ଯିରିମିୟ 22:22 in Oriya

ଓଡିଆ ଓଡିଆ ବାଇବେଲ ଯିରିମିୟ ଯିରିମିୟ 22 ଯିରିମିୟ 22:22

Jeremiah 22:22
ତୁମ୍ଭ ପ୍ରତି ଶାସ୍ତି ସ୍ବରୂପ ବାଯୁ ତୁମ୍ଭର ସମସ୍ତ ମଷେପାଳକଙ୍କୁ ଉଡ଼ାଇ ନବେ ଓ ତୁମ୍ଭର ଆଚ୍ଛାଦନ ବନ୍ଦୀତ୍ବ ସ୍ଥାନକୁ ୟିବ। ସହେି ସମୟରେ ତୁମ୍ଭେ ନିଜର ସକଳ ଦୁଷ୍ଟାଚରଣ ଯୋଗୁଁ ଲଜ୍ଜିତ ଓ ଆକୁଳିତ ହବେ।

Jeremiah 22:21Jeremiah 22Jeremiah 22:23

Jeremiah 22:22 in Other Translations

King James Version (KJV)
The wind shall eat up all thy pastors, and thy lovers shall go into captivity: surely then shalt thou be ashamed and confounded for all thy wickedness.

American Standard Version (ASV)
The wind shall feed all thy shepherds, and thy lovers shall go into captivity: surely then shalt thou be ashamed and confounded for all thy wickedness.

Bible in Basic English (BBE)
All the keepers of your sheep will be food for the wind, and your lovers will be taken away prisoners: truly, then you will be shamed and unhonoured because of all your evil-doing.

Darby English Bible (DBY)
The wind shall feed on all thy shepherds, and thy lovers shall go into captivity; surely, then shalt thou be ashamed and confounded for all thy wickedness.

World English Bible (WEB)
The wind shall feed all your shepherds, and your lovers shall go into captivity: surely then shall you be ashamed and confounded for all your wickedness.

Young's Literal Translation (YLT)
All thy friends consume doth wind, And thy lovers into captivity do go, Surely then thou art ashamed, And hast blushed for all thy wickedness.

The
wind
כָּלkālkahl
shall
eat
up
רֹעַ֙יִךְ֙rōʿayikroh-AH-yeek
all
תִּרְעֶהtirʿeteer-EH
pastors,
thy
ר֔וּחַrûaḥROO-ak
and
thy
lovers
וּֽמְאַהֲבַ֖יִךְûmĕʾahăbayikoo-meh-ah-huh-VA-yeek
shall
go
בַּשְּׁבִ֣יbaššĕbîba-sheh-VEE
captivity:
into
יֵלֵ֑כוּyēlēkûyay-LAY-hoo
surely
כִּ֣יkee
then
אָ֤זʾāzaz
ashamed
be
thou
shalt
תֵּבֹ֙שִׁי֙tēbōšiytay-VOH-SHEE
and
confounded
וְנִכְלַ֔מְתְּwĕniklamĕtveh-neek-LA-met
for
all
מִכֹּ֖לmikkōlmee-KOLE
thy
wickedness.
רָעָתֵֽךְ׃rāʿātēkra-ah-TAKE

Cross Reference

ଯିଖରିୟ 11:17
ଯେ ଅ ଯୋଗ୍ଯ ମଷେପାଳକ, ସେ ପଲକୁ ତ୍ଯାଗ କରେ। ତାକୁ ଧ୍କ୍! ଖଡ୍ଗ ତା'ର ବାହୁକୁ ଏବଂ ତାଙ୍କ ଦକ୍ଷିଣ ଚକ୍ଷୁକୁ ଆଘାତ କରୁ। ତାହାର ବାହୁ ନିଶ୍ଚଯ ଶୁଷ୍କ ହବେ ଏବଂ ତାହାର ଦକ୍ଷିଣ ଚକ୍ଷୁ ନିଶ୍ଚଯ ଅନ୍ଧ ହାଇଯେିବ।

ହୋଶେୟ 13:15
ଇଶ୍ରାୟେଲ ତା'ର ଭାଇମାନଙ୍କ ସହିତ ବଢେ। କିନ୍ତୁ ଏକ ଶକ୍ତିଶାଳୀ ପୂବଇେ ପବନ ଆସିବ, ଏହା ସଦାପ୍ରଭୁ ପ୍ ରରେିତ ବାଯୁ ମରୁଭୂମିରୁ ପ୍ରବାହିତ ହବେ। ତା'ପ ରେ ଇଶ୍ରାୟେଲର କୂଅ ଶୁଖିୟିବ। ଜଳପୂର୍ଣ୍ଣ ଝରଣାଗୁଡିକ ଶୁଖିୟିବ। ସହେି ପବନ ସମସ୍ତ ମୂଲ୍ଯବାନ ବସ୍ତୁ ଇଶ୍ରାୟେଲର ଭଣ୍ତାରରୁ ଉଡାଇ ନଇୟିବେ।

ଯିରିମିୟ 23:1
ସଦାପ୍ରଭୁ କହନ୍ତି, ଯେଉଁ ପାଳକମାନେ ଆମ୍ଭ ଚରାସ୍ଥାନ ରେ ମଷେମାନଙ୍କୁ ନଷ୍ଟ ଓ ଛିନ୍ନଭିନ୍ନ କରନ୍ତି, ସମାନେେ ସନ୍ତାପର ପାତ୍ର।

ଯିରିମିୟ 12:10
ଅନକେ ମଷେପାଳକ ଆମ୍ଭର ଦ୍ରାକ୍ଷାକ୍ଷେତ୍ର ନଷ୍ଟ କରି ଅଛନ୍ତି। ସମାନେେ ଆମ୍ଭର ଭୂମିକୁ ପଦଦଳିତ କରିଛନ୍ତି। ସମାନେେ ଆମ୍ଭର ମନୋରମ ଭୂମିକୁ ଧ୍ବଂସକରି ପ୍ରାନ୍ତର ରେ ପରିଣତ କରିଅଛନ୍ତି।

ଯିରିମିୟ 10:21
କାରଣ ପାଳକଗଣ ପଶୁବତ୍ ନିର୍ବୋଧ ହାଇେଅଛନ୍ତି, ସମାନେେ, ସଦାପ୍ରଭୁ କ'ଣ ଚାହୁଁଛନ୍ତି, ତାହା ଜାଣିବା ପାଇଁ ଚେଷ୍ଟା କରନ୍ତି ନାହିଁ। ସେଥିପାଇଁ ସମାନେେ ଉନ୍ନତି କରୁ ନାହାଁନ୍ତି ଏବଂ ସମାନଙ୍କେର ପିଲାସବୁ ଚ୍ଛିନ୍ନଭିନ୍ନ ହାଇେଅଛନ୍ତି।

ଯିରିମିୟ 5:30
ପୁଣି ସଦାପ୍ରଭୁ କହନ୍ତି, ଏକ ଭୟଙ୍କର ଓ ମର୍ମନ୍ତୁଦ ଘଟଣା ଦେଶ ମଧିଅରେ ଘଟିଅଛି।

ଯିହିଜିକଲ 34:2
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଇଶ୍ରାୟେଲ ମଷେପାଳକମାନଙ୍କ ବିରୁଦ୍ଧ ରେ ଭବିଷ୍ଯଦବାଣୀ ପ୍ରଚାର କର। ସହେି ପାଳକମାନଙ୍କୁ କୁହ, ପ୍ରଭୁ ସଦାପ୍ରଭୁ ଏହି ଭବିଷ୍ଯବାଣୀ କହନ୍ତି, 'ଇଶ୍ରାୟେଲର ମଷେପାଳକମାନଙ୍କୁ ଧିକ, ଯେଉଁମାନେ କବଳେ ସମାନଙ୍କେର ଯତ୍ନ ନିଅନ୍ତି। ମଷେପାଳକମାନେ ମଷେମାନଙ୍କର ଯତ୍ନ ନବୋ ଉଚିତ୍ ନୁହେଁ କି ?

ଯିରିମିୟ 20:11
କିନ୍ତୁ ସଦାପ୍ରଭୁ ମାେ ପାଖେ ପାଖେ ଅଛନ୍ତି। ସେ ଜଣେ ବୀର ସୈନିକ ସଦୃଶ ମାେତେ ଆଶ୍ରଯ ଦଇେଅଛନ୍ତି। ତେଣୁ ମାରେ ତାଡ଼ନାକାରୀମାନେ ବିଫଳ ହବେ ଓ ମାେତେ ପରାସ୍ତ କରିପାରିବେ ନାହିଁ। ସମାନେେ ଘାରେ ଅପମାନିତ ହବେ କାରଣ ସମାନେେ ଯାହା କରିବାକୁ ଆରମ୍ଭ କରିଛନ୍ତି ତାହା ସଫଳତାର ସହିତ ଶଷେ କରିପାରିବେ ନାହିଁ। ତାଙ୍କର ଏହି ଅପମାନ ନିତ୍ଯସ୍ଥାଯୀ ହବେ ଓ ଲୋକେ ତାହା ଭୁଲିବେ ନାହିଁ।

ଯିଶାଇୟ 64:6
ଆମ୍ଭମାନେେ ସମସ୍ତେ ପାପ ରେ ଅପବିତ୍ର ଓ ଆମ୍ଭମାନଙ୍କର ଧର୍ମକର୍ମ ସବୁ ଅଶୁଚି ବସ୍ତ୍ର ସଦୃଶ ଅଟେ। ଆମ୍ଭମାନେେ ଝଡ଼ିଲା ପତ୍ର ସଦୃଶ ଓ ଆମ୍ଭମାନଙ୍କର ପାପଗୁଡ଼ିକ ବାଯୁ ତୁଳ୍ଯ ଆମ୍ଭମାନଙ୍କୁ ଉଡ଼ାଇ ନିଏ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:51
ସ୍ତିଫାନ କହିଲେ, ହେ ଯିହୂଦୀ ଲୋକମାନେ, ତୁମ୍ଭମାନେେ କଡ଼େେ ଜିଦ୍ଖୋର! ତୁମ୍ଭମାନଙ୍କର ହୃଦୟ ପରମେଶ୍ବରଙ୍କର ନୁହେଁ। ତୁମ୍ଭମାନେେ ତାହାଙ୍କ କଥା ଶୁଣିବାକୁ ମନା କରୁଛ। ତୁମ୍ଭମାନେେ ସର୍ବଦା ପବିତ୍ର ଆତ୍ମାଙ୍କର ବି ରୋଧ କରିଛ। ତୁମ୍ଭମାନେେ ସବୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପରି ହେଉଛ।

ଯିଖରିୟ 11:8
ଆମ୍ଭେ ଏକମାସ ମଧିଅରେ ତିନିଜଣ ମଷେପାଳକଙ୍କୁ ଧ୍ବଂସ କଲୁ। ଆମ୍ଭେ ସମାନଙ୍କେ ଉପ ରେ ଅର୍ଧୈୟ୍ଯ ଥିଲୁ ଏବଂ ସମାନେେ ଆମ୍ଭକୁ ଘୃଣା କଲେ।

ହୋଶେୟ 4:19
ଘୂର୍ଣ୍ଣିବାଯୁ ଦ୍ବାରା ସମାନେେ ପତିତ ହାଇେଛନ୍ତି। ସମାନେେ ଆପଣା ମୂର୍ତ୍ତି ନିକଟରେ ବଳି କାରଣରୁ ଲଜ୍ଜିତ ହବେେ।

ଯିରିମିୟ 30:23
ଆଉ ସଦାପ୍ରଭୁଙ୍କର ପ୍ରଚଣ୍ଡ କୋରଧ ସର୍ବନାଶକାରୀ ଝଡ ଓ ତାଫୋନ ସଦୃଶ ଦୁଷ୍ଟମାନଙ୍କ ମସ୍ତକରେ ଆସି ଲାଗିବ।

ଯିରିମିୟ 4:11
ସହେି ସମୟରେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କ ପାଖକୁ ଏହି ବାର୍ତ୍ତା ଆସିବ, ପ୍ରାନ୍ତରସ୍ଥ ବୃକ୍ଷଶୂନ୍ଯ ଉଚ୍ଚସ୍ଥଳୀରୁ ଆମ୍ଭ ଲୋକମାନଙ୍କ ଆଡ଼କୁ ଉଷ୍ମବାଯୁ ଆସୁଅଛି। ତାହା ଶସ୍ଯରୁ ତୁଷ ଝାଡ଼ିବା ପାଇଁ ଧୀର ବାଯୁ ନୁହେଁ।

ଯିରିମିୟ 2:37
ଆଉ ତୁମ୍ଭେ ମିଶରରୁ ମଧ୍ଯ ବାହାରି ୟିବ ଓ ଲଜ୍ଜ୍ଯା ରେ ତୁମ୍ଭେ ଆପଣା ମୁହଁ ଲୁଚାଇବ, କାରଣ ସଦାପ୍ରଭୁ ତୁମ୍ଭର ନିର୍ଭର କରୁଥିବା ଲୋକମାନଙ୍କୁ ପ୍ରତ୍ଯାଖ୍ଯାନ କରିଅଛନ୍ତି। ତୁମ୍ଭମାନେେ ସମାନଙ୍କେ ସାହାୟ୍ଯ ଦ୍ବାରା ଉନ୍ନତି କରିପାରିବ ନାହିଁ।

ଯିରିମିୟ 2:26
ଚୋର ଧରାପଡ଼ିଲେ ଯେପରି ଲଜ୍ଜିତ ହୁଏ, ସହେିପରି ଇଶ୍ରାୟେଲ ବଂଶ, ସମାନଙ୍କେର ରାଜଗଣ, ସମାନଙ୍କେର ଅଧିପତିଗଣ, ସମାନଙ୍କେର ଯାଜକଗଣ ଓ ସମାନଙ୍କେର ଭବିଷ୍ଯଦବକ୍ତାଗଣ ସମସ୍ତେ ଲଜ୍ଜିତ ହାଇେଅଛନ୍ତି।

ଯିରିମିୟ 2:8
ଯାଜକମାନେ କହିଲେ ନାହିଁ ଯେ, 'ସଦାପ୍ରଭୁ କାହାଁନ୍ତି,' ଆଉ ଯେଉଁମାନେ ବ୍ଯବସ୍ଥା ହସ୍ତ ରେ ଧରନ୍ତି, ସମାନେେ ଆମ୍ଭକୁ ଜାଣିଲେ ନାହିଁ, ଶାସନକର୍ତ୍ତାମାନେ ମଧ୍ଯ ଆମ୍ଭ ବିରୁଦ୍ଧ ରେ ଅଧର୍ମାଚରଣ କଲେ, ଆଉ ଭବିଷ୍ଯଦବକ୍ତାମାନେ ବାଲ୍ଦବେ ନାମ ରେ ଭବିଷ୍ଯଦବାକ୍ଯ ପ୍ରଚାର କଲେ ଓ ନିଷ୍ଫଳ ବସ୍ତୁମାନଙ୍କର ପଶ୍ଚାଦଗମନ କଲେ।