ଯିଶାଇୟ 30

1 ସଦାପ୍ରଭୁ କହିଲେ, ଏହି ବିଦ୍ରୋହୀ ସନ୍ତାନଗଣଙ୍କୁ ଦେଖ। ସମାନେେ ମନ୍ତ୍ରଣା କରନ୍ତି ମାତ୍ର ସାହାୟ୍ଯ ଚାହାଁନ୍ତି ନାହିଁ। ସମାନେେ ପାପ ଉପ ରେ ପାପ କରି ଚାଲନ୍ତି ମାତ୍ର ମାରେ ଆତ୍ମା ଦ୍ବାରା ନୁହେଁ। ତେଣୁ ସମାନେେ ସନ୍ତାପର ପାତ୍ର।

2 ଏହି ସନ୍ତାନଗଣ ମାେତେ ନ ପଚାରି ଫାରୋଙ୍କ ବଳ ରେ ବଳୀଯାନ ହବୋକୁ ଓ ମିଶର ରେ ଆଶ୍ରଯ ନବୋକୁ ମିଶର ୟାତ୍ରା କରନ୍ତି।

3 ମାତ୍ର ଫାରୋର ବଳ ତୁମ୍ଭମାନଙ୍କୁ ସୁରକ୍ଷା ଦଇପୋରିବ ନାହିଁ କି ମିଶର ତୁମ୍ଭମାନଙ୍କୁ ଆଶ୍ରଯ ଦଇପୋରିବ ନାହିଁ।

4 କାରଣ ତୁମ୍ଭମାନଙ୍କର ଅଧିପତିଗଣ ସୋଯନ ରେ ଅଛନ୍ତି ଓ ତୁମ୍ଭର ରାଜଦୂତଗଣ ହାନଷେକୁ ଆସିଛନ୍ତି।

5 ସମାନେେ ହତାଶ ହବେେ କାରଣ ଯେଉଁ ବ୍ଯକ୍ତିମାନଙ୍କ ଉପ ରେ ସମାନେେ ସାହାୟ୍ଯ ପାଇଁ ବିଶ୍ବାସ କରିବେ, ସମାନେେ ସାହାୟ୍ଯ କରିବେ ନାହିଁ। ସମାନେେ ଲଜ୍ଜା ଏବଂ କଳଙ୍କ ପାଇବେ।'

6 ଦକ୍ଷିଣର ପଶୁଗଣଙ୍କ ପ୍ରତି ଦୁଃଖ ବାର୍ତ୍ତା :

7 ସହେି ମିଶର ବୃଥା ଓ ମିଥ୍ଯା ରେ ସାହାୟ୍ଯ କରେ। ତେଣୁ ମୁଁ ତାକୁ ନିଷ୍କର୍ମା ରାହାବ' ବୋଲି ନାମକରଣ କରିଛି।

8 ଏବେ ୟାଅ, ସମାନଙ୍କେ ସାକ୍ଷାତ ରେ ଏକ ଫଳକରେ ତାହା ଲେଖ। ଏକ ପୁସ୍ତକରେ ତାହା ଲିପିବଦ୍ଧ କର ଯେପରି କି ତାହା ଆସନ୍ତାକାଲି ଓ ଅନନ୍ତକାଳ ପର୍ୟ୍ଯନ୍ତ ରହିବ।

9 ସମାନେେ ବିଦ୍ରୋହୀ ଗୋଷ୍ଠୀ, ମିଥ୍ଯାବାଦୀ ସନ୍ତାନ। ସମାନେେ ସଦାପ୍ରଭୁଙ୍କ ଶିକ୍ଷାସମୂହକୁ ଶୁଣିବାକୁ ଅସମ୍ମତ।

10 ସମାନେେ ଦର୍ଶକମାନଙ୍କୁ କୁହନ୍ତି, ତୁମ୍ଭମାନେେ ଦର୍ଶନ କର ନାହିଁ ଓ ଭବିଷ୍ଯତ୍ବକ୍ତାମାନଙ୍କୁ କୁହନ୍ତି ତୁମ୍ଭମାନେେ ଆମ୍ଭମାନଙ୍କ ନିକଟରେ ବିଶ୍ବାସ ବାକ୍ଯ ପ୍ରଚାର କର ନାହିଁ। ଆମ୍ଭମାନଙ୍କୁ କୋମଳ କଥା କୁହ ଓ ଭ୍ରାନ୍ତିଜନକ ବାକ୍ଯ ପ୍ରଚାର କର।

11 ତୁମ୍ଭମାନେେ ପଥରୁ ବାହାରି ୟାଅ, ବାଟ ଛାଡ଼ି ଦିଅ। ଇଶ୍ରାୟେଲର ଧର୍ମସ୍ବରୂପଙ୍କୁ ଆମ୍ଭମାନଙ୍କ ସମ୍ମୁଖରୁ ଦୂର କରାଅ।'

12 ଇଶ୍ରାୟେଲର ଧର୍ମସ୍ବରୂପ ଏହି କଥା କୁହନ୍ତି, ତୁମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯକୁ ତୁଚ୍ଛ କରୁଛ। ପୁଣି ଉପଦ୍ରବ ଓ କୁଟିଳତା ରେ ବିଶ୍ବାସ କରି ତହିଁ ଉପ ରେ ନିର୍ଭର କରୁଛ।

13 ସହେି ପାପ ପତନ ହବେ, ଠିକ୍ ଯେପରି ଉଚ୍ଚ କାନ୍ଥ ରେ ଫାଟ ଦଇେ ପାଣି ପ୍ରବେଶ କରିବ ଏବଂ ଶୀଘ୍ର ପତନ ଘଟିବ।

14 ତୁମ୍ଭମାନେେ ଗୋଟିଏ ମାଟିର ପାତ୍ର ପରି ଭାଙ୍ଗି ଚୂର୍ଣ୍ଣ ବିଚୂର୍ଣ୍ଣ ହାଇଯେିବ। ତାହା ଏପରି ଅଦରକାରୀ ହବେ ଯେ ସେଥିରୁ ଖଣ୍ଡେ ହେଲେ ଖପରା ମିଳିବ ନାହିଁ ଯେଉଁଥି ରେ ଚୂଲୀରୁ ନିଆଁ ଆଣି ହବେ ନାହିଁ କି କୁଣ୍ଡରୁ ପାଣି ନଇେ ହବେ ନାହିଁ।'

15 ମାରେ ପ୍ରଭୁ ସଦାପ୍ରଭୁ ଇଶ୍ରାୟେଲର ଧର୍ମସ୍ବରୂପ କୁହନ୍ତି, ତୁମ୍ଭମାନେେ ଯଦି ମାେ ନିକଟକୁ ଫରେିଆସିବ ତବେେ ତୁମ୍ଭମାନେେ ପରିତ୍ରାଣ ପାଇବ। ସୁସ୍ଥିର, ଶାନ୍ତ ହେଲେ ଓ ବିଶ୍ବାସ ରଖିଲେ ବନ୍ଦ ହବେ।'

16 ତୁମ୍ଭମାନେେ କୁହ, ନା, ଆମ୍ଭମାନେେ ଅଶ୍ବ ରେ ପଳାଇବୁ।' ମାତ୍ର ଶତ୍ରୁମାନେ ତୁମ୍ଭ ପଶ୍ଚାଧାବନ କରିବେ। ତୁମ୍ଭମାନେେ ଦ୍ରୁତଗାମୀ ବାହନ ରେ ଗଲେ ମଧ୍ଯ ଅନୁଧାବନକାରୀ ଆହୁରି ଦ୍ରୁତଗାମୀ ହବେେ।

17 ଜଣେ ବ୍ଯକ୍ତିର ଧମକରେ ତୁମ୍ଭର ସହସ୍ର ଲୋକ ପଳାଯନ କରିବେ। ପାଞ୍ଚଜଣଙ୍କ ଧମକରେ ତୁମ୍ଭମାନେେ ସମସ୍ତେ ପଳାଯନ କରିବ। କବଳେ ତୁମ୍ଭମାନେେ ପର୍ବତର ଶୃଙ୍ଗ ରେ ଏକ ଚିହ୍ନ ସ୍ବରୂପ ଓ ଉପପର୍ବତ ରେ ପତାକାର ଦଣ୍ଡସ୍ବରୂପ ହାଇେ ଅବଶିଷ୍ଟ ରହିବ।

18 ସେଥି ସକାେଶ ସଦାପ୍ରଭୁ ତୁମ୍ଭମାନଙ୍କୁ ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ। ସେ ମଧ୍ଯ ତୁମ୍ଭମାନଙ୍କୁ ଦୟା କରିବାକୁ ଉନ୍ନତ ହବେେ। କାରଣ ସଦାପ୍ରଭୁ ନ୍ଯାଯ ବିଚାରକାରୀ ପରମେଶ୍ବର ଅଟନ୍ତି। ଯେଉଁମାନେ ତାଙ୍କୁ ଅପେକ୍ଷା କରନ୍ତି ସେ ସମସ୍ତେ ଧନ୍ଯ।

19 ସଦାପ୍ରଭୁଙ୍କର ସନ୍ତାନଗଣ ୟିରୁଶାଲମର ସିୟୋନ ପର୍ବତ ରେ ବାସ କରିବେ। ତୁମ୍ଭମାନେେ ଆଉ କ୍ରନ୍ଦନ କରିବ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ରୋଦନ ଶୁଣିବେ ଓ ତୁମ୍ଭମାନଙ୍କୁ ଅନୁଗ୍ରହ କରିବେ। ସେ ଶୁଣିବା ମାତ୍ ରେ ତୁମ୍ଭମାନଙ୍କୁ ସାହାୟ୍ଯ କରିବେ।

20 ମାରେ ପ୍ରଭୁ ପରମେଶ୍ବର ଯଦିଓ ତୁମ୍ଭମାନଙ୍କୁ ଦୁଃଖରୂପକ ଖାଦ୍ୟ ଓ କ୍ଲେଶରୂପକ ଜଳ ଦଇେଥିଲେ ତଥାପି ସେ ତୁମ୍ଭମାନଙ୍କର ଶିକ୍ଷକ। ସେ ଆଉ ତୁମ୍ଭମାନଙ୍କ ନିକଟରେ ଲୁଚି ରହିବେ ନାହିଁ। ତୁମ୍ଭମାନେେ ତୁମ୍ଭର ଖାଲି ଚକ୍ଷୁ ରେ ତାଙ୍କର ଦର୍ଶନ ପାଇବ।

21 ପୁଣି ତୁମ୍ଭମାନେେ ଯଦି ଭୁଲ କର କିମ୍ବା ଭୁଲ ବାଟରେ ୟାଅ, ଦକ୍ଷିଣକୁ କିମ୍ବା ବାମ ରେ ଗଲା ବେଳେ ପଛରୁ ଏକ ସ୍ବର ଶୁଣିବ, ଏ ହେଉଛି ପଥ, ଏହି ପଥରେ ଗମନ କର।'

22 ତୁମ୍ଭମାନଙ୍କର ରେ ୗପ୍ୟ ଓ ସୁବର୍ଣ୍ଣ ଆଚ୍ଛାଦିତ ପ୍ରତିମାଗୁଡ଼ିକ ତୁମ୍ଭମାନଙ୍କୁ ପାପାଶକ୍ତି ବା ଅଶୁଚି କରିଦଇେଛନ୍ତି। ମାତ୍ର ତୁମ୍ଭମାନେେ ସହେି ମିଥ୍ଯା ପ୍ରଭୁଙ୍କୁ ଆଉ ସବୋ କରିବ ନାହିଁ। ଆଉ ତୁମ୍ଭମାନେେ ସଗେୁଡ଼ିକୁ ଅଶୁଚି ବସ୍ତୁ ତୁଲ୍ଯ ଫିଙ୍ଗି ଦବେ ଏବଂ କହିବ ଏଠାରୁ ବାହାରି ୟାଅ।

23 ସହେି ସମୟରେ ସଦାପ୍ରଭୁ ତୁମ୍ଭ ଭୂମିରେ ବୀଜ ବୁଣିବା ପାଇଁ ବୃଷ୍ଟି ଦବେେ। ତୁମ୍ଭମାନେେ ଶସ୍ଯ ବୁଣିବ ଓ ଭୂମିରେ ପ୍ରଚୁର ଖାଦ୍ୟ ଉତ୍ପନ୍ନ ହବେ। ତୁମ୍ଭମାନଙ୍କର ପଶୁପଲ ପାଇଁ ବିସ୍ତୃତ ଚାରଣ ଭୂମି ହବେ।

24 ତୁମ୍ଭମାନଙ୍କର ଚାଷ କରୁଥିବା ବଳଦ ଓ ଗର୍ଦ୍ଦଭମାନେ ଚାଲୁଣି ଓ କୁଲା ରେ ପରିଷ୍କୃତ ସୁମିଶ୍ରିତ ଖାଦ୍ୟ ଖାଇବେ।

25 ଯେଉଁମାନେ ଗଣହତ୍ଯା ହବେ ଓ ଦୁର୍ଗସବୁ ପତିତ ହବେ। ସହେିଦିନ ଉଚ୍ଚ ପର୍ବତ ଓ ପାହାଡ଼ମାନଙ୍କ ରେ ଝରଣା ଓ ଜଳଷୋର୍ତ ପ୍ରବାହିତ ହବେ।

26 ଯେଉଁଦିନ ସଦାପ୍ରଭୁ ଆପଣା ଲୋକମାନଙ୍କର କ୍ଷତ ସ୍ଥାନ ରେ ପଟି ବାନ୍ଧିବେ ଓ ପ୍ରହାର ଜନିତ ଆଘାତରୁ ସୁସ୍ଥ କରିବେ। ସହେିଦିନ ଚନ୍ଦ୍ରର ଦୀପ୍ତି ସୂର୍ୟ୍ଯର ଦୀପ୍ତିପରି ଉଜ୍ଜ୍ବଳ ହବେ। ପୁଣି ସୂର୍ୟ୍ଯର ଦୀପ୍ତି ସାତଦିନର ଦୀପ୍ତିତୁଲ୍ଯ ସାତଗୁଣ ଉଜ୍ଜ୍ବଳ ଦଖାୟିବେ।

27 ଦେଖ ! ସଦାପ୍ରଭୁଙ୍କର ନାମ କୋରଧ ରେ ପ୍ରଜ୍ଜ୍ବଳିତ ଓ ନିବିଡ଼ ଧୂମରାଶି ହାଇେ ଦୂରରୁ ଆସୁଅଛି। ତାଙ୍କର ଓଷ୍ଠାଧର କୋର୍ଧ ରେ ପରିପୂର୍ଣ୍ଣ ଓ ତାଙ୍କର ଜିହ୍ବା ସର୍ବଗ୍ରାସକ ଅଗ୍ନି ତୁଲ୍ଯ।

28 ସଦାପ୍ରଭୁଙ୍କର ଆତ୍ମା ନଦୀର ପ୍ଲାବିତ ଷୋର୍ତ ତୁଲ୍ଯ ସର୍ବଦେଶୀଯ ଲୋକମାନଙ୍କୁ 'ଅସାରତା ରୂପକ ଚାଲୁଣୀ ରେ' ଚଲାଇବା ନିମନ୍ତେ ତାହା କଣ୍ଠ ପର୍ୟ୍ଯନ୍ତ ଉଠୁଅଛି। ଆଉ ସହେି ଗୋଷ୍ଠୀ ସମୂହର ମୁଖ ରେ ଭ୍ରାନ୍ତିଜନକ ଲଗାମ ଦିଆୟିବ।

29 ସହେି ସମୟରେ ପବିତ୍ର ଉତ୍ସବ ପାଳନ ରାତ୍ରିପରି ତୁମ୍ଭମାନେେ ଆନନ୍ଦ ରେ ଗାନ କରିବ। ପୁଣି ସଦାପ୍ରଭୁଙ୍କ ପର୍ବତକୁ ଇଶ୍ରାୟେଲର ଶୈଳ ନିକଟକୁ ୟିବା ପାଇଁ ବଂଶୀ ବଜାଇ ଗମନ କରନ୍ତି, ସହେିପରି ତୁମ୍ଭମାନଙ୍କର ଚିତ୍ତ ଆନନ୍ଦିତ ହବେ।

30 ପୁଣି ସଦାପ୍ରଭୁ ତାଙ୍କ କୋରଧର ପ୍ରଚଣ୍ଡତା ଉଚ୍ଚସ୍ବର ରେ ଶୁଣାଇବେ ଓ ତାଙ୍କର ଶକ୍ତିଶାଳୀ ହସ୍ତ କୋରଧ ରେ ଅବରୋହଣ କରିବ। ତାହା ଅଗ୍ନିତୁଲ୍ଯ ସମସ୍ତ ଜିନିଷ ଭସ୍ମ କରି ଦବେେ। ପୁଣି ସଦାପ୍ରଭୁଙ୍କର କୋରଧ ଝଡ଼, ତାଫୋନ ଓ ଶିଳାବୃଷ୍ଟି ତୁଲ୍ଯ ହବେ।

31 ସଦାପ୍ରଭୁଙ୍କ ରବ ଶୁଣି ଅଶୂର ଭୟଭୀତ ହବେ। ସେ ତାକୁ ଏକ ଦଣ୍ଡ ରେ ଆଘାତ କରିବେ।

32 ସଦାପ୍ରଭୁ ଅଶୂରକୁ ତବଲା ଓ ବୀଣା ରେ ଆଘାତ କଲାପରି ପିଟିବେ। ତାଙ୍କର ମହାଶକ୍ତି ରେ ସେ ଅଶୂରର ପତନ ଘଟାଇବେ।

33 ତାଫେତ୍ ବହୁକାଳରୁ ନିର୍ମିତ ହାଇେଅଛି। ତାହା ରାଜା ନିର୍ମିତ ପ୍ରସ୍ତୁତ ହାଇେଛି। ସେ ତାହାକୁ ଅତି ଗଭୀର ଓ ପ୍ରଶସ୍ତ କରିଛନ୍ତି। ସେଥି ରେ ସ୍ତୁପ ଅଗ୍ନି ଓ ପ୍ରଚୁର କାଠ ଅଛି। ପୁଣି ସଦାପ୍ରଭୁଙ୍କର ଆତ୍ମା ଗନ୍ଧକ ଷୋର୍ତପରି ପ୍ରଜ୍ବଳିତ ହାଇେ ପୋଡ଼ି ପକାଏ।

1 Woe to the rebellious children, saith the Lord, that take counsel, but not of me; and that cover with a covering, but not of my spirit, that they may add sin to sin:

2 That walk to go down into Egypt, and have not asked at my mouth; to strengthen themselves in the strength of Pharaoh, and to trust in the shadow of Egypt!

3 Therefore shall the strength of Pharaoh be your shame, and the trust in the shadow of Egypt your confusion.

4 For his princes were at Zoan, and his ambassadors came to Hanes.

5 They were all ashamed of a people that could not profit them, nor be an help nor profit, but a shame, and also a reproach.

6 The burden of the beasts of the south: into the land of trouble and anguish, from whence come the young and old lion, the viper and fiery flying serpent, they will carry their riches upon the shoulders of young asses, and their treasures upon the bunches of camels, to a people that shall not profit them.

7 For the Egyptians shall help in vain, and to no purpose: therefore have I cried concerning this, Their strength is to sit still.

8 Now go, write it before them in a table, and note it in a book, that it may be for the time to come for ever and ever:

9 That this is a rebellious people, lying children, children that will not hear the law of the Lord:

10 Which say to the seers, See not; and to the prophets, Prophesy not unto us right things, speak unto us smooth things, prophesy deceits:

11 Get you out of the way, turn aside out of the path, cause the Holy One of Israel to cease from before us.

12 Wherefore thus saith the Holy One of Israel, Because ye despise this word, and trust in oppression and perverseness, and stay thereon:

13 Therefore this iniquity shall be to you as a breach ready to fall, swelling out in a high wall, whose breaking cometh suddenly at an instant.

14 And he shall break it as the breaking of the potters’ vessel that is broken in pieces; he shall not spare: so that there shall not be found in the bursting of it a sherd to take fire from the hearth, or to take water withal out of the pit.

15 For thus saith the Lord God, the Holy One of Israel; In returning and rest shall ye be saved; in quietness and in confidence shall be your strength: and ye would not.

16 But ye said, No; for we will flee upon horses; therefore shall ye flee: and, We will ride upon the swift; therefore shall they that pursue you be swift.

17 One thousand shall flee at the rebuke of one; at the rebuke of five shall ye flee: till ye be left as a beacon upon the top of a mountain, and as an ensign on an hill.

18 And therefore will the Lord wait, that he may be gracious unto you, and therefore will he be exalted, that he may have mercy upon you: for the Lord is a God of judgment: blessed are all they that wait for him.

19 For the people shall dwell in Zion at Jerusalem: thou shalt weep no more: he will be very gracious unto thee at the voice of thy cry; when he shall hear it, he will answer thee.

20 And though the Lord give you the bread of adversity, and the water of affliction, yet shall not thy teachers be removed into a corner any more, but thine eyes shall see thy teachers:

21 And thine ears shall hear a word behind thee, saying, This is the way, walk ye in it, when ye turn to the right hand, and when ye turn to the left.

22 Ye shall defile also the covering of thy graven images of silver, and the ornament of thy molten images of gold: thou shalt cast them away as a menstruous cloth; thou shalt say unto it, Get thee hence.

23 Then shall he give the rain of thy seed, that thou shalt sow the ground withal; and bread of the increase of the earth, and it shall be fat and plenteous: in that day shall thy cattle feed in large pastures.

24 The oxen likewise and the young asses that ear the ground shall eat clean provender, which hath been winnowed with the shovel and with the fan.

25 And there shall be upon every high mountain, and upon every high hill, rivers and streams of waters in the day of the great slaughter, when the towers fall.

26 Moreover the light of the moon shall be as the light of the sun, and the light of the sun shall be sevenfold, as the light of seven days, in the day that the Lord bindeth up the breach of his people, and healeth the stroke of their wound.

27 Behold, the name of the Lord cometh from far, burning with his anger, and the burden thereof is heavy: his lips are full of indignation, and his tongue as a devouring fire:

28 And his breath, as an overflowing stream, shall reach to the midst of the neck, to sift the nations with the sieve of vanity: and there shall be a bridle in the jaws of the people, causing them to err.

29 Ye shall have a song, as in the night when a holy solemnity is kept; and gladness of heart, as when one goeth with a pipe to come into the mountain of the Lord, to the mighty One of Israel.

30 And the Lord shall cause his glorious voice to be heard, and shall shew the lighting down of his arm, with the indignation of his anger, and with the flame of a devouring fire, with scattering, and tempest, and hailstones.

31 For through the voice of the Lord shall the Assyrian be beaten down, which smote with a rod.

32 And in every place where the grounded staff shall pass, which the Lord shall lay upon him, it shall be with tabrets and harps: and in battles of shaking will he fight with it.

33 For Tophet is ordained of old; yea, for the king it is prepared; he hath made it deep and large: the pile thereof is fire and much wood; the breath of the Lord, like a stream of brimstone, doth kindle it.

Tamil Indian Revised Version
பின்னும் அதிபதிகள் மக்களுடனே பேசி: பயந்தவனும் மிகவும் பெலவீனமாயிருக்கிறவன் எவனோ, அவன் தன் சகோதரர்களின் இருதயத்தைத் தன் இருதயத்தைப்போலக் கரைந்துபோகச்செய்யாதபடி, தன் வீட்டுக்குத் திரும்பிப் போகக்கடவன் என்று சொல்லவேண்டும்.

Tamil Easy Reading Version
“மேலும் அவ்வதிகாரிகள் ஜனங்களிடம் கண்டிப்பாகக் கூறவேண்டியது, ‘இங்கே தன்னம்பிக்கை இழந்து, பயந்துகொண்டு இருக்கின்ற தைரியமற்றவர்கள் யாராவது இருந்தால் வீட்டிற்குத் திரும்பிச் சென்றுவிட வேண்டும். அப்போதுதான் மற்ற வீரர்கள் மனந்தளர்ந்திட இவன் காரணமாக இருக்கமாட்டான்.’

Thiru Viviliam
மீண்டும் படைத்தலைவர்கள் வீரர்களிடம் கூறவேண்டியது: ‘உங்களில் அச்சமுற்று உள்ளம் சோர்ந்திருப்பவன் தன் வீட்டிற்குத் திரும்பிப் போகட்டும். இல்லையெனில், அவன் தோழனும் அவனைப்போல் ஊக்கம் இழந்து விடுவான்.’

உபாகமம் 20:7உபாகமம் 20உபாகமம் 20:9

King James Version (KJV)
And the officers shall speak further unto the people, and they shall say, What man is there that is fearful and fainthearted? let him go and return unto his house, lest his brethren’s heart faint as well as his heart.

American Standard Version (ASV)
And the officers shall speak further unto the people, and they shall say, What man is there that is fearful and faint-hearted? let him go and return unto his house, lest his brethren’s heart melt as his heart.

Bible in Basic English (BBE)
And let the overseers go on to say to the people, If there is any man whose heart is feeble with fear, let him go back to his house before he makes the hearts of his countrymen feeble.

Darby English Bible (DBY)
And the officers shall speak further unto the people, and shall say, What man is there that is timid and faint-hearted? let him go and return unto his house, lest his brethren’s heart melt as well as his heart.

Webster’s Bible (WBT)
And the officers shall speak further to the people, and they shall say, What man is there that is fearful and faint-hearted? let him go and return to his house, lest his brethren’s heart should faint as well as his heart.

World English Bible (WEB)
The officers shall speak further to the people, and they shall say, What man is there who is fearful and faint-hearted? let him go and return to his house, lest his brother’s heart melt as his heart.

Young’s Literal Translation (YLT)
`And the authorities have added to speak unto the people, and said, Who `is’ the man that is afraid and tender of heart? — let him go and turn back to his house, and the heart of his brethren doth not melt like his heart;

உபாகமம் Deuteronomy 20:8
பின்னும் அதிபதிகள் ஜனங்களுடனே பேசி: பயங்காளியும் திடனற்றவனுமாயிருக்கிறவன் எவனோ, அவன் தன் சகோதரரின் இருதயத்தைத் தன் இருதயத்தைப்போலக் கரைந்துபோகப்பண்ணாதபடிக்கு, தன் வீட்டுக்குத் திரும்பிப்போகக்கடவன் என்று சொல்லவேண்டும்.
And the officers shall speak further unto the people, and they shall say, What man is there that is fearful and fainthearted? let him go and return unto his house, lest his brethren's heart faint as well as his heart.

And
the
officers
וְיָֽסְפ֣וּwĕyāsĕpûveh-ya-seh-FOO
shall
speak
הַשֹּֽׁטְרִים֮haššōṭĕrîmha-shoh-teh-REEM
further
לְדַבֵּ֣רlĕdabbērleh-da-BARE
unto
אֶלʾelel
the
people,
הָעָם֒hāʿāmha-AM
say,
shall
they
and
וְאָֽמְר֗וּwĕʾāmĕrûveh-ah-meh-ROO
What
מִֽיmee
man
הָאִ֤ישׁhāʾîšha-EESH
fearful
is
that
there
is
הַיָּרֵא֙hayyārēʾha-ya-RAY
fainthearted?
and
וְרַ֣ךְwĕrakveh-RAHK

הַלֵּבָ֔בhallēbābha-lay-VAHV
let
him
go
יֵלֵ֖ךְyēlēkyay-LAKE
return
and
וְיָשֹׁ֣בwĕyāšōbveh-ya-SHOVE
unto
his
house,
לְבֵית֑וֹlĕbêtôleh-vay-TOH
lest
וְלֹ֥אwĕlōʾveh-LOH

יִמַּ֛סyimmasyee-MAHS
his
brethren's
אֶתʾetet
heart
לְבַ֥בlĕbableh-VAHV
faint
אֶחָ֖יוʾeḥāyweh-HAV
his
as
well
as
heart.
כִּלְבָבֽוֹ׃kilbābôkeel-va-VOH