ଆଦି ପୁସ୍ତକ 48:5 in Oriya

ଓଡିଆ ଓଡିଆ ବାଇବେଲ ଆଦି ପୁସ୍ତକ ଆଦି ପୁସ୍ତକ 48 ଆଦି ପୁସ୍ତକ 48:5

Genesis 48:5
ଏବଂ ବର୍ତ୍ତମାନ ତୁମ୍ଭର ଦୁଇ ପୁତ୍ର ଅଛନ୍ତି। ଏହି ଦୁଇ ପୁତ୍ର ମିଶର ରେ ମାରେ ଆସିବା ପୂର୍ବରୁ ଜନ୍ମିଛନ୍ତି। ତୁମ୍ଭର ଦୁଇ ପୁତ୍ର ଇଫ୍ରଯିମ ଓ ମନଃଶି ମାେ ନିଜର ପୁତ୍ର ପରି। ସମାନେେ ରୂବନେ ଓ ସିମିଯୋନଙ୍କ ପରି ମାେ ପାଇଁ ଅଟନ୍ତି।

Genesis 48:4Genesis 48Genesis 48:6

Genesis 48:5 in Other Translations

King James Version (KJV)
And now thy two sons, Ephraim and Manasseh, which were born unto thee in the land of Egypt before I came unto thee into Egypt, are mine; as Reuben and Simeon, they shall be mine.

American Standard Version (ASV)
And now thy two sons, who were born unto thee in the land of Egypt before I came unto thee into Egypt, are mine; Ephraim and Manasseh, even as Reuben and Simeon, shall be mine.

Bible in Basic English (BBE)
And now your two sons who came to birth in Egypt before I came to you here, are mine; Ephraim and Manasseh will be mine, in the same way as Reuben and Simeon are.

Darby English Bible (DBY)
And now thy two sons, who were born to thee in the land of Egypt before I came to thee into Egypt, shall be mine: Ephraim and Manasseh shall be mine, as Reuben and Simeon.

Webster's Bible (WBT)
And now, thy two sons, Ephraim and Manasseh, who were born to thee in the land of Egypt, before I came to thee into Egypt, are mine; as Reuben and Simeon, they shall be mine.

World English Bible (WEB)
Now your two sons, who were born to you in the land of Egypt before I came to you into Egypt, are mine; Ephraim and Manasseh, even as Reuben and Simeon, will be mine.

Young's Literal Translation (YLT)
`And now, thy two sons, who are born to thee in the land of Egypt, before my coming unto thee to Egypt, mine they `are'; Ephraim and Manasseh, as Reuben and Simeon they are mine;

And
now
וְעַתָּ֡הwĕʿattâveh-ah-TA
thy
two
שְׁנֵֽיšĕnêsheh-NAY
sons,
בָנֶיךָ֩bānêkāva-nay-HA
Ephraim
הַנּֽוֹלָדִ֨יםhannôlādîmha-noh-la-DEEM
and
Manasseh,
לְךָ֜lĕkāleh-HA
born
were
which
בְּאֶ֣רֶץbĕʾereṣbeh-EH-rets
unto
thee
in
the
land
מִצְרַ֗יִםmiṣrayimmeets-RA-yeem
Egypt
of
עַדʿadad
before
בֹּאִ֥יbōʾîboh-EE
I
came
אֵלֶ֛יךָʾēlêkāay-LAY-ha
unto
מִצְרַ֖יְמָהmiṣraymâmeets-RA-ma
Egypt,
into
thee
לִיlee
Reuben
as
mine;
are
הֵ֑םhēmhame
and
Simeon,
אֶפְרַ֙יִם֙ʾeprayimef-RA-YEEM
they
shall
be
וּמְנַשֶּׁ֔הûmĕnaššeoo-meh-na-SHEH
mine.
כִּרְאוּבֵ֥ןkirʾûbēnkeer-oo-VANE
וְשִׁמְע֖וֹןwĕšimʿônveh-sheem-ONE
יִֽהְיוּyihĕyûYEE-heh-yoo
לִֽי׃lee

Cross Reference

ଯିହୋଶୂୟ 14:4
ବରଟି ବଂଶଧରଙ୍କକ୍ସ୍ଟ ସମାନଙ୍କେର ଭୂମିର ଅଧିକାର ଦଇେଥିଲେ। ଯୋଷଫେର ପକ୍ସ୍ଟତ୍ରଗଣ ଦକ୍ସ୍ଟଇଟି ବଂଶ ରେ ବିଭକ୍ତ ହେଲେ। ସମାନେେ ହେଲେ, ମନଃଶି ଓ ଇଫ୍ରଯିମ। ଏବଂ ପ୍ରେତ୍ୟକକ ବଂଶଧରମାନେ କିଛି କିଛି ଭୂମି ଲାଭ କଲେ। କିନ୍ତୁ ଲବେୀ ବଂଶଧରମାନଙ୍କୁ କୌଣସି ଭୂମି ଦିଆଗଲା ନାହିଁ। ଯାହା ହେଉ ସମାନଙ୍କେୁ କବଳେ ଏକ େଛାଟ ସହର ବାସ କରିବା ପାଇଁ ଅଧିକାର ଦିଆ ୟାଇଥିଲା। ସହେି ସହର ଗକ୍ସ୍ଟଡିକ ହେଲା, ପ୍ରେତ୍ୟକକ ପରିବାରବର୍ଗର ଦେଶ, ସମାନଙ୍କେର ପଶକ୍ସ୍ଟମାନେ ଚରିବା ପାଇଁ କିଛି ପଡିଆ ଦିଆୟାଇଥିଲା।

ଆଦି ପୁସ୍ତକ 46:20
ମିଶର ରେ ଯୋଷଫଙ୍କେର ଦୁଇ ପୁତ୍ର ଥିଲେ। ମନଃଶି ଓ ଇଫ୍ରଯିମ। ଯୋଷଫଙ୍କେ ସ୍ତ୍ରୀ ଆସନତ, ସମାନଙ୍କେୁ ଜନ୍ମ କରିଥିଲେ। ୟିଏ ଓନ୍ ନଗରସ୍ଥ ପୋଟୀଫର ଯାଜକର କନ୍ଯା ଥିଲେ।

ଆଦି ପୁସ୍ତକ 41:50
ଯୋଷଫଙ୍କେର ସ୍ତ୍ରୀ ଆସନତ୍। ସେ ଓନ୍ ନଗର ନିବାସୀ ପୋଟୀଫର ଯାଜକର ଝିଅ ଥିଲେ। ଦୁର୍ଭିକ୍ଷ ଆସିବାର ପୂର୍ବରୁ ଯୋଷଫେ ଏବଂ ଆସନତ୍ ଦୁଇଟି ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 5:1
ରୁବନ୍େ ଇଶ୍ରାୟେଲଙ୍କର ପ୍ରଥମଜାତ ପୁତ୍ର ଥିଲେ। ସେଥିପାଇଁ ସେ ବିଶଷେ ଆଶୀର୍ବାଦ ପାଇବାର ଉଚିତ୍ ଥିଲା, କିନ୍ତୁ ସେ ନିଜ ପିତାଙ୍କର ସ୍ତ୍ରୀଙ୍କ ସହିତ ୟୌନ ସମ୍ପର୍କ ସ୍ଥାପନ କରିଥିଲେ। ତେଣୁ ଏହି ସମସ୍ତ ଆଶୀର୍ବାଦ ଯୋଷଫଙ୍କେ ପୁତ୍ରଙ୍କୁ ଦିଆଗଲା।

ଯିହୋଶୂୟ 13:7
ବର୍ତ୍ତମାନ ଅଧିକାର ନିମିତ୍ତ ନଅ ବଂଶକକ୍ସ୍ଟ ଓ ମନଃଶିର ଅର୍ଦ୍ଧବଂଶକକ୍ସ୍ଟ ଏହି ଭୂମି ବଣ୍ଟନ କରିଦିଅ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:6
ଆଶେର ପରିବାରବର୍ଗରୁ 12,000, ନପ୍ତାଲି ପରିବାରବର୍ଗରୁ 12,000, ମନଃଶି ପରିବାରବର୍ଗରୁ 12,000

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:5
ସେ ଆମ୍ଭମାନଙ୍କ ସୃଷ୍ଟି ପୂର୍ବରୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ବାରା ନିଜର ସନ୍ତାନ କରିବାକୁ ସ୍ଥିର କରିଥିଲେ। ଏହା ତାହାଙ୍କର ଇଚ୍ଛା ଓ ଆନନ୍ଦ ଥିଲା।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 6:18
ମୁଁ ତୁମ୍ଭମାନଙ୍କର ପିତା ହବେି ଓ ତୁମ୍ଭମାନେେ ମାେ ପୁଅ ଓ ଝିଅ ହବେ ସର୍ବଶକ୍ତିମାନ ପ୍ରଭୁ ଏହା କୁହନ୍ତି। ଦ୍ବିତୀୟ ଶାମୁଯଲେ 7:14, 7:8

ମଲାଖୀ 3:17
ସଦାପ୍ରଭୁ କହିଲେ, ସମାନେେ ଆମ୍ଭର ନିଜ ଲୋକ, ଯେଉଁ ଦିନ ମୁଁ କାର୍ୟ୍ଯ କରିବାକୁ ସ୍ଥିର କରିଥାଏ ନ୍ଯାଯ ଦବୋ ପାଇଁ। ମୁଁ ମାେ ଅନ୍ବଷେଣକାରୀମାନଙ୍କୁ ସ୍ନହେ କରିବି ଯେପରି ଜଣେ ବାପା ତା'ର ଆଜ୍ଞାଧିନ ପୁତ୍ରକୁ ସ୍ନହେ କରେ।

ଯିହିଜିକଲ 16:8
ଏବଂ ମୁଁ ଯେତବେେଳେ ତୁମ୍ଭକୁ ଅନାଇଲି, ସେତବେେଳେ ଦେଖିଲି ତୁମ୍ଭେ ପ୍ ରମେ କରିବା ପାଇଁ ରାଜି ହାଇୟୋଇଥିଲ। ତେଣୁ ମୁଁ ତୁମ୍ଭ ଶରୀର ଉପ ରେ ମାରେ ବସ୍ତ୍ର ଆବୃତ କଲି। ମୁଁ ଶପଥ କରି ତୁମ୍ଭ ସଙ୍ଗେ ନିଯମ ସ୍ଥିର କଲି ଏବଂ ତୁମ୍ଭେ ମାରେ ହେଲ।' ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି

ଯିଶାଇୟ 43:1
ହେ ଯାକୁବ, ଯେଉଁ ସଦାପ୍ରଭୁ ତୁମ୍ଭକୁ ସୃଷ୍ଟି କଲେ, ହେ ଇଶ୍ରାୟେଲ, ଯେଉଁ ସଦାପ୍ରଭୁ ତୁମ୍ଭକୁ ନିର୍ମାଣ କଲେ, ସହେି ସଦାପ୍ରଭୁ ଏହି କଥା କୁହନ୍ତି, ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ। ଆମ୍ଭେ ତୁମ୍ଭର ନାମଧରି ଆହ୍ବାନ କରୁଅଛୁ, ତୁମ୍ଭେ ଆମ୍ଭର।

ଯିହୋଶୂୟ 16:1
ଯୋଷଫେର ପରିବାରବର୍ଗ ଏହି ଦେଶ ପାଇଲେ, ଯାହାକି ୟର୍ଦ୍ଦନ ନଦୀ ନିକଟସ୍ଥ ଯିରୀହାଠାେରକ୍ସ୍ଟ ଆରମ୍ଭ କରି ଯିରୀହାରେ ଜଳ ନିକଟବର୍ତ୍ତୀ ୟାଏ ବ୍ଯାପିଥିଲା। ଏହାର ସୀମା ଯିରୀହାଠାେରକ୍ସ୍ଟ ପର୍ବତମଯ ଦେଶ ବୈଥେଲ୍ ପର୍ୟ୍ଯନ୍ତ ବିସ୍ତୃତ ଥିଲା।

ଗଣନା ପୁସ୍ତକ 26:28
ଯୋଷଫଙ୍କେ ଦୁଇପୁତ୍ର ହେଲେ ମନଃଶି ଓ ଇଫ୍ରଯିମ। ଏମାନେ ପ୍ରେତ୍ୟକକ ଏକ ଏକ ପରିବାରବର୍ଗ ହେଲେ।

ଗଣନା ପୁସ୍ତକ 1:32
ଇଫ୍ରଯିମଙ୍କର ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।

ଗଣନା ପୁସ୍ତକ 1:10
ଇଫ୍ରଯିମ ଗୋ୍ଟିର, ଅମ୍ମୀହୂଦର ପୁତ୍ର ଇଲୀଶାମା।

ଲେବୀୟ ପୁସ୍ତକ 20:26
ପୁଣି ତୁମ୍ଭମାନେେ ଆମ୍ଭ ଉଦ୍ଦେଶ୍ଯ ରେ ପବିତ୍ର ହବେ। କାରଣ ଆମ୍ଭେ ସଦାପ୍ରଭୁ ପବିତ୍ର ଅଟୁ। ତେଣୁ ତୁମ୍ଭମାନେେ ଯେପରି ଆମ୍ଭର ହବେ ଏଥିପାଇଁ ଆମ୍ଭେ ଅନ୍ୟ ଲୋକଙ୍କଠାରୁ ତୁମ୍ଭଙ୍କୁ ପୃଥକ୍ କରିଅଛୁ।