Base Word
תּוֹרָה
Short Definitiona precept or statute, especially the Decalogue or Pentateuch
Long Definitionlaw, direction, instruction
Derivationor תֹּרָה; from H3384
International Phonetic Alphabett̪oˈrɔː
IPA modto̞wˈʁɑː
Syllabletôrâ
Dictiontoh-RAW
Diction Modtoh-RA
Usagelaw
Part of speechn-f

ଆଦି ପୁସ୍ତକ 26:5
ମୁଁ ଏହା କରିବି, କାରଣ ତୁମ୍ଭର ପିତା ଅବ୍ରହାମ ମାରେ କଥା ମାନିଥିଲେ ଓ ମୁଁ ଯାହା କହିଥିଲି ତାହା କରିଥିଲେ। ଅବ୍ରହାମ ମାରେ ଆଦେଶ, ନିଯମ ଓ ବିଧିସବୁ ମାନିଲେ।

ଯାତ୍ରା ପୁସ୍ତକ 12:49
ଏହି ନିଯମ ସମସ୍ତଙ୍କ ପାଇଁ ପ୍ରଜୁୟ୍ଯ, ଏହା କବଳେ ଅଣ ଇଶ୍ରାୟେଲୀୟ ପାଇଁ ନୁହେଁ, ଏହା ସମସ୍ତଙ୍କ ପାଇଁ ଲାଗୁ ହବେ। ଏହି ନିଯମ ସମସ୍ତଙ୍କ ପାଇଁ ଯେଉଁମାନେ ତୁମ୍ଭ ଦେଶ ରେ ବାସ କରୁଥିବେ।

ଯାତ୍ରା ପୁସ୍ତକ 13:9
ଏହି ପବିତ୍ର ଦିନଟିକୁ ତୁମ୍ଭମାନେେ ମନେ ରଖିବ। ଏହା ଯେପରି ତୁମ୍ଭମାନଙ୍କ ପାଇଁ, ସଦାପ୍ରଭୁଙ୍କ ବ୍ଯବସ୍ଥା ଯେପରି ତୁମ୍ଭ ମୁଖ ରେ ରହିବ, ଏଥିପାଇଁ ଏହା ଚିହ୍ନ ସ୍ବରୂପ ତୁମ୍ଭ ହସ୍ତ ରେ ଓ ସ୍ମରଣର ଉପାଯ ସ୍ବରୂପ ତୁମ୍ଭ ଚକ୍ଷୁ ଦ୍ବଯର ମଧ୍ଯସ୍ଥାନ ରେ ରହିବ। ଯେ ହତେୁ ସଦାପ୍ରଭୁ ପରାକ୍ରାନ୍ତ ହସ୍ତଦ୍ବାରା ମିଶରଠାରୁ ତୁମ୍ଭକୁ ବାହାର କରି ଆଣିଛନ୍ତି।

ଯାତ୍ରା ପୁସ୍ତକ 16:4
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ଦେଖ ଆମ୍ଭେ ତୁମ୍ଭମାନଙ୍କ ପାଇଁ ଆକାଶ ମାର୍ଗରୁ ଖାଦ୍ୟଦ୍ରବ୍ଯ ବୃଷ୍ଟି କରିବା। ଲୋକମାନେ ପ୍ରତିଦିନ ବାହାରକୁ ୟାଇ ତାଙ୍କର ଆବଶ୍ଯକ ପରିମାଣ ରେ ଖାଦ୍ୟ ସଂଗ୍ରହ କରି ଆଣିବେ। ଏଥିରୁ ଜଣା ପଡିବ ଯେ ସମାନେେ ଆମ୍ଭର ବ୍ଯବସ୍ଥା ଅନୁସାରେ ଚଳୁଛନ୍ତି ନା ନାହିଁ।

ଯାତ୍ରା ପୁସ୍ତକ 16:28
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, କେତକୋଳ ତୁମ୍ଭ ଲୋକମାନେ ମାରେ ଆଜ୍ଞା ଓ ଶିକ୍ଷା ମାନିବେ ନାହିଁ?

ଯାତ୍ରା ପୁସ୍ତକ 18:16
ସମାନଙ୍କେର କୌଣସି ବିବାଦ ହେଲ, ମାେ ପାଖକୁ ଆସନ୍ତି। ତହିଁରେ ମୁଁ ବାଦୀ ଓ ପ୍ରତିବାଦୀ ମଧିଅରେ ବିଚାର କରେ। ସମାନଙ୍କେୁ ପରମେଶ୍ବରଙ୍କର ବିଧି ଓ ବ୍ଯବସ୍ଥା ସବୁ ଶିକ୍ଷା ଦିଏ।

ଯାତ୍ରା ପୁସ୍ତକ 18:20
ତୁମ୍ଭେ ସମାନଙ୍କେୁ ବିଧି ଓ ବ୍ଯବସ୍ଥାର ଉପଦେଶ ଦିଅ ଓ ସମାନଙ୍କେ ଗନ୍ତବ୍ଯ ପଥ ଓ କର୍ତ୍ତବ୍ଯ କର୍ମ ଦଖାେଅ।

ଯାତ୍ରା ପୁସ୍ତକ 24:12
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ପର୍ବତ ଉପରେ ମାେ ପାଖକୁ ଆସ। ଏଠା ରେ ରୁହ। ମୁଁ ପ୍ରସ୍ତର ଫଳକ ତୁମ୍ଭକୁ ଦବେି, ବ୍ଯବସ୍ଥା ଓ ଆଜ୍ଞା, ଯାହା ମୁଁ ସମାନଙ୍କେୁ ଶିକ୍ଷା ଦବୋକୁ ଲେଖିଛି।

ଲେବୀୟ ପୁସ୍ତକ 6:9
ତୁମ୍ଭେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଏହି ଆଜ୍ଞା ଦିଅ, ଏହା ହାମବେଳିର ବ୍ଯବସ୍ଥା ଅଟେ, ହାମବେଳି ସମସ୍ତ ପ୍ରଭାତ ହବୋ ପର୍ୟ୍ଯନ୍ତ ୟଜ୍ଞବଦେୀର ଅଗ୍ନି ଉପରେ ରହିବ, ପୁଣି ଅଗ୍ନି ଜ୍ବଳନ୍ତ ରହିବା ଉଚିତ୍।

ଲେବୀୟ ପୁସ୍ତକ 6:14
ଏହା ହେଉଛି ଶସ୍ଯ ନବୈେଦ୍ଯର ବ୍ଯବସ୍ଥା। ହାରୋଣର ପୁତ୍ରଗଣ ୟଜ୍ଞବଦେୀ ସମ୍ମୁଖ ରେ ସଦାପ୍ରଭୁଙ୍କ ଛାମୁକୁ ଶସ୍ଯ ଆଣିବେ।

Occurences : 219

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்