James 5
7 ଭାଇ ଓ ଭଉଣୀମାନେ, ର୍ଧୈୟ୍ଯ ରଖ, ପ୍ରଭୁ ଯୀଶୁ ଆସିବେ। ସହେି ସମୟ ପର୍ୟ୍ଯନ୍ତ ର୍ଧୈୟ୍ଯ ଧରି ରୁହ।
8 ଚାଷୀ ଯେପରି ନିଜ କ୍ଷତରେ ମୂଲ୍ଯବାନ ଶସ୍ଯ ବଢ଼ି ଉଠିବାକୁ ର୍ଧୈୟ୍ଯର ସହିତ ଆଶାରଖି, ଆରମ୍ଭ ଓ ଶଷେ ବର୍ଷା ପଡ଼ିବା ପର୍ୟ୍ଯନ୍ତ ର୍ଧୈୟ୍ଯର ସହିତ ଅପେକ୍ଷା କରେ, ତୁମ୍ଭମାନେେ ସହେିଭଳି ର୍ଧୈୟ୍ଯଶୀଳ ହବୋ ଉଚିତ୍। ନିଜର ଆଶା ଛାଡ଼ି ଦିଅ ନାହିଁ। ପ୍ରଭୁ ଯୀଶୁ ଶୀଘ୍ର ଆସୁଛନ୍ତି।
9 ଭାଇ ଓ ଭଉଣୀମାନେ, ପରସ୍ପର ବିରୁଦ୍ଧ ରେ ଅଭିଯୋଗ କର ନାହିଁ। ତୁମ୍ଭେ ଅଭିଯୋଗ କରିବା ବନ୍ଦ ନ କଲେ, ନିଜେ ଦୋଷୀ ବୋଲି ବିଚାରିତ ହବେ। ବିଚାରପତି ଆସିବାକୁ ପ୍ରସ୍ତୁତ ଅଛନ୍ତି।
10 ଭାଇ ଓ ଭଉଣୀମାନେ, ପ୍ରଭୁଙ୍କ ପାଇଁ ଭାବବାଣୀ କହିଥିବା ଭାବବାଦୀମାନଙ୍କ ଉଦାହରଣ ଅନୁସରଣ କର। ସମାନେେ ଅନକେ ଯାତନା ସହି ଥିଲେ ହେଁ ର୍ଧୈୟ୍ଯବାନ ଥିଲେ।
11 ଆମ୍ଭେ କହୁଛୁ ଯେ, ଯେଉଁମାନେ ସମାନଙ୍କେର ଅସୁବିଧାଗୁଡ଼ିକୁ ର୍ଧୈୟ୍ଯର ସହିତ ଗ୍ରହଣ କଲେ, ସମାନେେ ବର୍ତ୍ତମାନ ଖୁସି ରେ ଅଛନ୍ତି। ତୁମ୍ଭମାନେେ ଆୟୁବଙ୍କର ର୍ଧୈୟ୍ଯ336 କଥା ଶୁଣିଛ। ତୁମ୍ଭେ ଜାଣିଛ ଯେ, ଆୟୁବ ସବୁ କଷ୍ଟରୁ ଉତ୍ତୀର୍ଣ୍ଣ ହାଇେ ସାରିଲା ପରେ ପରମେଶ୍ବର ତାହାଙ୍କୁ ସାହାୟ୍ଯ କରିଥିଲେ। ଏହା ଦର୍ଶାଏ ଯେ, ପ୍ରଭୁ କରୁଣା ରେ ପୂର୍ଣ୍ଣ ଓ ଦୟାଳୁ ଅଟନ୍ତି।
7 Be patient therefore, brethren, unto the coming of the Lord. Behold, the husbandman waiteth for the precious fruit of the earth, and hath long patience for it, until he receive the early and latter rain.
8 Be ye also patient; stablish your hearts: for the coming of the Lord draweth nigh.
9 Grudge not one against another, brethren, lest ye be condemned: behold, the judge standeth before the door.
10 Take, my brethren, the prophets, who have spoken in the name of the Lord, for an example of suffering affliction, and of patience.
11 Behold, we count them happy which endure. Ye have heard of the patience of Job, and have seen the end of the Lord; that the Lord is very pitiful, and of tender mercy.
James 5 in Tamil and English
7 ଭାଇ ଓ ଭଉଣୀମାନେ, ର୍ଧୈୟ୍ଯ ରଖ, ପ୍ରଭୁ ଯୀଶୁ ଆସିବେ। ସହେି ସମୟ ପର୍ୟ୍ଯନ୍ତ ର୍ଧୈୟ୍ଯ ଧରି ରୁହ।
Be patient therefore, brethren, unto the coming of the Lord. Behold, the husbandman waiteth for the precious fruit of the earth, and hath long patience for it, until he receive the early and latter rain.
8 ଚାଷୀ ଯେପରି ନିଜ କ୍ଷତରେ ମୂଲ୍ଯବାନ ଶସ୍ଯ ବଢ଼ି ଉଠିବାକୁ ର୍ଧୈୟ୍ଯର ସହିତ ଆଶାରଖି, ଆରମ୍ଭ ଓ ଶଷେ ବର୍ଷା ପଡ଼ିବା ପର୍ୟ୍ଯନ୍ତ ର୍ଧୈୟ୍ଯର ସହିତ ଅପେକ୍ଷା କରେ, ତୁମ୍ଭମାନେେ ସହେିଭଳି ର୍ଧୈୟ୍ଯଶୀଳ ହବୋ ଉଚିତ୍। ନିଜର ଆଶା ଛାଡ଼ି ଦିଅ ନାହିଁ। ପ୍ରଭୁ ଯୀଶୁ ଶୀଘ୍ର ଆସୁଛନ୍ତି।
Be ye also patient; stablish your hearts: for the coming of the Lord draweth nigh.
9 ଭାଇ ଓ ଭଉଣୀମାନେ, ପରସ୍ପର ବିରୁଦ୍ଧ ରେ ଅଭିଯୋଗ କର ନାହିଁ। ତୁମ୍ଭେ ଅଭିଯୋଗ କରିବା ବନ୍ଦ ନ କଲେ, ନିଜେ ଦୋଷୀ ବୋଲି ବିଚାରିତ ହବେ। ବିଚାରପତି ଆସିବାକୁ ପ୍ରସ୍ତୁତ ଅଛନ୍ତି।
Grudge not one against another, brethren, lest ye be condemned: behold, the judge standeth before the door.
10 ଭାଇ ଓ ଭଉଣୀମାନେ, ପ୍ରଭୁଙ୍କ ପାଇଁ ଭାବବାଣୀ କହିଥିବା ଭାବବାଦୀମାନଙ୍କ ଉଦାହରଣ ଅନୁସରଣ କର। ସମାନେେ ଅନକେ ଯାତନା ସହି ଥିଲେ ହେଁ ର୍ଧୈୟ୍ଯବାନ ଥିଲେ।
Take, my brethren, the prophets, who have spoken in the name of the Lord, for an example of suffering affliction, and of patience.
11 ଆମ୍ଭେ କହୁଛୁ ଯେ, ଯେଉଁମାନେ ସମାନଙ୍କେର ଅସୁବିଧାଗୁଡ଼ିକୁ ର୍ଧୈୟ୍ଯର ସହିତ ଗ୍ରହଣ କଲେ, ସମାନେେ ବର୍ତ୍ତମାନ ଖୁସି ରେ ଅଛନ୍ତି। ତୁମ୍ଭମାନେେ ଆୟୁବଙ୍କର ର୍ଧୈୟ୍ଯ336 କଥା ଶୁଣିଛ। ତୁମ୍ଭେ ଜାଣିଛ ଯେ, ଆୟୁବ ସବୁ କଷ୍ଟରୁ ଉତ୍ତୀର୍ଣ୍ଣ ହାଇେ ସାରିଲା ପରେ ପରମେଶ୍ବର ତାହାଙ୍କୁ ସାହାୟ୍ଯ କରିଥିଲେ। ଏହା ଦର୍ଶାଏ ଯେ, ପ୍ରଭୁ କରୁଣା ରେ ପୂର୍ଣ୍ଣ ଓ ଦୟାଳୁ ଅଟନ୍ତି।
Behold, we count them happy which endure. Ye have heard of the patience of Job, and have seen the end of the Lord; that the Lord is very pitiful, and of tender mercy.