Isaiah 40

fullscreen1 ତୁମ୍ଭର ପରମେଶ୍ବର ଏହା କୁହନ୍ତି, ମାେ ଲୋକମାନଙ୍କୁ ସାନ୍ତ୍ବନା ଦିଅ, ସାନ୍ତ୍ବନା ଦିଅ।

fullscreen2 ତୁମ୍ଭମାନେେ ୟିରୁଶାଲମକୁ ଦୟାପୂର୍ଣ୍ଣ ମଧୁର ବାକ୍ଯ କୁହ। ତାହାର ସଂଗ୍ରାମ ଶଷେ ହାଇେଛି ଓ ତାହାର ପାପକୁ କ୍ଷମା କରାୟାଇଛି।' ସେ ନିଜର ପାପପାଇଁ ସଦାପ୍ରଭୁଙ୍କଠାରୁ ଦୁଇଗୁଣ ଦଣ୍ଡ ପାଇଅଛି ବୋଲି ପ୍ରଚାର କର।

fullscreen3 ଏକ ବ୍ଯକ୍ତିର ଉଚ୍ଚସ୍ବର ଶୁଣ, ତୁମ୍ଭମାନେେ ପ୍ରାନ୍ତର ରେ ସଦାପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର। ମରୁଭୂମିରେ ଆମ୍ଭମାନଙ୍କ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଏକ ରାଜପଥ ସଳଖ ଓ ଚିକ୍କଣ କର।

fullscreen4 ସମସ୍ତ ଉପତ୍ୟକାକୁ ପୂର୍ଣ୍ଣ କରି ଉଚ୍ଚ କର, ପର୍ବତ ଓ ଉପପର୍ବତଗୁଡ଼ିକୁ ସମାନ କର। ବକ୍ର ରାସ୍ତାକୁ ସଳଖ କର ଓ ରଗଡ଼ା ସ୍ଥାନଗୁଡ଼ିକୁ ମସୃଣ କର।

fullscreen5 ତାହା ହେଲେ ସଦାପ୍ରଭୁଙ୍କ ମହିମା ପ୍ରକାଶିତ ହବେ। ସମସ୍ତ ମାନବ ସମାଜ ସଦାପ୍ରଭୁଙ୍କ ଗୌରବ ଦେଖିବେ। କାରଣ ସଦାପ୍ରଭୁ ନିଜେ ଏହା କହିଛନ୍ତି।'

fullscreen6 ପୁଣି ଏକ ସ୍ବର ଶୁଣାଗଲା, ପ୍ରଚାର କର।' ଜଣେ ବ୍ଯକ୍ତି କହିଲା, କ'ଣ ପ୍ରଚାର କରିବା? ସେ ସ୍ବରଟି କହିଲା, ମନୁଷ୍ଯ ଚିରଦିନ ପାଇଁ ବଞ୍ଚିବ ନାହିଁ। ସମାନେେ ତୃଣତୁଲ୍ଯ ଓ ସମାନଙ୍କେର ସମସ୍ତ ଶୋଭା କ୍ଷେତ୍ରସ୍ଥ ପୁଷ୍ପ ତୁଲ୍ଯ।

fullscreen7 ତୃଣ ଶୁଷ୍କ ହୁଏ ଓ ପୁଷ୍ପ ମ୍ଲାନ ହୁଏ। କାରଣ ତାହା ଉପ ରେ ସଦାପ୍ରଭୁଙ୍କର ଶ୍ବାସବାଯୁ ବ ହେ। ତେଣୁ ଲୋକମାନେ ନିଶ୍ଚତ ତୃଣ ସ୍ବରୂପ।

fullscreen8 ତୃଣ ସିନା ଶୁଷ୍କ ହୁଏ ଓ ପୁଷ୍ପ ସିନା ମଳିନ ହୁଏ, ମାତ୍ର ଆମ୍ଭମାନଙ୍କ ପରମେଶ୍ବରଙ୍କ ବାକ୍ଯ ଅନନ୍ତକାଳସ୍ତାଯୀ।'

1 Comfort ye, comfort ye my people, saith your God.

2 Speak ye comfortably to Jerusalem, and cry unto her, that her warfare is accomplished, that her iniquity is pardoned: for she hath received of the Lord’s hand double for all her sins.

3 The voice of him that crieth in the wilderness, Prepare ye the way of the Lord, make straight in the desert a highway for our God.

4 Every valley shall be exalted, and every mountain and hill shall be made low: and the crooked shall be made straight, and the rough places plain:

5 And the glory of the Lord shall be revealed, and all flesh shall see it together: for the mouth of the Lord hath spoken it.

6 The voice said, Cry. And he said, What shall I cry? All flesh is grass, and all the goodliness thereof is as the flower of the field:

7 The grass withereth, the flower fadeth: because the spirit of the Lord bloweth upon it: surely the people is grass.

8 The grass withereth, the flower fadeth: but the word of our God shall stand for ever.

Isaiah 40 in Tamil and English

1 ତୁମ୍ଭର ପରମେଶ୍ବର ଏହା କୁହନ୍ତି, ମାେ ଲୋକମାନଙ୍କୁ ସାନ୍ତ୍ବନା ଦିଅ, ସାନ୍ତ୍ବନା ଦିଅ।
Comfort ye, comfort ye my people, saith your God.

2 ତୁମ୍ଭମାନେେ ୟିରୁଶାଲମକୁ ଦୟାପୂର୍ଣ୍ଣ ମଧୁର ବାକ୍ଯ କୁହ। ତାହାର ସଂଗ୍ରାମ ଶଷେ ହାଇେଛି ଓ ତାହାର ପାପକୁ କ୍ଷମା କରାୟାଇଛି।' ସେ ନିଜର ପାପପାଇଁ ସଦାପ୍ରଭୁଙ୍କଠାରୁ ଦୁଇଗୁଣ ଦଣ୍ଡ ପାଇଅଛି ବୋଲି ପ୍ରଚାର କର।
Speak ye comfortably to Jerusalem, and cry unto her, that her warfare is accomplished, that her iniquity is pardoned: for she hath received of the Lord’s hand double for all her sins.

3 ଏକ ବ୍ଯକ୍ତିର ଉଚ୍ଚସ୍ବର ଶୁଣ, ତୁମ୍ଭମାନେେ ପ୍ରାନ୍ତର ରେ ସଦାପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର। ମରୁଭୂମିରେ ଆମ୍ଭମାନଙ୍କ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଏକ ରାଜପଥ ସଳଖ ଓ ଚିକ୍କଣ କର।
The voice of him that crieth in the wilderness, Prepare ye the way of the Lord, make straight in the desert a highway for our God.

4 ସମସ୍ତ ଉପତ୍ୟକାକୁ ପୂର୍ଣ୍ଣ କରି ଉଚ୍ଚ କର, ପର୍ବତ ଓ ଉପପର୍ବତଗୁଡ଼ିକୁ ସମାନ କର। ବକ୍ର ରାସ୍ତାକୁ ସଳଖ କର ଓ ରଗଡ଼ା ସ୍ଥାନଗୁଡ଼ିକୁ ମସୃଣ କର।
Every valley shall be exalted, and every mountain and hill shall be made low: and the crooked shall be made straight, and the rough places plain:

5 ତାହା ହେଲେ ସଦାପ୍ରଭୁଙ୍କ ମହିମା ପ୍ରକାଶିତ ହବେ। ସମସ୍ତ ମାନବ ସମାଜ ସଦାପ୍ରଭୁଙ୍କ ଗୌରବ ଦେଖିବେ। କାରଣ ସଦାପ୍ରଭୁ ନିଜେ ଏହା କହିଛନ୍ତି।'
And the glory of the Lord shall be revealed, and all flesh shall see it together: for the mouth of the Lord hath spoken it.

6 ପୁଣି ଏକ ସ୍ବର ଶୁଣାଗଲା, ପ୍ରଚାର କର।' ଜଣେ ବ୍ଯକ୍ତି କହିଲା, କ'ଣ ପ୍ରଚାର କରିବା? ସେ ସ୍ବରଟି କହିଲା, ମନୁଷ୍ଯ ଚିରଦିନ ପାଇଁ ବଞ୍ଚିବ ନାହିଁ। ସମାନେେ ତୃଣତୁଲ୍ଯ ଓ ସମାନଙ୍କେର ସମସ୍ତ ଶୋଭା କ୍ଷେତ୍ରସ୍ଥ ପୁଷ୍ପ ତୁଲ୍ଯ।
The voice said, Cry. And he said, What shall I cry? All flesh is grass, and all the goodliness thereof is as the flower of the field:

7 ତୃଣ ଶୁଷ୍କ ହୁଏ ଓ ପୁଷ୍ପ ମ୍ଲାନ ହୁଏ। କାରଣ ତାହା ଉପ ରେ ସଦାପ୍ରଭୁଙ୍କର ଶ୍ବାସବାଯୁ ବ ହେ। ତେଣୁ ଲୋକମାନେ ନିଶ୍ଚତ ତୃଣ ସ୍ବରୂପ।
The grass withereth, the flower fadeth: because the spirit of the Lord bloweth upon it: surely the people is grass.

8 ତୃଣ ସିନା ଶୁଷ୍କ ହୁଏ ଓ ପୁଷ୍ପ ସିନା ମଳିନ ହୁଏ, ମାତ୍ର ଆମ୍ଭମାନଙ୍କ ପରମେଶ୍ବରଙ୍କ ବାକ୍ଯ ଅନନ୍ତକାଳସ୍ତାଯୀ।'
The grass withereth, the flower fadeth: but the word of our God shall stand for ever.