ହବକକୂକ 1:4 in Oriya

ଓଡିଆ ଓଡିଆ ବାଇବେଲ ହବକକୂକ ହବକକୂକ 1 ହବକକୂକ 1:4

Habakkuk 1:4
ଏଠା ରେ ବ୍ଯବସ୍ଥା ଅତି କୋହଳ ଏବଂ ନ୍ଯାଯ ବିଗ୍ଭର କରାୟାଏ ନାହିଁ। ମନ୍ ଦଲୋକମାନେ ଭଲ ଲୋକଙ୍କ ଉପ ରେ ଜଯଲାଭ କରୁଛନ୍ତି। ତେଣୁ ନ୍ଯାଯ ହେଉ ନାହିଁ।

Habakkuk 1:3Habakkuk 1Habakkuk 1:5

Habakkuk 1:4 in Other Translations

King James Version (KJV)
Therefore the law is slacked, and judgment doth never go forth: for the wicked doth compass about the righteous; therefore wrong judgment proceedeth.

American Standard Version (ASV)
Therefore the law is slacked, and justice doth never go forth; for the wicked doth compass about the righteous; therefore justice goeth forth perverted.

Bible in Basic English (BBE)
For this reason the law is feeble and decisions are not effected: for the upright man is circled round by evil-doers; because of which right is twisted.

Darby English Bible (DBY)
Therefore the law is powerless, and justice doth never go forth; for the wicked encompasseth the righteous; therefore judgment goeth forth perverted.

World English Bible (WEB)
Therefore the law is paralyzed, and justice never goes forth; for the wicked surround the righteous; therefore justice goes forth perverted.

Young's Literal Translation (YLT)
Therefore doth law cease, And judgment doth not go forth for ever, For the wicked is compassing the righteous, Therefore wrong judgment goeth forth.

Therefore
עַלʿalal

כֵּן֙kēnkane
the
law
תָּפ֣וּגtāpûgta-FOOɡ
is
slacked,
תּוֹרָ֔הtôrâtoh-RA
judgment
and
וְלֹֽאwĕlōʾveh-LOH
doth
never
יֵצֵ֥אyēṣēʾyay-TSAY

לָנֶ֖צַחlāneṣaḥla-NEH-tsahk
go
forth:
מִשְׁפָּ֑טmišpāṭmeesh-PAHT
for
כִּ֤יkee
the
wicked
רָשָׁע֙rāšāʿra-SHA
doth
compass
about
מַכְתִּ֣ירmaktîrmahk-TEER

אֶתʾetet
righteous;
the
הַצַּדִּ֔יקhaṣṣaddîqha-tsa-DEEK
therefore
עַלʿalal

כֵּ֛ןkēnkane
wrong
יֵצֵ֥אyēṣēʾyay-TSAY
judgment
מִשְׁפָּ֖טmišpāṭmeesh-PAHT
proceedeth.
מְעֻקָּֽל׃mĕʿuqqālmeh-oo-KAHL

Cross Reference

ଯିହିଜିକଲ 9:9
ସେ କହିଲେ, ଇଶ୍ରାୟେଲ ଓ ଯିହୁଦା ପରିବାର ବହୁତ ଜଘନ୍ଯ ପାପ କଲେ ଓ ଦେଶ ରକ୍ତପାତ ରେ ପରିପୂର୍ଣ୍ଣ ହାଇଗେଲା। ଆଉ ନଗର ଅନ୍ଯାଯ ରେ ପରିପୂର୍ଣ୍ଣ ହାଇେଅଛି। କାରଣ ସମାନେେ କହିଛନ୍ତି, ସଦାପ୍ରଭୁ ଦେଶ ତ୍ଯାଗ କରିଛନ୍ତି ଓ ସେ କିଛି ଲକ୍ଷ୍ଯ କରନ୍ତି ନାହିଁ।'

ଗୀତସଂହିତା 119:126
ହେ ସଦାପଭ୍ରୁ, ତୁମ୍ଭର କାର୍ୟ୍ଯ କରିବାର ସମୟ ଏହି। କାରଣ ଲୋକମାନେ ତୁମ୍ଭ ନିଯମ ଭାଙ୍ଗିଛନ୍ତି।

ଆୟୁବ ପୁସ୍ତକ 21:7
କାହିଁକି ଦୁଷ୍ଟ ଲୋକ ବେଶୀଦିନ ବଞ୍ଚନ୍ତି। କାହିଁକି ସମାନେେ ବଢ଼ନ୍ତି ଏବଂ ସଫଳତା ଅର୍ଜନ୍ତି।

ଗୀତସଂହିତା 58:1
ବିଚାରକଗଣ !ତୁମ୍ଭେ ନ୍ଯାଯ ଭାବରେ କୁହ କି ? ତୁମ୍ଭେ ଲୋକମାନଙ୍କର ଧର୍ମ ବିଚାର କର କି ?

ଗୀତସଂହିତା 94:20
ହେ ପରମେଶ୍ବର, ତୁମ୍ଭେ ନିଷ୍ଠୁର ବିଚାରକମାନଙ୍କୁ ସାହାୟ୍ଯ କର ନାହିଁ। ସହେି ଅଧର୍ମୀ ବିଚାରକମାନେ ଲୋକମାନଙ୍କର ଜୀବନକୁ ଦୁର୍ବିସହ କରିବା ପାଇଁ ନିଯମକୁ ବ୍ଯବହାର କରନ୍ତି।

ଯିଶାଇୟ 1:21
ପରମେଶ୍ବର କୁହନ୍ତି, ୟିରୁଶାଲମ୍ ଏକ ନଗର ଯାହା ମାେ ପ୍ରତି ବିଶ୍ବସ୍ତ ଥିଲା। କିଏ ଏହାକୁ ଏକ ବ୍ଯଭିଚାରିଣୀ ରେ ପରିଣତ କଲା? ୟିରୁଶାଲମ୍ ନ୍ଯାଯ ପୂର୍ଣ୍ଣ ହବୋ ଉଚିତ୍। ୟିରୁଶାଲମର ଲୋକମାନେ ଯାହା ଠିକ୍ ତାହା କରିବା ଉଚିତ୍। ବର୍ତ୍ତମାନ ଏହା ତଣ୍ଟିକଟା ଓ ହତ୍ଯାକାରୀମାନଙ୍କର ବାସସ୍ଥାନ ରେ ପରିଣତ ହାଇେଛି।

ଯିଶାଇୟ 5:20
ସସହିସଲାକମାଲନ ଭଲକୁ ମନ୍ଦ ଓ ମନ୍ଦକୁ ଭଲ କୁହନ୍ତି। ପୁଣିସସମାଲନ ଅନ୍ଧକାରକୁ ଆଲଲାକ ଓ ଆସଲାକକୁ ଅନ୍ଧକାର ଚିନ୍ତା କରନ୍ତି ଓ ମଧୁରକୁ ତିକ୍ତ ଓ ତିକ୍ତକୁ ମଧୁର ମଲନ କରନ୍ତି,ସସମାଲନ ସନ୍ତାପର ପାତ୍ର।

ଯିରିମିୟ 12:1
ହେ ସଦାପ୍ରଭୁ, ମୁଁ ଯେତବେେଳେ ତୁମ୍ଭ ବିପକ୍ଷ ରେ ଅଭିଯୋଗ ଆଣେ, ତୁମ୍ଭେ ସର୍ବଦା ଉଚିତ୍ ଅଟ, କିନ୍ତୁ ତଥାପି ତୁମ୍ଭ ନିଷ୍ପତ୍ତି ବିରୁଦ୍ଧ ରେ ମୁଁ ପ୍ରତିବାଦ କରିବି। ଦୁଷ୍ଟ ଲୋକମାନେ କାହିଁକି କୃତକାର୍ୟ୍ଯ ହୁଅନ୍ତି ? ଅତି ବିଶ୍ବାସଘାତକ କାହିଁକି ନିରାପଦ ରେ ରହନ୍ତି ?

ମୀଖା 3:1
ତା'ପ ରେ ମୁଁ କହିଲି, ହେ ଯାକୁବର ପ୍ରାଚୀନଗଣ ଓ ଇଶ୍ରାୟେଲ ବଂଶର ଶାସକଗଣ, ମାେ କଥା ଶୁଣ, ତୁମ୍ଭମାନେେ ନ୍ଯାଯ କ'ଣ ଜାଣିବା ଉଚିତ।

ମୀଖା 7:2
ମୁଁ ବୁଝୁଛି, ଦେଶରୁ ସମସ୍ତ ବିଶ୍ବସ୍ତ ଓ ଉତ୍ତମ ଲୋକ ଗ୍ଭଲି ୟାଇଛନ୍ତି। ପ୍ରେତ୍ୟକକ ଅନ୍ୟକୁ ମାରିବାକୁ ଅପେକ୍ଷା କରି ରହିଛନ୍ତି। ପ୍ରେତ୍ୟକକ ନିଜର ଭାଇକୁ ମଧ୍ଯ ଜାଲ ରେ ପକାଇବାକୁ ଚେଷ୍ଟା କରୁଛନ୍ତି।

ମାଥିଉଲିଖିତ ସୁସମାଚାର 23:34
ତେଣୁ ମୁଁ ତୁମ୍ଭକୁ ଏହା କରୁଛି: ମୁଁ ତୁମ୍ଭକୁ ଭବିଷ୍ଯଦ୍ବକ୍ତାମାନଙ୍କ ଜ୍ଞାନୀଲୋକ ଓ ଗୁରୁମାନଙ୍କ ପାଖକୁ ପଠାଉଛି। ତୁମ୍ଭେ ସମାନଙ୍କେ ମଧ୍ଯରୁ କେତକଙ୍କେୁ ମାରିବ, କୃଶ ରେ ଚ଼ଢ଼ାଇ ତୁମ୍ଭେ କେତକଙ୍କେୁ ହତ୍ଯା କରିବ। ତୁମ୍ଭର ସମାଜ ଗୃହ ରେ ତୁମ୍ଭେ କେତକଙ୍କେୁ ହତ୍ଯା କରିବ। ତୁମ୍ଭର ସମାଜଗୃହ ରେ ତୁମ୍ଭେ କେତକଙ୍କେୁ କୋରଡ଼ା ମାରିବ। ସହରରୁ ସହର ତୁମ୍ଭମାନେେ ସମାନଙ୍କେର ପେଛ ପେଛ ଯାଇ କେତକଙ୍କେୁ ତାଡ଼ନା କରିବ।

ମାଥିଉଲିଖିତ ସୁସମାଚାର 26:59
ଯୀଶୁଙ୍କୁ ଯେପରି ମୃତ୍ଯୁଦଣ୍ଡ ଦଇେ ପାରିବେ, ସେଥିପାଇଁ ପ୍ରଧାନଯାଜକ ଓ ସଂପୂର୍ଣ୍ଣ ଯିହୂଦୀମହାସଭା ଯୀଶୁଙ୍କ ବିହୁଦ୍ଧ ରେ କିଛି ମିଛ ଅଭିଯୋଗ ଖାଜେି ବାହାର କରିବାକୁ ଚେଷ୍ଟା କଲେ।

ମାଥିଉଲିଖିତ ସୁସମାଚାର 27:1
ତା'ପର ଦିନ ଅତି ସକାଳୁ ସମସ୍ତ ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନେ ଏକାଠି ହେଲେ, ଓ ଯୀଶୁଙ୍କୁ ବଧ କରିବ ପାଇଁ ଯୋଜନା କଲେ।

ମାଥିଉଲିଖିତ ସୁସମାଚାର 27:25
ସବୁ ଲୋକ ଉତ୍ତର ଦେଲେ, ଆମ୍ଭେ ତାହାଙ୍କ ମୃତ୍ଯୁ ପାଇଁ ଦାଯୀ ରହିବୁ। ତାହାଙ୍କ ମୃତ୍ଯୁ ପାଇଁ ଯେ କୌଣସି ଦଣ୍ଡ ପାଇବାକୁ ଯୋଗ୍ଯ, ଆମ୍ଭ ନିଜ ପାଇଁ ଓ ଆମ୍ଭ ପିଲାମାନଙ୍କ ପାଇଁ ସେଥି ରେ ରାଜି ଅଛୁ।

ମାର୍କଲିଖିତ ସୁସମାଚାର 7:9
ଯୀଶୁ ପୁଣି ସମାନଙ୍କେୁ କହିଲେ, ନିଜ ପରମ୍ପରା ପାଳନ କରିବା ପାଇଁ ତୁମ୍ଭମାନେେ ପରମେଶ୍ବରଙ୍କ ଆଦେଶ ତ୍ଯାଗ କରି ଦଇେ ନିଜକୁ ଚତୁର ବୋଲି ଭାବୁଛ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:52
ତୁମ୍ଭମାନଙ୍କର ପୂର୍ବପୁରୁଷମାନେ କୌଣସି ଭାବବାଦୀଙ୍କୁ ତାଡ଼ନା ନକରି ଛାଡ଼ି ନାହାଁନ୍ତି। ଏହି ଭାବବାଦୀମାନେ ପୂର୍ବରୁ ସହେି ଧାର୍ମିକ ବ୍ଯକ୍ତିଙ୍କର ଆଗମନ କଥା କହିଥିଲେ। କିନ୍ତୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସହେି ଲୋକମାନଙ୍କୁ ମଧ୍ଯ ମାରି ଦଇେଥିଲେ। ବର୍ତ୍ତମାନ ତୁମ୍ଭମାନେେ ସହେି ଧାର୍ମିକ ବ୍ଯକ୍ତିଙ୍କୁ ପ୍ରତାରିତ ଓ ହତ୍ଯା କରିଛ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:59
ପଥର ଫୋପାଡ଼ିବା ସମୟରେ ସ୍ତିଫାନ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ ଯୀଶୁ, ମାେ ଆତ୍ମାକୁ ଗ୍ରହଣ କର।

ରେରିତମାନଙ୍କ କାର୍ଯ୍ୟର ବିବରଣ 23:12
ତହିଁ ଆରଦିନ କେତକେ ଯିହୂଦୀ ଗୋଟିଏ ଯୋଜନା କଲେ। ସମାନେେ ପାଉଲଙ୍କୁ ହତ୍ଯା କରିବା ପାଇଁ ଚାହିଁଲେ। ତାହାଙ୍କୁ ହତ୍ଯା ନକରିବା ପର୍ୟ୍ଯନ୍ତ ସମାନେେ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ଶପଥ କଲେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:31
ଏଠା ରେ ପ୍ରଶ୍ନ ଉେଠ ଯେ ଆମ୍ଭେ କ'ଣ ବିଶ୍ବାସର ମାର୍ଗ ଅନୁସରଣ କରିବା ଦ୍ବାରା ବ୍ଯବସ୍ଥାକୁ ନଷ୍ଟ କରୁଛୁ କି? ନା! ଏହା ସତ୍ଯ ନୁହେଁ। ବରଂ ବ୍ଯବସ୍ଥା ଆମ୍ଭଠାରୁ ଯାହା ଆଶା କରେ, ତାହା ହବୋ ପାଇଁ ବିଶ୍ବାସ ଆମ୍ଭକୁ ସୁଯୋଗ ପ୍ରଦାନ କରେ।

ଯାକୁବଙ୍କ ପତ୍ 2:6
କିନ୍ତୁ ତୁମ୍ଭେ ଗରିବ ଲୋକଙ୍କୁ କୌଣସି ସମ୍ମାନ ଦେଉ ନାହଁ। ଏବଂ ତୁମ୍ଭେ ଜାଣିଛ ଯେ, ଧନୀ ଲୋକମାନେ ତୁମ୍ଭର ଜୀବନକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ଓ ସହେିମାନେ ତୁମ୍ଭକୁ କଚରେୀକୁ ଟାଣି ନଇେ ଯାଆନ୍ତି।

ଗୀତସଂହିତା 22:16
କୁକୁରମାନେ ମାରେ ଚାରିକଡ଼ରେ ଘରେି ରହିଛନ୍ତି। ସହେି ଦୁଷ୍ଟ ଲୋକମାନେ ଦଳବଦ୍ଧ ହାଇେ ମାେତେ ୟନ୍ତାରେ ପକାଇଛନ୍ତି। ସମାନେେ ମାରେ ହାତ ଗୋଡ଼କୁ ଛିଦ୍ର କରି ପକାଇଛନ୍ତି।

ମୀଖା 2:1
ଯେଉଁମାନେ ପାପ ଚିନ୍ତା କରନ୍ତି, ଦୁଃଖ ଦୁର୍ଦ୍ଦଶା ସମାନଙ୍କେ ନିକଟକୁ ଆ ସେ। ସହେି ଲୋକମାନେ ନିଜ ନିଜ ଶୟ୍ଯା ଉପ ରେ ପଡିରହି ମନ୍ଦ କଥା ଚିନ୍ତା କରନ୍ତି। ଯେତବେେଳେ ପ୍ରଭାତ ହୁଏ, ପାଞ୍ଚିଥିବା ମନ୍ଦ କଥାକୁ କାର୍ୟ୍ଯକାରୀ କରନ୍ତି। କାରଣ ସହଜ ରେ ସେ କାର୍ୟ୍ଯ କରିବାକୁ ତାଙ୍କର ସେ ଶକ୍ତି ଥାଏ।

ଆମୋଷ 5:12
ଆମ୍ଭେ ତୁମ୍ଭମାନଙ୍କର ଅନକେ ଜଘନ୍ଯ ପାପ ଜାଣୁ। ତୁମ୍ଭମାନେେ ଧାର୍ମିକ ଲୋକଙ୍କୁ କଷ୍ଟ ଦଲେ। ତୁମ୍ଭେ ଲାଞ୍ଚ ନଇେଛ ଏବଂ ଦରିଦ୍ର ଲୋକଙ୍କ ପ୍ରତି ନ୍ଯାଯଳଯ ରେ ଅନ୍ଯାଯ ଆଚରଣ କରିଅଛ।

ଗୀତସଂହିତା 94:3
ହେ ସଦାପ୍ରଭୁ, ଦୁଷ୍ଟମାନେ କେତେ କାଳୟାଏ ଶାସନ କରିବେ ? ସଦାପ୍ରଭୁ ଆଉ କେତେ କାଳ ?

ଗୀତସଂହିତା 82:1
ପରେମେଶ୍ବର ପରମେଶ୍ବରଙ୍କ ମଣ୍ଡଳୀ ମଧ୍ୟରେ ଛିଡ଼ା ହୁଅନ୍ତି। ସେ ବିଚାରକର୍ତ୍ତାମାନଙ୍କ ମଧ୍ୟରେ ବିଚାର କରନ୍ତି।

ଗୀତସଂହିତା 59:4
ମୁଁ କୌଣସି ଦୋଷ କରି ନାହିଁ। କିନ୍ତୁ ସମାନେେ ଆକ୍ରମଣ ପାଇଁ ଦଉଡ଼ି ଆସୁଛନ୍ତି। ହେ ସଦାପ୍ରଭୁ, ଏହା ତୁମ୍ଭେ ନିଜେ ଦେଖ !

ଗୀତସଂହିତା 59:2
କୁକର୍ମ କରୁଥିବା ସହେି ଲୋକମାନଙ୍କଠାରୁ ମାେତେ ଉଦ୍ଧାର କର। ସହେି ହତ୍ଯାକାରୀମାନଙ୍କଠାରୁ ମାେତେ ରକ୍ଷା କର।

ଗୀତସଂହିତା 11:3
ୟଦି ସମାନେେ ସବୁ ଉତ୍ତମ କାର୍ୟ୍ଯକୁ ନଷ୍ଟ କରନ୍ତି। ତବେେ କ'ଣ ଘଟିବ ? ତା'ପରେ ସବୁ ଧର୍ମାତ୍ମାମାନେ କ'ଣ କରିପାରିବେ।

ପ୍ରଥମ ରାଜାବଳୀ 21:13
ତା'ପରେ ଦୁଇଟି ପାପାଧମ ଲୋକ ଆସି ସମାନଙ୍କେ ସମ୍ମୁଖ ରେ ସାକ୍ଷୀ ଦବୋକୁ ବସିଲେ। ସମାନେେ ମିଥ୍ଯା ସାକ୍ଷ୍ଯ ଦଇେ କହିଲେ ଯେ, ନାବୋତ ପରମେଶ୍ବରଙ୍କୁ ଓ ରାଜାଙ୍କୁ ଅଭିଶାପ ଦଇେଛି। ତହୁଁ ସମାନେେ ନାବୋତକୁ ନଗର ବାହାରକୁ ନଇେ ପଥର ମାରି ବଧ କଲେ।

ଦିତୀୟ ବିବରଣ 16:19
ତୁମ୍ଭେ ସର୍ବଦା ନ୍ଯାଯବାନ ହବେ। ନ୍ଯାଯ ରେ ତୁମ୍ଭେ କାହାର ପକ୍ଷପାତ କରିବ ନାହିଁ। ତୁମ୍ଭମାନେେ ଉତ୍କୋଚ ନଇେ ଅନ୍ଯାଯ ବିଗ୍ଭର କରିବ ନାହିଁ। ଟଙ୍କା ଜ୍ଞାନି ଲୋକମାନଙ୍କୁ ଅନ୍ଧ କରିଦିଏ ଓ ଧାର୍ମୀକମାନଙ୍କର ବାକ୍ଯ ଅନ୍ୟଥା କରେ।

ଯାତ୍ରା ପୁସ୍ତକ 23:6
ଦରିଦ୍ର ବିଚା ରରେ ତୁମ୍ଭେ ତା ପ୍ରତି ଅନ୍ଯାଯ କରିବ ନାହିଁ। ତାକୁ ଅନ୍ୟ ଲୋକଙ୍କ ପରି ନ୍ଯାଯ ଦବେ।

ଯିଶାଇୟ 59:2
ମାତ୍ର ତୁମ୍ଭମାନଙ୍କର ପାପଗୁଡ଼ିକ ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କର ପରମେଶ୍ବରଙ୍କ ମଧିଅରେ ବିଚ୍ଛଦେ ଘଟାଇଅଛି ଓ ତୁମ୍ଭମାନଙ୍କର ପାପସବୁ ତୁମ୍ଭମାନଙ୍କଠାରୁ ତାହାଙ୍କ ମୁଖ ଲୁଚାଇଅଛି, ଏଣୁ ସେ ଶୁଣିବେ ନାହିଁ।

ଯିଶାଇୟ 59:13
ଆମ୍ଭମାନେେ ତାଙ୍କର ବିରୁଦ୍ଧାଚରଣ କରିବା ଓ ସଦାପ୍ରଭୁଙ୍କ ପ୍ରତି ଅବିଶ୍ବସ୍ତ ହବୋ। ଆମ୍ଭମାନେେ ସଦାପ୍ରଭୁଙ୍କଠାରୁ ବିମୁଖ ହେଲୁ। ଆମ୍ଭେ ଉତ୍ପୀଡ଼ନ ଓ ବିଦ୍ରୋହର କଥା କହୁ। ଆମ୍ଭେ ମିଥ୍ଯା କଥା କହି ଧାର୍ମିକତାକୁ ଆମ୍ଭଠାରୁ ଛାଡ଼ି ଦେଉ।

ଯିରିମିୟ 5:27
ଯେପରି ପିଞ୍ଜରା ପକ୍ଷୀ ରେ ପରିପୂର୍ଣ୍ଣ ସହେିପରି ସମାନଙ୍କେ ଗୃହ ଛଳନା ରେ ପୂର୍ଣ୍ଣ। ଏହି ମିଥ୍ଯା ଯୋଗୁଁ ସମାନେେ ଉନ୍ନତ ଓ ଧନବନ୍ତ ହାଇେଛନ୍ତି।

ଆମୋଷ 5:7
ପରମେଶ୍ବର କୃତ୍ତିକାକାର ଓ ମୃଗଶୀର୍ଷ ସୃଷ୍ଟି କଲେ। ସେ ଅନ୍ଧକାରକୁ ପ୍ରଭାତ ଆଲୋକରେ ପରିଣତ କଲେ।

ହୋଶେୟ 10:4
ସମାନେେ ଶପଥ ନିଅନ୍ତୁ କିନ୍ତୁ ସମାନେେ କବଳେ ମିଥ୍ଯା କୁହନ୍ତୁ। ସମାନେେ ସମାନଙ୍କେର ଶପଥ ରକ୍ଷା କରନ୍ତି ନାହିଁ। ସମାନେେ ଚୁକ୍ତି କରନ୍ତି। ସେଥିପାଇଁ ନ୍ଯାଯ କୃଷିକ୍ଷେତ୍ର ରେ ବିଷାକ୍ତ ଅନାବନା ଘାସ ପରି ବଢେ।

ଯିହିଜିକଲ 22:25
ତାହାର ଭବିଷ୍ଯଦବକ୍ତାମାନେ ସଠାେ ରେ ଚକ୍ରାନ୍ତ କରିଛନ୍ତି। ସମାନେେ ପ୍ରାଣୀମାନଙ୍କୁ ହତ୍ଯା କରିବାକୁ ଉତ୍ସୁକ ଗର୍ଜ୍ଜନକାରୀ ସିଂହ ସଦୃଶ। ସମାନେେ ଲୋକମାନଙ୍କୁ ଶୋଷଣ କରନ୍ତି, ସମାନେେ ମୂଲ୍ଯବାନ ଓ ବହୁମୂଲ୍ଯ ବସ୍ତ୍ର ହରଣ କରନ୍ତି ; ସମାନେେ ବହୁ ମହିଳାଙ୍କୁ ବିଧବା କରିଅଛନ୍ତି।

ଯିରିମିୟ 38:4
ତେଣୁ ସହେି ଅଧିପତିଗଣ ରାଜାଙ୍କୁ କହିଲେ, ଆମ୍ଭମାନେେ ଅନୁ ରୋଧ କରୁଅଛୁ, ଏହି ଯିରିମିୟକୁ ମୃତ୍ଯୁଦଣ୍ଡ ହେଉ। କାରଣ ସେ ଏହି ନଗରର ଅବଶିଷ୍ଟ ଯୋଦ୍ଧାମାନଙ୍କୁ ଏହି ପ୍ରକାର କଥା କହି ନିରୁତ୍ସାହିତ କରୁଅଛି। ପୁଣି ସେ ଏହି ଲୋକମାନଙ୍କର ମଙ୍ଗଳ ଚାହୁଁ ନାହିଁ, ବରଂ ସମାନଙ୍କେର ଅମଙ୍ଗଳ ଚାହୁଁଛି।

ଯିରିମିୟ 37:14
ସେତବେେଳେ ଯିରିମିୟ କହିଲେ, ଏହା ମିଥ୍ଯା କଥା, ମୁଁ କଲଦୀଯମାନଙ୍କ ପକ୍ଷକୁ ଯାଉ ନାହିଁ। ମାତ୍ର ଯିରିମିୟ ତାଙ୍କ କଥା ନ ଶୁଣି ତାଙ୍କୁ ବନ୍ଦୀ କରି ଅଧିପତିମାନଙ୍କ ନିକଟକୁ ନଇଗେଲା।

ଯିରିମିୟ 26:21
ରାଜା ଯିହାୟୋକୀମ୍, ତାଙ୍କର ସମସ୍ତ ବୀରଗଣ ଓ ଯିହୁଦାର ସମସ୍ତ ଅଧିପତିମାନେ ଉରିଯଙ୍କ ଭବିଷ୍ଯଦବାଣୀ ଶୁଣିଲେ। ତା'ପ ରେ ରାଜା ଯିହାୟୋକୀମ୍ ତାହାକୁ ବଧ କରିବାକୁ ଚେଷ୍ଟା କଲା। ମାତ୍ର ଉରିଯ ଭୟଭୀତ ହାଇେ ମିଶରକୁ ପଳାଇଲା।

ଯିରିମିୟ 26:8
ଆଉ ଯିରିମିୟ ସମସ୍ତ ଲୋକଙ୍କ ନିକଟରେ ସଦାପ୍ରଭୁଙ୍କର ଆଜ୍ଞାସବୁ କହିବା ସମାପ୍ତ କଲାପ ରେ ଯାଜକମାନେ, ଭବିଷ୍ଯଦବକ୍ତାମାନେ ଓ ଲୋକମାନେ ଯିରିମିୟଙ୍କୁ ଧରି କହିଲେ, ତୁମ୍ଭେ ନିଶ୍ଚଯ କରିବ।

ଯିରିମିୟ 12:6
ଏହି ଲୋକମାନେ ତୁମ୍ଭର ଭ୍ରାତୃଗଣ ଓ ତୁମ୍ଭ ପରିବାରର ଲୋକ ସଦୃଶ। ସହେି ଲୋକ ତୁମ୍ଭପ୍ରତି ବିଶ୍ବାସଘାତକତା କରିଅଛନ୍ତି। ସମାନେେ ତୁମ୍ଭ ପଶ୍ଚାତଧାବନ କରି ଉଚ୍ଚସ୍ବର ରେ ଡ଼ାକ ପକାଇଛନ୍ତି। ସମାନେେ ବନ୍ଧୁଭଳି ତୁମ୍ଭକୁ ମିଠା କଥା କହିଲେ ହେଁ ସମାନଙ୍କେୁ ବିଶ୍ବାସ କର ନାହିଁ।

ଯାତ୍ରା ପୁସ୍ତକ 23:2
ତୁମ୍ଭେ ଲୋକ ଗହଳି ସହିତ ୟୋଗ ଦବୋ ଉଚିତ୍ ନୁହଁ ଏବଂ ନ୍ଯାଯକୁ ଭ୍ରଷ୍ଟ କରିବା ଉଚିତ୍ ନୁହଁ, ଯେତବେେଳେ ତୁମ୍ଭେ ନ୍ଯାଯାଳଯ ରେ ସାକ୍ଷ୍ଯ ଦିଅ।