James 4:3 ବା ଯେତବେେଳେ ତୁମ୍ଭେ ମାଗ, ତାହା ପାଅ ନାହିଁ। କାହିଁକି ? କାରଣ ଯେଉଁ କାରଣରୁ ତୁମ୍ଭେ ମାଗ, ତାହା ଭୁଲ ଥାଏ। ତୁମ୍ଭେ ନିଜର ଅଭିଳାଷ ପାଇଁ ଯେପରି ସଗେୁଡ଼ିକୁ ବ୍ଯବହାର କରିପାର, ସେଥିପାଇଁ ସହେିସବୁ ମାଗିଥାଅ।
James 4:3 in Other Translations
King James Version (KJV) Ye ask, and receive not, because ye ask amiss, that ye may consume it upon your lusts.
American Standard Version (ASV) Ye ask, and receive not, because ye ask amiss, that ye may spend `it' in your pleasures.
Bible in Basic English (BBE) You make your request but you do not get it, because your request has been wrongly made, desiring the thing only so that you may make use of it for your pleasure.
Darby English Bible (DBY) Ye ask and receive not, because ye ask evilly, that ye may consume [it] in your pleasures.
World English Bible (WEB) You ask, and don't receive, because you ask with wrong motives, so that you may spend it for your pleasures.
Young's Literal Translation (YLT) ye ask, and ye receive not, because evilly ye ask, that in your pleasures ye may spend `it'.
Read Full Chapter :
James 4
Cross Reference
ଯୋହନଙ୍କ ପ୍ରଥମ ପତ୍ର 5:14
ଆମ୍ଭେ ନିଃସନ୍ଦହେ ରେ ତାହାଙ୍କ ନିକଟକୁ ଆସିବା କାରଣ ତାହାଙ୍କଠା ରେ ଆମ୍ଭର ଏହି ଭରସା ଅଛି ଯେ ଯେତବେେଳେ ଆମ୍ଭେ ତାହାଙ୍କ ଇଚ୍ଛା ଅନୁଯାଯୀ ତାହାଙ୍କ କୌଣସି ବିଷୟ ମାଗୁ ସେ ଆମ୍ଭର ପ୍ରାର୍ଥନା ଶୁଣନ୍ତି।
ଯୋହନଙ୍କ ପ୍ରଥମ ପତ୍ର 3:22
ଆମ୍ଭେ ଯାହା ତାହାଙ୍କଠାରୁ ମାଗୁ, ଆମ୍ଭେ ତାହାଙ୍କଠାରୁ ପାଇଥାଉ। ଆମ୍ଭେ ତାଙ୍କ ଆଦେଶ ପାଳନ କରୁ ଏବଂ ଆମ୍ଭେ ସହେି କାମଗୁଡ଼ିକ କରୁ, ଯାହା ତାହାଙ୍କୁ ସନ୍ତୁଷ୍ଟ କରେ।
ଗୀତସଂହିତା 18:41
ମାରେ ଶତ୍ରୁମାନେ ସାହାୟ୍ଯ ପାଇଁ ଚିତ୍କାର କଲେ, କିନ୍ତୁ କହେି ସମାନଙ୍କେୁ ରକ୍ଷା କରିବାକୁ ଆଗଇେ ଆସି ନ ଥଲେ। ସମାନେେ ସଦାପ୍ରଭୁଙ୍କୁ ମଧ୍ଯ ଡାକିଲେ କିନ୍ତୁ ସେ ସମାନଙ୍କେୁ ଉତ୍ତର ଦେଲେ ନାହିଁ।
ହିତୋପଦେଶ 1:28
ଯେତବେେଳେ ଏହିସବୁ ଘଟିବ, ତୁମ୍ଭମାନେେ ମାରେ ସାହାୟ୍ଯ ଲୋଡ଼ିବ। କିନ୍ତୁ ମୁଁ ତୁମ୍ଭକୁ ସାହାୟ୍ଯ କରିବି ନାହିଁ। ତୁମ୍ଭମାନେ ମାେତେ ଖାଜେିବ। କିନ୍ତୁ ତୁମ୍ଭମାନେେ ମାେତେ ପାଇବ ନାହିଁ।
ହିତୋପଦେଶ 15:8
ଦୁଷ୍ଟମାନଙ୍କ ବଳିଦାନ ସଦାପ୍ରଭୁଙ୍କଠା ରେ ଘୃଣାର ବିଷଯ ଅଟେ। ମାତ୍ର ସରଳ ଲୋକଙ୍କର ପ୍ରାର୍ଥନାକୁ ସେ ଗ୍ରହଣ କରନ୍ତି।
ହିତୋପଦେଶ 21:13
ଯେଉଁ ଲୋକ ଦୁଃଖୀ ଦରିଦ୍ରର ଡ଼ାକ ଶୁଣେ ନାହିଁ, ସେ ମଧ୍ଯ ଆପେ ଡ଼ାକିବ। କିନ୍ତୁ ଉତ୍ତର ପାଇବ ନାହିଁ।
ହିତୋପଦେଶ 21:27
ଦୁଷ୍ଟମାନଙ୍କର ବଳିଦାନ ଘୃଣାର ବିଷଯ, ମାତ୍ର ସେ କୁଅଭିପ୍ରାଯ ରେ ତାହା କଲେ ବହୁତ ଘୃଣିତ ହୁଏ।
ଯିଶାଇୟ 1:15
ତୁମ୍ଭମାନେେ ସବୁ ହସ୍ତ ପ୍ରସାରଣ କରି ମାେତେ ପ୍ରାର୍ଥନା କରିବ, ମାତ୍ର ମୁଁ ବିମୁଖ ହାଇେ ଚକ୍ଷୁ ଆଚ୍ଛାଦିତ କରିବି। ତୁମ୍ଭମାନେେ ସବୁ ଅନକେ ପ୍ରାର୍ଥନା କରିବ, ମାତ୍ର ମୁଁ ତାହା ଶୁଣିବି ନାହିଁ। କାରଣ ତୁମ୍ଭମାନଙ୍କର ହସ୍ତ ରକ୍ତ ରେ ପରିପୂର୍ଣ୍ଣ।
ଯିରିମିୟ 11:11
ଏଣୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ ଆମ୍ଭେ ସମାନଙ୍କେ ପ୍ରତି ଅମଙ୍ଗଳ ଘଟାଇବା। ସମାନେେ ସେଥିରୁ ରକ୍ଷା ପାଇପାରିବେ ନାହିଁ। ସମାନେେ ସାହାୟ୍ଯ ପାଇଁ ଆର୍ତ୍ତ ଚିତ୍କାର କଲେ ମଧ୍ଯ ଆମ୍ଭେ ସମାନଙ୍କେର କଥା ଶୁଣିବା ନାହିଁ।
ଯିରିମିୟ 11:14
ତେଣୁ ଯେ ଯିରିମିୟ, ତୁମ୍ଭେ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କର ନାହିଁ। କାରଣ ସମାନେେ ଦୁଃଖ ଭୋଗିଲାବେଳେ ଆର୍ତ୍ତସ୍ବର ରେ ସାହାୟ୍ଯ ଭିକ୍ଷା କରିବେ। ମାତ୍ର ଆମ୍ଭେ ସମାନଙ୍କେର କଥା ଶୁଣିବା ନାହିଁ।
ଯିରିମିୟ 14:12
ଯିହୁଦା ନିବାସୀ ଉପବାସ କରି କାତର ପ୍ରାର୍ଥନା କରିବେ। ମାତ୍ର ଆମ୍ଭେ ସମାନଙ୍କେର ପ୍ରାର୍ଥନା ଶୁଣିବା ନାହିଁ। ସମାନେେ ହାମବେଳି ଓ ଶସ୍ଯ ନବୈେଦ୍ଯ ଉତ୍ସର୍ଗ କଲେ ବି ଆମ୍ଭେ ତାହା ଗ୍ରହଣ କରିବା ନାହିଁ। କିନ୍ତୁ ଆମ୍ଭେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ବାରା ସମାନଙ୍କେୁ ସଂହାର କରିବା।
ଯିଖରିୟ 7:13
ଯେତବେଳେ ସମାନଙ୍କେୁ ସେ ଡାକିଲେ, ସମାନେେ ଶୁଣିଲେ ନାହିଁ। ସେଥିପାଇଁ ସମାନେେ ଯେତବେେଳେ ଆମ୍ଭକୁ ଡାକିବେ ଆମ୍ଭେ ମଧ୍ଯ ଶୁଣିବା ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହିକଥା କହନ୍ତି।
ମାଥିଉଲିଖିତ ସୁସମାଚାର 20:22
ଯୀଶୁ ଉତ୍ତର ଦେଲେ, ତୁମ୍ଭେ କ'ଣ ମାଗୁଛ, ସେ କଥା ତୁମ୍ଭେ ଜାଣି ପାରୁନାହଁ। ଯେଉଁଭଳି ଯାତନା ମୁଁ ଭୋଗ କରିବାକୁ ଯାଉଛି, ତାହା କ'ଣ ତୁମ୍ଭେ ଭୋଗ କରି ପାରିବ?
ମାର୍କଲିଖିତ ସୁସମାଚାର 10:38
ଯୀଶୁ କହିଲେ, ତୁମ୍ଭେ କ'ଣ ମାଗୁଛ, ତାହା ତୁମ୍ଭେ ଜାଣି ପାରୁନାହଁ। ମୁଁ ଯେଉଁ ଯାତନା ଭୋଗ କରିବି, ତୁମ୍ଭେ ମଧ୍ଯ କ'ଣ ସହେି ଭଳି ଯାତନା ଭୋଗ କରି ପାରିବ? ମୁଁ ଯେଉଁ ଭଳି ବାପ୍ତିଜିତ ହବେି, ତୁମ୍ଭେ କ'ଣ ସହେିଭଳି ବାପ୍ତିଜିତ ହାଇେ ପାରିବ?
ଲୂକଲିଖିତ ସୁସମାଚାର 15:13
ଅଳ୍ପ ଦିନ ପରେ ସାନପୁଅ ତା' ଭାଗର ସବୁ ସମ୍ପତ୍ତିତକ ସଂଗ୍ରହ କରି ଗୋଟିଏ ଦୂର ଦେଶକୁ ଚାଲିଗଲା। ସଠାେରେ ସେ ଗୋଟିଏ ମୂର୍ଖ ଭଳି ଜୀବନଯାପନ କରି ସବୁ ଧନ ସମ୍ପତ୍ତି ଉଡଇେ ଦଲୋ।
ଲୂକଲିଖିତ ସୁସମାଚାର 16:1
ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ଜଣେ ଧନୀ ଲୋକ ଥିଲେ। ସେ ତାହାଙ୍କ ସମ୍ପତ୍ତିର ବୁଝାସୁଝା କରିବା ପାଇଁ ଗୁମାସ୍ତାଟିଏ ରଖିଲେ। ପରେ ଧନୀ ଲୋକ ଜଣକ ଅଭିଯୋଗ ପାଇଲେ ଯେ, ଗୁମାସ୍ତା ତାହାଙ୍କୁ ଠକୁଥିଲା।
ଯାକୁବଙ୍କ ପତ୍ 1:6
କିନ୍ତୁ ତୁମ୍ଭେ ଯେତବେେଳେ ପରମେଶ୍ବରଙ୍କୁ ମାଗିଥାଅ, ସେତବେେଳେ ତୁମ୍ଭକୁ ବିଶ୍ବାସ କରିବାକୁ ପଡ଼ିବ। ପରମେଶ୍ବରଙ୍କୁ ସନ୍ଦହେ କର ନାହିଁ। ସନ୍ଦହେୀ ଲୋକ ସମୁଦ୍ରର ଢ଼େଉ ଭଳି। ପବନ ଢ଼େଉକୁ ଉପରକୁ ଉଠାଏ ଓ ତଳକୁ ପକାଏ, ସନ୍ଦହେୀ ଲୋକ ସହେି ଢ଼େଉ ଭଳି।
ଯାକୁବଙ୍କ ପତ୍ 4:1
ପରମେଶ୍ବରଙ୍କଠା ରେ ସମର୍ପିତ ହୁଅ ତୁମ୍ଭେ କ'ଣ ଜାଣିଛ କି ତୁମ୍ଭମାନଙ୍କ ଭିତ ରେ ଝଗଡ଼ା ଓ ୟୁକ୍ତିତର୍କ କାହିଁକି ହୁଏ ? ତୁମ୍ଭର ଝଗଡ଼ା ଓ ୟୁକ୍ତିତର୍କ ସ୍ବାର୍ଥପର ଇଚ୍ଛାରୁ ଆ ସେ ଓ ତୁମ୍ଭ୍ ମଧିଅରେ ବିବାଦ ସୃଷ୍ଟି କରିଥାଏ ?
ମୀଖା 3:4
ତେଣୁ ତୁମ୍ଭମାନେେ ଯେତବେେଳେ ସଦାପ୍ରଭୁଙ୍କୁ ନିବଦନେ କରିବ, କିନ୍ତୁ ସେ କୌଣସି ଉତ୍ତର ଦବେେ ନାହିଁ। ଆଉ ମଧ୍ଯ ତୁମ୍ଭମାନେେ ଦୁଷ୍କର୍ମ କରିଥିବାରୁ ସଦାପ୍ରଭୁ ତୁମ୍ଭମାନଙ୍କୁ ତାଙ୍କର ମୁହଁ ଲୁଗ୍ଭଇବେ।
ଆୟୁବ ପୁସ୍ତକ 27:8
ପରମେଶ୍ବରଙ୍କଠା ରେ ଆସ୍ଥା ବିହୀନ ବ୍ଯକ୍ତି ମୃତ୍ଯୁ ସମୟରେ କ'ଣ ଆଶା କରିବ ? ଯେତବେେଳେ ପରମେଶ୍ବର ତା'ର ପ୍ରାଣ ନିଅନ୍ତି, ସହେି ଲୋକର କୌଣସି ଆଶା ନ ଥାଏ।
ଗୀତସଂହିତା 66:18
ମୁଁ ୟବେେ ମାରେ ମନ ମଧ୍ୟରେ ଅଧର୍ମକୁ ଆଦର କରେ। ତବେେ ମାରେ ପ୍ରଭୁ ମାରେ କଥା ଶୁଣିବେ ନାହିଁ।
ଆୟୁବ ପୁସ୍ତକ 35:12
କିମ୍ବା ଯଦି ସହେି ମନ୍ଦ ଲୋକମାନେ ପରମେଶ୍ବରଙ୍କ ସାହାୟ୍ଯ କାମନା କରନ୍ତି, ତବେେ ପରମେଶ୍ବର ସମାନଙ୍କେୁ ଉତ୍ତର ଦବେେ ନାହିଁ। କାହିଁକି ? କାରଣ ସହେି ଲୋକମାନେ ଅତ୍ଯଧିକ ଗର୍ବୀ। ସମାନେେ ତଥାପି ଭାବନ୍ତି ସମାନଙ୍କେ ଗୁରୁତ୍ବ ଅତ୍ଯଧିକ।