Genesis 49
14 ସେ ଗୋଟିଏ ଗଧ ପରି କଠିନ ପରିଶ୍ରମ କରିବ। ଭାରି ବୋଝ ବହିଲା ପରେ ସେ ଶୁଏ।
15 ସେ ବିଶ୍ରାମ ସ୍ଥାନକୁ ଉତ୍ତମ ଓ ଦେଶକୁ ସୁରମ୍ଯ ଦେଖିବ। ଏହାପରେ ସେ ଭାରି ଭାର ବୋହିବା ପାଇଁ ରାଜି ହବେ। ସେ ବେଠିକାମ କରିବାକୁ ରାଜି ହବେ।
14 Issachar is a strong ass couching down between two burdens:
15 And he saw that rest was good, and the land that it was pleasant; and bowed his shoulder to bear, and became a servant unto tribute.
Genesis 49 in Tamil and English
14 ସେ ଗୋଟିଏ ଗଧ ପରି କଠିନ ପରିଶ୍ରମ କରିବ। ଭାରି ବୋଝ ବହିଲା ପରେ ସେ ଶୁଏ।
Issachar is a strong ass couching down between two burdens:
15 ସେ ବିଶ୍ରାମ ସ୍ଥାନକୁ ଉତ୍ତମ ଓ ଦେଶକୁ ସୁରମ୍ଯ ଦେଖିବ। ଏହାପରେ ସେ ଭାରି ଭାର ବୋହିବା ପାଇଁ ରାଜି ହବେ। ସେ ବେଠିକାମ କରିବାକୁ ରାଜି ହବେ।
And he saw that rest was good, and the land that it was pleasant; and bowed his shoulder to bear, and became a servant unto tribute.