Base Word
כָּלַם
Short Definitionproperly, to wound; but only figuratively, to taunt or insult
Long Definitionto insult, shame, humiliate, blush, be ashamed, be put to shame, be reproached, be put to confusion, be humiliated
Derivationa primitive root
International Phonetic Alphabetkɔːˈlɑm
IPA modkɑːˈlɑm
Syllablekālam
Dictionkaw-LAHM
Diction Modka-LAHM
Usagebe (make) ashamed, blush, be confounded, be put to confusion, hurt, reproach, (do, put to) shame
Part of speechv

ଗଣନା ପୁସ୍ତକ 12:14
ସଦାପ୍ରଭୁ ମାଶାଙ୍କେୁ କହିଲେ, ଯଦି ତା'ର ପିତା ତା'ର ମୁଁହ ରେ ଛପେ ପକାଇଥାନ୍ତା, ସେ କ'ଣ ସାତଦିନ ଲଜ୍ଜିତା ହାଇେ ନ ଥାନ୍ତା? ତେଣୁ ସେ ସାତଦିନ ପର୍ୟ୍ଯନ୍ତ ଛାଉଣୀ ବାହା ରେ ଅନ୍ୟମାନଙ୍କଠାରୁ ହାଇେ ରହୁ, ତା'ପରେ ସେ ଛାଉଣୀ ଭିତରକୁ ଆସିପାରିବ।

ବିଚାରକର୍ତାମାନଙ୍କ ବିବରଣ 18:7
ଏହାପରେ ସହେି ପାଞ୍ଚଜଣ ପ୍ରସ୍ଥାନ କରି ଲଯିଶ ରେ ପହନ୍ଚିଲେ। ସଠାେରେ ସମାନେେ ଦେଖିଲେ, ସୀଦୋନୀଯମାନଙ୍କ ଶାସନ ରେ ଲୋକମାନେ କିପରି ନିରାପଦ ରେ ରହକ୍ସ୍ଟଥିଲେ। ସହେି ଦେଶ ରେ ଶାନ୍ତି ଥିଲା, ସମାନଙ୍କେର ସବୁକିଛି ୟଥେଷ୍ଟ ଥିଲା। ସଠାେରେ ଅତ୍ଯାଗ୍ଭରୀ ଶାସକ ନଥିଲେ। ଆଉ ସମାନେେ ସୀଦୋନଠାରକ୍ସ୍ଟ ଦୂର ରେ ଥିଲେ ଓ ଅନ୍ୟ କାହାରି ସହିତ ସମାନଙ୍କେର ସଐର୍କ ନ ଥିଲା।

ରୂତର ବିବରଣ 2:15
ଏହାପରେ ଋତ ଉଠି କାର୍ୟ୍ଯକକ୍ସ୍ଟ ଗଲା।

ପ୍ରଥମ ଶାମୁୟେଲ 20:34
ଯୋନାଥନ ବହକ୍ସ୍ଟତ ରାଗିଗଲା ଓ ଖାଇବା ଟବେକ୍ସ୍ଟଲ ପାଖରକ୍ସ୍ଟ ଉଠିଗଲା। ଯୋନାଥନ ତାଙ୍କ ପିତାଙ୍କ ଉପରେ ରାଗିଗଲା ଓ ଦ୍ବିତୀୟଦିନ ଭୋଜି ରେ କିଛି ଖାଇଲା ନାହିଁ। ଯୋନାଥନ ରାଗିଲେ କାରଣ ଶାଉଲ ତାଙ୍କୁ ଅପମାନିତ କଲେ ଆଉ ମଧ୍ଯ ଶାଉଲ ଦାଉଦଙ୍କକ୍ସ୍ଟ ମାରିବାକକ୍ସ୍ଟ ଗ୍ଭହକ୍ସ୍ଟଁଥିଲେ।

ପ୍ରଥମ ଶାମୁୟେଲ 25:7
ମୁ ଶକ୍ସ୍ଟଣିଲି ତୁମ୍ଭର ମଷେପାଳକମାନେ ମଷେମାନଙ୍କର ଲୋମ କାଟକ୍ସ୍ଟଛନ୍ତି। କିଛି ସମୟ ପାଇଁ ତୁମ୍ଭର ମଷେପାଳକମାନେ ଆମ୍ଭ ସହିତ ଥିଲେ। ଆମ୍ଭମାନେେ ସମାନଙ୍କେର କୌଣସି କ୍ଷତି କରି ନାହକ୍ସ୍ଟଁ କି କର୍ମିଲ୍ ରେ ଥିବା ସମୟରେ ସମାନଙ୍କେର କିଛି ହଜି ନାହିଁ।

ପ୍ରଥମ ଶାମୁୟେଲ 25:15
ସହେି ଲୋକମାନେ ଆମ୍ଭମାନଙ୍କର ବଡ ଉପକାରୀ, ଆମ୍ଭମାନେେ କ୍ଷେତ୍ର ରେ ମେଣ୍ତାଙ୍କକ୍ସ୍ଟ ନଇେ ଥିବା ସମୟରେ ଦାଉଦର ଲୋକମାନେ ଆମ ସହିତ ଥିଲେ। ସମାନେେ ଆମର କିଛି ନଇେ ନାହାଁନ୍ତି କି ଆମର କିଛି କ୍ଷତି କରି ନାହିଁନ୍ତି।

ଦିତୀୟ ଶାମୁୟେଲ 10:5
ଏହି ଲୋକମାନଙ୍କୁ ପରେ ଦାଉଦ କହିଲେ ଓ ସେ ସମାନଙ୍କେୁ ଭଟେିବା ପାଇଁ ପୁରୁଷମାନଙ୍କୁ ପଠାଇଲେ, କାରଣ ସମାନେେ ଅତି ଲଜ୍ଜିତ ହାଇେଥିଲେ। ରାଜା ସମାନଙ୍କେୁ କହିଲେ, ତୁମ୍ଭର ଦାଢି ବଢିବା ପର୍ୟ୍ଯନ୍ତ ତୁମ୍ଭମାନେେ ଯିରୀହାେ ରେ ଥାଅ। ଏହାପରେ ଯିରୁଶାଲମକୁ ଫରେି ଆସିବ।

ଦିତୀୟ ଶାମୁୟେଲ 19:3
ସୈନ୍ଯମାଲନ ନଗରକକ୍ସ୍ଟ ପ୍ରଲବଶ କରୁଥିଲଲ,ସଯପରିସସମାନଙ୍କର ପରାସ୍ତ ସୈନିକମାଲନ ଲଜ୍ଜା ବସତଃ ନଗରସର ପ୍ରଲବଶ କରନ୍ତି।

ପ୍ରଥମ ବଂଶାବଳୀ 19:5
ଦାଉଦଙ୍କର ଦାସମାନେ ଗୃହକୁ ଫରେିୟିବା ନିମନ୍ତେ ଅତ୍ଯନ୍ତ ଲଜ୍ଜାବୋଧ କଲେ। କେତକେ ଲୋକ ଦାଉଦଙ୍କ ନିକଟକୁ ଗଲେ ଓ ତାଙ୍କ ଲୋକମାନଙ୍କ ପ୍ରତି କ'ଣ ଘଟିଛି, ତାହା ତାଙ୍କୁ ଜଣାଇଲେ। ତେଣୁ ଦାଉଦ ତାଙ୍କର ଲୋକମାନଙ୍କ ନିକଟକୁ ଏହି ବାର୍ତ୍ତା ପଠାଇ କହିଲେ, ତୁମ୍ଭର ଦାଢ଼ି ଆଉ ଥରେ ବଢ଼ିବା ପର୍ୟ୍ଯନ୍ତ ଯିରୀହାେ ସହର ରେ ରୁହ। ଏହାପରେ ତୁମ୍ଭେ ଗୃହକୁ ଫରେିଆସିବ।

ଦିତୀୟ ବଂଶାବଳୀ 30:15
ଏହାପରେ ସମାନେେ ଦ୍ବିତୀୟ ମାସର ଚତୁର୍ଦ୍ଦଶତମ ଦିନ ରେ ନିସ୍ତାରପର୍ବର ମଷେଶାବକଙ୍କୁ ହତ୍ଯା କଲେ। ଯାଜକମାନେ ଓ ଲବେୀୟମାନେ ଲଜ୍ଜିତ ହେଲେ। ସମାନେେ ପବିତ୍ର ସବୋକାର୍ୟ୍ଯ ନିମନ୍ତେ ନିଜକୁ ପ୍ରସ୍ତୁତ କଲେ। ଯାଜକ ଓ ଲବେୀୟମାନେ ସଦାପ୍ରଭୁଙ୍କ ମନ୍ଦିରକୁ ହାମବେଳି ଉପହାର ଆଣିଲେ।

Occurences : 38

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்