Isaiah 37

fullscreen21 ତା'ପ ରେ ଆମାେସଙ୍କ ପୁତ୍ର ଯିଶାଇୟ ହିଜକିଯ ନିକଟକୁ ଏହି ବାର୍ତ୍ତା କହି ପଠାଇଲେ। ସେ କହିଲେ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କୁହନ୍ତି, 'ତୁମ୍ଭେ ଅଶୂରର ରାଜା ସନ୍ ହରେୀବ ବିରୁଦ୍ଧ ରେ ଆମ୍ଭ ନିକଟରେ ପ୍ରାର୍ଥନା କର।'

fullscreen22 ସନ୍ ହରେୀବ ବିଷଯ ରେ ସଦାପ୍ରଭୁ ଏହିକଥା କୁହନ୍ତି, ସିୟୋନର କୁଆଁରୀକନ୍ଯା ତୁମ୍ଭକୁ ତୁଚ୍ଛ କରିଛି ଓ ତୁମ୍ଭକୁ ପରିହାସ କରିଛି। ୟିରୁଶାଲମର କନ୍ଯା ତୁମ୍ଭକୁ ହୀନ ଦୃଷ୍ଟି ରେ ଦେଖିଛି।

fullscreen23 ମାତ୍ର ତୁମ୍ଭେ କାହାକୁ ଅପମାନିତ ଓ ନିନ୍ଦା କରିଛ ? କାହା ବିରୁଦ୍ଧ ରେ ତୁମ୍ଭେ ନିଜର ଅଭିଯୋଗ ବାଢ଼ିଛ ? ପୁଣି ଗର୍ବ ରେ ଦୃଷ୍ଟି ଉର୍ଦ୍ଧ୍ବକୁ କରିଅଛ। ଏସବୁ ଇଶ୍ରାୟେଲ ପବିତ୍ର ସ୍ବରୂପ ବିରୁଦ୍ଧ ରେ ନୁହେଁ କି ?

fullscreen24 ତୁମ୍ଭେ ତୁମ୍ଭର ଦାସମାନଙ୍କ ଦ୍ବାରା ମାରେ ପ୍ରଭୁ ସଦାପ୍ରଭୁଙ୍କୁ ଲାଞ୍ଚିତ କରିଅଛ। ତୁମ୍ଭେ କହିଛ, ମୁଁ ଅତି ଶକ୍ତିଶାଳୀ ଓ ମାରେ ଅପାର ରଥ ସାହାୟ୍ଯ ରେ ମୁଁ ଲିବାନୋନକୁ ପରାସ୍ତ କରିଛି, ତାହାର ଉଚ୍ଚତମ ପର୍ବତ ଶିଖରକୁ ଉଠିଅଛି, ତା'ର ଏରସ ଓ ଦବଦୋରୁ ବୃକ୍ଷସବୁ କାଟି ପକାଇଛି। ପୁଣି ତା'ର ଦୂରବର୍ତ୍ତୀ ଉଚ୍ଚସ୍ଥାନ ରେ ଓ ଫଳପୂର୍ଣ୍ଣ ନିବିଡ଼ ଅରଣ୍ଯ ରେ ପ୍ରବେଶ କରିଛୁ।

fullscreen25 ଆମ୍ଭେ କୂପ ଖାେଳି ଜଳପାନ କରିଅଛୁ। ପୁଣି ମିଶରର ନଦୀସବୁକୁ ଶୁଷ୍କ କରାଇ ତା ଉପ ରେ ପଦଚାରଣା କରିଅଛୁ।'

fullscreen26 ଏସବୁ ତୁମ୍ଭେ ସିନା କହିଲ, ମାତ୍ର ତୁମ୍ଭେ କ'ଣ ଶୁଣି ନାହଁ, ବହୁକାଳ ପୂର୍ବରୁ ଏହା ନିରୂପଣ ଓ ସ୍ଥିର କରିଅଛୁ ? ତୁମ୍ଭେ ପ୍ରାଚୀର ବେଷ୍ଟିତ ନଗରଗୁଡ଼ିକୁ ଧ୍ବଂସ କରି ଢ଼ିପି କରିବ, ଏହା ଆମ୍ଭେ ଏବେ ସଫଳ କରିଅଛୁଁ।

fullscreen27 ଏଣୁ ସହେି ନଗର ବାସିନ୍ଦା ଅଳ୍ପଶକ୍ତି ବିଶିଷ୍ଟ ହେଲେ। ସମାନେେ ହତାଶ ଓ ବିଭ୍ରାନ୍ତ ହେଲେ। ସମାନେେ କ୍ଷେତ୍ରର ଘାସ ଓ ନବୀନ ତୃଣ କର୍ତ୍ତନ ସଦୃଶ, ଗୃହ ଛାତର ଉପରିସ୍ଥ ଘାସ ଓ ଅପକ୍ବ ଶସ୍ଯକ୍ଷେତ୍ର ତୁଲ୍ଯ ହେଲେ।

fullscreen28 ମାତ୍ର ତୁମ୍ଭେ କବେେ ଉଠିବ, ବସିବ, ବାହାରକୁ ୟିବ, ଭିତରକୁ ଆସିବ, ପୁଣି ଆମ୍ଭ ବିରୁଦ୍ଧ ରେ ୟୁଦ୍ଧ କରିବ, ଏସବୁ ଆମ୍ଭେ ଜାଣୁ।

fullscreen29 ହଁ, ତୁମ୍ଭେ ଆମ୍ଭ ବିରୁଦ୍ଧ ରେ କୋର୍ଧ କରିଅଛ ଓ ତୁମ୍ଭର ଦମ୍ଭ ଓ ଗର୍ବିତ କଥା ଆମ୍ଭର କର୍ଣ୍ଣଗୋଚର ହାଇେଅଛି। ଏଣୁ ଆମ୍ଭେ ତୁମ୍ଭ ନାକରେ ଅଙ୍କୁଶ ଓ ଓଠ ରେ ଲଗାମ ହବେ। ପୁଣି ତୁମ୍ଭେ ଯେଉଁ ବାଟରେ ଆସିଥିଲ, ସହେି ବାଟରେ ତୁମ୍ଭମାନେେ ଫରେିୟିବ।

21 Then Isaiah the son of Amoz sent unto Hezekiah, saying, Thus saith the Lord God of Israel, Whereas thou hast prayed to me against Sennacherib king of Assyria:

22 This is the word which the Lord hath spoken concerning him; The virgin, the daughter of Zion, hath despised thee, and laughed thee to scorn; the daughter of Jerusalem hath shaken her head at thee.

23 Whom hast thou reproached and blasphemed? and against whom hast thou exalted thy voice, and lifted up thine eyes on high? even against the Holy One of Israel.

24 By thy servants hast thou reproached the Lord, and hast said, By the multitude of my chariots am I come up to the height of the mountains, to the sides of Lebanon; and I will cut down the tall cedars thereof, and the choice fir trees thereof: and I will enter into the height of his border, and the forest of his Carmel.

25 I have digged, and drunk water; and with the sole of my feet have I dried up all the rivers of the besieged places.

26 Hast thou not heard long ago, how I have done it; and of ancient times, that I have formed it? now have I brought it to pass, that thou shouldest be to lay waste defenced cities into ruinous heaps.

27 Therefore their inhabitants were of small power, they were dismayed and confounded: they were as the grass of the field, and as the green herb, as the grass on the housetops, and as corn blasted before it be grown up.

28 But I know thy abode, and thy going out, and thy coming in, and thy rage against me.

29 Because thy rage against me, and thy tumult, is come up into mine ears, therefore will I put my hook in thy nose, and my bridle in thy lips, and I will turn thee back by the way by which thou camest.

Isaiah 37 in Tamil and English

21 ତା'ପ ରେ ଆମାେସଙ୍କ ପୁତ୍ର ଯିଶାଇୟ ହିଜକିଯ ନିକଟକୁ ଏହି ବାର୍ତ୍ତା କହି ପଠାଇଲେ। ସେ କହିଲେ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କୁହନ୍ତି, 'ତୁମ୍ଭେ ଅଶୂରର ରାଜା ସନ୍ ହରେୀବ ବିରୁଦ୍ଧ ରେ ଆମ୍ଭ ନିକଟରେ ପ୍ରାର୍ଥନା କର।'
Then Isaiah the son of Amoz sent unto Hezekiah, saying, Thus saith the Lord God of Israel, Whereas thou hast prayed to me against Sennacherib king of Assyria:

22 ସନ୍ ହରେୀବ ବିଷଯ ରେ ସଦାପ୍ରଭୁ ଏହିକଥା କୁହନ୍ତି, ସିୟୋନର କୁଆଁରୀକନ୍ଯା ତୁମ୍ଭକୁ ତୁଚ୍ଛ କରିଛି ଓ ତୁମ୍ଭକୁ ପରିହାସ କରିଛି। ୟିରୁଶାଲମର କନ୍ଯା ତୁମ୍ଭକୁ ହୀନ ଦୃଷ୍ଟି ରେ ଦେଖିଛି।
This is the word which the Lord hath spoken concerning him; The virgin, the daughter of Zion, hath despised thee, and laughed thee to scorn; the daughter of Jerusalem hath shaken her head at thee.

23 ମାତ୍ର ତୁମ୍ଭେ କାହାକୁ ଅପମାନିତ ଓ ନିନ୍ଦା କରିଛ ? କାହା ବିରୁଦ୍ଧ ରେ ତୁମ୍ଭେ ନିଜର ଅଭିଯୋଗ ବାଢ଼ିଛ ? ପୁଣି ଗର୍ବ ରେ ଦୃଷ୍ଟି ଉର୍ଦ୍ଧ୍ବକୁ କରିଅଛ। ଏସବୁ ଇଶ୍ରାୟେଲ ପବିତ୍ର ସ୍ବରୂପ ବିରୁଦ୍ଧ ରେ ନୁହେଁ କି ?
Whom hast thou reproached and blasphemed? and against whom hast thou exalted thy voice, and lifted up thine eyes on high? even against the Holy One of Israel.

24 ତୁମ୍ଭେ ତୁମ୍ଭର ଦାସମାନଙ୍କ ଦ୍ବାରା ମାରେ ପ୍ରଭୁ ସଦାପ୍ରଭୁଙ୍କୁ ଲାଞ୍ଚିତ କରିଅଛ। ତୁମ୍ଭେ କହିଛ, ମୁଁ ଅତି ଶକ୍ତିଶାଳୀ ଓ ମାରେ ଅପାର ରଥ ସାହାୟ୍ଯ ରେ ମୁଁ ଲିବାନୋନକୁ ପରାସ୍ତ କରିଛି, ତାହାର ଉଚ୍ଚତମ ପର୍ବତ ଶିଖରକୁ ଉଠିଅଛି, ତା'ର ଏରସ ଓ ଦବଦୋରୁ ବୃକ୍ଷସବୁ କାଟି ପକାଇଛି। ପୁଣି ତା'ର ଦୂରବର୍ତ୍ତୀ ଉଚ୍ଚସ୍ଥାନ ରେ ଓ ଫଳପୂର୍ଣ୍ଣ ନିବିଡ଼ ଅରଣ୍ଯ ରେ ପ୍ରବେଶ କରିଛୁ।
By thy servants hast thou reproached the Lord, and hast said, By the multitude of my chariots am I come up to the height of the mountains, to the sides of Lebanon; and I will cut down the tall cedars thereof, and the choice fir trees thereof: and I will enter into the height of his border, and the forest of his Carmel.

25 ଆମ୍ଭେ କୂପ ଖାେଳି ଜଳପାନ କରିଅଛୁ। ପୁଣି ମିଶରର ନଦୀସବୁକୁ ଶୁଷ୍କ କରାଇ ତା ଉପ ରେ ପଦଚାରଣା କରିଅଛୁ।'
I have digged, and drunk water; and with the sole of my feet have I dried up all the rivers of the besieged places.

26 ଏସବୁ ତୁମ୍ଭେ ସିନା କହିଲ, ମାତ୍ର ତୁମ୍ଭେ କ'ଣ ଶୁଣି ନାହଁ, ବହୁକାଳ ପୂର୍ବରୁ ଏହା ନିରୂପଣ ଓ ସ୍ଥିର କରିଅଛୁ ? ତୁମ୍ଭେ ପ୍ରାଚୀର ବେଷ୍ଟିତ ନଗରଗୁଡ଼ିକୁ ଧ୍ବଂସ କରି ଢ଼ିପି କରିବ, ଏହା ଆମ୍ଭେ ଏବେ ସଫଳ କରିଅଛୁଁ।
Hast thou not heard long ago, how I have done it; and of ancient times, that I have formed it? now have I brought it to pass, that thou shouldest be to lay waste defenced cities into ruinous heaps.

27 ଏଣୁ ସହେି ନଗର ବାସିନ୍ଦା ଅଳ୍ପଶକ୍ତି ବିଶିଷ୍ଟ ହେଲେ। ସମାନେେ ହତାଶ ଓ ବିଭ୍ରାନ୍ତ ହେଲେ। ସମାନେେ କ୍ଷେତ୍ରର ଘାସ ଓ ନବୀନ ତୃଣ କର୍ତ୍ତନ ସଦୃଶ, ଗୃହ ଛାତର ଉପରିସ୍ଥ ଘାସ ଓ ଅପକ୍ବ ଶସ୍ଯକ୍ଷେତ୍ର ତୁଲ୍ଯ ହେଲେ।
Therefore their inhabitants were of small power, they were dismayed and confounded: they were as the grass of the field, and as the green herb, as the grass on the housetops, and as corn blasted before it be grown up.

28 ମାତ୍ର ତୁମ୍ଭେ କବେେ ଉଠିବ, ବସିବ, ବାହାରକୁ ୟିବ, ଭିତରକୁ ଆସିବ, ପୁଣି ଆମ୍ଭ ବିରୁଦ୍ଧ ରେ ୟୁଦ୍ଧ କରିବ, ଏସବୁ ଆମ୍ଭେ ଜାଣୁ।
But I know thy abode, and thy going out, and thy coming in, and thy rage against me.

29 ହଁ, ତୁମ୍ଭେ ଆମ୍ଭ ବିରୁଦ୍ଧ ରେ କୋର୍ଧ କରିଅଛ ଓ ତୁମ୍ଭର ଦମ୍ଭ ଓ ଗର୍ବିତ କଥା ଆମ୍ଭର କର୍ଣ୍ଣଗୋଚର ହାଇେଅଛି। ଏଣୁ ଆମ୍ଭେ ତୁମ୍ଭ ନାକରେ ଅଙ୍କୁଶ ଓ ଓଠ ରେ ଲଗାମ ହବେ। ପୁଣି ତୁମ୍ଭେ ଯେଉଁ ବାଟରେ ଆସିଥିଲ, ସହେି ବାଟରେ ତୁମ୍ଭମାନେେ ଫରେିୟିବ।
Because thy rage against me, and thy tumult, is come up into mine ears, therefore will I put my hook in thy nose, and my bridle in thy lips, and I will turn thee back by the way by which thou camest.