବରଣ 12:25
ତୁମ୍ଭମାନେେ ସଦାପ୍ରଭୁଙ୍କ ଦୃଷ୍ଟି ରେ ଉତ୍ତମ କର୍ମ କଲେ ତୁମ୍ଭମାନଙ୍କର ଓ ଆପଣା ବଂଶଧରମାନଙ୍କର ମଙ୍ଗଳ ହବେ।

ଦିତୀୟ ବିବରଣ 12:28
ସାବଧାନତା ସହକା ରେ ମୁ ଯେଉଁ ଆଜ୍ଞାମାନ ଦଲେି ତାହା ତୁମ୍ଭମାନେେ ପାଳନ କରିବ। ତହିଁରେ ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଦୃଷ୍ଟି ରେ ଯାହା ଉତ୍ତମ ଓ ଯଥାର୍ଥ ତାହା କଲେ ତୁମ୍ଭର ଓ ତୁମ୍ଭମାନଙ୍କ ପରେ ତକ୍ସ୍ଟମ୍ଭ ବଂଶଧରଗଣର ୟକ୍ସ୍ଟଗାନକ୍ସ୍ଟସା ରେ ମଙ୍ଗଳ ହବେ।

ଦିତୀୟ ବିବରଣ 13:18
ଯଦି ତୁମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କ ଆଜ୍ଞା ମାନ ତାହା ମୁ ( ମାଶାେ) ତୁମ୍ଭମାନଙ୍କୁ ଆଜି ଦେଉଛି ଏବଂ ତାଙ୍କ ଦୃଷ୍ଟି ରେ ଯାହା ଠିକ୍ ତାହା କର। ତା ହେଲେ ସେ ଯାହା ପ୍ରତିଜ୍ଞା କଲେ ତାହା କରିବେ।

ଦିତୀୟ ବିବରଣ 21:9
ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ ନିରୀହମାନଙ୍କର ହତ୍ଯା ଜନିତ ପାପ ମାଚେନର ଏହା ହିଁ ପଥ। କାରଣ ତୁମ୍ଭେ ପରମେଶ୍ବରଙ୍କ ଦୃଷ୍ଟି ରେ ଯଥାର୍ଥ କାର୍ୟ୍ଯ କରିବା ଉଚିତ୍।

ଦିତୀୟ ବିବରଣ 32:4
ସତେ ଶୈଳ, ତାଙ୍କର କର୍ମ ସିଦ୍ଧ। କାରଣ ତାଙ୍କର ସକଳ ପଥ ଯଥାର୍ଥ। ସେ ବିଶ୍ବସ୍ତ ଓ ନ୍ଯାଯବାନ୍ ପରମେଶ୍ବର। ସେ ଉତ୍ତମ ଓ ସତ୍ଯ।

Occurences : 120

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்